ଗାଈ ଏମିତି ଖାଉଛି ଗୁପ୍ଚୁପ୍, ଭିଡିଓ ଦେଖିଲେ…
ବଡ଼ ଶରଧାରେ ଗାଈ ଖାଉଛି ଗୁପ୍ଚୁପ୍। ଗୋଟିଏ ପାଟିରୁ ନ ସରୁଣୁ ମୁହଁ ବଢ଼ାଇ ଦେଉଛି। ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ସମସ୍ତେ ପ୍ରତିକ୍ରିୟା ରଖୁଛନ୍ତି ‘ଗୁପ୍ଚୁପ୍ କାହାକୁ ବା ନାପସନ୍ଦ’। କୁହାଯାଏ…
ଅଭିନେତ୍ରୀ ପିଠିରେ ଲେଖିଥିଲେ ସ୍ବାମୀଙ୍କ ନାମ
ବମ୍ବେ: ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀ ଆଉ ଦୁନିଆରେ ନାହାନ୍ତି ସତ, ହେଲେ ପ୍ରଶଂସକଙ୍କ ହୃଦୟରେ ଆଜି ବି ସେ ଜୀବିତ ଅଛନ୍ତି। ଦୁଇ ଝିଅଙ୍କ ସହ ସ୍ବାମୀ ବୋନି କପୁର ସର୍ବଦା ତାଙ୍କୁ ମନେ ପକାଉଛନ୍ତି। ଶ୍ରୀଦେବୀଙ୍କ ସହ ପୁରୁଣା ଦିନକୁ…
ଡେଥ୍ ଓଭରରେ ପାରିଲେନି ବୋଲର, ଦକ୍ଷିଣ ଆଫ୍ରିକା ଛିଡ଼ା କଲା ୨୯୭ ରନ୍ ଟାଗେର୍ଟ
ପାର୍ଲ,୧୯।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ଡେଥ୍ ଓଭରରେ ଭାରତୀୟ ବୋଲର ଉଇକେଟ ନେବାରେ ବିଫଳ ହୋଇଛନ୍ତି। ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲଙ୍କ ଉପସ୍ଥିତି ସତ୍ତ୍ୱେ ଭାରତୀୟ ଦଳ ୫୦ ଓଭରରେ ଘରୋଇ…
ସାଙ୍ଗ ହୋଇ ଆସିଥିଲେ, ସାଙ୍ଗ ହୋଇ ଚାଲିଗଲେ
ଧର୍ମଗଡ଼,୧୯ା୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଗୋଲମୁଣ୍ଡା ବ୍ଲକ ମହାଲିଙ୍ଗ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଯାଆଁଳା ଭାଇ ଖେଳୁଥିବାବେଳେ ଘର ପାଖ ପୋଖରୀକୁ ଖସି ପଡ଼ିଥିଲେ। ବୁଡ଼ିଯାଉଥିବା ଦେଖିଥିଲେ ପରିବାର ଲୋକେ ଦେଖି ଉଭୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ଉଦ୍ଧାର…
ଗୋଟିଏ କ୍ଲିକ୍ରେ ଆକାଉଣ୍ଟରୁ କଟିଗଲା ୧୩ ଲକ୍ଷ ଟଙ୍କା
ଭୁବନେଶ୍ୱର,୧୯ା୧(ବ୍ୟୁରୋ): ରାଜଧାନୀରେ ପୁଣି ମାତିଛନ୍ତି ସାଇବର୍ ଠକ। ମୋବାଇଲ ନମ୍ବର ପୋଟାଲ କରିବା ନାଁରେ ୧୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଶୈଳଶ୍ରୀବିହାର ଅଞ୍ଚଳରେ ଏପରି ବଡ଼ ଧରଣର ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ଶୈଳଶ୍ରୀବିହାର…
‘ଇଣ୍ଡିଆନ୍ ମହାରାଜ’ର ନେତୃତ୍ୱ ନେବେ ସେହ୍ବାଗ
ମସ୍କାଟ,୧୯।୧: ପୂର୍ବତନ ବିସ୍ଫୋରକ ଓପନର୍ ବିରେନ୍ଦ୍ର ସେହ୍ବାଗ ଗୁରୁବାରଠାରୁ କିମ୍ବଦନ୍ତୀ ଲିଗ୍ କ୍ରିକେଟ (ଏଲ୍ଏଲ୍ସିି) ଟି-୨୦ ଟୁର୍ନାମେଣ୍ଟରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଟିମ୍ ‘ଇଣ୍ଡିଆନ ମହାରାଜ’ର ନେତୃତ୍ୱ ନେବେ। ସେହିଭଳି ମହମ୍ମଦ କୈଫ୍ ଉପ-ଅଧିନାୟକ ଏବଂ ଅଷ୍ଟ୍ରେଲିଆର ବିଶ୍ୱକପ୍ ବିଜେତା ପ୍ରଶିକ୍ଷକ…
‘ପିଲାଙ୍କୁ ସହଜରେ କରୋନା ହୁଏନି’
ଭୁବନେଶ୍ୱର,୧୯।୧(ବ୍ୟୁରୋ): ପିଲାଙ୍କୁ ସହଜରେ କରୋନା ହୁଏନି। ତେଣୁ ଏହାକୁ ନେଇ ଭୟଭୀତ ହୁଅନ୍ତୁନି । ଏଭଳି କହିଛନ୍ତି କଟକ ଶିଶୁଭବନର ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରଓ୍ବାଲ। ସେ ଆହୁରି କହିଛନ୍ତି, ଏବେ ଦୈନିକ ଯେତିକି ପିଲା ସଂକ୍ରମିତ ହେଉଛନ୍ତି, ସେଥିରୁ ୯୫%…
ଏମିତି ବ୍ରିଜ୍, ଯେଉଁଠୁ ଡେଇଁ କୁକୁରମାନେ କରନ୍ତି ଆତ୍ମହତ୍ୟା
ସାଧାରଣତଃ ଦୁନିଆର କିଛି ଲୋକ ଚାପଗ୍ରସ୍ତ, ଉଦାସୀନତା ଯୋଗୁ ଆତ୍ମହତ୍ୟା ପରି ପଦକ୍ଷେପ ଗ୍ରହଣ କରୁଥିବା ନଜିର ରହିଛି। ମାତ୍ର କୁକୁରମାନେ ଯେ, ଆତ୍ମହତ୍ୟା କରନ୍ତି ଏ କଥା ଶୁଣିବାକୁ ଟିକେ ଅଡୁଆ ଲାଗୁଛି। କିନ୍ତୁ ଏହା ସତ। ଦୁନିଆରେ ଏପରି…
ଆଇସିସି ଟି୨୦ ଦଳରେ ନାହାନ୍ତି ଭାରତୀୟ
ଦୁବାଇ,୧୯।୧: ଗତ(୨୦୨୧)ବର୍ଷ ଲାଗି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶ୍ରେଷ୍ଠ ଟି୨୦ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଗୋଟିଏ ହେଲେ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମଙ୍କୁ ଏହି ଦଳର ନେତୃତ୍ୱ ଭାର…
ବୋଲରଙ୍କୁ କ୍ଷମା ଦେଲେନି ମ୍ୟାକ୍ସଓ୍ବେଲ
ବେଲବୋର୍ନ,୧୯।୧: ଚଳିତ ବିଗ୍ ବାଶ ଲିଗ୍ (ବିବିଏଲ୍)ରେ ବୁଧବାର ହୋବାର୍ଟ ହରିକେନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ୧୫୪ ରନ୍ର ବିସ୍ଫୋରକ ପାଳି ଖେଳି ଅପରାଜିତ ରହିଛନ୍ତି ଗ୍ଲେନ ମ୍ୟାକ୍ସଓ୍ବେଲ। ସର୍ବଦା ମଧ୍ୟକ୍ରମରେ ବ୍ୟାଟିଂ କରୁଥିବା ମେଲବୋର୍ନ ଷ୍ଟାର୍ସ ଅଧିନାୟକ ଏଥର ଓପନିଂ…
ଚାରି ମାସରେ ବଦଳିଗଲା ଭାଗ୍ୟ! ଆଇପିଏଲ-ଟି ୨୦ ପରେ ଏବେ ଜାତୀୟ ଦଳରେ ଡେବ୍ୟୁ କଲେ ଏହି ଧୂରନ୍ଧର
ପର୍ଲ,୧୯।୧: ମଧ୍ୟପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳି ଆସୁଥିବା ଭେଙ୍କଟେଶ ଆୟାରଙ୍କ ଭାଗ୍ୟ ବଦଳିଛି। ଗତ ବର୍ଷ ୟୁଏଇରେ ଆୟୋଜିତ ହୋଇଥିବା ଆଇପିଏଲ୍-୧୪ର ଦ୍ୱିତୀୟ ସଂସ୍କରଣ ପୂର୍ବରୁ ତାଙ୍କୁ କେହି ଚିହ୍ନି ବି ନ ଥିଲେ। ହେଲେ ଏବେ ଜାତୀୟ ଦିନିକିଆ…
ଜନ୍ମନେଲା ୪ ହାତ, ୪ ପାଦ ଥିବା ଶିଶୁ, ଲୋକେ କହୁଛନ୍ତି…
ପାଟଣା,୧୯ା୧: ବିହାରର କଟିହାରରେ ୪ ହାତ, ୪ ପାଦ ଥିବା ଏକ ଶିଶୁ ଜନ୍ମ ନେଇଛି। ଏହି ଖବର ଆଖପାଖ ଅଞ୍ଚଳରେ ପ୍ରଚାରିତ ହେବା ପରେ ଲୋକେ ହସ୍ପିଟାଲରେ ଭିଡ଼ ଜମାଇଥିଲେ। ସୋସିଆଲ ମିଡିଆରେ ଶିଶୁଟିର ଫଟୋ ଏବେ ଭାଇରାଲ ହେବାରେ…
Archives


