Posted inଜାତୀୟ

ଏବେ ହେଲମେଟ ପିନ୍ଧିଲେ ବି ଦେବାକୁ ପଡିବ ୨ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୦ ।୫: ଦେଶରେ ପ୍ରତିଥର ଗାଡି ଚାଳକଙ୍କ ପାଇଁ ନୂଆ ନୂଆ ନିୟମ ଲାଗୁ କରାଯାଉଛି । ନୂଆ ଟ୍ରାଫିକ ନିୟମ ଅନୁଯାୟୀ, ଏବେ ଜଣେ ବ୍ୟକ୍ତି ହେଲମେଟ ପିନ୍ଧିଥିଲେ ବି ୨୦୦୦ ଟଙ୍କା ଚାଲାଣ କଟିପାରେ । ଏବେ ପ୍ରଶ୍ନ ଉଠୁଛି ଏହା କିପରି ହେବ । ମିଡିଆ ରିପୋର୍ଟ ଅନୁଯାୟୀ, ୨ ଚକିଆ ଯାନ ଚଳାଇବା ବେଳେ ଯଦି କେହି ହେଲମେଟର ଷ୍ଟ୍ରିପ ବାନ୍ଧି ନ ଥିବେ ତେବେ ୧୯୪ଡି ଏମଭିଏ ଅନୁଯାୟୀ, ୧୦୦୦ଟଙ୍କା ଜରିମାନା ଦେବାକୁ ପଡିବ । ପୁଣି ଯଦି ଜଣେ ଦୋଷପୂର୍ଣ୍ଣ ହେଲମେଟ (ବିନା ବିଆଇଏସ) ହେଲମେଟ ପିନ୍ଧିଥିବେ ତେବେବି ତାଙ୍କୁ ୧୯୪ଡି ଏମଭିଏ ଅନୁଯାୟୀ, ୧୦୦୦ଟଙ୍କା ଜରିମାନା ଦେବାକୁ ପଡିବ । ଏସବୁ ଏଇଥିପାଇଁ କରାଯାଉଛି କି ସଡକ ଦୁର୍ଘଟଣାରେ ଜୀବନ ବଞ୍ଚାଇ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଶରଜିଲଙ୍କ ସାନ ଭାଇ ସମେତ ଅନ୍ୟ ୨ଗିରଫ

ଜହାନାବାଦ,୨୮।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ଛାତ୍ର ଶରଜିଲ ଇମାମ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ଉସୁକାଇବା ଭାଷଣ ଦେଇ ଏବେ ବିବାଦରେ ଛନ୍ଦି ହୋଇଯାଇଛନ୍ତି।...

ମୋଦି ସରକାରଙ୍କ ଇସାରାରେ ହୋଇଛି ଜେଏନ୍‌ୟୁ ହିଂସା: ସୋନିଆ

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁ ହିଂସା ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଶ୍ୱବିଦ୍ୟାଳୟରେ ହୋଇଥିବା...

୨୧ରୁ ଖୋଲିବ ସ୍କୁଲ: ଜାରି ହେଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ବନ୍ଦ ଥିବା ସ୍କୁଲ ସେପ୍ଟେମ୍ବର ୨୧ରୁ ଖୋଲିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ନବମରୁ...

ଗୋଆ କଂଗ୍ରେସ ସଙ୍କଟ, ପରଦା ପଛର ନାୟକ ମାଇକେଲ ଲୋବୋ-ଦିଗମ୍ବର କାମତ…

ପଣଜୀ,୧୧।୭ : ଗୋଆରେ କଂଗ୍ରେସରେ ବିଦ୍ରୋହ ସୃଷ୍ଟି ହୋଇଛି। ଦଳ ସ୍ବୀକାର କରିଛି ଯେ ଏହା ରାଜ୍ୟର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣଙ୍କ...

ଝାଡ଼ଖଣ୍ଡ ସରକାରଙ୍କ ସ୍ବାସ୍ଥ୍ୟ ସେବା: ଗୋଟିଏ ବିଲ୍ଡିଂର ଉପର ମହଲାରେ ହସ୍ପିଟାଲ ତଳେ ମଦ ଦୋକାନ; ସୋସିଆଲ ମିଡ଼ିଆରେ ଭାଇରାଲ

ଧାନବାଦ,୨୭।୮: ଝାଡ଼ଖଣ୍ଡ ସରକାରଙ୍କ ସ୍ବାସ୍ଥ୍ୟ ସେବା ନେଇ ଏବେ ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିିଛି। ଭିଡ଼ିଓରେ ଦେଖାଯାଉଛି ଏକ ବିଲ୍ଡିଂର ଉପର...

ପୁଲଓ୍ବାମାରେ ପୁଣି ଆଇଇଡି ବିସ୍ଫୋରଣ ପାଇଁ ଆତଙ୍କବାଦୀଙ୍କ ଯୋଜନା: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୬।୭: ପୁଲଓ୍ବାମାରେ ପୁଣି ଥରେ ବିସ୍ଫୋରଣ ପାଇଁ ଆତଙ୍କବାଦୀ ଯୋଜନା କରିଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ପୁଲଓ୍ବାମାରେ...

ଜ୍ୱାଇଁ ସମସ୍ତଙ୍କ ଘରେ ଅଛନ୍ତି, ହେଲେ କଂଗ୍ରେସରେ ଏହା ଏକ ବିଶେଷ ନାମ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୨ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର ରାଜ୍ୟ ସଭାରେ ବଜେଟକୁ ନେଇ ହେଉଥିବା ଚର୍ଚ୍ଚାର ଉତ୍ତର ଦେବାକୁ ଯାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।...

ହଳଦୀ ମିଶା କ୍ଷୀରପାନ ଅବସାଦ ଦୂରକରେ

ନୂଆଦିଲ୍ଲୀ: ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର...

Advertisement
Archives

Model This Week