ମକର ସଂକ୍ରାନ୍ତିରେ ବନ୍ଦ ରହିବ ମା’ ତାରିଣୀ ମନ୍ଦିର
କେନ୍ଦୁଝର,୧୩।୧(ସ୍ବ.ପ୍ର.): ଶୁକ୍ରବାର ମକର ସଂକ୍ରାନ୍ତି। ଏହାକୁ ନେଇ ରାଜ୍ୟର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ମାତ୍ର କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଶୁକ୍ରବାର କେନ୍ଦୁଝର ଜିଲା ଘଟଗାଁ ସ୍ଥିତ ମା’ ତାରିଣୀଙ୍କ ମନ୍ଦିର ବନ୍ଦ ରହିବ।…
ଦିନକରେ ବିଏମ୍ସିର ୨୨ କର୍ମଚାରୀ ପଜିଟିଭ୍ ଚିହ୍ନଟ, ଲାଗିଲା କଟକଣା
ଭୁବନେଶ୍ୱର,୧୩।୧(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ରହିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଫିସରେ ପଶିଛି କରୋନା। ଗୋଟିଏ ଦିନରେ ବିଏମ୍ସିର ୨୨ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିଲାଗି ଗୁରୁବାର ବିଏମ୍ସି କାର୍ଯ୍ୟାଳୟକୁ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି…
ଏହି କାରଣରୁ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ କୋହଲି, ମିଳିପାରେ ଦଣ୍ଡ
କେପ୍ଟାଉନ୍,୧୩।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ମଇଦାନରେ ବେଶ ଆକ୍ରାମକ ଥାନ୍ତି। ଏହାକୁ ନେଇ ଅନେକ ଥର ସେ ଦଣ୍ଡିତ ହୋଇଛନ୍ତି। ଏବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ…
ଧବଳେଶ୍ୱର ପୀଠରେ ୧୪୪ ଧାରା
କଟକ ଅଫିସ,୧୩।୧: ମକର ସଂକ୍ରାନ୍ତି ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି ହୋଇଛି। ପ୍ରଶାସନ ପକ୍ଷରୁ ଶୁକ୍ରବାର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। କେବଳ ସେବାୟତଙ୍କୁ ନେଇ ସମସ୍ତ ପ୍ରକାର ନୀତିକାନ୍ତି ସମାପନ…
ବୋଲ୍ଡ କରି ପୁରୁଣା ରାଗର ପ୍ରତିଶୋଧ ନେଲେ ବୁମ୍ରା; ପ୍ରଶଂସକ କହିଲେ ଜବରଦସ୍ତ
କେପ୍ଟାଉନ୍,୧୩।୧: ସ୍ଥାନୀୟ ନ୍ୟୁଲାଣ୍ଡ୍ସ ମଇଦାନରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତୀୟ ବୋଲରଙ୍କ ଦବ୍ଦବା ଦେଖିବାକୁ ମିଳିଥିଲା। ପ୍ରଥମ ଇନିଂସ ୨୨୩ରେ ସମାପ୍ତ ହେବା ପରେ ଭାରତୀୟ ଟିମ୍ ବୋଲିଂ କରି ଘରୋଇ ଦଳକୁ…
ଆସାମ ରାଜ୍ୟପାଳ କରୋନା ପଜିଟିଭ୍
ଗୌହାଟୀ,୧୩।୧: ଦେଶରେ କରୋନା ସଂକ୍ରମଣ ବଢିଚାଲିଛି। ଅନେକ ନେତା, ଅଭିନେତା ମଧ୍ୟ ସଂକ୍ରମଣ ହୋଉଛନ୍ତି। ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ କରୋନା ପଜିଟିଭ୍ ହୋଇଛନ୍ତି। ରାଜ୍ୟପାଳ ବୁଧବାର କୋଭିଡ୍ ପରୀକ୍ଷା କରାଇଥିଲେ। ତେବେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ…
ଚୁମ୍ବନକୁ ନେଇ ଏମିତି କହିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ର ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ବାଣୀ କପୁର ହେଉଛନ୍ତି ଜଣେ। ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମରୁ କ୍ୟାରିଅର୍ ଆରମ୍ଭ କରିଥିବା ବାଣୀ ପ୍ରାୟ ପ୍ରତ୍ୟେକ ଫିଲ୍ମରେ ବୋଲ୍ଡ ସିନ୍ କରିଥାନ୍ତି। ଏବେ ବାଣୀ ତାଙ୍କ ବୋଲ୍ଡ ସିନ୍କୁ ନେଇ ଏକ…
ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ୧୭ ନାମାଙ୍କନପତ୍ର ଦାଖଲ
ଭୁବନେଶ୍ୱର,୧୩।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଲାଗି ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ, ଜିଲା ପରିଷଦ ସଭ୍ୟଙ୍କ ପାଇଁ ଜିଲା ଓ ବ୍ଲକ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ତ୍ରିସ୍ତରୀୟ ପଞ୍ଚାୟତ…
ଦୁଇ ଝିଅ ପରେ ତୃତୀୟ ପୋଷ୍ୟ ସନ୍ତାନ ଗ୍ରହଣ କଲେ ସୁସ୍ମିତା ! ପ୍ରଶଂସକ କହିଲେ…
ବମ୍ବେ: ଦୁଇ ଝିଅଙ୍କ ପରେ ଏବେ ଏକ ପୁଅକୁ ପାଳିତ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ୍। ପିଲାମାନଙ୍କ ସହ ତାଙ୍କୁ ନିକଟରେ କିଛି ଫଟୋଗ୍ରାଫର ସ୍ପଟ୍ କରିଥିଲେ। ଏବେ କିଛି ଫଟୋ ଭାଇରାଲ ହେବା ପରେ ଏଭଳି…
ସରିଲା ଗଣତି, ଡଲଫିନ୍ ଦେଖାମିଳିଲାନି
ବାଲେଶ୍ୱର ଅଫିସ,୧୩।୧: ବାଲେଶ୍ୱର ଜିଲାରେ ଡଲଫିନ ଗଣନା ଶେଷ ହୋଇଥିବା ବେଳେ ଚଳିତ ବର୍ଷ ଗୋଟିଏ ବି ଡଲଫିନ୍ର ସନ୍ଧାନ ମିଳି ନ ଥିବା ଜିଲା ବନ ବିଭାଗ ଅଧିକାରୀ ବିମଳ ପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଗଣନା କାର୍ଯ୍ୟ…
ରାଜଧାନୀର ୯ ଅଞ୍ଚଳ କଣ୍ଟେନ୍ମେଣ୍ଟ ଜୋନ୍
ଭୁବନେଶ୍ୱର,୧୩।୧(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବଢିି ଚାଲିଛି। ତେବେ ଆଉ ୯ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । କୋଭିଡ ପଜିଟିଭ୍ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ-ପୂର୍ବ…
ଏହି ଦେଶରେ ଏବେ ଚାଲିଛି ୨୦୧୩ ମସିହା, କାରଣ ଜାଣିଲେ…
ଦୁନିଆ ଏକ ନୂଆ ବର୍ଷରେ ପାଦ ଦେଇଛି। ଏବେ ଲୋକମାନେ ନୂଆବର୍ଷ ପାଳନ କରିବା ପରେ ନିଜ ନିଜ କାମକୁ ଫେରିଛନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ ଏପରି ଏକ ଦେଶ ଅଛି; ଯେଉଁଠାରେ ବର୍ତ୍ତମାନ ୨୦୧୩ ମସିହା…
Archives


