Home Left

ଫେବୃଆରୀ ୨୮ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ,୧୯।୧: ଦେଶରେ କରୋନାର ‘ ଓମିକ୍ରନ୍‌’ ଭାରିଆଣ୍ଟ ଚିନ୍ତା ବଢାଉଛି। ଦିନକୁ ଦିନ ନୂଆ ମାମଲା ସାମ୍ନାକୁ ଆସୁଛି। ତେବେ କୋଭିଡ୍‌ର ମୁକାବିଲା ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଏହାରି ଭିତରେ ଅନ୍ତର୍ଜାତୀୟ ବିମାନ ଚଳାଚଳରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା।…

ଶାଶୁ-ଶ୍ୱଶୁରଙ୍କ ବିବାହ କରାଇଲେ ଜ୍ୱାଇଁ; ୬୦ ବର୍ଷ ପରେ ବାଜିଲା…

ଶାଶୁ-ଶ୍ୱଶୁରଙ୍କ ବିବାହ କରାଇଲେ ଜ୍ୱାଇଁ। ରାଜସ୍ଥାନର ବାନ୍ସଓ୍ବାଡା ଜିଲା ଅନ୍ତର୍ଗତ ଭାଡଲିପଡ଼ା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ଏବେ ଚର୍ଚ୍ଚାରେ। ଘଟଣାର ଭିଡିଓ ଭାଇରାଲ ହେଉଥିବା ବେଳେ ଲୋକମାନେ ଜ୍ୱାଇଁଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ପୁରା ଘଟଣାଟି…

‘ଏହା ମୋ କ୍ୟାରିୟରର ଶେଷ ସିଜନ’

ନୂଆଦିଲ୍ଲୀ,୧୯।୧: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଚଳିତ ସିଜନ ପରେ ଅନ୍ତର୍ଜାତୀୟ ଟେନିସରୁ ସନ୍ନ୍ୟାସ ନେବେ। ଚଳିତ ଅଷ୍ଟ୍ରେଲିଆନ ଓପନର ମହିଳା ଡବଲ୍ସ ବର୍ଗରେ ପ୍ରଥମ ରାଉଣ୍ଡରେ ପରାଜୟ ସହ ବିଦାୟ ନେବା ପରେ ଏଭଳି ଘୋଷଣା କରିଛନ୍ତି ପୂର୍ବତନ…

ଏହି ଦିନ ରିଲିଜ୍‌ ହେବ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଫିଲ୍ମକୁ ଦେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ତାଙ୍କ ଜଲଓ୍ବା ସମସ୍ତେ ଦେଖିସାରିଛନ୍ତି। ବର୍ତ୍ତମାନ ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଆସିବାକୁ ଯାଉଛି। ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ…

ଅଧିନାୟକ ଭାବେ କୋହଲି ଥିଲେ ଏମିତି, ରାହୁଲ ଦେଲେ ବଡ଼ ବୟାନ

ପର୍ଲ,୧୯।୧: ବୁଧବାରଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲା ଖେଳାଯିବ। ଏଥିରେ ଜଣେ ଅଧିନାୟକ ଭାବେ ନୁହେଁ, ବରଂ ଜଣେ ବ୍ୟାଟର ଭାବେ ପଡ଼ିଆକୁ ଓହ୍ଲାଇବେ ବିରାଟ କୋହଲି। ଲୋକେଶ ରାହୁଲଙ୍କ ଅଧିନାୟକତ୍ୱରେ…

ଭାରତୀୟ ଦଳର ନେତୃତ୍ୱ ନେଇ ସ୍ବତନ୍ତ୍ର ତାଲିକାରେ ରାହୁଲ

ପାର୍ଲ,୧୯।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ପ୍ରଥମ ଦିନିକିଆରେ ଭାରତୀୟ ଦଳର ନେତୃତ୍ୱ ନେଉଥିବା ଲୋକେଶ ରାହୁଲ ‘ଲିଷ୍ଟ ଏ’ କ୍ରିକେଟରେ କଦାପି କୌଣସି ଦଳର ନେତୃତ୍ୱ ନେଇ ନ ଥିଲେ। ଲିଷ୍ଟ ଏ’ କ୍ରିକେଟରେ ବିନା ଅଧିନାୟକତ୍ୱ ଅଭିଜ୍ଞତାରେ ସେ…

ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ

କର୍ଲାମୁଣ୍ଡା,୧୯ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମୋଟ୍‌ ୨ଟି ଜିଲା ପରିଷଦ ଆସନ ପାଇଁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରି ନ ଥିଲେ ହେଁ ଏହି ବ୍ଲକର ‘ଖ’ ଜୋନ୍‌ ପାଇଁ କଂଗ୍ରେସ ପ୍ରାର୍ଥୀ…

ଏକୁଟିଆ ଥିବାବେଳେ ଝିଅମାନେ ଗୁଗୁଲର ଏସବୁ ସାଇଟ୍‌ ଅଧିକ ସର୍ଚ୍ଚ କରନ୍ତି, ସର୍ଭେରୁ ଜଣାପଡ଼ିଲା…

ନୂଆଦିଲ୍ଲୀ, ୧୯।୧ : ସମ୍ପ୍ରତି ଗୁଗୁଲ ଏପରି ଏକ ପ୍ଲାଟଫର୍ମରେ ପରିଣତ ହୋଇଛି ଯାହା ଉପରେ ୟୁଜର ଯେ କୌଣସି କାମ ପାଇଁ ନିର୍ଭର କରୁଛନ୍ତି। କିଛିି ସମସ୍ୟାର ସମ୍ମୁଖୀନ ହେଲେ ଏବେ ୟୁଜରଙ୍କ ହାତ ତୁରନ୍ତ ଗୁଗୁଲ ଆଡକୁ ପଳାଉଛି।…

ପୁଅଙ୍କୁ ଧରି ସ୍ବାମୀଙ୍କ ଘର ସମ୍ମୁଖରେ ସ୍ତ୍ରୀଙ୍କ ଧାରଣା

ବଲାଙ୍ଗୀର ଅଫିସ, ୧୯।୧: ସ୍ବାମୀ-ସ୍ତ୍ରୀ ବିବାଦକୁ ନେଇ ସ୍ବାମୀଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି ଜଣେ ମହିଳା। ରାତିସାରା ସେ ତାଙ୍କ ୭ବର୍ଷର ପୁଅକୁ ଧରି ବଲାଙ୍ଗୀର ଜିଲା ଟିକ୍ରାପଡାର ବାସୁଦେବ ମିଶ୍ରଙ୍କ ଘର ସମ୍ମୁଖରେ ଧାରଣାରେ ବସିବା ଘଟଣା ସହର…

ରାସ୍ତା ଖରାପ ଯୋଗୁ ଯାଇପାରିଲାନି ଆମ୍ବୁଲାନ୍ସ: ଚାଲିଗଲା ରୋଗୀଙ୍କ ଜୀବନ

ପାଟଣା,୧୯।୧(ସ୍ବ.ପ୍ର.): ଗାଁକୁ ଭଲ ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ବୁହାହୋଇ ଆମ୍ବୁଲାନ୍ସ ପାଖକୁ ଯାଇଥିଲେ ରୋଗୀ। ବିଳମ୍ବରେ ଚିକିତ୍ସାଳୟରେ ପହଞ୍ଚିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି…

ହଂକଂରେ ୨,୦୦୦ ହାମଷ୍ଟରଙ୍କୁ ହତ୍ୟା କରାଯିବ…

ସିଟି ଅଫ୍‌ ଭିକ୍ଟୋରିଆ, ୧୯।୧ : କରୋନାରେ ସଂକ୍ରମିତ ହୋଇଥିବା ପ୍ରାୟ ୨,୦୦୦ ହାମଷ୍ଟରଙ୍କୁ ହତ୍ୟା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏକ ଗୃହପାଳିତ ପ୍ରାଣୀ ଦୋକାନରେ ହାମଷ୍ଟର ସଂକ୍ରମିତ ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେଠାରେ ଜଣେ…

ବୋଲେରୋ ଧକ୍କାରେ ସ୍କୁଟି ଆରୋହୀ ମୃତ: ରାଜପଥ ଅବରୋଧ

ପାଟଣା,୧୯।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ- କୋଲକାତା ଜାତୀୟ ରାଜପଥ ନିହ୍ନୁଆଁ ଛକ ନିକଟରେ ବୁଧବାର ସକାଳେ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri