Home Left

ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା

ଆସିକା/ଭଞ୍ଜନଗର,୧୮।୫ (ଡି.ଏନ୍‌.ଏ): ଗଞ୍ଜାମ ଜିଲା ଆସିକା ଅଗ୍ନିଶମ କେନ୍ଦ୍ରର ଜଣେ ଡ୍ରାଇଭର (ହାବିଲଦାର) ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଦୟାନିଧି ମହାନ୍ତ। ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢ଼ାକେନ୍ଦୁ ଜଙ୍ଗଲରେ ବେକରେ ରଶି ଲଗାଇ ସେ ଝୁଲି ପଡ଼ିମଥିଲେ। ମଙ୍ଗଳବାର…

ବାନ୍ଧବୀଙ୍କୁ ବିବାହ କରିବେ ବିଧାୟକ ବିଜୟଶଙ୍କର

ଜଗତ୍‌ସିଂହପୁର ଅଫିସ, ୧୮।୫: ତିର୍ତ୍ତୋଲ ବିଧାୟକ ତଥା ସ୍ଥାନୀୟ ମକୁନ୍ଦପୁର ବିଜୟଶଙ୍କର ଦାସ (୩୦) ଖୁବ୍‌ଶୀଘ୍ର ତାଙ୍କ ବାନ୍ଧବୀ ତଥା ସ୍ଥାନୀୟ ଦେଉଳୀଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୁମାଲିକା ଦାଶ (୨୯)ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏନେଇ ଉଭୟେ…

ଗଣଶିକ୍ଷା ବିଭାଗର ସ୍ପଷ୍ଟୀକରଣ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ତୃତୀୟ ଶ୍ରେଣୀର ଭାଷା ପଠନ ପୁସ୍ତିକାରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଖବର ସୋମବାର ‘ଧରିତ୍ରୀ’ର ତୃତୀୟ ପୃଷ୍ଠାରେ ପ୍ରକାଶ ପାଇଥିଲା। ପୁସ୍ତକରେ ଇଂଲିଶ ଭାଷାକୁ ବ୍ୟବହାର କରାଯିିବା ସହ ଚିତ୍ରରେ…

ମିଳିଥିବା ଭଗ୍ନ ସିଂହ ମୂର୍ତ୍ତି ଗଙ୍ଗବଂଶର ହୋଇଥାଇପାରେ

ପୁରୀ ଅଫିସ,୧୭।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ପୁରୀ ଏମାର ମଠ ପରିସର ଖନନ ବେଳେ ଭଗ୍ନ ସିଂହମୂର୍ତ୍ତି ମିଳିବା ଘଟଣା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ (ଏଏସ୍‌ଆଇ)ର ଚେତା ପଶିଛି। ମଙ୍ଗଳବାର ଏହି…

ବୁଧବାର କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୧୭ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନଠାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ ଏଜେଣ୍ଡା କ୍ୟାବିନେଟ୍‌…

ଅନୁଜଙ୍କ ବଧୂ ହେବାକୁ ପ୍ରସ୍ତୁତ

ବମ୍ବେ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅନୁଜ-ଅନୁପମା। ଷ୍ଟାରପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଅନୁପମା’ର ଆଗାମୀ ଏପିସୋଡରେ ଏହା ଦେଖିବାକୁ ମିଳିପାରେ। ପ୍ରଶଂସକମାନେ ଏହି ଚର୍ଚ୍ଚିତ ବିବାହକୁ ଅପେକ୍ଷା କରି ରହିଥିବା ବେଳେ ଏବେ ଅନୁପମାଙ୍କ ବଧୂ ବେଶର…

୬ ବର୍ଷ ସାନ ଆଦିଲଙ୍କ ପ୍ରେମରେ ପଡ଼ିଛନ୍ତି ରାକ୍ଷୀ, ଉପହାରରେ ମିଳିଛି ବିଏମ୍‌ଡବ୍ଲୁ

ବମ୍ବେ: ଛଅ ବର୍ଷ ସାନ ପ୍ରେମିକଙ୍କୁ ଡେଟ୍‌ କରିବାକୁ ନେଇ ଚର୍ଚ୍ଚାରେ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ଉଭୟଙ୍କ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଣୁ ପ୍ରେମିକ କିଏ, ସେ କ’ଣ କରନ୍ତି, ରାକ୍ଷୀଙ୍କୁ ସେ କିପରି…

ସ୍ତ୍ରୀଙ୍କଠାରୁ ରହୁଥିଲେ ଅଲଗା, ଝିଅ ଜନ୍ମଦିନର ୩ ଦିନ ପୂର୍ବରୁ ହୋଇଗଲା ମୃତ୍ୟୁ !

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆଣ୍ଡ୍ରିୟୁ ସାଇମଣ୍ଡସ୍‌ଙ୍କ ମେ’ ୧୫ରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୪୬ ବର୍ଷୀୟ ଏହି କ୍ରିକେଟର ବିଳମ୍ବିତ ରାତ୍ରିରେ କାର୍‌ ଚଳାଇ ଯାଉଥିବା ବେଳେ କୁଇନ୍ସଲ୍ୟାଣ୍ଡ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ସାଇମଣ୍ଡସ୍‌ଙ୍କ ଆକସ୍ମିକ ମୃତ୍ୟୁ…

ବୋମାମାଡରେ ଥରିଲା ଲଭିଭ

କ୍ୱିଭ,୧୭ ।୫: ଦୀର୍ଘ ୨ ମାସରୁ ଅଧିକ ସମୟ ହେଲା ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି । ଏଥିରେ କେହି ପଛଘୁଞ୍ଚା ଦେଉ ନ ଥିବା ବେଳେ ବିଜୟ ଲକ୍ଷ୍ୟ ରଖିଥିବା ରୁଷିଆ ବେଳକୁ ବେଳ ବିଜୟ ଲକ୍ଷ୍ୟ ହାସଲ କରିବା…

ୟୁକ୍ରେନ୍ ସେନାଙ୍କ ଗଡ ମାରିଉପୋଲ ଉପରେ କବଜା କଲା ରୁଷିଆ ସେନା!

କ୍ୱିଭ,୧୭ ।୫: ମାସ ମାସ ଧରି ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବା ବେଳେ ଏବେବି ରୁଷିଆ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛନ୍ତି । ତେବେ ମଙ୍ଗଳବାର ୟୁକ୍ରେନ୍ ସେନାଙ୍କ ଗଡ କୁହାଯାଉଥିବା ମାରିଉପୋଲକୁ ରୁଷିଆ ସେନା କବଜା କରି…

୧୪,୯୩୫ ଛାତ୍ରୀଛାତ୍ର ଦେଇ ନାହାନ୍ତି ନବମ ଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର,୧୭।୫(ବ୍ୟୁରୋ): ନବମ ଶ୍ରେଣୀ ପରୀକ୍ଷା ଦେଇନାହାନ୍ତି ୧୪,୯୩୫ ଛାତ୍ରୀଛାତ୍ର। ମଙ୍ଗଳବାର ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ କରିବା ଅବସରରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି। ଚଳିତ ବର୍ଷ ନବମ ଶ୍ରେଣୀରେ ମୋଟ ୫ ଲକ୍ଷ ୬୬ ହଜାର…

ଏଥର ତେଲଗୁ ନିର୍ଦ୍ଦେଶକଙ୍କ ସହ ଧମାଲ କରିବେ ସଲମାନ

ମୁମ୍ବାଇ: ଏବେ ବଲିଉଡର ଅଧିକାଂଶ ଫିଲ୍ମରେ ସାଉଥ୍ ଫିଲ୍ମର ରିମେକ ଦେଖିବାକୁ ପଡୁଛି । ଆଉ ବଲିଉଡ୍ ସେଲିବ୍ରିଟିମାନେ ଏବେ ସାଉଥ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରି ଦେଇଛନ୍ତି । ଏବେ ଏହି ଲିଷ୍ଟରେ ସଲମାନଙ୍କ ନାମ ସାମିଲ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?