ଫୁରସତ

ସ୍କୁଲ ଯାଇ ନାହାନ୍ତି ମା’ବାପା, ପୁଅ ହେଲେ ଦଶମ ଶ୍ରେଣୀ ଟପ୍ପର

ଲକ୍ଷ୍ନୌ: ୟୁପି ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷାରେ ଦ୍ୱିତୀୟ ଟପ୍ପର ହୋଇଛନ୍ତି ବାରାବଙ୍କିର ଅଭିମନ୍ୟୁ ବର୍ମା। ସେ ପରୀକ୍ଷାରେ ରଖିଛନ୍ତି ୯୫.୮୩% ମାର୍କ। କୃଷକ ପରିବାରରୁ ଆସିଥିବା ଅଭିମନ୍ୟୁ ଟପ୍ପର ହେବା ପରେ ଚର୍ଚ୍ଚାରେ ଅଛନ୍ତି। ଅଭିମନ୍ୟୁଙ୍କ ମା’ବାପା ସ୍କୁଲ କ’ଣ…

ସ୍ପଞ୍ଜ୍‌ ଛତୁ ଦାମ କମିଲା: କିଲୋପିଛା ହେଲା ଅଢ଼େଇ ହଜାର

ଚମ୍ବା, ୨୮।୬: ହିମାଚଳ ପ୍ରଦେଶରେ ସ୍ପଞ୍ଜ୍‌ ଛତୁ ହୋଇଥାଏ। ଏହାର ଦାମ କିଲୋ ପିଛା ସାଧାରଣ ସମୟରେ ୧୮ ହଜାରରୁ ୨୦ ହଜାର ଟଙ୍କା ହୋଇଥାଏ। ତେବେ ଲକ୍‌ଡାଉନ୍‌ ଯୋଗୁ ଅନ୍ୟ ରାଜ୍ୟର ବ୍ୟବସାୟୀ ହିମାଚଳ ପ୍ରଦେଶ ଆସିପାରୁ ନାହାଁନ୍ତି। ତେଣୁ…

ଶୁଆ ପାଳିଲେ ଜେଲଦଣ୍ଡ

ଲକ୍ଷ୍ନୌ: ଆପଣ ଶୁଆ ପାଳିଛନ୍ତି କି? ତା’ହେଲେ ସାବଧାନ ହୋଇଯାଆନ୍ତୁ, ଆପଣଙ୍କୁ ଜରିମାନା ତ ଦେବାକୁ ପଡ଼ିବ ତା’ ସହ ୩ ବର୍ଷ ଜେଲ ଦଣ୍ଡ ବି ଭୋଗିବାକୁ ହେବ। ଏମିତି ଏକ ଆଇନ ହୋଇଛି ଉତ୍ତରପ୍ରଦେଶର କାନପୁରରେ। ଏଠାରେ ବନବିଭାଗ…

ମହାକାଶରେ ହଜିଗଲା ଦର୍ପଣ

ଓ୍ବାଶିଂଟନ: ମହାକାଶରେ ଠୁଳ ହେଉଥିବା ବର୍ଜ୍ୟରେ ସାମିଲ ହୋଇଛି ଏକ ଛୋଟିଆ ଦର୍ପଣ। ଅନ୍ତଃରାଷ୍ଟ୍ରୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ସ୍ପେସ୍‌ ଓ୍ବାକ୍‌ କରିବା ସମୟରେ ଜଣେ ମହାକାଶଚାରୀଙ୍କ ଅସାବଧାନତା ଯୋଗୁ ଏହା ଘଟିଛି। ଏହା ଯଦି ପୃଥିବୀ ପୃଷ୍ଠରେ ଘଟିଥାନ୍ତା, ତେବେ…

ମଧ୍ୟପ୍ରଦେଶରେ ଜନ୍ମ ନେଲା ହାତ, ଗୋଡ଼ ନ ଥିବା ଝିଅ

ଭୋପାଳ, ୨୭।୬- ମଧ୍ୟପ୍ରଦେଶର ଭିଦିଶା ଜିଲାରେ ଜନ୍ମ ନେଇଥିବା ଏକ ଶିଶୁ କନ୍ୟାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଜନ୍ମ ନେଇଥିବା ଏହି ଶିଶୁ କନ୍ୟାଟିର ହାତ ଓ ଗୋଡ଼ ନ ଥିବା ଜଣାପଡ଼ିଛି। ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ଖବର…

ଧରାପଡ଼ିଲା ପ୍ରିନ୍ସପାଲଙ୍କ କାରସାଦି: ନିୟମ ଉଲ୍ଲଘଂନ କରି ସ୍ତ୍ରୀଙ୍କୁ ରଖିଥିଲେ ଅତିଥି ଅଧ୍ୟାପିକା

ସିର୍ସା, ୨୭।୬- ହରିୟାଣାର ସିର୍ସାରେ ଜଣେ ପ୍ରିନ୍ସପାଲ ନିୟମକୁ ଉଲ୍ଲଘଂନ କରି ନିଜ ସ୍ତ୍ରୀଙ୍କୁ ସ୍କୁଲରେ ଅତିଥି ଅଧ୍ୟାପିକା ନିଯୁକ୍ତ କରିଥିଲେ। କିନ୍ତୁ ଦୀର୍ଘ ୧୫ ବର୍ଷ ପରେ ପ୍ରିନ୍ସପାଲଙ୍କ ଏହି କାରସାଦି ଏବେ ଲୋକଲୋଚନକୁ ଆସିଛି। ସେହିଭଳି ପ୍ରିନ୍ସପାଲଙ୍କ ସ୍ତ୍ରୀଙ୍କୁ…

ବେଦୀକୁ ଆସିବା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ

ଲକ୍ଷ୍ନୌ, ୨୭।୬- ଉତ୍ତର ପ୍ରଦେଶର କନୌଜ ଜିଲାରେ ଘଟିଯାଇଥିବା ଏକ ଦୁଃଖଦାୟକ ଘଟଣା ଏବେ ସାମ୍ନାକୁ ଆସିଛି। ବାହାଘର ପୂର୍ବରୁ ହଠାତ୍‌ କନ୍ୟାର ଜୀବନ ଚାଲିଯିବାରୁ ବରକୁ ଶେଷରେ ଖାଲି ହାତରେ ଫେରିବାକୁ ପଡ଼ିଛି। ଶୁକ୍ରବାର କାନପୁର ନିବାସୀ ସନ୍ତୋଷ ଓ…

୩୦ ବର୍ଷୀୟା ବିବାହିତା ମହିଳା ହଠାତ୍‌ ଜାଣିବାକୁ ପାଇଲେ ସେ ପୁରୁଷ ବୋଲି, ଜାଣନ୍ତୁ ଏସବୁ କିପରି ଘଟିଲା

୩୦ ବର୍ଷୀୟା ଜଣେ ମହିଳା ସାଧାରଣ ଜୀବନ ବିତାଉଥିଲେ। ୯ ବର୍ଷର ବୈବାହିକ ଜୀବନ ବିତାଇବା ପରେ ହଠାତ୍‌ ଦିନେ ଜାଣିବାକୁ ପାଇଲେ ସେ ମହିଳା ନୁହଁ, ପୁରୁଷ ବୋଲି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏପରି ଘଟଣା ଦେଖିବାକୁ…

ବିଶ୍ୱର ସବୁଠୁ ଦାମୀ ଗିଟାର: ଯାହାର ମୂଲ୍ୟ ବଦଳରେ କିଣିପାରିବେ ୩ ବିମାନ

ବିଶ୍ୱରେ ଅନେକ ଅଧିକ ଦାମି ଜିନିଷ ଅଛି, ଯାହାର ମୂଲ୍ୟ ଆଶ୍ଚର୍ଯ୍ୟଜନକ। ବିଳାସପୂର୍ଣ୍ଣ ଘର ଏବଂ କାରଗୁଡିକ ସାଧାରଣତଃ କୋଟିକୋଟି ମୂଲ୍ୟରେ ହୋଇଥାଏ। ମାତ୍ର ଗିଟାର ମୂଲ୍ୟ କୋଟି କୋଟି ଟଙ୍କା ବାସ୍ତବରେ ଏହା ଆଶ୍ଚର୍ଯ୍ୟଜନକ। ଏପରି ଏକ ଗିଟାର ବିଷୟରେ…

ମାଡ଼ି ଆସୁଛି ବିପଦ, ଧ୍ୱଂସ ମୁହାଁ ହେଉଛି ପୃଥିବୀ: ଚେତାବନୀ ଦେଲେ ବୈଜ୍ଞାନିକ

ଓ୍ବାଶିଂଟନ, ୨୭।୬: ପୃଥିବୀ ସୃଷ୍ଟି ନେଇ ରହିଥିବା ତଥ୍ୟ ବେଶ୍‌ ରୋଚକ। ଏକ ତଥ୍ୟ ଅନୁସାରେ ୬ କୋଟି ୬୦ ଲକ୍ଷ ବର୍ଷ ତଳେ ଏକ ବିରାଟ ଉଲ୍‌କାପିଣ୍ଡ ପୃଥିବୀକୁ ଧକ୍କା ଦେଇଥିଲା। ସେତେବେଳେ ପୃଥିବୀ ପୃଷ୍ଠରେ ଭୟଙ୍କର ଭୂକମ୍ପ ସହିତ…

ଏକ୍ସପର୍ଟଙ୍କ ପରି ଜେସିବି ଚଲାଉଛନ୍ତି ୫ ବର୍ଷର ବାଳକ, ପ୍ରଶଂସା କଲେ ସେହଓ୍ବାଗ୍‌

ଜେସିବି ଗାଡ଼ି ଚଲାଇବା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବାକୁ ପଡ଼ିଥାଏ। ମାତ୍ର ଜଣେ ୫ ବର୍ଷର ବାଳକ ବିନା ପ୍ରଶିକ୍ଷଣରେ ଜଣେ ଦକ୍ଷ ପ୍ରଶିକ୍ଷକ ଭାବେ ଏହାକୁ ଚଲାଉଛନ୍ତି। ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ଓ୍ବାର୍କ ଫ୍ରମ୍‌ ହୋମ୍‌ରୁ ବଢ଼ୁଛି ପରୋକ୍ଷ ଯୌନ ଉତ୍ପୀଡ଼ନ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଲକ୍‌ଡାଉନ୍‌ ଲାଗୁହେବା ପରେ ବିଭିନ୍ନ କର୍ପୋରେଟ ସେକ୍ଟରରେ କର୍ମଚାରୀମାନେ ଘରେ ରହି କାମ କରିବା(ଓ୍ବାର୍କ ଫ୍ରମ୍‌ ହୋମ୍‌)କୁ ବାଧ୍ୟ ହୋଇଛନ୍ତି। ଏବେ କର୍ପୋରେଟ ଲାଇଫ୍‌ର ଏହା ଏକ ଅଙ୍ଗ ପାଲଟିଗଲାଣି। ହେଲେ ଅନେକ କ୍ଷେତ୍ରରେ ଓ୍ବାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?