ଯବାନଙ୍କ ଜନ୍ମଦିନ ପାଳନର ଇମୋଶନାଲ ଭିଡିଓ ଭାଇରାଲ
ସୋସିଆଲ ମିଡିଆରେ ଜଣେ ସେନା ଯବାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲେ ଯେ କେହି ଭାବୁକ ହୋଇଯିବ ଏଥିରେ ସନ୍ଦେହ ନାହିଁ। ଭିଡିଓରେ ଜଣେ ଯବାନ ଯବାନଙ୍କ ଜନ୍ମଦିନ ପାଳନ କରାଯାଉଥିବା ଦେଖାଯାଇଛି। ପାଖରେ କେକ୍ ନ…
ଦେଶର ୨ ବୈଜ୍ଞାନିକ ପ୍ରସ୍ତୁତ କଲେ ଖାସ୍ ମାସ୍କ, ମୂଲ୍ୟ ମାତ୍ର ୧୦ ଟଙ୍କା
ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୋଭିଡ-୧୯ ପାଇଁ କୌଣସି ଔଷଧ ଏବଂ ଟିକା ଉପଲବ୍ଧ ନହେବା କାରଣରୁ ମୃତ୍ୟୁ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଏଡାଇବା ପାଇଁ ଫେସ ମାସ୍କ ଏବଂ ସାମାଜିକ ଦୂରତା ଅନୁସରଣ…
ଲକ୍ଡାଉନ୍: ବଢ଼ିଛି ଓଜୋନ ପ୍ରଦୂଷଣ
ନୂଆଦିଲ୍ଲୀ,୩୦ା୬: ଲକ୍ଡାଉନ ଯୋଗୁ ସାରା ବିଶ୍ୱରେ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ହୋଇଥିଲା। କଳକାରଖାନା, ଗାଡ଼ିମୋଟର ଚଳାଚଳ ପ୍ରାୟ ବନ୍ଦ ହୋଇଯାଇଥିଲା। ଏହାର ପ୍ରଭାବରେ ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ ପାଉଥିବାର ଖବର ଆସିଥିଲା। କିନ୍ତୁ ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ,…
ମୃତ ଗର୍ଭବତୀଙ୍କ ଶବକୁ ଅନ୍ତିମ ସଂସ୍କାର ବଦଳରେ ଗଛରେ ବାନ୍ଧିଦେଲେ ଗ୍ରାମବାସୀ
କୁର୍ନୋଲ, ୨୯।୬- ଆନ୍ଧ୍ରପ୍ରଦେଶର କୁର୍ନୋଲ ଜିଲାରେ ଏକ ଚରମ ଅମାନବୀୟ ଘଟଣା ଏବେ ସାମ୍ନାକୁ ଆସିଛି। ଜଣେ ଗର୍ଭବତୀଙ୍କ ମୃତ୍ୟୁ ହେବାପରେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କର ଶବକୁ ଅନ୍ତିମ ସଂସ୍କାର କରିବା ବଦଳରେ ଜଙ୍ଗଲ ମଧ୍ୟରେ ଗଛରେ ବାନ୍ଧି…
୩ ଘଣ୍ଟା ଲାଗି ସମାଧି ନେଲେ ସାଧୁ; ମାଟି ତଳୁ ବାହାରିବା ପରେ ଗିରଫ କଲା ପୋଲିସ
ହମିରପୁର, ୨୯।୬- ମାଟି ତଳେ ୩ ଘଣ୍ଟା ପାଇଁ ଜୀବନ୍ତ ସମାଧି ନେଲେ ସାଧୁ। କିନ୍ତୁ ୩ ଘଣ୍ଟା ପରେ ଯେତେବେଳେ ସାଧୁ ମାଟି ତଳୁ ବାହାରିଲେ ପୋଲିସ ତାଙ୍କୁ ଗିରଫ କରିଛି। କରୋନା ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ପୋଲିସ…
ସାଙ୍ଗରେ ଯୁବତୀଙ୍କ ଡ୍ୟାନ୍ସ ଗ୍ରୁପ ନେଇ ଯାତ୍ରା କରନ୍ତି ଚାଇନାର ଏହି ନେତା !
ବେଜିଂ: ଚାଇନାର ଶାସକ ମାଓ ଜେଡୋଙ୍ଗ ତାଙ୍କ ଲାଇଫ୍ ଷ୍ଟାଇଲକୁ ନେଇ ଖୁବ୍ ଚର୍ଚ୍ଚିତ। ତାଙ୍କ ଫିଜିସିୟାନ୍ ତଥା ଅତି ନିକଟତର ଲି ଝିସୁଇ ତାଙ୍କ ପୁସ୍ତକ ‘The Private Life of Chairman Mao’ରେ ମାଓଙ୍କ ଜୀବନଶୈଳି ବିଷୟରେ ଉଲ୍ଲେଖ…
ଟଏଲେଟ୍ ଡିଜାଇନିଂ କଲେ ନାସା ଦେଉଛି ୨୬ ଲକ୍ଷ ନଗଦ ପୁରସ୍କାର
ଓ୍ବାଶିଂଟନ, ୨୯।୬: ଚନ୍ଦ୍ର ତଥା ମହାକାଶକୁ ଯାଉଥିବା ଯାନରେ ସୁବିଧା ସୁଯୋଗ ଯେଭଳି ମିଳିପାରିବ ସେନେଇ ନାସା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ମହାକାଶ ଯାନରେ ଟଏଲେଟ୍ ନିର୍ମାଣ ଲାଗି ନାସା ପକ୍ଷରୁ ସର୍ବସାଧାରଣଙ୍କର ସହାୟତା ଲୋଡ଼ା ଯାଇଛି। ଉପଯୁକ୍ତ ଟଏଲେଟ୍…
ମୃତ୍ୟୁ ପୂର୍ବରୁ ଭାଇରାଲ ହେଲା କରୋନା ରୋଗୀଙ୍କ ଶେଷ ଭିଡିଓ
ହାଇଦ୍ରାବାଦ,୨୯।୬: ମୁଁ ନିଃଶ୍ୱାସ ନେଇପାରୁନି…ଭେଣ୍ଟିଲେଟର ବି ହଟାଇ ନିଆଯାଇଛି…ବାୟ ଡାଡି ବାୟ…। ହାଇଦ୍ରାବାଦରୁ ବିଚଳିତ କରିଦେବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବାପାଙ୍କଠାରୁ ଶେଷ ବିଦାୟ ନେଇ ମୃତ୍ୟୁ ପୂର୍ବରୁ କିଛି ଏଭଳି କହିଛନ୍ତି କରୋନା ସଂକ୍ରମିତ ରୋଗୀ।…
ସରକାରୀ ଚାକିରି-ପ୍ରେମ ବିବାହର ସୂଚନା ଦିଏ ଜନ୍ମ ତାରିଖ…
ଯୁବବର୍ଗଙ୍କ ମଧ୍ୟରେ ବିବାହ ଏବଂ ସରକାରୀ ଚାକିରି ନେଇ ଆଗ୍ରହ ରହିଥାଏ । ଭବିଷ୍ୟତରେ ସରକାରୀ ଚାକିରୀ ହେବ କି ନାହିଁ ସେ ନେଇ ସେମାନଙ୍କର ଜିଜ୍ଞାଷା ରହିଥାଏ। ସେହିପରି ପ୍ରେମ ବିବାହ ହେବ ନା ଆରେଞ୍ଜ ହେବ ସେନେଇ ମନରେ…
ବିଶ୍ୱର ସର୍ବକନିଷ୍ଠ ତାସ ଖେଳାଳି: ‘ବ୍ରିଜ୍’ ଖେଳି ସୃଷ୍ଟିକଲେ ରେକର୍ଡ
ବେଳେବେଳେ ପିଲାମାନେ ଏପରି କିଛି କରିପାରନ୍ତି ଯାହା କି ବୟସ୍କମାନେ ପାରନ୍ତି ନାହିଁ। ଏହିପରି ଜଣେ ଶିଶୁ ଆମେରିକାର କାଲିଫର୍ନିଆରେ ଅଛନ୍ତି। ସେ ଏପରି କିଛି କରିଛନ୍ତି , ଯାହା ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି। ମାତ୍ର ୮ ବର୍ଷ ବୟସର…
ମନପସନ୍ଦର କ୍ୟାରିୟର ପାଇଁ କରନ୍ତୁ ଏପରି…
ନିଜ କ୍ୟାରିୟରକୁ ନେଇ ସଭିଏଁ ଚିନ୍ତା କରିଥାନ୍ତି । ବାସ ଘରେ ଥିବା କେତେକ ବାସ୍ତୁଦୋଷ କାରଣରୁ କ୍ୟାରିୟରରେ ନାନା ବାଧା ବିଘ୍ନ ଉପୁଜିଥାଏ ବୋଲି। ଫଳରେ ଅନେକ ଚେଷ୍ଟା ପରେ ମଧ୍ୟ ସଫଳତା ମିଳିପାରି ନ ଥାଏ। ବାସ୍ତୁ ଅନୁଯାୟୀ…
ଆଧୁନିକ ଯୁଗର ବାହୁବଳୀ
ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ୪ଜଣ ବ୍ୟକ୍ତି ଏକ ବାଇକ୍କୁ ଉଠାଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ରଖୁଛନ୍ତି। ଏହି ବାଇକ୍କୁ…

