ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିକରିବ ‘ଆରୋଗ୍ୟ ସନ୍ଦେଶ’
କୋଭିଡ୍-୧୯ ମହାମାରୀ ମଧ୍ୟରେ ଏକ ଖୁସି ଖବର। ପଶ୍ଚିମବଙ୍ଗ ସରକାର ଏପରି ଏକ ମିଠା ପ୍ରସ୍ତୁତ କରୁଛନ୍ତି ଯାହାକି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ। ଏହି ‘ସନ୍ଦେଶ’ଖୁବ୍ଶୀଘ୍ର ବଜାରରେ ମିଳିବ। ଗାଇ କ୍ଷୀରରେ ତିଆରି ଛେନାରେ ସୁନ୍ଦରବନ ମହୁକୁ ମିଶ୍ରଣ…
୭୦୯ କିମି ଲମ୍ବ ବିଜୁଳି: ଚମକିଲା ୧୬ ସେକେଣ୍ଡ ପର୍ଯ୍ୟନ୍ତ
ବ୍ରାସିଲିଆ, ୨୯।୬: ଆକାଶରେ ବିଜୁଳି ଚମକିଥାଏ। ତେବେ ଏହା କିଛି ସମୟ ମଧ୍ୟରେ ବନ୍ଦ ହୋଇଯାଇଥାଏ। ସେହିପରି ଏହାର ଲମ୍ବ ମଧ୍ୟ କିଛି କିମି ମଧ୍ୟରେ ରହିଥାଏ। ତେବେ ବ୍ରାଜିଲ୍ରେ ୭୦୯ କିମି ଲମ୍ବର ବିଜୁଳି ରେକର୍ଡ କରାଯାଇଛି। ସେହିପରି ଆର୍ଜେଣ୍ଟିନାରେ…
ସ୍ମାର୍ଟ ଛେଳି, ଗଛରୁ ପତ୍ର ଖାଇବା ପାଇଁ ଏମିତି ନେଲା ପଦକ୍ଷେପ
ଆଜିକାଲି ସ୍ମାର୍ଟ ଯୁଗରେ କେବଳ ମଣିଷ ନୁହେଁ,ପଶୁପକ୍ଷୀମାନେ ବି ସ୍ମାର୍ଟ ହୋଇଗଲେଣି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏକ ଭୋକିଲା ଛେଳି ଗଛରୁ ପତ୍ର ଖାଇବା ପାଇଁ ଏକ ମଇଁଷିର ସାହାରା ନେଇଛି। ମଇଁଷିଟି ଗଛରେ ବନ୍ଧା ହୋଇଥିବାବେଳେ ଛେଳିଟି…
କ୍ଷେତରେ ସ୍ତ୍ରୀଙ୍କ ସହ ଗୀତ ଗାଇ ରାତାରାତି ଷ୍ଟାର୍ ପାଲଟିଲେ ବୃଦ୍ଧ କୃଷକ
କ୍ଷେତରେ ଗୀତ ଗାଇ ରାତାରାତି ଷ୍ଟାର୍ ପାଲଟିଛନ୍ତି ଜଣେ ବୃଦ୍ଧ କୃଷକ। ବଲିଉଡ୍ର ବଡବଡ କଣ୍ଠଶିଳ୍ପୀ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଜଣେ କୃଷକ କ୍ଷେତରେ ସମୟ ବାହାର କରି ନିଜ ସ୍ତ୍ରୀଙ୍କ ସହ ଫିଲ୍ମ ‘ଫ୍ରଫେସର’ର ଏକ ଗୀତ ଆଓ୍ବାଜ୍…
ଜାତୀୟ ପରିସଂଖ୍ୟାନ ଦିବସ: ବିକାଶରେ ପରିସଂଖ୍ୟାନର ଭୂମିକା ଉଲ୍ଲେଖନୀୟ
ପ୍ରତିବର୍ଷ ଜୁନ୍ ୨୯ରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ପରିସଂଖ୍ୟାନ କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନକୁ ଏହି ଦିବସରେ ସ୍ମରଣ କରାଯାଇଥାଏ। ପଦ୍ମବିଭୂଷଣ ମହାଲନୋବିସଙ୍କୁ ଭାରତୀୟ ପରିସଂଖ୍ୟାନର ପିତା କୁହାଯାଏ। ସେ ୧୮୯୩ ଜୁନ ୨୯ରେ…
୬୧ ମିନିଟ୍ ଭିଡିଓରେ ୧୦ ବର୍ଷର ସୂର୍ଯ୍ୟ
ଓ୍ବାଶିଂଟନ,୨୯ା୬: ସୂର୍ଯ୍ୟଙ୍କ ଉପରେ ୧୦ ବର୍ଷ ଧରି କ୍ରମାଗତ ନଜର ରଖିଥିଲା ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ର ସୋଲାର ଡାଇନାମିକ୍ସ ଅବଜରଭେଟୋରି (ଏସ୍ଡିଓ)। ସେହି ୧୦ବର୍ଷିଆ ଟାଇମ୍-ଲାପ୍ସ୍ ଭିଡିଓକୁ ନେଇ ନାସା ପ୍ରସ୍ତୁତ କରିଛି ୬୧ ମିନିଟ୍ର ଭିଡିଓ। ନାସା ଉକ୍ତ…
ମନ୍ତ୍ରୀଙ୍କ ବାସଭବନରେ ପଶିଲା ବର୍ଷା ପାଣି
ପାଟନା, ୨୮।୬- ବିହାରରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ରାଜଧାନୀ ପାଟନାରେ ସ୍ଥିତି ବେହାଲ ହୋଇପଡ଼ିଛି। ସହର ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିବାବେଳେ ରାଜ୍ୟ ସରାକାରଙ୍କ ସଡ଼କ ନିର୍ମାଣ ମନ୍ତ୍ରୀ ନନ୍ଦକିଶୋର ଯାଦବଙ୍କ ବାସଭବନରେ ପାଣି ପଶିଯାଇଥିବା ଜଣାପଡ଼ିଛି।…
ଫିଲିପାଇନ୍ସରେ ଦେଖାଗଲା ମଣିଷ ଉଚ୍ଚତାର ବାଦୁଡ଼ି
ନୂଆଦିଲ୍ଲୀ, ୨୮।୬- ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଯୋଗୁ ଇତିମଧ୍ୟରେ ବିଶ୍ୱରେ ଏକ କୋଟିରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ସେହିଭଳି ୫ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ନେଇସାରିଛି କରୋନା। ଏହି ମାରାତ୍ମକ ଭାଇରସ ବାଦୁଡ଼ିଙ୍କଠାରୁ ଉତ୍ପନ ହୋଇଥିବା…
ଟିକ୍ଟକ୍ରେ ବେଲି ଡ୍ୟାନ୍ସ କରିବା ପଡିଲା ମହଙ୍ଗା: ଯୁବତୀଙ୍କୁ ୩ ବର୍ଷ ଜେଲ୍, ୧୪ ଲକ୍ଷ ଟଙ୍କା ଜରିମାନା
ଟିକ୍ଟକ୍ରେ ବେଲି ଡ୍ୟାନ୍ସ କରି ଛାଡିବା ଯୁବତୀଙ୍କୁ ମହଙ୍ଗା ପଡିଛି। ଇଜିପ୍ଟର ହାଇପ୍ରୋଫାଇଲ ବେଲି ଡ୍ୟାନ୍ସର ସାମା ଏଲ୍-ମେସି ଟିକ୍ଟକ୍ରେ ଏକ ଉତ୍ତେଜିତ ବେଲି ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଥିଲେ। ଲୋକଙ୍କ ଉପରେ ଏଭଳି ଭିଡିଓ ଖରାପ ପ୍ରଭାବ ପକାଇବା ଅଭିଯୋଗରେ…
ଏହି ଦୁଇ ରାଶି ମଧ୍ୟରେ ବିବାହ ହୋଇଥାଏ ଅଶୁଭ
ସାଧାରଣତଃ ବିବାହ ସମୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ପାଇଁ ଜାତକ ମିଳା ଯାଇଥାଏ। କିଛି ରାଶି ଅଛି, ଜଣେ ଜଣଙ୍କ ପ୍ରତି ବେଶ୍ ଆକର୍ଷିତ ହୋଇଥାନ୍ତି। ଆଉ କିଛି ରାଶିରେ ବିବାହ ଯୋଗ ଆଦୌ ଭଲ ନୁହେଁ। କାରଣ ରାଶି…
ପିତାଙ୍କ ଆଫେୟାର୍ସକୁ ନେଇ ଇନ୍ଦିରାଙ୍କୁ ଅଭିଯୋଗ କରୁଥିଲେ ଏହି ରାଜନେତାଙ୍କ ପୁଅ !
ନୂଆଦିଲ୍ଲୀ,୨୮।୬: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପନେ ପକାଇଛନ୍ତି। ଦେଶରେ ଆର୍ଥିକ ସୁଧାର କଥା ଆସିଲେ ପ୍ରଥମେ ଆସେ ନରସିଂହ ରାଓଙ୍କ ନାମ। ଦେଶର ଆର୍ଥିକ ସ୍ଥିତି ସୁଧାରି ଥିଲେ ବି…
ମଇଁଷି ମୋ ମା’ ଭଳି, ସେବା କରିବା ମୋର କର୍ତ୍ତବ୍ୟ: ୬ ଦିନ ଛୁଟି ମାଗିଲେ କନଷ୍ଟେବଳ
ଭୋପାଳ, ୨୮।୬: ମଧ୍ୟପ୍ରଦେଶ ରେଓ୍ବା ଜିଲାରେ ଜଣେ କନଷ୍ଟେବଳ ପାଳିତ ମଇଁଷିର ସେବା ପାଇଁ ୬ ଦିନର ଛୁଟି ମାଗିଛନ୍ତି। ଏନେଇ ଦେଇଥିବା ଛୁଟି ଦରଖାସ୍ତରେ ସେ ଲେଖିଛନ୍ତି ଯେ, ମଇଁଷି ମୋ ମା’ ଭଳି। ତାର କ୍ଷୀର ପିଇ ମୁଁ…

