ଫୁରସତ

ପାଠ୍ୟକ୍ରମରେ ସାମିଲ ହେଲା ୭ ବର୍ଷ ବାଳିକାର ଦୁଃସାହସିକ କାର୍ଯ୍ୟ

ପ୍ରକୃତିକୁ ବଞ୍ଚାଇବା ପାଇଁ ୭ ବର୍ଷ ବାଳିକା ଜନ୍ନତର ଦୁଃସାହସିକ କାର୍ଯ୍ୟକୁ ପାଠ୍ୟକ୍ରମରେ ପଢିବେ ଛାତ୍ରୀଛାତ୍ର। ଜମ୍ମୁକଶ୍ମୀରର ଶ୍ରୀନଗରରେ ରହୁଥିବା ଜନ୍ନତ ଗତ ଦୁଇବର୍ଷ ହେବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏତେ ଛୋଟ ବୟସରୁ ସେ ନିଜ ମାତାପିତାଙ୍କ ସହ…

ଏମତିି ଟୋପି ଗରମ ହେଲେ ଚାଲିବ ଫ୍ୟାନ ରାତିରେ ଜଳିବ ଲାଇଟ୍‌

ଶିମଲା,୨୫।୬: ସାରା ଦେଶରେ ଗୀଷ୍ମର ଲହରୀ ଜାରି ରହିଛି। ଏଥିଯୋଗୁ ପ୍ରବଳ ଗରମ ମଧ୍ୟ ଅନୁଭୂତ ହେଉଛି। ବାହାରକୁ ଗଲେ ଟାଣ ଖରା ଓ ଗୁଳଗୁଳିରେ ଲୋକମାନେ ଡହଳବିକଳ ହୋଇପଡ଼ୁଛନ୍ତି। ଆଉ ଏଥିରୁ ନିସ୍ତାର ପାଇବା ପାଇଁ କିଏ ଛତା ତ…

ଇଏ ବି ମା’… ଅଳିଆ ଉଠାଇ ପୋଷୁଛନ୍ତି ଦିବ୍ୟାଙ୍ଗ ପୁଅର ପେଟ

ଭାରତର କିମ୍ବଦନ୍ତୀ କ୍ରିକେଟର ଭିଭିଏସ ଲକ୍ଷ୍ମଣ ପ୍ରାୟତଃ ସୋସିଆଲ ମିଡିଆରେ ପ୍ରେରଣାଦାୟୀ କାହାଣୀ ପୋଷ୍ଟ କରି ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଏପରି ଜଣେ ମା’ଙ୍କ ଭିଡିଓ ଶେୟାର କରିଛନ୍ତି, ଯାହାଙ୍କୁୁ ଦେଖିରେ ଲୋମ ଟାଙ୍କୁରି ଉଠିବ। ଯେଉଁ ମା’କୁ ଅନ୍ୟର…

ଇରାନରେ ବଳି ପଡୁଛନ୍ତି ମହିଳା

ନୂଆଦିଲ୍ଲୀ: ପୁରୁଷ ପ୍ରାଧାନ୍ୟ ଇରାନରେ ‘ଓମେନ କିଲିଂ’ ବା ମହିଳାଙ୍କୁ ହତ୍ୟା ଏକ ସାଧାରଣ କଥା। ଗତ ମାସରେ ୩ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ପରେ ଦେଶର ଚେଇଁ ଶୋଇଥିବା ସଭ୍ୟ ସମାଜର ନିଦ ଭାଙ୍ଗିଛି। ଅଭିଯୁକ୍ତ…

ଅଭାବନୀୟ ଘଟଣା: ଶୌଚ ଯାଇଥିବାବେଳେ ପ୍ରସବ କଲେ ମହିଳା, ଜଙ୍ଗଲୀ ଜନ୍ତୁଙ୍କ ଶିକାର ହେଲା ନବଜାତ

ଆଗ୍ରା, ୨୪।୬- ଉତ୍ତର ପ୍ରଦେଶର ଆଗ୍ରା ସହରରୁ ସମସ୍ତଙ୍କୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ପିନାହଟ ଥାନା ଅନ୍ତର୍ଗତ ଯୋଧପୁର ଗ୍ରାମରେ ଶିଳ୍ପି ଚୌହାନ ନାମକ ଜଣେ ଗର୍ଭବତୀ ମହିଳା ପଦାକୁ ଶୌଚ ହେବାକୁ ଯାଇଥିବାବେଳେ ହଠାତ୍‌…

କ୍ରିକେଟ୍‌ ଖେଳୁଥିବାବେଳେ ମହୁମାଛି ଆକ୍ରମଣ: ଜାଣନ୍ତୁ ବର୍ତ୍ତିବା ଲାଗି କ’ଣ କଲେ ଯୁବକ

ଡେରାଡୁନ, ୨୪।୬- ଉତ୍ତରାଖଣ୍ଡ ରୁର୍‌କିର କିଛି ଯୁବକ କ୍ରିକେଟ୍‌ ଖେଳୁଥିବାବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ସୁବାଷ ନଗର ପଡ଼ିଆ ନିକଟରେ ଥିବା ଏକ କୋଠାଘର ଉପରେ ବସା ବାନ୍ଧିଥିବା ମହୁମାଛି ଦଳ ହଠାତ୍‌ ଉଡ଼ିବା ଆରମ୍ଭ କରିଥିଲେ।…

କରୋନା ମହାମାରୀ ସମୟରେ ହୋଟେଲ୍‌ରେ ରହୁଛନ୍ତି କି? ଜାଣନ୍ତୁ କିପରି ନିଜକୁ ରଖିବେ ସୁରକ୍ଷିତ

ମହାମାରୀ କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସରକାର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ୩ ମାସର ଲକ୍‌ଡାଉନ୍‌ ପରେ ଲୋକେ ଧୀରେ ଧୀରେ ବାହାରକୁ ବାହାରିଛନ୍ତି। ପ୍ରତିବନ୍ଧକରେ ସାମାନ୍ୟ କୋହଳ କରାଯାଇଛି। ଏହା ସହିତ ସର୍ବସାଧାରଣ ସ୍ଥାନ ଏବଂ ପରିବହନ…

ପୁଅଙ୍କର ଏହି ୪ ଗୁଣକୁ ପସନ୍ଦ କରନ୍ତି ଝିଅ : ଜାଣନ୍ତୁ ସେ ସବୁ କ’ଣ

ପୁଅ ମାନଙ୍କ କିଛି ଅଭ୍ୟାସ ଅଛି ଯାହା ଝିଅ ମାନଙ୍କୁ ବହୁତ ପସନ୍ଦ ଆସିଥାଏ। ପ୍ରତ୍ୟେକ ଝିଅ ଚାହାନ୍ତି ସେମାନଙ୍କ ପାର୍ଟନର ଏହି ସବୁ ଗୁଣର ଅଧିକାରୀ ହୁଅନ୍ତୁ। ସାଧାରଣତଃ ପୁଅମାନେ ଝିଅମାନଙ୍କ ପସନ୍ଦ ଆସିବା ପାଇଁ ଅନେକ କିଛି କରିଥାନ୍ତି।…

କରୋନା ରୋଗୀଙ୍କ ସହୟତା ପାଇଁ ନିଜ ଏସ୍‌ୟୁଭି କାର୍‌ ବିକ୍ରି କଲେ ଯୁବକ

ମୁମ୍ବାଇ,୨୪।୬: ଦେଶରେ କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ଭାରତରେ କରୋନାରୁ ଅଧିକ ପ୍ରଭାବିତ ହେଉଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର। ଏଠାରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନା ପ୍ରକୋପରୁ…

ବିବାହରେ କରୋନା ରୋଗୀଙ୍କ ପାଇଁ ୫୦ ବେଡ୍‌ ଦାନ କଲେ ଦମ୍ପତି

ମୁମ୍ବାଇ,୨୪।୬: କରୋନା ମହାମାରୀକୁ ନେଇ ଦେଶରେ ଗତ ମାର୍ଚ୍ଚ ମାସଠାରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ। ଏହି ସମୟରେ କରୋନା ସଂକ୍ରମିତ ହାର କମ୍‌ ଥିଲେ ମଧ୍ୟ ଏବେ ଏହା ଦ୍ରୁତ ଗତିରେ ବଢିବାରେ ଲାଗିଛି। ତେବେ କରୋନା ଯୁଦ୍ଧରେ ଲଢିବାକୁ କିଏ…

ଭାଗ୍ୟ ବଦଳାଇବ ଓଟ, ଜାଣନ୍ତୁ କାହିଁକି, କିପରି

ଓଟକୁ ମରୁଭୂମିର ଜାହାଜ କୁହାଯାଏ। ମାଲିକ ତାକୁ ଯେତେ କଷ୍ଟ ଦେଲେ ମଧ୍ୟ ସେ ସବୁ ସହି ତା’ର ମାଲିକକୁ ସାହାଯ୍ୟ କରିଥାଏ। ଖାଲି ଏତିକି ନୁହେଁ, ଓଟ ଆପଣଙ୍କ ଭାଗ୍ୟ ବଦଳାଇବାରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜାଣନ୍ତୁ…

ଟୟଲେଟର ମୂଲ୍ୟ ୧୭୪ କୋଟି

ଦୀର୍ଘ ଦଶନ୍ଧି ଧରି ଆମେରିକାର ଅନ୍ତରୀକ୍ଷ ଏଜେନ୍ସି (ନାସା) ଆନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ପୁରୁଣା ଟେକ୍‌ନୋଲୋଜିର ଟୟଲେଟ୍‌ ବ୍ୟବହାର କରିଆସୁଥିଲା। ବର୍ତ୍ତମାନ ସେ ଏକ ନୂତନ ଟୟଲେଟ୍‌ ତିଆରି କରିଛି, ଯାହାର ମୂଲ୍ୟ ୨୩ ମିଲିୟନ୍‌ ଡଲାର ଅର୍ଥାତ୍‌ ୧୭୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?