Posted inଫୁରସତ

ସ୍କୁଲ ଯାଇ ନାହାନ୍ତି ମା’ବାପା, ପୁଅ ହେଲେ ଦଶମ ଶ୍ରେଣୀ ଟପ୍ପର

ଲକ୍ଷ୍ନୌ: ୟୁପି ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷାରେ ଦ୍ୱିତୀୟ ଟପ୍ପର ହୋଇଛନ୍ତି ବାରାବଙ୍କିର ଅଭିମନ୍ୟୁ ବର୍ମା। ସେ ପରୀକ୍ଷାରେ ରଖିଛନ୍ତି ୯୫.୮୩% ମାର୍କ। କୃଷକ ପରିବାରରୁ ଆସିଥିବା ଅଭିମନ୍ୟୁ ଟପ୍ପର ହେବା ପରେ ଚର୍ଚ୍ଚାରେ ଅଛନ୍ତି।

ଅଭିମନ୍ୟୁଙ୍କ ମା’ବାପା ସ୍କୁଲ କ’ଣ ଜାଣିନାହାନ୍ତି। ସେମାନେ ପାଠପଢ଼ି ନ ଥିଲେ ହେଁ ପୁଅଙ୍କୁ ବହୁ କଷ୍ଟରେ ପାଠ ପଢ଼ାଉଛନ୍ତି। ଏଭଳି ସ୍ଥଳେ ଅଭିମନ୍ୟୁ ଟପ୍ପର ହେବା ପରେ ଘରଲୋକେ ଖୁସିରେ ଆତ୍ମବିଭୋର ହୋଇଯାଇଛନ୍ତି।

ଅଭିମନ୍ୟୁଙ୍କ ବାପା କୃଷିକାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି। ସେ ଏକମାତ୍ର ପୁଅ ହୋଇଥିବା ବେଳେ ଦୁଇ ଭଉଣୀ ଅଛନ୍ତି। ନିଜେ ପାଠ ପଢ଼ିବାର ସୁଯୋଗ ପାଇ ନ ଥିଲେ ହେଁ ନିଜ ପୁଅକୁ ବଡ଼ ମଣିଷ ହେବାରେ ଦେଖିବାକୁ ଚାହୁଁଥିବା ଅଭିମନ୍ୟୁଙ୍କ ବାପା କହିଛନ୍ତି।

କହିରଖୁଛୁ ୟୁପି ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ବାଗପତ୍‌ର ରିୟା ଜୈନ ୯୬.୬୭% ମାର୍କ ରଖିଛନ୍ତି। ତାଙ୍କ ମା’ବାପା ଓଢ଼ଣୀ ପ୍ରସ୍ତୁତ କରିବାର ଛୋଟ କାରବାର କରୁଥିବା ବେଳେ ତାଙ୍କ ସଫଳତା ପରିବାରରେ ଖୁସି ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଗାଁ ଯେଉଁଠାରେ କେହି କରନ୍ତି ନାହିଁ ନିଶା ସେବନ

ବର୍ତ୍ତମାନ ସମୟରେ ନିଶା ସେବନ ଅନେକଙ୍କ ଅଭ୍ୟାସରେ ପରିଣତ ହେଲାଣି। କମ୍‌ ବୟସ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ନିଶା ସେବନ...

କୁମାୟୁନ୍‌ ସଂସ୍କୃତି ଉପରେ ୩୦୦ରୁ ଅଧିକ ଟିକ୍‌ଟକ୍‌ ଭିଡ଼ିଓ କରିଛନ୍ତି ଛାତ୍ରୀ: ୧୦ ଭିଡ଼ିଓକୁ ଦେଖା ସରିଲାଣି ୧ ନିୟୁତରୁ ଅଧିକ ଥର

ନୂଆଦିଲ୍ଲୀ,୪।୩: ଉତ୍ତରାଖଣ୍ଡ ପିଥୋରାଗଡ଼ର ନାପଡ଼ ଗାଁର ଜଣେ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରୀ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ...

ରାଜସ୍ଥାନର ନିଆରା ପରିବାର: ମାଟିରେ ତିଆରି କରୁଛନ୍ତି ସୁନା ଭଳି ସୁନ୍ଦର ଅଳଙ୍କାର

ଏପରି ଏକ ସହର ରହିଛି ଯେଉଁଠାରେ ସୁନା ଭଳି ସୁନ୍ଦର ଅଳଙ୍କାରମାନ ମାଟିରେ ତିଆରି କରାଯାଉଛି। କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ସତ। କିଛି...

ମା’ ହବ ତ ଏମିତି

ମା’ ହେବ ତ ଏମତି। ଠିକ୍‌ ଯେମିତି ବେକି କ୍ରାଣ୍ଡଲେ। ନିଜ ପୁଅକୁ ନେଇ ସେ ଭାରି ସମ୍ବେଦନଶୀଳ। କେହି ଯଦି ପୁଅ ବିଷୟରେ କିଛି...

ଚିନ୍ମୟ ଚିନ୍ତନ: ଈଶ୍ୱରଙ୍କ ଗଣିତ

ଆମେମାନେ ଦୁନିଆରେ ଦେଖୁ ଯେ, ଯେଉଁମାନେ ଧନୀ ସେମାନଙ୍କର ଧନ ଦିନକୁ ଦିନ ବଢ଼ୁଛି। ରୋଗ, ଦୁଃଖ, ବିପଦ ଆଦି ଖୁବ୍‌ କ୍ୱଚିତ୍‌ ସେମାନଙ୍କର ଥାଏ।...

ବ୍ୟକ୍ତିତ୍ୱ: ଲେଖକ ଅମିତାଭ୍‌ ଘୋଷ

ଡେରାଡୁନ୍‌ର ‘ଦି ଡୁନ୍‌ ସ୍କୁଲ୍‌’ରେ ପଢୁଥିବା ବେଳେ ଅମିତାଭ୍‌ ଘୋଷଙ୍କର ସମସାମୟିକଙ୍କ ମଧ୍ୟରେ ଥିଲେ ଲେଖକ ବିକ୍ରମ୍‌ ସେଠ ଏବଂ ଐତିହାସିକ ରାମଚନ୍ଦ୍ର ଗୁହା। ସ୍କୁଲ୍‌...

ବ୍ୟକ୍ତିତ୍ୱ: ଭାରତୀୟ ନାଟ୍ୟ ଚେତନାର ପ୍ରଣମ୍ୟ ପୁରୁଷ ବିଜୟ ତେନ୍ଦୁଲକର

ଭାରତୀୟ ନାଟ୍ୟ ଚେତନାର ଜଣେ ଅଗ୍ରଣୀ ତଥା ପ୍ରଣମ୍ୟ ପୁରୁଷ ହେଉଛନ୍ତି ବିଜୟ ତେନ୍ଦୁଲକର। ତାଙ୍କର ପୂରା ନାମ ବିଜୟ ଧୋଣ୍ଡୁପନ୍ତ ତେନ୍ଦୁଲକର। ତେବେ ସେ...

୬ ବର୍ଷ ପ୍ରେମ ପରେ ବିମାନକୁ ବିବାହ କରିବେ ଯୁବତୀ

ବର୍ଲିନ୍‌: ସାଧାରଣତଃ ଝିଅଟିର ବିବାହ ଏକ ପୁଅ ସହ ହୋଇଥାଏ। ମାତ୍ର କେବେ ଶୁଣିଛନ୍ତି କି ଜଣେ ଝିଇର ବିବାହ ନିର୍ଜୀବ ବସ୍ତୁ ତଥା ଏକ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *