Posted inଫୁରସତ

ସ୍ପଞ୍ଜ୍‌ ଛତୁ ଦାମ କମିଲା: କିଲୋପିଛା ହେଲା ଅଢ଼େଇ ହଜାର

ଚମ୍ବା, ୨୮।୬: ହିମାଚଳ ପ୍ରଦେଶରେ ସ୍ପଞ୍ଜ୍‌ ଛତୁ  ହୋଇଥାଏ। ଏହାର ଦାମ କିଲୋ ପିଛା ସାଧାରଣ ସମୟରେ ୧୮ ହଜାରରୁ ୨୦ ହଜାର ଟଙ୍କା ହୋଇଥାଏ। ତେବେ ଲକ୍‌ଡାଉନ୍‌ ଯୋଗୁ ଅନ୍ୟ ରାଜ୍ୟର ବ୍ୟବସାୟୀ ହିମାଚଳ ପ୍ରଦେଶ ଆସିପାରୁ ନାହାଁନ୍ତି। ତେଣୁ ଛତୁର ଦାମ ଏବେ କମି ଅଢ଼େଇ ହଜାର ଟଙ୍କା ହୋଇ ଯାଇଛି। ଗତ ସପ୍ତାହରେ ଏହାର ଦାମ ୩ ହଜାର ଟଙ୍କା ଥିଲା। ଲକ୍‌ଡାଉନ୍‌ ଯୋଗୁ ସ୍ପଞ୍ଜ୍‌ ଛତୁ ବେପାର ମାନ୍ଦା ରହିଥିବା ବ୍ୟବସାୟୀ କହିଛନ୍ତି। ଏହି ଛତୁ ଔଷଧୀୟ ଗୁଣରେ ଭରପୁର। ଏହା ହିମାଚଳ ପ୍ରଦେଶର ଜଙ୍ଗଲରେ ପ୍ରାକୃତିକ ପରିବେଶରେ ବଢ଼ିଥାଏ। ସ୍ଥାନୀୟ ଲୋକେ ଏହାକୁ ସଂଗ୍ରହ କରି ବିକ୍ରି କରିଥାନ୍ତିି। ଏହି ଛତୁ ଖାଇଲେ ହାର୍ଟ ସମସ୍ୟା ଦୂର ହୋଇଥାଏ। ଏହା ସହିତ ଥଣ୍ଡା, ମେଦବହୁଳତା, ପ୍ରୋଷ୍ଟେଟ୍‌ ଏବଂ ସ୍ତନ କର୍କଟ, ଟ୍ୟୁମର ବୃଦ୍ଧି ଆଦି ଆଶଙ୍କା ଏହି ଛତୁ କମ୍‌ କରିଥାଏ। ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍‌-ବି, ସି, ଡି, କେ ଆଦି ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାର ଏମିତି ଅଜବ ନାମ ରଖିଲେ ମାତାପିତା, ଶୁଣିଲେ ମୁଣ୍ଡରେ ଦେବେ ହାତ

ସାଧାରଣତଃ ପିଲାଟିଏ ଜନ୍ମ ହେଲେ ପରିବାର ଲୋକେ ନାମକରଣ କରିଥାନ୍ତି। ଏଥିରୁ କେତେକ ନାଁ କୌତୂହଳ ସୃଷ୍ଟି କରିଥାଏ। ଏବେ ଇଣ୍ଡୋନେସିଆରେ ରହୁଥିବା ଜଣେ ନାବାଳକଙ୍କ...

ପୃଥିବୀର ତାପମାତ୍ରା ହେବ ବିପଜ୍ଜନକ,ପ୍ରଭାବ ୨୦୨୪ରେ ହେବ ଅନୁଭୁତ: ଜାତିସଂଘ ଚେତାବନୀ…

ଜେନେଭା,୪।୫ : ମିଳିତ ଜାତିସଂଘ ଚେତାବନୀ ଦେଇଛି, ଆସନ୍ତା ମାସଗୁଡ଼ିକରେ ସାରା ବିଶ୍ୱରେ ପ୍ରବଳ ଉତ୍ତାପ ସୃଷ୍ଟି ହୋଇପାରେ। ଚେତାବନୀ ଅନୁଯାୟୀ, ଏଲ ନିନୋ ନାମକ...

ସଚେତନତାକୁ ଗୁରୁତ୍ୱ

‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ଏହା ଆମେ ସମସ୍ତେ ଏଇ ବିଗତ ଦୁଇ ବର୍ଷର କରୋନା ମହାମାରୀ ଜନିତ ଭୟଙ୍କର ପରିସ୍ଥିତି ମଧ୍ୟରେ ଭଲ ଭାବରେ ଅନୁଭବ...

୮୦୦ କୋଟି ଟଙ୍କାର ବିଲେଇ

ଟେଲର ସ୍ବିଫ୍ଟ ଦୁନିଆର ସବୁଠାରୁ ଲୋକପ୍ରିୟ ପପ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ। ସେ କେବଳ ପ୍ରସିଦ୍ଧ ନୁହଁନ୍ତି, ତାଙ୍କ ବିଲେଇ ଅଲିଭିଆ ବେନସନକୁ ନେଇ ମଧ୍ୟ...

ଚୁଇଂଗମ୍‌ ଚୋବାଇ ୭୦ହଜାର ରୋଜଗାର

ପ୍ରାୟତଃ ମଣିଷର ସଉକ ସହିତ ତାଙ୍କର ପ୍ରଫେସନର କିଛି ସମ୍ପର୍କ ନ ଥାଏ। କିନ୍ତୁ ଯଦି କେହି ନିଜର ସଉକକୁ ପଇସା କମାଇବାର ମାଧ୍ୟମ କରିବାକୁ...

ଦୁଇଶହ ଅଣଚାଳିଶ ଟଙ୍କାର କଥା

ଭଗବାନଙ୍କ ଉଦ୍ଦେଶ୍ୟରେ ଆମ ପକେଟ୍‌ରୁ ଖର୍ଚ୍ଚ ହେଉଥିବା ପ୍ରତ୍ୟେକଟି ଟଙ୍କା କେବେ ପାଣିରେ ପଡ଼େ ନାହିଁ । ଗୋଟି ଗୋଟି କରି ଦିନେ ନା ଦିନେ...

୧ ମିନିଟ୍‌ରେ ୩୪ଥର ପୁଲ୍‌ଅପ୍ସ ମାରି ବିଶ୍ୱ ରେକର୍ଡ ହାସଲ କଲେ ଏହି ମହିଳା

ଆମେରିକାର ପଶ୍ଚିମ ଭର୍ଜିନିଆରେ ରହୁଥିବା ଫିଟ୍‌ନେସ୍‌ ଟ୍ରେନର୍‌ ରୂପା ହୁଲେଟ୍‌ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି। ସେ ଗୋଟିଏ ମିନିଟ୍‌ରେ ୩୪ଥର ପୁଲ୍‌ଅପ୍ସ୍‌...

କଳା ଓ ସ୍ଥାପତ୍ୟର ଅଦ୍ଭୁତ ମିଶ୍ରଣ

ନିଜ ସ୍ବପ୍ନର ଘରକୁ ସୁନ୍ଦରକରି ତୋଳିବାକୁ ସମସ୍ତେ ଚାହାନ୍ତି। ତେଣୁ ବିଭିନ୍ନ ସ୍ଥପତିଙ୍କ ସାହାଯ୍ୟ ବି ନିଅନ୍ତି। ତେବେ ଏମିତି ଜଣେ ସ୍ଥପତି ଅଛନ୍ତି, ଯେ...

Advertisement
Archives

Model This Week