ଫୁରସତ

ଭୂତଳ ଜଳ ସଞ୍ଚାଳନରୁ ଭୂକମ୍ପ

ନୂଆଦିଲ୍ଲୀ: ଭୂକମ୍ପ ଏବଂ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟର କାରଣ ସମ୍ପର୍କରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିଲେ ମଧ୍ୟ ଗବେଷଣାଲବ୍ଧ ତଥ୍ୟ ପର୍ଯ୍ୟାପ୍ତ ନୁହେଁ। ତେବେ ନିକଟରେ ଅନ୍ତର୍ଜାତୀୟସ୍ତରରେ କରାଯାଇଥିବା ଏକ ଅଧ୍ୟୟନରୁ ଭୂଗର୍ଭରେ ଥିବା ପାଣିର ଗତିବିଧି ସୁନାମି ଏବଂ…

ଟିକ୍‌ଟକ୍‌ କରୁଥିବାବେଳେ ଏମିତି କିଛି ଘଟିଲା ଯୁବତୀଙ୍କ ସହ

ଆଜିର ଯୁବପିଢି ଟିକଟକ୍‌ ଆପରେ ଭିଡିଓ ସେୟାର କରି ରାତାରାତି ଷ୍ଟାର ହେବାର ସ୍ବପ୍ନ ଦେଖୁଛନ୍ତି। ଅନେକ ମଧ୍ୟ ଏଥିରେ ସଫଳତା ହେଉଛନ୍ତି। ସେହିପରି ଅଧିକାଶଂ ଯୁବପିଢି ଟିକଟକ୍‌ ଭିଡିଓ ପ୍ରସ୍ତୁତ କଲାବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ନଜିର ରହିଛି। ତେବେ…

ଆତ୍ମନିର୍ଭରଶୀଳତା ବନାମ ରକ୍ଷଣଶୀଳତା: ବଢୁଛି ‘ସେକ୍ସ ଟୟ’ ଉଦ୍ୟୋଗ

ନୂଆଦିଲ୍ଲୀ, ୨୬ା୬: କରୋନା ପ୍ରଭାବିତ ଦେଶର ଅର୍ଥବ୍ୟବସ୍ଥା ସୁଧାରିବା ଏବଂ ଗ୍ରାମୀଣ ହସ୍ତଶିଳ୍ପ ସହ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ‘ଆତ୍ମନିର୍ଭର ଭାରତ’ ନାରା ଦେଇଛନ୍ତି। ଏହାପରେ ଦେଶରେ ଲୁକ୍କାୟିତ ଭାବେ ପ୍ରଭାବ ବିସ୍ତାର କରୁଥିବା…

ଗୋଟିଏ ହାତ ନ ଥାଇ ବି କରୋନା ଯୁଦ୍ଧରେ ଲଢିବାକୁ ଅଣ୍ଟା ଭିଡିଛନ୍ତି କୁନିଝିଅ

ଉଡୁପି,୨୬।୬: କର୍ନାଟକର ଉଡୁପିରେ ରହୁଥିବା ୧୦ ବର୍ଷୀୟା ଝିଅ ସିନ୍ଦୁରୀ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଗୋଟିଏ ହାତ ନ ଥାଇ ବି ସେ କରୋନା ଯୁଦ୍ଧରେ ନିଜକୁ ସାମିଲ କରିପାରିଛନ୍ତି। ସିନ୍ଦୁରୀ ତାଙ୍କ ଗୋଟିଏ ହାତ ସହାୟତାରେ…

ଖବରକାଗଜ ଖଣ୍ଡରୁ ଟ୍ରେନ୍‌ ପ୍ରସ୍ତୁତ କଲେ ବାଳକ, ପ୍ରଶଂସା କଲା ରେଳ ମନ୍ତ୍ରାଳୟ

ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିଲା। ଫଳରେ ଲୋକମାନେ ନିଜ ନିଜ ଘରେ ରହିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ କିଛି ଲୋକଙ୍କର କ୍ରିଏଟିଭିଟି(ସୃଜନଶୀଳତା) ନଜରକୁ ଆସିଥିଲା। ଏହିଭଳି ଜଣେ ବାଳକ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।…

ବିଚାରପତିଙ୍କ ସାମ୍ନାରେ ନିଷ୍ପାପ ଶିଶୁର ଗୁହାରି: ମୋ ହାତ ପାଦ ଫେରାଇ ଦିଅ ମୁଁ ଦୌଡିବାକୁ ଚାହେଁ

ଚଣ୍ଡିଗଡ଼,୨୬।୬: ହରିୟାଣାର ପାନିପଥ ନିବାସୀ ୧୧ ବର୍ଷର ଶିଶୁ ରମନ ହାଇକୋର୍ଟ ବିଚାରପତିଙ୍କ ନିକଟରେ ଏମିତି ଗୁହାରି କରିଛନ୍ତି ଯାହା ଶୁଣିବା ପରେ ସମସ୍ତଙ୍କ ଆଖି ଲୁହରେ ଭିଜି ଯାଇଛି। ଏହି ନିଷ୍ପାପ ଶିଶୁ ଜଣଙ୍କ ବିଚାରପତିଙ୍କୁ କହିଛନ୍ତି ମୋତେ ମୋ…

ଏହି ଦେଶରେ ଅପରାଧୀଙ୍କୁ ମିଳେ ଅଜବ ଦଣ୍ଡ, ଯାହା ଆଗରୁ କେବେ ଶୁଣି ନ ଥିବେ

ଓ୍ବାଶିଂଟନ୍‌: ସାଧାରଣତଃ ଯେ କୌଣସି ଅପରାଧୀଙ୍କୁ ନ୍ୟାୟାଳୟ ଦଣ୍ଡ ତ ନିଶ୍ଚିତ ପ୍ରଦାନ କରିଥାନ୍ତି। ସେ ଛୋଟ ଅପରାଧ ହେଉ କି ବଡ଼। କିନ୍ତୁ କିଛି ଦେଶରେ ଅଜବ ଦଣ୍ଡ ରହିଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଆମେରିକାରେ ଅପରାଧୀଙ୍କୁ ଏମିତି…

ଏହି କାରଣ ପାଇଁ ସ୍ବାମୀଙ୍କୁ ଛାଡିଲେ ନବବିବାହିତା

ବିହାରର ବେଗୁସରାଇରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିବାହର ମାତ୍ର ୧୦ ଦିନ ପରେ ନବବିବାହିତା ସ୍ବାମୀଙ୍କୁ ଭଲ ପାଉ ନ ଥିବା କହିଛନ୍ତି। ଜୁନ୍‌ ୧୪ରେ ରାଞ୍ଚି ନିବାସୀ ପୂଜା ପରିବାରର କଥା ମାନି ବେଗୁସରାଇ ନିବାସୀ ଅଙ୍କିତ କୁମାରଙ୍କୁ…

ଭାଗ୍ୟ ବଦଳାଇ ଦେଲା ରତ୍ନ: ରାତାରାତି କୋଟିପତି ହେଲେ ତାଞ୍ଜାନିଆର ଏହି ବ୍ୟକ୍ତି

ନୂଆଦିଲ୍ଲୀ, ୨୫।୬- ଭାଗ୍ୟଦେବୀ କେତେବେଳେ କାହାର ସାଥ୍‌ ଦିଅନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ତାଞ୍ଜାନିଆରେ ଦେଖିବାକୁ ମିଳିଛି। ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆର ଜଣେ ଶ୍ରମିକ ଏକ ଖଣି ଖୋଳୁଥିବାବେଳେ ୨ଟି ଅତି ଦୁର୍ଲଭ ତାଞ୍ଜାନାଇଟ୍‌ ରତ୍ନ ପାଇଥିଲେ। ଯାହାକୁ ତାଞ୍ଜାନିଆ…

ବର୍ଷାରେ ଉପୁଡ଼ି ପଡ଼ିଥିବା ୨୦୦ ବର୍ଷ ପୁରୁଣା ବରଗଛକୁ ବଞ୍ଚାଇବାକୁ ଅଭିନବ ପ୍ରୟାସ

ଭୋପାଳ, ୨୫।୬- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କିଛିଦିନ ହେବ ପ୍ରବଳ ବର୍ଷା ସାଙ୍ଗକୁ ପବନ ଯୋଗୁ ୨୦୦ ବର୍ଷ ତଳର ଏକ ପୁରୁଣା ବରଗଛ ଉପୁଡ଼ି ପଡ଼ିଛି। କିନ୍ତୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାକୁ ପୁର୍ନବାର ବଞ୍ଚାଇବାକୁ ଏକ ଅଭିନବ ପ୍ରୟାସ…

ଜ୍ୟାକ୍‌ ମାଙ୍କୁ କାଟି ପୋନି ମା ହେଲେ ଚାଇନାର ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଚାଇନାରୁ ଆରମ୍ଭ ହୋଇଥିଲା ମହାମାରୀ କରୋନା ସଂକ୍ରମଣ। ଏହାର ପ୍ରଭାବରେ ଦେଶର ଧନୀ ତାଲିକାରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଅଲିବାବାର ଜ୍ୟାକ୍‌ ମା ସବୁଠାରୁ ଧନୀ ବ୍ୟକ୍ତି ଥିଲେ। ଏବେ ତାଙ୍କୁ କାଟିଛନ୍ତି ଟେନ୍‌ସେଣ୍ଟର ସଂସ୍ଥାପକ ମା ହୁଆତେଙ୍ଗ ଓରଫ…

ଏମିତି ଦେଶ, ଯେଉଁଠି ଚାକିରି ପାଇଁ ଠେଲିବାକୁ ପଡ଼େ ଟ୍ରେନ୍‌

ସାଧାରଣତଃ ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିତାନ୍ତ ଆବଶ୍ୟକ। ଏହା ମୌଳିକ ଆବଶ୍ୟକତା। ଆଉ ଏହି ଆବଶ୍ୟକତା ପୂରଣ କରିବା ପାଇଁ ଜଣେ ଲୋକକୁ କିଛି ନା କିଛି ରୋଜଗାର କରିବା ନିହାତି ଦରକାର। ଅନେକ ଲୋକ ପେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?