ଫୁରସତ

ଏହି ଆଇପିଏସ୍‌ ଅଫିସରଙ୍କୁ ଅପରାଧୀଙ୍କ କୋକୁଆ ଭୟ: ଫିଲ୍ମରେ ମଧ୍ୟ କରିଛନ୍ତି କାମ

ଗ୍ଲାମର ଜଗତ ସହ ଜଡ଼ିତ ଷ୍ଟାରମାନଙ୍କୁ ନୂଆ ନୂଆ ଲୁକ୍‌ରେ ଆପଣମାନେ ଦେଖିଥାନ୍ତି। ପରଦାରେ ଯେତେ ହିଟ୍‌ ହେଲେ ବି ବାସ୍ତବ ଜୀବନରେ ଅନେକ ଫେଲ ମାରିଥାନ୍ତି। ହେଲେ ଏଭଳି କିଛି ପ୍ରତିଭା ଅଛନ୍ତି ଯିଏ ବାସ୍ତବ ଜୀବନରେ ସଫଳ, ପ୍ରକୃତ…

କୁକୁର ସହ ତୀର୍ଥ ଯାତ୍ରା କରନ୍ତି ଏହି ସାଧୁ

ସବୁଠାରୁ ଅଧିକ ସାଧୁ ଭାରତରେ ରହିଛନ୍ତି। ସାଧୁଙ୍କୁ ଲୋକମାନେ ପୂଜା କରିଥାନ୍ତି। ବେଳେ ବେଳେ ଏହି ସାଧୁମାନେ ଆଲୋଚନାର ଶିକାର ମଧ୍ୟ ହୋଇଥାନ୍ତି। ଏମିତି ଜଣେ ସାଧୁଙ୍କ ବିଷୟରେ ଜାଣିବା ଯିଏକି କୁକୁରମାନଙ୍କ ସହ ଅମରନାଥ ଯାତ୍ରାରେ ପହଞ୍ଚିଥିଲେ। ଏହି ସାଧୁ…

ଦେବୀଙ୍କ ରୂପରେ ମାସ୍କ ବାଣ୍ଟିଲେ ମହିଳା

କରୋନା ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପରସ୍ପର ମଧ୍ୟରେ ଦୂରତ୍ୱ ରକ୍ଷା କରି କରୋନା ସହ ବଞ୍ଚିବା ମଧ୍ୟ ଲୋକେ ଶିଖିଗଲେଣି। ତେବେ ଏହି ସମୟରେ କିପରି ସଚେତନ ରହିବା ସେଥିପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ…

ଛାତରୁ ପାଣିକୁ ଡେଇଁଲେ ଯୁବତୀ, ଭିଡିଓ ଦେଖିଲେ ଦୋହଲିଯିବ ହୃଦୟ

ଓ୍ବାଶିଂଟନ୍‌: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ। ଭିଡିଓଟିରେ ଜଣେ ଯୁବତୀ ଛାତ ଉପରୁ ତଳେ ଥିବା ପୁଲ୍‌କୁ ଡେଉଁଛନ୍ତି। ଏହା ପରେ ଏମିତି…

ତିନି ତିନୋଟି ଚିତାବାଘ ସହ ଶୋଇଥାନ୍ତି ବ୍ୟକ୍ତି: ଦେଖିଲେ ଲୋମ ଟାଙ୍କୁରି ଉଠିବ

ପ୍ରୟତଃ ସୋସିଆଲ ମିଡିଆରେ ଅନେକ ମଜାଳିଆ ଭିଡିଓ ଶେୟାର ହୋଇଥିବା ଆପଣ ଦେଖିଥିବେ। ମାତ୍ର ଏକ ଏପରି ଭିଡିଓ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଭିଡିଓରେ ଜଣେ ବ୍ୟକ୍ତି ଗୋଟିଏ ନୁହେଁ ପରନ୍ତୁ ୩ ଟି ବାଘ ସହିତ…

କରୋନା ଯୋଗୁ ଚାକିିରି ହରାଇଥିଲେ,ଏମିତି ହେଲେ ମାଲାମାଲ

କରୋନା ସମୟରେ ଅଧିକାଂଶ ଲୋକ ଚାକିରି ହରାଇ ଘରେ ବସିଛନ୍ତି। ଜଣେ ଦମ୍ପତି ଚାକିରି ହରାଇ ମଧ୍ୟ ମାଲାମାଲ୍‌ ହୋଇଛନ୍ତି। ବ୍ରିଟେନରେ ରହୁଥିବା ଶିବୁ ପଲ ଏବଂ ତାଙ୍କ ସ୍ତ୍ରୀ ଲିନନେଟ୍‌ ଜୋଶେଫ୍‌ ‘ବେଷ୍ଟ୍‌ ଅଫ୍‌ ଦ ବେଷ୍ଟ’ ଦ୍ୱାରା ଆୟୋଜିତ…

ଏହି ମନ୍ଦିର ଉପରେ ପ୍ରତି ୧୨ ବର୍ଷରେ ଥରେ ହୋଇଥାଏ ବଜ୍ରପାତ

ହିମାଚଳ ପ୍ରଦେଶରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ଯେଉଁ କାରଣରୁ ଏହି ରାଜ୍ୟକୁ ଦେବଭୂମି ମଧ୍ୟ କୁହାଯାଏ। ଏଠାରେ ଏମିତି ଏକ ମନ୍ଦିର ରହିଛି, ଯାହାର ସ୍ବତନ୍ତ୍ର ବିଶେଷତ୍ତ୍ୱ ରହିଛି। ହିମାଚଳପ୍ରଦେଶର କୁଲୁ ସହରରେ ବ୍ୟାସ ଏବଂ ପାର୍ବତୀ ନଦୀ ସଙ୍ଗମସ୍ଥଳ…

ଗତ ୧୦ ବର୍ଷ ଧରି ଏହି ମହିଳା ବିନା ମାଟିରେ କରୁଛନ୍ତି ଫଳ, ପନିପରିବା ଚାଷ; କେମିତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିନା ମାଟିରେ ଫଳ ଏବଂ ପରିବା ଚାଷ ବିଷୟରେ ଆପଣ କେବେ ଶୁଣିଛନ୍ତି। ଆପଣ ଭାବୁଥିବେ ଏହା କିପରି ସମ୍ଭବ? ପୁଣେର ନିଲା ରେନାଭିକର ଗତ ୧୦ ବର୍ଷ ଧରି ଘରର ଛାତ ଉପରେ ବିନା ମାଟିରେ ଫଳ ଓ ପନିପରିବା…

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ସୁନା ଇଟା, ଖୋଲିବା ବେଳକୁ….

ଆଜିର ବ୍ୟସ୍ତବହୁଳ ଜୀବନରେ ଶପିଂ ପାଇଁ ସମୟ ଅଭାବ। ଏଣୁ ଅଧିକାଂଶ ଲୋକ ଅନ୍‌ଲାଇନ୍‌ ଶପିଂ କରିବାକୁ ପସନ୍ଦ କରିଥାନ୍ତି। ଏସବୁ ମଧ୍ୟରେ ଯଦି ଅନ୍‌ଲାଇନ୍‌ରେ କିଣିଥିବା ଜିନିଷଠାରୁ କିଛି ଅଲଗା ବାହାରେ ତେବେ ନିରାଶ ହେବାକୁ ପଡ଼ିଥାଏ। ଏଭଳି କିଛି…

ଜଙ୍ଗଲରେ ବିବାହ ବାର୍ଷିକୀ ପାଳନ କରୁଥିଲେ ଏହି ବ୍ୟକ୍ତି, ଆଉ ତା’ପରେ…

ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ନିଜ ବିବାହ ବାର୍ଷିକୀ ଜଙ୍ଗଲରେ ପାଳନ କରୁଥିବାବେଳେ ଏକ କୁନି ମାଙ୍କଡ ସବୁ ଭଣ୍ଡୁର କରିଦେଇଛି। ଏହି ଭିଡିଓକୁ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦ ଶେୟାର କରିଛନ୍ତି। ଭିଡିଓରେ…

ଏମିତି ମାନବିକତା ଦେଖାଇଲେ ମହିଳା, ସମସ୍ତେ କଲେ ସଲାମ

ଜଣେ ମହିଳା ନିଜ ମାନବିକତା ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି। କେରଳର ତିରୁଭଲ୍ଲା ଟାଉନରେ ସେଲ୍ସଓମେନ ଭାବେ କାର୍ଯ୍ୟ କରୁଥିବା ସୁପ୍ରିୟା ଜଣେ ଦୃଷ୍ଟିହୀନ ବ୍ୟକ୍ତି ସହାୟତା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓକୁ ଆଇପିଏସ ବିଜୟକୁମାର ଟୁଇଟର…

ବିବାହ ପୂର୍ବରୁ ମହିଳାଙ୍କ ସହ ଫେରାର ହୋଇଗଲେ ଯୁବତୀ

ଭିଲ୍ଲାଇ, ୯।୭- ଛତିଶଗଡ଼ର ଭିଲ୍ଲାଇରୁ ଚକିତ କଲା ଭଳି ଏକ ଖବର ଆସି ପହଞ୍ଚତ୍ଛି। ବିବାହ ପୂର୍ବରୁ ଜଣେ ଯୁବତୀ ସେହି ଗ୍ରାମର ଜଣେ ବିବାହିତ ମହିଳାଙ୍କ ସହ ଫେରାର ହୋଇଯାଇଛନ୍ତି। ଯୁବତୀଙ୍କ ପରିବାର ଥାନାରେ ମାମଲା ରୁଜୁ କରିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?