Posted inଫୁରସତ

ତିନି ତିନୋଟି ଚିତାବାଘ ସହ ଶୋଇଥାନ୍ତି ବ୍ୟକ୍ତି: ଦେଖିଲେ ଲୋମ ଟାଙ୍କୁରି ଉଠିବ

ପ୍ରୟତଃ ସୋସିଆଲ ମିଡିଆରେ ଅନେକ ମଜାଳିଆ ଭିଡିଓ ଶେୟାର ହୋଇଥିବା ଆପଣ ଦେଖିଥିବେ। ମାତ୍ର ଏକ ଏପରି ଭିଡିଓ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଭିଡିଓରେ ଜଣେ ବ୍ୟକ୍ତି ଗୋଟିଏ ନୁହେଁ ପରନ୍ତୁ ୩ ଟି ବାଘ ସହିତ ଶୋଇଛନ୍ତି। ତେବେ ଏଭଳି ଭୟଙ୍କର ପଶୁ ସହ କିପରି ଜଣେ ଆରାମରେ ଶୋଇପାରିବ ଯାହା ଦେଖି ଲୋମ  ଟାଙ୍କୁରି ଉଠିବ।
ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ଟୁଇଟରରେ ଶେୟାର କରିଛନ୍ତି। ସିଏ ପ୍ରାୟତଃ ଏଭଳି ଭିଡିଓ ଶେୟାର କରନ୍ତି। ସେ ଏହି ଭିଡିଓର କ୍ୟାପଶନରେ ଲେଖିଛନ୍ତି – ସୌନ୍ଦର୍ଯ୍ୟ ସହିତ ଶୋଇବା । ମାତ୍ର ମୁଁ ଜାଣେ ନାହିଁ ଏହି ବ୍ୟକ୍ତି ଜଣକ କିଏ।
ଭିଡିଓ ଦେଖି ଏପରି ଲାଗୁଛି ଯେ ସେମାନେ ବର୍ଷ ବର୍ଷ ଧରି ପରସ୍ପରକୁ ଜାଣିଛନ୍ତି। ଭିଡିଓରେ ଦର୍ଶାଯାଇଛି ଯେ, ଚିତାବାଘ ମଧ୍ୟ ସେହି ବ୍ୟକ୍ତିଙ୍କ ନିକଟରେ ଅତି ଆରାମରେ ଶୋଇଥାଏ। ଏହି ଭିଡିଓଟି ବହୁତ ଆକର୍ଷଣୀୟ। ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ହେବ ତ ଏମିତି: ଦିବ୍ୟାଙ୍ଗ ସାଙ୍ଗକୁ କାନ୍ଧରେ ବସାଇ ୟୁରୋପ ବୁଲାଇବାକୁ ନେଲେ କେଭାନ

ବନ୍ଧୁତା କେବଳ ଏକ ଶବ୍ଦ ନୁହେଁ, ଏହା ଦୁଇଟି ହୃଦୟ ମଧ୍ୟରେ ଥିବା ସମ୍ପର୍କର ସେତୁ। କୋମଳ ହେଲେ ବି ବହୁତ୍ ଶକ୍ତିଶାଳୀ। ପ୍ରକୃତ ବନ୍ଧୁଟିଏ...

ଅଜବ ପରମ୍ପରା: ଯେଉଁଠି ଭୂତ ବେଶ ଧାରଣ କରନ୍ତି ଲୋକେ

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ସେହିପରି ମେକ୍ସିକୋରେ ପ୍ରତିବର୍ଷ ଏକ ନିଆରା ପର୍ବ ପାଳିତ ହୋଇଥାଏ। ଏହି ପର୍ବର ନାମ ‘ଡେ...

ଆଜିଠୁ ‘ବନ୍ୟପ୍ରାଣୀ ସପ୍ତାହ’: ସଙ୍କଟରେ ବନ୍ୟପ୍ରାଣୀ

ଅକ୍ଟୋବର ୨ ରୁ ୯ ପର୍ଯ୍ୟନ୍ତ ପାଳନ ହେଉଛି ‘ବନ୍ୟପ୍ରାଣୀ ସପ୍ତାହ’। ଏହି ସପ୍ତାହରେ ପ୍ରତିବର୍ଷ ବନ୍ୟପ୍ରାଣୀଙ୍କ ପାଇଁ ଅନେକ ଚିନ୍ତା ଅନୁଚିନ୍ତା କରାଯାଇଥାଏ। ବିଭିନ୍ନ...

ଦୁନିଆର ସବୁଠୁ ଖୁସି ପ୍ରାଣୀ

ଏହି ପୃଥିବୀରେ ଅନେକ ପ୍ରଜାତିର ଜୀବ ଦେଖିବାକୁ ମିଳନ୍ତି। ସମସ୍ତ ପ୍ରାଣୀ ବା ଜୀବ ନିଜସ୍ବ କ୍ଷେତ୍ରରେ ଅତୁଳନୀୟ। କେତେକ ଅଦ୍ଭୁତ ପ୍ରାଣୀ ଅଛନ୍ତି, ଯାହା...

୭.୫ ଲକ୍ଷ ଟଙ୍କାର ଅଙ୍ଗୁରପେନ୍ଥା

କୁହାଯାଏ ଖାଇ ନ ପାରିଲେ ଅଙ୍ଗୁର ଖଟା। ଏହି ଅଙ୍ଗୁର କ୍ଷେତ୍ରରେ ଠିକ୍‌ ସେମିତି କିଛି କୁହାଯାଇପାରେ। ଏହି ଅଙ୍ଗୁର ଦାନାର ଆକାର ଏକ ଛୋଟିଆ...

ପବ୍‌ଜି ନିଶାରେ ନାବାଳକ ଖର୍ଚ୍ଚ କରିଆସୁଥିଲେ ଜେଜେବାପାଙ୍କ ପେନ୍‌ସନ୍‌ ଟଙ୍କା, ଜଣାପଡ଼ିବା ବେଳକୁ…

ଗୋଟିଏ ପଟେ କରୋନାକୁ ନେଇ ସାରାଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଫଳରେ ସ୍କୁଲ, କଲେଜ ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏଭଳି ସ୍ଥିତିରେ...

ପ୍ରେମିକାଙ୍କୁ ପ୍ରପୋଜ କଲାପରେ ଗୁଗୁଲ ସିଇଓଙ୍କୁ କ’ଣ ମିଳିଥିଲା ଉତ୍ତର

ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଭାବରେ ଜଣାଶୁଣା ‘ଗୁଗଲ’ର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କ ବ୍ୟକ୍ତିଗତ ଜୀବନ ବେଶ୍‌ ରୋଚକ। ତାମିଲନାଡୁର...

ଦାଢିରେ ୬୩ କିଲୋ ମହିଳାଙ୍କୁ ଉଠାଇ କଲେ ବିଶ୍ୱ ରେକର୍ଡ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୨ ।୧୧: ନିକଟରେ ଗିନିଜ ୱାର୍ଲଡ ରେକର୍ଡ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିବା ପରେ ଏବେ ଏହା ଭାଇରାଲ ହୋଇଛି । ଯେଉଁଥିରେ...

Advertisement
Archives

Model This Week