Posted inଫୁରସତ

ତିନି ତିନୋଟି ଚିତାବାଘ ସହ ଶୋଇଥାନ୍ତି ବ୍ୟକ୍ତି: ଦେଖିଲେ ଲୋମ ଟାଙ୍କୁରି ଉଠିବ

ପ୍ରୟତଃ ସୋସିଆଲ ମିଡିଆରେ ଅନେକ ମଜାଳିଆ ଭିଡିଓ ଶେୟାର ହୋଇଥିବା ଆପଣ ଦେଖିଥିବେ। ମାତ୍ର ଏକ ଏପରି ଭିଡିଓ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଭିଡିଓରେ ଜଣେ ବ୍ୟକ୍ତି ଗୋଟିଏ ନୁହେଁ ପରନ୍ତୁ ୩ ଟି ବାଘ ସହିତ ଶୋଇଛନ୍ତି। ତେବେ ଏଭଳି ଭୟଙ୍କର ପଶୁ ସହ କିପରି ଜଣେ ଆରାମରେ ଶୋଇପାରିବ ଯାହା ଦେଖି ଲୋମ  ଟାଙ୍କୁରି ଉଠିବ।
ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ଟୁଇଟରରେ ଶେୟାର କରିଛନ୍ତି। ସିଏ ପ୍ରାୟତଃ ଏଭଳି ଭିଡିଓ ଶେୟାର କରନ୍ତି। ସେ ଏହି ଭିଡିଓର କ୍ୟାପଶନରେ ଲେଖିଛନ୍ତି – ସୌନ୍ଦର୍ଯ୍ୟ ସହିତ ଶୋଇବା । ମାତ୍ର ମୁଁ ଜାଣେ ନାହିଁ ଏହି ବ୍ୟକ୍ତି ଜଣକ କିଏ।
ଭିଡିଓ ଦେଖି ଏପରି ଲାଗୁଛି ଯେ ସେମାନେ ବର୍ଷ ବର୍ଷ ଧରି ପରସ୍ପରକୁ ଜାଣିଛନ୍ତି। ଭିଡିଓରେ ଦର୍ଶାଯାଇଛି ଯେ, ଚିତାବାଘ ମଧ୍ୟ ସେହି ବ୍ୟକ୍ତିଙ୍କ ନିକଟରେ ଅତି ଆରାମରେ ଶୋଇଥାଏ। ଏହି ଭିଡିଓଟି ବହୁତ ଆକର୍ଷଣୀୟ। ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଗ୍ୟ ବଦଳାଇବ ୨୧ ବର୍ଷ ତଳର ପୁରୁଣା ବହି: ହୋଇଯିବେ ଲକ୍ଷପତି

କୁହାଯାଏ, ଭଗବାନ ଯେତେବେଳେ ଦିଅନ୍ତି, ଛପର ଫାଡି ଦେଇନ୍ତି। ବେଳେ ବେଳେ ଖଜାନା ଆମ ଆଖି ସାମ୍ନାରେ ଥାଏ, ହେଲେ ଆମେ ତାହାକୁ ଜାଣିପାରି ନ...

ଲଞ୍ଚ ବ୍ରେକ୍‌ଫାଷ୍ଟ ବଦଳରେ ବେବି ପାଉଡ଼ର ଖାଉଛନ୍ତି ଏହି ମହିଳା

ଖାଦ୍ୟକୁ ନେଇ କାହାର କେମିତି ରୁଚି ଥାଏ। ପ୍ରାୟ ସମସ୍ତେ ସୁସ୍ବାଦୁ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କେହି କେହି ସ୍ବାସ୍ଥ୍ୟପ୍ରଦ ଖାଦ୍ୟକୁ...

ଖେଳୁ ଖେଳୁ ମାଲବାହୀ ଟ୍ରେନ୍‌ ଇଞ୍ଜିନ ତଳେ ଫସିଲା ୨ ବର୍ଷର ଶିଶୁ: ଆଉ ତା’ ପରେ..

କଥାରେ ଅଛି ରଖେ ହରି ତ ମାରେ କିଏ। ଖେଳୁ ଖେଳୁ ରେଳଧାରଣାକୁ ଚାଲି ଆସିଥିଲା ଜଣେ ୨ ବର୍ଷର ଶିଶୁ। ଏପରିକି ସେ ଟ୍ରେନ୍‌...

ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ସମୟରେ ଆକାଶ ଲାଲ୍‌ ଦିଶିବା ପଛର କଥା…

ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ସୂର୍ଯ୍ୟଙ୍କ ରଙ୍ଗ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ବଦଳି ଯାଇଥାଏ। ଏହି ସମୟରେ ଆକାଶ କମଳା, ଗାଢ୍‌ ଲାଲ କିମ୍ବା...

ସୁନା ଗହଣା କିଣୁଥିଲେ ଧ୍ୟାନ ଦିଅନ୍ତୁ ଏଥିପ୍ରତି…

ଆମ ସଂସ୍କୃତିରେ ସୁନାର ରହିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏହା ଯେତିକି ସୁନ୍ଦର ସେତିକି ଉପଯୋଗୀ। ମହିଳାମାନଙ୍କର ଏହାପ୍ରତି ଅଶେଷ ଦୂର୍ବଳତା ରହିଥାଏ। ଏହାର ମୂଲ୍ୟ ମଧ୍ୟ...

ଦେଶ ବିଦେଶରୁ ଏଠାରୁ ବର କିଣିବାକୁ ଆସନ୍ତି ଅଭିଭାବକ

ପରିବା ହାଟ କଥା ସମସ୍ତେ ଜାଣିଥିବେ। ହେଲେ ବରଙ୍କ ହାଟକଥା ଶୁଣିଲେ ଟିକେ ଅଡୁଆ ଲାଗୁଥାଇପାରେ କିନ୍ତୁ ଏହା ସତ। ଏହା ଆଉ କେଉଁଠି ନୁହେଁ...

ସ୍ତ୍ରୀ କୋକିଲାବେନ୍‌ଙ୍କୁ ପସନ୍ଦ ଥିଲା ସ୍ବାମୀ ଧୀରୁଭାଇ ଅମ୍ବାନୀଙ୍କ ପ୍ରେମ ପ୍ରକାଶ କରିବାର ଶୈଳୀ: ଏପରି ଥିଲା ଲଭ୍‌ଷ୍ଟୋରୀ

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ଅନ୍ତର୍ଭୁକ୍ତ ଅମ୍ବାନୀ ପରିବାର ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ଏହି ପରିବାରର ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍‌ କମ୍‌...

ବସୁଧୈବ କୁଟୁମ୍ବକମ୍‌ ହିଁ ଏକତାର ସଂକଳ୍ପ ସୃଷ୍ଟି କରେ

ସମଗ୍ର ବିଶ୍ୱ ଏକ ବଡ଼ ପରିବାର ସଦୃଶ। ତେଣୁ ବସୁଧୈବ କୁଟୁମ୍ବକମ୍‌ ଭାବେ ଏହାକୁ ବିବେଚନା କରାଯାଇଥାଏ। ଧର୍ମ, ବର୍ଣ୍ଣ, ଜାତି ନିର୍ବିଶେଷରେ ବିଶ୍ୱର ପ୍ରତିଟି...

Advertisement
Archives

Model This Week