Posted inଫୁରସତ

ଜଙ୍ଗଲରେ ବିବାହ ବାର୍ଷିକୀ ପାଳନ କରୁଥିଲେ ଏହି ବ୍ୟକ୍ତି, ଆଉ ତା’ପରେ…

ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ନିଜ ବିବାହ ବାର୍ଷିକୀ ଜଙ୍ଗଲରେ ପାଳନ କରୁଥିବାବେଳେ ଏକ କୁନି ମାଙ୍କଡ ସବୁ ଭଣ୍ଡୁର କରିଦେଇଛି। ଏହି ଭିଡିଓକୁ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦ ଶେୟାର କରିଛନ୍ତି। ଭିଡିଓରେ ବ୍ୟକ୍ତି ଜଣଙ୍କ କେକ୍‌ କାଟୁଥିବାବେଳେ ହଠାତ୍‌ ମାଙ୍କଡଟି ଆସି କେକ୍‌ଟିକୁ ସମ୍ପୂର୍ଣ୍ଣ ଉଠାଇ ନେଇ ଗଛ ଉପରେ ଚଢିଯାଇଥିଲା। ବ୍ୟକ୍ତି ଜଣଙ୍କ ନିରୁପାୟ ହୋଇ ମାଙ୍ଗଡକୁ ଚାହିଁ ରହିଥିଲେ। ଶେୟାର ହେବାର କିଛି ମିନିଟ୍‌ ମଧ୍ୟରେ ଏହା ଭାଇରାଲ ହୋଇଥିଲା। ଲୋକେ ଭିଡିଓକୁ ବେଶ୍‌ ପସନ୍ଦ କରି ଲାଇକ୍‌ ଏବଂ ରିଟୁଇଟ୍‌ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଲ୍‌ରେ ଛୁରି ଧରି ବୁଲୁଥିଲେ ଯୁବତୀ, ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

୧ କି.ଗ୍ରା. ଓଜନର ସୁନା କାନଫୁଲ

ଭାରତର ବହୁ ପୁରୁଣା ସୁନା ଗହଣା ନିର୍ମାତା ଜିଆର୍‌ଟି ଜୁଏଲର୍‌ ନିକଟରେ ଉନ୍ମୋଚନ କରିଛନ୍ତି ୧ କି.ଗ୍ରା. ଓଜନର ଏକ ଝୁମ୍‌କା ଇୟରିଂ। ଏହି ବିରାଟକାୟ...

ସାନିଟାଇଜର ସ୍ପ୍ରେ କରିବ ରୋବୋ

ନୂଆଦିଲ୍ଲୀ ,୩୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏଥିଲାଗି ସାମାଜିକ ଦୂରତା ସହିତ ରାସ୍ତାଘାଟକୁ ବିଶୁଦ୍ଧ କରିବା ଲାଗି ସାନିଟାଇଜର ସ୍ପ୍ରେ...

ଏମିତି ଗାଁ ଯେଉଁଠି ଖେଳିଲା ବେଳେ ପିଲାଏ କରନ୍ତିନି ପାଟତୁଣ୍ଡି…

ହଜାରିବାଗ, ୮।୮: ଖେଳିଲା ବେଳେ ପିଲାଏ ପାଟି କରିବା ଚିଲେଇବା ସ୍ବାଭାବିକ କଥା। ତେବେ ଝାଡ଼ଖଣ୍ଡର ହଜାରିବାଗ ଅଞ୍ଚଳରେ ଥିବା ଦାରୁ ଅଞ୍ଚଳର ଦାରୁବକସିଡ଼ିହ ଗାଁରେ...

ଦୁନିଆର ସବୁଠୁ ଶାନ୍ତ କୋଠରି, ଯେଉଁଠି ଶୁଭେ ହୃଦୟର ସ୍ପନ୍ଦନ ଆଉ ହାଡ଼ର ଶବ୍ଦ

ବ୍ୟସ୍ତବହୁଳ ଜୀବନରୁ ଟିକେ ଶାନ୍ତି ପାଇଁ ସମସ୍ତେ ଚାହାନ୍ତି। ଏକ ଶାନ୍ତ ପରିବେଶରେ, ମନରେ ଏକାଗ୍ରତା ଆସେ। ଯାହାକି ପ୍ରତ୍ୟେକ କାମ କରିବା ସହଜ ହୋଇଥାଏ।...

ମା’ଙ୍କୁ ତୀର୍ଥସ୍ଥାନ ବୁଲାଇ ନେବା ପାଇଁ ଚାକିରି ଛାଡିଥିଲେ ପୁଅ

ବୃଦ୍ଧାବସ୍ଥାରେ ମାତାପିତାଙ୍କୁ ବୋଝ ବୋଲି ଭାବି କିଛି ସନ୍ତାନ ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡିଦିଅନ୍ତି। କିନ୍ତୁ କଳିଯୁଗରେ କିଛି ଶ୍ରବଣ କୁମାର ମଧ୍ୟ ଅଛନ୍ତି। ଯେଉଁମାନେ ନିଜ...

ବିବାହରେ ଯୋଗ ଦେବାକୁ ୨୦ ଜଣଙ୍କୁ ମିଳିଥିଲା ଅନୁମତି: ଆସିଲେ ୧୦ ହଜାର, ଆଉ ତା’ପରେ

ଅଧିକାଂଶ ଦେଶରେ କରୋନା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପରି ପରିସ୍ଥିତିରେ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ବିବାହ କାର୍ଯ୍ୟକ୍ରମ ସମାପ୍ତ ହେଉଛି।...

ଯାଆଁଳା ଭଉଣୀଙ୍କୁ ବିବାହ କରିଥିଲେ ଯାଆଁଳା ଭାଇ ଏବେ ଏକାସାଥେ ହେବେ ମା’

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଯାଆଁଳା ଭଉଣୀ ବ୍ରିଟନି ଓ ବ୍ରିନା ଡିନ ସାଲୟର୍ସ ମା’ ହେବା...

Advertisement
Archives

Model This Week