ଫୁରସତ

ମଣିଷ ପରି ଦେଖାଯାଉଥିବା ମାଛ

ସମୂଦ୍ରରେ ଅନେକ ପ୍ରକାରର ଜୀବ ରହିଛନ୍ତି। ଅଧିକାଂଶ ଜୀବ ଆମେ ଦେଖିନାହୁଁ। ଏବେ ଏମିତି ଏକ ମାଛ ଦେଖିବାକୁ ମିଳିଛି ଯାହାର ମୁହଁ ଏବଂ ଦାନ୍ତ ଦେଖିବାକୁ ମଣିଷ ପରି। ମାଲେଶିୟାରେ ଦେଖିବାକୁ ମିଳିଥିବା ଏହି ମାଛକୁ ଟାଇଗର ଫିସ୍‌ କୁହାଯାଉଛି।…

୧୧୨ ବର୍ଷ ତଳେ ଘଟିଥିଲା ଏପରି ଏକ ବିସ୍ଫୋରକ ଘଟଣା, ଯାହା ଉପରୁ ଆଜି ପର୍ଯ୍ୟନ୍ତ ହଟିନାହିଁ ପରଦା

ଋଷିଆର ସାଇବେରିଆ ଅଞ୍ଚଳରେ ୧୧୨ ବର୍ଷ ତଳେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ଘଟଣା ପୋଡେକାମେନାୟା ତୁଙ୍ଗୁସ୍କା ନଦୀ ନିକଟରେ ହୋଇଥିଲା। କୁହାଯାଏ, ଏହି ବିସ୍ଫୋରଣରେ ଯେଉଁ ନିଅଁା ହୁଳା ଉଠିଥିଲା ତାହା ୫୦ରୁ ୧୦୦ ମିଟର ଚଉଡ଼ା ଥିଲା।…

ରିଅଲ ଲାଇଫ୍‌ ସିଙ୍ଘମ: ୫୭ ଡକାୟତଙ୍କୁ କାବୁ କରିଛନ୍ତି ଏହି ଆଇପିଏସ୍‌ ଅଫିସର

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କୁ ରିଲ ଲାଇଫ୍‌ ସିଙ୍ଘମ କୁହାଯାଏ। ହେଲେ ରିଅଲ ଲାଇଫ୍‌ରେ ଜଣେ ଏଭଳି ଆଇଏଏସ୍‌ ଅଫିସର ଅଛନ୍ତି, ଯାହାଙ୍କୁ ଅପରାଧିଙ୍କ ପ୍ରାଣେ ଭୟ। ସେ ହେଲେ ଏସ୍‌ପି ମୁଦୁଲ କଚ୍ଛାବା। ତାଙ୍କ ନାମ ଶୁଣିବା ମାତ୍ରେ ଅପରାଧୀଙ୍କ…

୬,୮୦୦ ବର୍ଷ ପରେ ପୃଥିବୀ ମୁହାଁ ହୋଇଛି ଏହି ଧୂମକେତୁ

ଓ୍ବାଶିଂଟନ, ୧୧।୭: ଦୀର୍ଘ ୬,୮୦୦ ବର୍ଷ ପରେ ଧୂମକେତୁ ‘ନିଓଓ୍ବାଇଜ୍‌-ସି/୨୦୨୦ ଏଫ-୩’ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୧୨ରୁ ୩୦ ମଧ୍ୟରେ ପୃଥିବୀର ନିକଟତର ହେବ। ସେତେବେଳେ ଏହା ପୃଥିବୀଠାରୁ ୧୦ କୋଟି ୩୦ ଲକ୍ଷ କିଲୋମିଟର ଦୂରରେ ରହିବ। ଏହି…

ଏଠାରେ ମିଳୁଛି ବିବାହ ପାଇଁ ସ୍ବତନ୍ତ୍ର ମାସ୍କ: ଦାମ୍‌ ୧.୫ ଲକ୍ଷରୁ ଆରମ୍ଭ

ମହାମାରୀ କରୋନା ସମୟରେ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଉଛି। ସେହିପରି ଏହା ଏବେ ରୋଜଗାର ଏକ ମାଧ୍ୟମ ପାଲଟିଲାଣି। ଏହି କ୍ରମରେ ଗୁଜୁରାଟ ସୁରଟର ଏକ ଗହଣା ଦୋକାନୀ ସ୍ବତନ୍ତ୍ର ମାସ୍କ ତିଆରିକରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଗହଣା ଦୋକାନରେ…

ପ୍ରକାଶ ପାଇଲା ଟପ୍‌ ଟେନ୍‌ ଧନଶାଳୀ ବ୍ୟକ୍ତି ତାଲିକା: ଓ୍ବାରେନ୍‌ ବଫେଟଙ୍କୁ ପଛରେ ପକାଇଲେ ମୁକେଶ

ନୂଆଦିଲ୍ଲୀ,୧୧।୭: ସମ୍ପତ୍ତି ମାମଲାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ୍ବାରେନ ବଫେଟଙ୍କୁ ପଛରେ ପକାଇଦେଇଛନ୍ତି। ବ୍ଲୁମମର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଗୁରୁବାର ସୁଦ୍ଧା ମୁକେଶଙ୍କ କମ୍ପାନୀ ୬୮.୩ ବିଲିୟନ୍‌ ଡଲାର ଆୟ କରିଥିବା ବେଳେ ଓ୍ବାରେନ ବଫେଟଙ୍କ କମ୍ପାନୀ ୬୭.୯…

କବରସ୍ଥାନ ପାଇଁ ଜମି ଦେଲେ ହିନ୍ଦୁ ପରିିବାର

ଜିନ୍ଦ୍‌(ହରିୟାଣା): ଜାତି, ଧର୍ମ ଭୁଲି ଭାଇଚାରା ଓ ମାନବିକତାର ପରିଚୟ ଦେଇଛନ୍ତି ଏକ ହିନ୍ଦୁ ପରିବାର। ମୃତ୍ୟୁ ପରେ କବର ଦେବା ପାଇଁ ଜମି ମିଳୁ ନ ଥିବାବେଳେ ଜଣେ ହିନ୍ଦୁ ବ୍ୟକ୍ତି ନିଜ ଜମି ଯୋଗାଇଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ…

ପାଚେରିରେ ଫଳୁଛି ପରିବା

ନୂଆଦିଲ୍ଲୀ: ବଢୁଥିବା ଜନସଂଖ୍ୟା ଅନୁପାତରେ ଖାଦ୍ୟାଭାବ ପୂରଣ କରିବା ସବୁବେଳେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏହି ସମସ୍ୟାର ସମାଧାନ ଲାଗି ବୈଜ୍ଞାନିକମାନେ ଅହରହ ଗବେଷଣା ଚଳାଇଛନ୍ତି। ବିକଳ୍ପ ସ୍ବରୂପ ସହରରେ ଏବେ କିଚେନ ଗାର୍ଡେନ୍‌କୁ ପ୍ରାଧାନ୍ୟ ଦିଆଯାଉଛି। ତେବେ ସହରାଞ୍ଚଳରେ ତଟକା…

ସୁଶାନ୍ତଙ୍କ ହତ୍ୟା ପଛରେ ଦାଉଦ ଇବ୍ରାହିମ ଗ୍ୟାଙ୍ଗ

ମୁମ୍ବାଇ, ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଇତି ମଧ୍ୟରେ ତାଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଏପରିସ୍ଥିତିରେ ପୂର୍ବତନ ର ଅଫିସର ଏନ.କେ ସୁଦ ସୁଶାନ୍ତଙ୍କ…

କରୋନା ରୋଗୀଙ୍କୁ ସୁସ୍ଥ କରିବ କଙ୍କଡ଼ା ରକ୍ତ: ୧ ଲିଟରର ଦାମ ୧୧ ଲକ୍ଷ!

ଓ୍ବାଶିଂଟନ,୧୦।୭: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏଥିରୁ ମୁକ୍ତି ପାଇବାକୁ ସମସ୍ତ ବିକାଶଶୀଳ ଦେଶ ପ୍ରୟାସ ଜାରି ରଖିଛନ୍ତି। ପ୍ରଥମେ ଏହାର ଭ୍ୟାକ୍ସିନ ମୂଷା ଓ ମାଙ୍କଡଙ୍କଠାରେ ପରୀକ୍ଷା କରାଯାଉଥିବା ବେଳେ ଏବେ ଏହା ମାନବ…

ଥକିଗଲେଣି କରୋନା ଯୋଦ୍ଧା: ଫଟୋ ଭାଇରାଲ

ପିପିଇ କିଟ୍‌ ପିନ୍ଧି କାମ କରିବା ବଳିଦାନଠାରୁ କିଛି କମ୍‌ ନୁହେଁ। ମାତ୍ର କରୋନା ସମୟରେ ଆଗଧାଡିର ଯୋଦ୍ଧାମାନେ ଏହାକୁ ପିନ୍ଧି ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ କାମ କରୁଛନ୍ତି। ସେମାନଙ୍କର ବଳିଦାନର ଅନେକ ଚିତ୍ର ଆମ ସମ୍ମୁଖକୁ ଆସିସାରିଛି। ଏବେ ଜଣେ…

ହାତ ଥରୁଥିବା ଏହି ବୃଦ୍ଧ କରିଛନ୍ତି ୩ଶହ ପିଲାଙ୍କୁ ବଳାତ୍କାର: ଜଣାପଡ଼ିବା ପରେ ଦିଆଗଲା ଏପରି ଦଣ୍ଡ…

ଛୋଟ ପିଲାଙ୍କ ସହ ବଳାତ୍କାର ଘଟଣା ସବୁ ସମୟରେ ଶୁଣିବାକୁ ମିଳିଥାଏ। ତେବେ ଲକ୍‌ଡାଉନ୍‌ରେ ଏହି ଘଟଣା କିଛି ମିତ୍ରାରେ ବଢ଼ିଯାଇଛି। ଯାହାକି ପ୍ରତିଦିନ ଖବରକାଗଜ, ଟିଭିରେ ଶୁଣିବାକୁ ମିଳୁଛି। ଇଣ୍ଡୋନେସିଆରେ ରହୁଥିବା ଫ୍ରାନ୍ସର ଜଣେ ବୃଦ୍ଧ ଏତେ ନିଷ୍ଠୁର ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?