ପିତାଙ୍କ ଆଫେୟାର୍ସକୁ ନେଇ ଇନ୍ଦିରାଙ୍କୁ ଅଭିଯୋଗ କରୁଥିଲେ ଏହି ରାଜନେତାଙ୍କ ପୁଅ !
ନୂଆଦିଲ୍ଲୀ,୨୮।୬: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପନେ ପକାଇଛନ୍ତି। ଦେଶରେ ଆର୍ଥିକ ସୁଧାର କଥା ଆସିଲେ ପ୍ରଥମେ ଆସେ ନରସିଂହ ରାଓଙ୍କ ନାମ। ଦେଶର ଆର୍ଥିକ ସ୍ଥିତି ସୁଧାରି ଥିଲେ...
ମଇଁଷି ମୋ ମା’ ଭଳି, ସେବା କରିବା ମୋର କର୍ତ୍ତବ୍ୟ: ୬ ଦିନ ଛୁଟି ମାଗିଲେ କନଷ୍ଟେବଳ
ଭୋପାଳ, ୨୮।୬: ମଧ୍ୟପ୍ରଦେଶ ରେଓ୍ବା ଜିଲାରେ ଜଣେ କନଷ୍ଟେବଳ ପାଳିତ ମଇଁଷିର ସେବା ପାଇଁ ୬ ଦିନର ଛୁଟି ମାଗିଛନ୍ତି। ଏନେଇ ଦେଇଥିବା ଛୁଟି ଦରଖାସ୍ତରେ ସେ ଲେଖିଛନ୍ତି ଯେ, ମଇଁଷି ମୋ ମା’ ଭଳି। ତାର କ୍ଷୀର ପିଇ...
ସ୍କୁଲ ଯାଇ ନାହାନ୍ତି ମା’ବାପା, ପୁଅ ହେଲେ ଦଶମ ଶ୍ରେଣୀ ଟପ୍ପର
ଲକ୍ଷ୍ନୌ: ୟୁପି ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷାରେ ଦ୍ୱିତୀୟ ଟପ୍ପର ହୋଇଛନ୍ତି ବାରାବଙ୍କିର ଅଭିମନ୍ୟୁ ବର୍ମା। ସେ ପରୀକ୍ଷାରେ ରଖିଛନ୍ତି ୯୫.୮୩% ମାର୍କ। କୃଷକ ପରିବାରରୁ ଆସିଥିବା ଅଭିମନ୍ୟୁ ଟପ୍ପର ହେବା ପରେ ଚର୍ଚ୍ଚାରେ ଅଛନ୍ତି। ଅଭିମନ୍ୟୁଙ୍କ ମା’ବାପା ସ୍କୁଲ...
ସ୍ପଞ୍ଜ୍ ଛତୁ ଦାମ କମିଲା: କିଲୋପିଛା ହେଲା ଅଢ଼େଇ ହଜାର
ଚମ୍ବା, ୨୮।୬: ହିମାଚଳ ପ୍ରଦେଶରେ ସ୍ପଞ୍ଜ୍ ଛତୁ ହୋଇଥାଏ। ଏହାର ଦାମ କିଲୋ ପିଛା ସାଧାରଣ ସମୟରେ ୧୮ ହଜାରରୁ ୨୦ ହଜାର ଟଙ୍କା ହୋଇଥାଏ। ତେବେ ଲକ୍ଡାଉନ୍ ଯୋଗୁ ଅନ୍ୟ ରାଜ୍ୟର ବ୍ୟବସାୟୀ ହିମାଚଳ ପ୍ରଦେଶ ଆସିପାରୁ ନାହାଁନ୍ତି।...
ଶୁଆ ପାଳିଲେ ଜେଲଦଣ୍ଡ
ଲକ୍ଷ୍ନୌ: ଆପଣ ଶୁଆ ପାଳିଛନ୍ତି କି? ତା’ହେଲେ ସାବଧାନ ହୋଇଯାଆନ୍ତୁ, ଆପଣଙ୍କୁ ଜରିମାନା ତ ଦେବାକୁ ପଡ଼ିବ ତା’ ସହ ୩ ବର୍ଷ ଜେଲ ଦଣ୍ଡ ବି ଭୋଗିବାକୁ ହେବ। ଏମିତି ଏକ ଆଇନ ହୋଇଛି ଉତ୍ତରପ୍ରଦେଶର କାନପୁରରେ। ଏଠାରେ...
ମହାକାଶରେ ହଜିଗଲା ଦର୍ପଣ
ଓ୍ବାଶିଂଟନ: ମହାକାଶରେ ଠୁଳ ହେଉଥିବା ବର୍ଜ୍ୟରେ ସାମିଲ ହୋଇଛି ଏକ ଛୋଟିଆ ଦର୍ପଣ। ଅନ୍ତଃରାଷ୍ଟ୍ରୀୟ ସ୍ପେସ୍ ଷ୍ଟେଶନ (ଆଇଏସ୍ଏସ୍)ରେ ସ୍ପେସ୍ ଓ୍ବାକ୍ କରିବା ସମୟରେ ଜଣେ ମହାକାଶଚାରୀଙ୍କ ଅସାବଧାନତା ଯୋଗୁ ଏହା ଘଟିଛି। ଏହା ଯଦି ପୃଥିବୀ ପୃଷ୍ଠରେ ଘଟିଥାନ୍ତା,...
ମଧ୍ୟପ୍ରଦେଶରେ ଜନ୍ମ ନେଲା ହାତ, ଗୋଡ଼ ନ ଥିବା ଝିଅ
ଭୋପାଳ, ୨୭।୬- ମଧ୍ୟପ୍ରଦେଶର ଭିଦିଶା ଜିଲାରେ ଜନ୍ମ ନେଇଥିବା ଏକ ଶିଶୁ କନ୍ୟାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଜନ୍ମ ନେଇଥିବା ଏହି ଶିଶୁ କନ୍ୟାଟିର ହାତ ଓ ଗୋଡ଼ ନ ଥିବା ଜଣାପଡ଼ିଛି। ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର...
ଧରାପଡ଼ିଲା ପ୍ରିନ୍ସପାଲଙ୍କ କାରସାଦି: ନିୟମ ଉଲ୍ଲଘଂନ କରି ସ୍ତ୍ରୀଙ୍କୁ ରଖିଥିଲେ ଅତିଥି ଅଧ୍ୟାପିକା
ସିର୍ସା, ୨୭।୬- ହରିୟାଣାର ସିର୍ସାରେ ଜଣେ ପ୍ରିନ୍ସପାଲ ନିୟମକୁ ଉଲ୍ଲଘଂନ କରି ନିଜ ସ୍ତ୍ରୀଙ୍କୁ ସ୍କୁଲରେ ଅତିଥି ଅଧ୍ୟାପିକା ନିଯୁକ୍ତ କରିଥିଲେ। କିନ୍ତୁ ଦୀର୍ଘ ୧୫ ବର୍ଷ ପରେ ପ୍ରିନ୍ସପାଲଙ୍କ ଏହି କାରସାଦି ଏବେ ଲୋକଲୋଚନକୁ ଆସିଛି। ସେହିଭଳି ପ୍ରିନ୍ସପାଲଙ୍କ...
ବେଦୀକୁ ଆସିବା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ
ଲକ୍ଷ୍ନୌ, ୨୭।୬- ଉତ୍ତର ପ୍ରଦେଶର କନୌଜ ଜିଲାରେ ଘଟିଯାଇଥିବା ଏକ ଦୁଃଖଦାୟକ ଘଟଣା ଏବେ ସାମ୍ନାକୁ ଆସିଛି। ବାହାଘର ପୂର୍ବରୁ ହଠାତ୍ କନ୍ୟାର ଜୀବନ ଚାଲିଯିବାରୁ ବରକୁ ଶେଷରେ ଖାଲି ହାତରେ ଫେରିବାକୁ ପଡ଼ିଛି। ଶୁକ୍ରବାର କାନପୁର ନିବାସୀ ସନ୍ତୋଷ...
୩୦ ବର୍ଷୀୟା ବିବାହିତା ମହିଳା ହଠାତ୍ ଜାଣିବାକୁ ପାଇଲେ ସେ ପୁରୁଷ ବୋଲି, ଜାଣନ୍ତୁ ଏସବୁ କିପରି ଘଟିଲା
୩୦ ବର୍ଷୀୟା ଜଣେ ମହିଳା ସାଧାରଣ ଜୀବନ ବିତାଉଥିଲେ। ୯ ବର୍ଷର ବୈବାହିକ ଜୀବନ ବିତାଇବା ପରେ ହଠାତ୍ ଦିନେ ଜାଣିବାକୁ ପାଇଲେ ସେ ମହିଳା ନୁହଁ, ପୁରୁଷ ବୋଲି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏପରି ଘଟଣା...
ବିଶ୍ୱର ସବୁଠୁ ଦାମୀ ଗିଟାର: ଯାହାର ମୂଲ୍ୟ ବଦଳରେ କିଣିପାରିବେ ୩ ବିମାନ
ବିଶ୍ୱରେ ଅନେକ ଅଧିକ ଦାମି ଜିନିଷ ଅଛି, ଯାହାର ମୂଲ୍ୟ ଆଶ୍ଚର୍ଯ୍ୟଜନକ। ବିଳାସପୂର୍ଣ୍ଣ ଘର ଏବଂ କାରଗୁଡିକ ସାଧାରଣତଃ କୋଟିକୋଟି ମୂଲ୍ୟରେ ହୋଇଥାଏ। ମାତ୍ର ଗିଟାର ମୂଲ୍ୟ କୋଟି କୋଟି ଟଙ୍କା ବାସ୍ତବରେ ଏହା ଆଶ୍ଚର୍ଯ୍ୟଜନକ। ଏପରି ଏକ ଗିଟାର...
ମାଡ଼ି ଆସୁଛି ବିପଦ, ଧ୍ୱଂସ ମୁହାଁ ହେଉଛି ପୃଥିବୀ: ଚେତାବନୀ ଦେଲେ ବୈଜ୍ଞାନିକ
ଓ୍ବାଶିଂଟନ, ୨୭।୬: ପୃଥିବୀ ସୃଷ୍ଟି ନେଇ ରହିଥିବା ତଥ୍ୟ ବେଶ୍ ରୋଚକ। ଏକ ତଥ୍ୟ ଅନୁସାରେ ୬ କୋଟି ୬୦ ଲକ୍ଷ ବର୍ଷ ତଳେ ଏକ ବିରାଟ ଉଲ୍କାପିଣ୍ଡ ପୃଥିବୀକୁ ଧକ୍କା ଦେଇଥିଲା। ସେତେବେଳେ ପୃଥିବୀ ପୃଷ୍ଠରେ ଭୟଙ୍କର ଭୂକମ୍ପ...
Archives


