ଫୁରସତ

ଲକ୍ଷଣ ନ ଥାଇ ୭୧ଜଣଙ୍କୁ ସଂକ୍ରମିତ କଲେ ଚାଇନାର ମହିଳା, ଜଣାପଡ଼ିବାବେଳକୁ..

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାକୁ ନେଇ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାଛଡ଼ା କ୍ୱାରାଣ୍ଟାଇନ୍‌ରେ ରହିବା ଭଳି ନିୟମ ମାନ ମଧ୍ୟ…

କରୋନାରୁ ରକ୍ଷା ପାଇଁ ଏପରି ପୋଷାକ ପିନ୍ଧିଲେ ଦମ୍ପତି: ଭିଡିଓ ଭାଇରାଲ

ବ୍ରାଜିଲ: ବ୍ରାଜିଲର ଏକ ଦମ୍ପତି ଏବେ ସୋସିଆଏ ମିଡିଆରେ ଚର୍ଚ୍ଚା ବିଷୟ ପାଲଟିଛନ୍ତି। କାରଣ ହେଉଛି ସେମାନେ ସ୍ପେସ୍‌ ସୁଟ୍‌ ପିନ୍ଧି ରିଓ ଡେ ଜେନେରିଓ ସମୂଦ୍ର ତଟରେ ବୁଲୁଛନ୍ତି। ସୋସିଆଲ ମିଡିଆରେ ଦମ୍ପତିଙ୍କ ଅନେକ ଫଟୋ ଏବଂ ଭିଡିଓ ଏବେ…

୧୯୬ କେଜି ଗରିଲାର ହେଲା କରୋନା ଟେଷ୍ଟ

ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତାର କରିସାରିଲାଣି। କୋଟିଏରୁ ଊର୍ଦ୍ଧ୍ୱ ଲୋକ ଏଥିରେ ସଂକ୍ରମିତ ହେଲେଣି। କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ଲୋକଙ୍କଠାରୁ ପଶୁକୁ ବ୍ୟାପୁଥିବା ପୂର୍ବରୁ ଶୁଣିବାକୁ ମିଳିଥିଲା। ମାତ୍ର ଏହାର…

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୁଦ୍ଧରେ ଲଢି ଚର୍ଚ୍ଚାକୁ ଆସିଥିବା ଅଧିକାରୀ

କୋଲକାତା,୧୪।୭: ପଶ୍ଚିମବଙ୍ଗରେ କରୋନା ବିରୋଧରେ ଲଢେଇକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଧିକାରୀ ଦେବଦତ୍ତା ରାୟ ଶେଷରେ କରୋନା ନିକଟରେ ହାର ମାନିଛନ୍ତି। ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଏହି ୩୮ ବର୍ଷୀୟା ସରକାରୀ ଅଧିକାରୀ ଜଣଙ୍କ। ଆଉ ପଛରେ ଛାଡି ଯାଇଛନ୍ତି…

ଟେଲିଗ୍ରାମ୍‌ ସେବା ଏବେ ଇତିହାସ ପୃଷ୍ଠାରେ

ନୂଆଦିଲ୍ଲୀ,୧୪।୭: ଗତ ୭ବର୍ଷ ତଳେ ୨୦୧୩ ଜୁଲାଇ ୧୪ ରାତ୍ର ୧୦ଟାରେ ଭାରତରେ ୧୬୩ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବାକୁ ବନ୍ଦ କରିଦିଆଯାଇଥିଲା। ବ୍ରିଟିଶ୍‌ ଶାସନ ସମୟରେ ୧୮୫୦ରେ ପ୍ରଥମେ କୋଲକତା ଏବଂ ଡାଇମଣ୍ଡ୍‌ ହାର୍ବର ମଧ୍ୟରେ ଟେଲିଗ୍ରାମ୍‌ ସେବା ଆରମ୍ଭ ହୋଇଥିଲା।…

ଆସାମର କାଜିରଙ୍ଗାରେ ଦେଖିବାକୁ ମିଳିଲା ଏମିତି ବାଘ, ଫଟୋ ଭାଇରାଲ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦେଶର ପ୍ରଥମ ତଥା ଏକମାତ୍ର ଗୋଲଡେନ୍‌ ଟାଇଗର ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ବାଘର ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ୱାଇ୍‌ଲ୍ଡ ଲାଇଫ ଫଟୋଗ୍ରାଫର ମୟୂରେଶ ହେଣ୍ଡ୍ରେ କ୍ଲିକ…

ମାସ୍କ ନ ଲଗାଇଥିଲେ ୫ଶହ ଥର କରିବାକୁ ପଡ଼ିବ ଏପରି

ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାରଙ୍କଠାରୁ ଆରମ୍ଭକରି ପ୍ରଶାସନ ପକ୍ଷରୁ ଅନେକ ପ୍ରକାର କଟକଣା ଜାରି କରାଯାଇଛି। ସେଥିମଧ୍ୟରେ ମାସ୍କ ଲଗାଇବା, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ତେବେ ଉତ୍ତରପ୍ରଦେଶ ଫିରୋଜାବାଦ ପୋଲିସ ଏବଂ ପ୍ରଶାସନ…

ଏହି ପୋକ କିଲୋ ୨୦ ଲକ୍ଷ ଟଙ୍କା, ଚାଇନା ଯୋଗୁ ବେପାର ମାନ୍ଦା

ବିଶ୍ୱର ସବୁଠୁ ଦାମୀ ପୋକ ବଜାରରେ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ। ଚାଇନା ଯୋଗୁ ଏବେ ଏହି ପୋକ ବ୍ୟବସାୟ ମାନ୍ଦା ହୋଇଯାଇଛି। ଏବେ ପୋକ କିଲୋଗ୍ରାମ ପ୍ରତି ଏକ ଲକ୍ଷ ଟଙ୍କା ମୂଲ୍ୟରେ ମଧ୍ୟ କେହି…

ଗଙ୍ଗାପାଣି ପିଇଲେ କାହିଁକି ହୁଏ ରୋଗନାଶ…

ନୂଆଦିଲ୍ଲୀ, ୧୪।୭: ଗଙ୍ଗାନଦୀ ଜଳରେ ରୋଗ ନାଶକାରୀ ଏକ ପ୍ରକାର ଭୂତାଣୁ ରହିଛନ୍ତି। ଏହି ଭୂତାଣୁ ଦ୍ୱାରା ଗଙ୍ଗାନଦୀ ଜଳର ଔଷଧୀୟ ଗୁଣ ବଜାୟ ରହିଥିବା ଗବେଷକ କହିଥାନ୍ତି। ୧୩୦ ବର୍ଷ ତଳେ ୧୮୯୦ରେ ବ୍ରିଟିଶ୍‌ ବୈଜ୍ଞାନିକ ଅର୍ନେଷ୍ଟ୍‌ ହେକି୍ନନ୍‌ ଗଙ୍ଗାନଦୀ…

୬୨ ବର୍ଷ ଏକାଠି ରହିଲେ, ଜୀବନର ଶେଷ ଭେଟ ଦେଖିଲେ ଆଖିରୁ ଆସିବ ଲୁହ

ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି।ଏହି ଫଟୋରେ ୯୨ ବର୍ଷୀୟ ଜନ ଓି୍ବଲସନ୍‌ ନିଜ ସ୍ତ୍ରୀ ୮୮ ବର୍ଷୀୟ ମାରଜୋରିଙ୍କ ସହ ନଜର ଆସୁଛନ୍ତି। ଦୁହେଁ ହାତ ଧରାଧରି ହୋଇ ହସ୍ପିଟାଲରେ ଶୋଇଥିବା ଦେଖାଯାଇଛି। ଗତ ମେ…

୪ବର୍ଷ ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ୍‌ ନେଇ ବ୍ୟାଙ୍କରେ ପହଞ୍ଚିଲେ ଦମ୍ପତି, ସତ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚେନ୍ନାଇ,୧୪।୭: ତାମିଲନାଡୁର ଇରୋଡ ଜିଲାରେ ଅଗରବତୀ ବିକ୍ରୟ କରୁଥିବା ଦୃଷ୍ଟିହୀନ ସ୍ତ୍ରୀ-ସ୍ବାମୀ ୪ ବର୍ଷ ପୂର୍ବେ କଷ୍ଟ ଉପାର୍ଜିତରେ ସଞ୍ଚୟ କରିଥିବା ୨୪,୦୦୦ ଟଙ୍କା ମୂଲ୍ୟହୀନ ହୋଇଯାଇଛି। ଏହି ଘଟଣା ଜାଣିବା ପରେ ଜିଲାପାଳ ସି କାଥିରାଭାନ ବ୍ୟକ୍ତିଗତ ପାଣ୍ଠିରୁ ୨୫,୦୦୦ଟଙ୍କା…

୬୦୦ରୁ ୬୦୦ ନମ୍ବର ଆଣି ଇତିହାସ ରଚିଲେ ଦିବ୍ୟାଂଶୀ, ଏହି ବିଷୟରେ କ୍ୟାରିୟର୍‌ ଗଢିବାକୁ ଚାହୁଁଛନ୍ତି

ଲକ୍ଷ୍ନୌ,୧୪।୭: ସିବିଏସଇ ବୋର୍ଡ ଦ୍ୱାଦଶ ପରୀକ୍ଷାରେ ୬୦୦ରୁ ୬୦୦ନମ୍ବର ଆଣି ଇତିହାସ ସୃଷ୍ଟି କରିଛନ୍ତି ଲକ୍ଷ୍ନୌର ଦିବ୍ୟାଂଶୀ। ୧୭ ବର୍ଷୀୟ ଏହି ଛାତ୍ରୀ ଇଂରାଜୀ, ସଂସ୍କୃତ, ଇତିହାସ, ଅର୍ଥନୀତି ଏବଂ ଇନସ୍ୟୁରାନ୍ସ ପରୀକ୍ଷାରେ ୧୦୦ରୁ ୧୦୦ ନମ୍ବର ଆଣିଛନ୍ତି। କୋଭିଡ -୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?