Posted inଫୁରସତ

ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି କାଳିଚରଣଙ୍କ ଶିବତାଣ୍ଡବ ସ୍ତୋତ୍ର ପାଠ: ଶୁଣିଲେ ଟାଙ୍କୁରି ଉଠିବ ଲୋମ…

ଚାଲିଛି ଶ୍ରାବଣ ମାସ। ପ୍ରଭୁ ଶିବଙ୍କ ପ୍ରୀୟ ମାସ। ଏହି ମାସରେ ଭକ୍ତମାନେ ଶିବଙ୍କୁ ଆରାଧନା କରିବା ପାଇଁ ପ୍ରତ୍ୟେକ ସୋମବାର ପବିତ୍ର ପୁଷ୍କରିଣୀର ଜଳ ଆଣି ଶିବଲିଙ୍ଗରେ ଢ଼ାଳିଥାନ୍ତି। ଚଳିତ ବର୍ଷ କରୋନା କଟକଣା ପାଇଁ ଭକ୍ତମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏହା ଭିତରେ ଶିବଙ୍କ ସ୍ତ୍ରୋତପାଠକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।
ଭୋପାଳ ସହର ନିକଟରେ ଥିବା ଏସିଆର ସବୁଠାରୁ ବଡ଼ ଶିବଲିଙ୍ଗଙ୍କ ସମ୍ମୁଖରେ କାଳିଚରଣ ମହାରାଜ ଶିବ ସ୍ତ୍ରୋତ ପାଠ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। କାଳିଚରଣ ରାବଣଙ୍କ ଦ୍ୱାରା ରଚିତ ଶିବ ତାଣ୍ଡବ ସ୍ତୋତ୍ରକୁ ଲୟ ସହ ଗାଇଛନ୍ତି। କେହି ବି ତାହା ଶୁଣିଲେ ଲୋମ ଟାଙ୍କୁରୀ ଉଠିବା ସହ ମନରେ ଭକ୍ତି ଭାବନା ଜାଗ୍ରତ ହେଉଛି। ଲୋକମାନେ ଏହାକୁ ଫରଓ୍ବାର୍ଡ କରିବାକୁ ବାଧ୍ୟ ହେଉଛନ୍ତି।

Goosebumps. Mind bIowing pic.twitter.com/iR5BeOrCVe

— Roop Darak BHARTIYA (@iRupND) July 14, 2020


Enter your email to get our daily news in your inbox.

All Right Reserved By Dharitri.Com

ଦାମୀ ଖଟ

ବଲ୍‌ଡାଚିନୋ ସୁପ୍ରିମ୍‌ ବେଡ୍‌ ନାମରେ ପରିଚିତ ଏହି ଦାମୀ ଖଟଟିକୁ ଷ୍ଟୁଆର୍ଟ ହୁଘେସ୍‌ ନାମକ ଜଣେ ଲୋକପ୍ରିୟ ଡିଜାଇନର୍‌ ଡିଜାଇନ୍‌ କରିଥିଲେ। ଷ୍ଟୁଆର୍ଟ ତାଙ୍କ ଜୀବନ...

ର଼୍ୟାନ୍‌ କେଲିଙ୍କ ଲିପ୍‌ ଆର୍ଟ ଦେଖି ଚକିତ ହୁଅନ୍ତି ଲୋକେ

ବଡି ଆର୍ଟ, ଫେସ୍‌ ଆର୍ଟ ସମ୍ପର୍କରେ ଅନେକେ ଜାଣିଥିବେ ଓ ଦେଖିଥିବେ ମଧ୍ୟ। ତେବେ ମେକ୍‌ଅପ୍‌ ଆର୍ଟିଷ୍ଟ ର଼୍ୟାନ୍‌ କେଲି କରୁଥିବା ଲିପ୍‌ ଆର୍ଟ ସବୁଠାରୁ...

୪୭୦୦ ବର୍ଷ ପୁରୁଣା ପିରାମିଡ୍‌ ସମ୍ମୁଖରେ ସେକ୍ସି ଫଟୋଶୁଟ୍‌ କରି ଫସିଲେ ଏହି ମଡେଲ; ଫଟୋ ଭାଇରାଲ ପରେ…

ହଜାର ହଜାର ବର୍ଷ ପୁରୁଣା ଇଜିପ୍ଟର ବିଶ୍ୱ ପ୍ରସିଦ୍ଧ ପିରାମିଡ୍‌ ସମ୍ମୁଖରେ ଫଟୋଶୁଟ କରି ଜଣେ ମଡେଲ ଏବେ ଅଡ଼ୁଆରେ। ମଡେଲ ସଲମା ଅଲ ସିମିଙ୍କ...

ଏହି ମନ୍ଦିରରେ ଶୋଇବା ଅବସ୍ଥାରେଥିବା ହନୁମାନଙ୍କୁ କରାଯାଏ ପୂଜା…

ଆହ୍ଲାବାଦରେ ଥିବା ହନୁମାନ ମନ୍ଦିର ଏହାର ସ୍ବତନ୍ତ୍ର ନିର୍ମାଣଶୈଳୀ ପାଇଁ ପ୍ରସିଦ୍ଧ । ଏହା ପୃଥିବୀର ଏକମାତ୍ର ଏପରି ମନ୍ଦିର ଯେଉଁଠି ହନୁମାନଙ୍କ ମୂର୍ତ୍ତି ଶୋଇରହିଥିବା...

୬ବର୍ଷର ବାଳକ: ୨ଘଣ୍ଟାରେ ୩ହଜାର ଥର ଦଣ୍ଡ ବୈଠକ କରି ଜିତିଲେ ବିଳାସମୟ ଘର

ମସ୍କୋ,୧୧।୭: ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ବୁଦ୍ଧି ଓ ମନ ଶାନ୍ତ ରହିଥାଏ। ପ୍ରତିଦିନ ଦଣ୍ଡ ବୈଠକ କରିବା ଦ୍ୱାରା ମାଂସପେଶୀ...

ମଉସାଙ୍କ ମରିବା ଖୁସିରେ…

ଘନ ମଉସାଙ୍କ ମରଣ ଖବର ଶୁଣି ମନ ମୋର ବିଷିପିତା ହୋଇଗଲା l ଆହା, ଏତେ ସୁନ୍ଦର ଲୋକ…ଏଡ଼େ ବେଗି ଚାଲିଗଲେ! ଭାରି ପରୋପକାରୀ ଲୋକ...

ରୋବୋ କରିବ ଗାର୍ଡେନିଂ

ଅତ୍ୟାଧୁନିକ ଜ୍ଞାନ କୌଶଳର ଅଗ୍ରଗତି ଫଳରେ ଆଜିକାଲି ସବୁ କାମ ଖୁବ୍‌ କମ୍‌ ସମୟରେ ଏବଂ ସହଜରେ କରାଯାଇପାରୁଛି। ଏଇ ଯେପରି ରେଷ୍ଟୁରାଣ୍ଟରେ ଆଜିକାଲି ଓ୍ବେଟରଙ୍କ...

ବୃହସ୍ପତିଙ୍କ ମକରରୁ କୁମ୍ଭ ଚଳନ: ଜାଣନ୍ତୁ ଏହାର ଫଳାଫଳ…

ଦେବଗୁରୁ ବୃହସ୍ପତି ସୋମବାର ରାତି ୧ଟା ୫୦ରେ ମକର ରାଶିରୁ କୁମ୍ଭକୁ ଚଳନ କରିବେ। ଗୁରୁ ଆସନ୍ତା ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରିବେ।...

Advertisement
Archives

Model This Week