Posted inଫୁରସତ

ବିନା ଟାୟାରରେ ଚଲାଇଲେ କାର: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଡ୍ରାଇଭିଂ ଶିଖୁଥିଲେ ଟାୟାର ବଦଳାଇବା ମଧ୍ୟ ଶିଖିଯାଆନ୍ତୁ। ନ ହେଲେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏମିତି କିଛି ମେଲବର୍ଣ୍ଣର ଜଣେ ଯୁବକଙ୍କ ସହ ଘଟିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଜୁଲାଇ ୧୪ରେ ୟାରା ରୋଡ୍‌ରେ ଏକ କାର ଯୋଗୁ ରାସ୍ତା ଜାମ୍‌ ହୋଇଥିବା ଭିକ୍ଟୋରିୟା ପୋଲିସ ଦେଖିବାକୁ ପାଇଥିଲା। ତେବେ କାରଟିକୁ ସେଠାରେ ଛିଡାକରିବାର କାରଣ ଯେତେବେଳେ ପୋଲିସ ଯାଣିବାକୁ ପାଇଲା ଆଶ୍ଚର୍ଯ୍ୟ ହୋଇଗଲା। କାର ଜଣେ ୧୯ ବର୍ଷୀୟ ପିଲା ଚଲାଉଥିଲେ। ତାଙ୍କ ସାଙ୍ଗରେ ଜଣେ ୨୨ ବର୍ଷୀୟ ବ୍ୟକ୍ତି ମଧ୍ୟ ଥିଲେ। ତେବେ କାରର ଗୋଟିଏ ଟାୟାର ପମ୍ପଚର୍‌ ହୋଇଯାଇଥିଲା। ମାତ୍ର ଟାୟାର ବଦଳାଇବା ଉଭୟଙ୍କୁ ଜଣା ନ ଥିଲା। ଏଥିପାଇଁ ଟାୟାରର ରିମ୍‌ ମଧ୍ୟ ବାହାରକୁ ଦେଖାଯାଉଥିଲା। କିଛି ବାଟ ଗଲାପରେ ଗାଡି ସମ୍ପୂର୍ଣ୍ଣ ଅଟକିଗଲା। ଆଉ ଆଗକୁ ଗଲା ନାହିଁ। ଏଥିସହ ଉଭୟ ନିଶାରେ ମଧ୍ୟ ଥିଲେ। ସଙ୍ଗେସଙ୍ଗେ ପୋଲିସ ସେମାନଙ୍କ ଲାଇସେନ୍ସକୁ ୧୨ ମାସ ପର୍ଯ୍ୟନ୍ତ ରଦ୍ଦ କରିଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ପ୍ରଭାବ: ବିମାନ ଯାତ୍ରା କରି ନ ପାରି ଘରକୁ ସଜାଇଲେ ବିମାନ ଭଳି

ସିଡ୍‌ନୀ,୨୬।୪: ଲକ୍‌ଡାଉନକୁ ନେଇ ଅଷ୍ଟ୍ରେଲିଆରୁ ଆସିଛି ଭିନ୍ନ ଏକ ଘଟଣା। କରୋନା ମହାମାରୀ ପୂର୍ବରୁ ଅଷ୍ଟ୍ରେଲିଆର ଏକ ପରିବାର ୟୁରୋପ ବୁଲି ଯିବାକୁ ଯୋଜନା କରିଥିଲେ।...

୮୫ ବର୍ଷ ପରେ ମିଳିଲା ଟାସ୍‌ମାନିଆ ବାଘ ଅବଶେଷ

କାନବେରା: ଅଷ୍ଟ୍ରେଲିଆର ଏକ ସଂଗ୍ରହାଳୟରୁ ଟାସ୍‌ମାନିଆର ଶେଷ ବାଘ ଥାଇଲାସିନର ଅବଶେଷ ମିଳିଛି। ଦୀର୍ଘ ୮୫ ବର୍ଷ ପରେ ଏହା ମିଳିଥିବା ଟାସ୍‌ମାନିଆ ମ୍ୟୁଜିୟମ୍‌ ଆଣ୍ଡ୍‌...

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ମହାମାରୀ ଆମ ପାଇଁ ଚ୍ୟାଲେଞ୍ଜ

ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା କରୋନା ମହାମାରୀ ସାରା ବିଶ୍ୱକୁ ତ୍ରସ୍ତ କରିଦେଇଛି। ଆରମ୍ଭରୁ ବରିଷ୍ଠ ନାଗରିକମାନେ କରୋନାରେ ଅଧିକ ଆକ୍ରାନ୍ତ ହୋଇଥିଲେ। ଏହା ସେମାନଙ୍କ...

ଜେଲ୍‌ରେ ଭାଇ ହତ୍ୟାକାରୀଙ୍କ ପ୍ରେମରେ ପଡ଼ିଲେ ଯୁବତୀ, ଆଉ ତା’ ପରେ…

ଆମେରିକାର ଜେଲ୍‌ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବତୀ ତାଙ୍କ ସାବତ ଭାଇଙ୍କୁ ହତ୍ୟା କରିଥିବା ଅପରାଧୀଙ୍କୁ ଜେଲ୍‌ରେ ପ୍ରେମ କରିବସିଲେ।...

କରୋନା ଟିକା ନେବା ପରେ ହଠାତ୍‌ ଅଲଗା ଭାଷାରେ କଥା ହେଲେ ଯୁବକ, ଚକିତ ହେଲେ…

ହର୍ଷ ଗୋୟନକା ନାମକ ଜଣେ ଯୁବ ବ୍ୟବସାୟୀ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ହର୍ଷ ନିଜର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି।...

ଶୋକ ପାଳନ -ଶ୍ରୀମାନ୍‌ ସର୍ବଗିଳା

ମୋ ପ୍ରିୟ ପିଲାଦିନ ସାଙ୍ଗ ବେନୁଆର ବାପା ମରିଯିବା ଭଳି ଦୁଃଖ କଥା ପ୍ରଥମେ ଫୋନ୍‌ରେ, ଫେସ୍‌ବୁକ୍‌ରୁ ଓ ପରେ ଖବରକାଗଜରୁ ପଢ଼ି ଭାଙ୍ଗି ପଡ଼ିଲି।...

ମିନି ସ୍କର୍ଟ ଫ୍ୟାଶନ

ମିନି ସ୍କର୍ଟର ଫ୍ୟାଶନ ମଧ୍ୟ କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୁଏ ନାହିଁ। ବିଶେଷକରି ଖରାଦିନେ ଏହାର ଡିମାଣ୍ଡ ଯୁବତୀଙ୍କ ଭିତରେ ବେଶ୍‌ ରହୁଥିବା...

ଛୁଆକୁ କ’ଣ ଶିକ୍ଷା ଦେଉଛି ସିଂହୀ, କୁହନ୍ତୁ ତ..

ମା’ ଓ ଶିଶୁ ମଧ୍ୟରେ ସମ୍ପର୍କ ନିବିଡ଼। ମଣିଷ ହେଉ ଅବା ପଶୁ ନିଜର ଜନ୍ମିତ ଶିଶୁ ପାଇଁ ସମସ୍ତେ ହୋଇ ଉଠନ୍ତି ବ୍ୟାକୁଳ। ମା’...

Advertisement
Archives

Model This Week