Posted inଫୁରସତ

ଅଣ୍ଡରଓ୍ବିୟର ପାଇଁ ଥାନାରେ ପହଞ୍ଚିଲା ମାମଲା

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଦ୍ଭୁତ ଘଟଣା ସମ୍ମୁଖକୁ ଆସିଛି। ସାମାନ୍ୟ ଏକ ଅଣ୍ଡରଓ୍ବିୟର ପାଇଁ ଜଣେ ବ୍ୟକ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ପ୍ରକୃତ ଘଟଣା ହେଲା, ଭୋପାଳର ଭୀମ ନଗରରେ ରହୁଥିବା କୃଷ୍ଣ କୁମାର ଦୁବେ ଏକ ଅଣ୍ଡରଓ୍ବିୟର ତିଆରି କରିବାକୁ ୨ ମିଟର କପଡ଼ା ଏକ ଟେଲର ଦୋକାଦୀଙ୍କୁ ଦେଇଥିଲେ। ମାତ୍ର ତାଙ୍କ କହିବା କଥା ଦୋକାନୀ ଅଣ୍ଡରେଓୟାର ଛୋଟ କରିଦେଇଛନ୍ତି। ସେ ଏହାକୁ ପୁଣିଥରେ ବଡ଼କରି ସିଲେଇ କରିବାକୁ କହିବାରୁ ଏଥିପାଇଁ ଦୋକାନୀ ମନା କରିଦେଲେ। ତେଣୁ କୃଷ୍ଣ କୁମାର ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଦୋକାନୀଙ୍କ ବୋରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରା

ଆରମ୍ଭ ହୋଇସାରିଛି କଟକର ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା। ୨ବର୍ଷ ପରେ ବିନା କରୋନା କଟକଣାରେ ସଭିଁଏ ବାଲିଯାତ୍ରାରେ ମଉଜ ମଜଲିସ୍‌ କରୁଛନ୍ତି। କିଏ ବିଭିନ୍ନ ପ୍ରକାର...

ହେଡ୍‌ଷ୍ଟାଣ୍ଡ କରି ବାଇକ ଚାଳନା

ବାଇକ୍‌ ଚଳାଇଲାବେଳେ ମୁଣ୍ଡରେ ହେଲ୍‌ମେଟ୍‌ ଲଗାଇବା ସହ ସତର୍କତା ଅବଲମ୍ବନ କରି ଚଳାଇବାକୁ ହୁଏ। କାରଣ ଟିକେ ଏପଟ ସେପଟ ହେଲେ ଦୁର୍ଘଟଣା ହେବାର ଆଶଙ୍କା...

ନିଶ ପାଇଁ ପ୍ରସିଦ୍ଧ ଭଗବାନ ଶ୍ରୀରାମ: ଜାଣନ୍ତୁ କେଉଁଠି

ଭାରତରେ ଅନେକ ଧର୍ମର ଲୋକ ବାସ କରନ୍ତି। ତନ୍ମଧ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ସବୁଠାରୁ ଅଧିକ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଅନେକ ବର୍ଷ ହେବ...

ହ୍ବାଇଟ୍‌ ହାଉସ୍‌ରେ ବାହାହେବେ ବାଇଡେନ୍‌ଙ୍କ ନାତୁଣୀ

ଓ୍ବାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶାସନକାଳ ମଧ୍ୟରେ ହ୍ବାଇଟ୍‌ ହାଉସ୍‌ରେ ପ୍ରଥମ ବାହାଘର ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତିଙ୍କ ନାତୁଣୀ ନାଓମି ବାଇଡେନ୍‌ ଆସନ୍ତା...

ରୁଟି କମ୍ବଳ: ଶିଶୁକୁ ଦେବ କ୍ୟୁଟ୍‌ ଲୁକ୍‌

ଶିଶୁଙ୍କୁ ମା’ବାପା ବିଭିନ୍ନ ରୂପରେ ସଜେଇବାକୁ ଭଲ ପାଇଥାଆନ୍ତି। ତେଣୁ ବିଭିନ୍ନ ଡିଜାଇନ୍‌ର ପୋଷାକ, ଆସେସରିଜ୍‌ ପିନ୍ଧାନ୍ତି। ଏବେ ଶୋଇବା ସମୟରେ ବି ପିଲାଙ୍କୁ ଦେଇ...

ଛାତ ଉପରେ ବାଘ ଦେଖି ଭୟରେ ଥରିଲେ ବ୍ୟକ୍ତି, ଆଉ ତା’ ପରେ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ...

ଭୂକମ୍ପ ସମୟରେ କେମିତି ରହିବେ ସତର୍କ ଜାଣନ୍ତୁ

ପୃଥିବୀପୃଷ୍ଠର ଉପରିଭାଗ ୭୭ଟି ଟେକ୍ଟୋନିକ୍‌ ପ୍ଲେଟ୍‌ ରହିଛି। ଯେଉଁଠି ଏହି ପ୍ଲେଟ୍‌ ଗୋଟିଏ ଅନ୍ୟଟିକୁ ଧକ୍କା ଦେଇଥାଏ ସେହି ସମୟରେ ଭୂକମ୍ପ ସୃଷ୍ଟି ହୋଇଥାଏ। ଭୂକମ୍ପ...

୭ ଟଙ୍କାରେ ୩୫ କିଲୋମିଟର ଗଡୁଛି ଏହି ବାଇକ୍‌, ବୁଦ୍ଧିକୁ ଲୋକେ କରୁଛନ୍ତି ପ୍ରଶଂସା

ପ୍ରତିଦିନ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ମଧ୍ୟପ୍ରଦେଶ ବୈତୁଲର ଜଣେ ବ୍ୟକ୍ତି ଏହାର ଏକ ବିକଳ୍ପ ବାହାର...

Advertisement
Archives

Model This Week