ଫୁରସତ

ଛୁଆ ପାଇଁ ଜୀବନକୁ ବାଜି ଲଗାଇଲା ମା’ ଭାଲୁ: କଲା ଏମିତି କିଛି…

ମା’ର ବର୍ଣ୍ଣନା କୌଣସି ଶବ୍ଦରେ କରିବା ସମ୍ଭବ ନୁହେଁ। ସାରା ଦୁନିଆରେ ସମସ୍ତେ ଜାଣନ୍ତି ମା’ର ଅର୍ଥ କ’ଣ। ସେଥିପାଇଁ ତ କଥାରେ ଅଛି “ମା ନାହିଁ ଯାହାର ସାହା ନାହିଁ ତାହାର”। ଆପଣ ବି କେବେ ନିଶ୍ଚୟ ଅନୁଭବ କରିଥିବେ…

ଗଛରେ ଚଢ଼ି ପଇଡ ପାଣି ପିଉଛି ପକ୍ଷୀ: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଛୁଆକୁ କ’ଣ ଶିକ୍ଷା ଦେଉଛି ସିଂହୀ, କୁହନ୍ତୁ ତ..

ମା’ ଓ ଶିଶୁ ମଧ୍ୟରେ ସମ୍ପର୍କ ନିବିଡ଼। ମଣିଷ ହେଉ ଅବା ପଶୁ ନିଜର ଜନ୍ମିତ ଶିଶୁ ପାଇଁ ସମସ୍ତେ ହୋଇ ଉଠନ୍ତି ବ୍ୟାକୁଳ। ମା’ ଶିଶୁର ପ୍ରଥମ ଶିକ୍ଷକ ବୋଲି ମଧ୍ୟ କୁହାଯାଏ। ପିଲାଟିଏ ମା’ଠାରୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ…

ବର୍ଷା ଛଡ଼ାଇନେଲା ଜୀବିକା: ଥକ୍କି ଯାଇ ରାସ୍ତା ମଝିରେ ବସି କାନ୍ଦିଲେ ପରିବା ଦୋକାନୀ, ଆଉ ତା ପରେ..

୨୦୨୦ ଦୁର୍ଘଟଣାର ବର୍ଷ। କରୋନା ଭଳି ଅନେକ ପ୍ରାକୃତି ବିପର୍ଯ୍ୟୟ ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଲୋକେ। ସେଭଳି ଏକ ହେଲା ବମ୍ବେରେ ହେଉଥିବା ମୁଷାଳଧାରା ବର୍ଷା। ପ୍ରବଳ ବର୍ଷା ଯୋଗୁ ସହରର ତଳିଆ ଅଂଶ ଜଳମଗ୍ନ ହୋଇଯାଇଚି। ପ୍ରଥମରୁ କରୋନାରେ ଜିଇଁବା…

ଅପହରଣର ୩୨ ବର୍ଷ ପରେ ପୁଅକୁ ଫେରିପାଇଲେ ମା’, ଆଉ ତା’ ପରେ…

୩୨ ବର୍ଷ ପରେ ପୁଅକୁ ଫେରି ପାଇଥିବା ଜଣେ ମା’ର ବାତ୍ସଲ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରାୟ ତିନି ଦଶନ୍ଧି ଧରି ପୁଅକୁ ଖୋଜିବା ପରେ, ମା’ ପ୍ରାୟ ଆଶା ହରାଇଥିଲେ। ତେବେ ୩୨ ବର୍ଷ ପରେ ପୁଅକୁ…

କରୋନା ମୃତକଙ୍କ ସତ୍କାର ପୂର୍ବରୁ ସ୍ବାସ୍ଥ୍ୟକର୍ମୀଙ୍କ ଅବସ୍ଥା ହେଲା ଏପରି: ଭିଡିଓ ଶେୟାର କଲେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ, ୮।୮: କରୋନା ମହାମାରୀ ସମୟରେ ଆଗଧାଡିର ଯୋଦ୍ଧା ପାଲଟିଛନ୍ତି ସ୍ବାସ୍ଥ୍ୟକର୍ମୀ। ସେମାନେ ନିଜ ଜୀବନକୁ ବାଜି ଲଗାଇ ନିସ୍ବାର୍ଥପର ଭାବେ ଲୋକଙ୍କ ସେବା କରିଚାଲିଛନ୍ତି। ଏହି ଯୁଦ୍ଧରେ ଲଢ଼ି ଲଢ଼ି ଥକି ପଡ଼ୁଥିବା ସ୍ବାସ୍ଥ୍ୟକର୍ମୀଙ୍କର ଫଟୋ ଅନେକ ସମୟରେ ସୋସିଆଲ…

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ‘ବିନୋଦ’ କିଏ? ଜାଣନ୍ତୁ କାହିଁକି ହେଉଛନ୍ତି ଭାଇରାଲ

ବିନୋଦ କିଏ? ଯିଏ #ବିନୋଦ ନାମରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ଏପରି କ’ଣ ହେଲା ଯେଉଁଥିପାଇଁ ଏହି ନାମ ଏତେମାତ୍ରାରେ ଭାଇରାଲ ହେଉଛି। ଲୋକ ଭଳିକି ଭଳି ମେମେ କରି ପୋଷ୍ଟ କରୁଛନ୍ତି। ପ୍ରଶ୍ନର ଉତ୍ତର ବୋଧହୁଏ ଅନେକଙ୍କ ପାଖରେ…

କରୋନା ସମୟରେ ଜନ୍ମନେଲେ ଭଗବାନ! ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ

ଭାରତୀୟଙ୍କର ଭଗବାନଙ୍କ ଉପରେ ବହୁତ ବିଶ୍ୱାସ ରହିଛି। ସେମାନେ ଭଗବାନଙ୍କ ମୂର୍ତ୍ତି ସମେତ ଗଛ, ତଥା ପଶୁକୁ ମଧ୍ୟ ପୂଜା କରିଥାନ୍ତି। ଏପରି ବିଶ୍ୱାସ ଯୋଗୁ ବିଦେଶରେ ଅନେକ ଥର ଭାରତର ମଜାକ୍‌ ଉଡାଯାଇଥାଏ। ଏମିତି ଏକ ଘଟଣାକୁ ନେଇ ବିହାରର…

ଭାରତରେ ଉପଲବ୍ଧ ହେବ କରୋନା ଟିକା, ଦାମ୍‌ ରହିଛି…

ନୂଆଦିଲ୍ଲୀ,୮ା୮ : ଭାରତରେ କରୋନା ମହାମାରୀ ବର୍ତ୍ତମାନ ଦ୍ରୁତ ଗତିରେ ମାଡ଼ିଚାଲିଛି। ସଂକ୍ରମିତଙ୍କ ସଂଖ୍ୟାରେ ଭାରତ ପ୍ରଥମ ସ୍ଥାନରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଲୋକେ କରୋନା ଟିକା ପରୀକ୍ଷା ଆଶା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଅକ୍ସଫୋର୍ଡ ୟୁନିଭରସିଟି ଟିକାଠାରୁ ଲୋକେ…

ଏମିତି ଗାଁ ଯେଉଁଠି ଖେଳିଲା ବେଳେ ପିଲାଏ କରନ୍ତିନି ପାଟତୁଣ୍ଡି…

ହଜାରିବାଗ, ୮।୮: ଖେଳିଲା ବେଳେ ପିଲାଏ ପାଟି କରିବା ଚିଲେଇବା ସ୍ବାଭାବିକ କଥା। ତେବେ ଝାଡ଼ଖଣ୍ଡର ହଜାରିବାଗ ଅଞ୍ଚଳରେ ଥିବା ଦାରୁ ଅଞ୍ଚଳର ଦାରୁବକସିଡ଼ିହ ଗାଁରେ ପିଲାମାନେ ଖେଳିବା ସମୟରେ ପାଟିତୁଣ୍ଡ କରି ନ ଥାନ୍ତି। ଏହି ପିଲାମାନେ ଜନ୍ମରୁ ଶୁଣିବା…

ବିମାନ ଦୁର୍ଘଟଣା ପୂର୍ବରୁ ଶେଷ ସେଲ୍ଫି

କୋଝିକୋଡ,୮।୮: କେରଳର କୋଝିକୋଡ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ଶୁକ୍ରବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାକି ଅନ୍ୟଯାତ୍ରୀ ଆହତ ହୋଇଛନ୍ତି। ବନ୍ଦେ ଭାରତ ମିଶନରେ ଦୁବାଇରୁ ଆସୁଥିବା…

ଗୁପ୍‌ଚୁପ୍‌ ବିକାଳିଙ୍କ ପ୍ରେମରେ ପଡ଼ିଲେ ଏହି ନାବାଳିକା: କଲେ ଏମିତି କିଛି…..

ଗୁପ୍‌ଚୁପ୍‌, ସବୁ ଝିଅମାନଙ୍କର ପସନ୍ଦ। ପ୍ରତିଦିନ ଝିଅମାନେ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ହେଲେ ସବୁଦିନ ଗୁପ୍‌ଚୁପ୍‌ ଖାଇବାକୁ ଯାଇ ଶେଷରେ ବିକାଳୀଙ୍କ ପ୍ରେମରେ ପଡ଼ିଲେ ଜଣେ ନାବାଳୀକା। ଗୁପ୍‌ଚୁପ୍‌ ବିକାଳିଙ୍କ ପ୍ରେମରେ ସେ ଏମିତି ପାଗେଳି ହୋଇଗଲେ ଯେ, ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?