Posted inଫୁରସତ

ଛୁଆ ପାଇଁ ଜୀବନକୁ ବାଜି ଲଗାଇଲା ମା’ ଭାଲୁ: କଲା ଏମିତି କିଛି…

ମା’ର ବର୍ଣ୍ଣନା କୌଣସି ଶବ୍ଦରେ କରିବା ସମ୍ଭବ ନୁହେଁ। ସାରା ଦୁନିଆରେ ସମସ୍ତେ ଜାଣନ୍ତି ମା’ର ଅର୍ଥ କ’ଣ। ସେଥିପାଇଁ ତ କଥାରେ ଅଛି “ମା ନାହିଁ ଯାହାର ସାହା ନାହିଁ ତାହାର”। ଆପଣ ବି କେବେ ନିଶ୍ଚୟ ଅନୁଭବ କରିଥିବେ ଯେ ଜୀବନରେ ଯେତେ ବଡ଼ ବିପଦ ଆସୁନା କାହିଁକି ଯଦି ସେହି ସମୟରେ ମା’ ଆମ ପାଖରେ ଅଛି ତାହେଲେ ବିପଦ ପାଣିଫୋଟକା ଭଳି ମିଳାଇଯାଏ। ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଜଣେ ମା’ ନିଜ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଇଛି।
ଭିଡିଓରେ ଦେଖାଯାଇଛି, ଏକ ମା’ ଭାଲୁ ତାର ପିଲାକୁ ପିଠିରେ ବସାଇ ହ୍ରଦ ପାର କରୁଛି। ଗଭୀର ପାଣିରେ ତାର ପିଲାକୁ ସୁରକ୍ଷିତ ଭାବେ ନେଉଥିବା ଦେଖାଯାଉଛି। ମା’ ଭାଲୁଟି ଧୀରେ ଧୀରେ ପାଣିରେ ପହଁରୁଥିବାବେଳେ ପିଲାଟି ତାର ପିଠି ଉପରେ ବସିଛି। ଏହି ଭିଡିଓଟିକୁ ଆଇଏଫଏସ ସୁଶାନ୍ତ ନନ୍ଦ ନିଜ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟା ବହୁଛି ଝରଣା

ସୁଉଚ୍ଚ ପାହାଡ ଉପରୁ ଝରଣା ତଳକୁ ପ୍ରବାହିତ ହୋଇଥାଏ। ପୃଥିବୀର ମାଧ୍ୟାକର୍ଷଣ ବଳ ପ୍ରଭାବରେ ଝରଣାଗୁଡିକ ଏଭଳି ଭାବେ ପ୍ରବାହିତ ହୁଏ। କିନ୍ତୁ ମହାରାଷ୍ଟ୍ରର ନାନେଘାଟ...

ବନ୍ୟପ୍ରାଣୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ

ବନ୍ୟ ଜୀବଜନ୍ତୁ ତଥା ବୃକ୍ଷଲତା ପରିବେଶ ସନ୍ତୁଳନ ରକ୍ଷାକରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ବନ୍ୟଜୀବଙ୍କୁ ମଣିଷ ଅନବରତ ଧ୍ୱଂସ କରିବା ଦ୍ୱାରା ଜଳବାୟୁରେ ପରିବର୍ତ୍ତନ ହେଉଛି।...

ବ୍ୟକ୍ତିତ୍ୱ: ଅନ୍ତର୍ଜାତୀୟ ସୁପରଷ୍ଟାର ଏମା ଓ୍ବାଟ୍‌ସନ୍‌

ଇଣ୍ଟରନ୍ୟାଶନାଲ ସୁପରଷ୍ଟାର ବା ଅନ୍ତର୍ଜାତୀୟ ସୁପରଷ୍ଟାର। ଅତି କମ୍‌ ବୟସରେ ଏଭଳି ଏକ ମୁକୁଟ ପିନ୍ଧିବାର ସଫଳ ହୋଇଛନ୍ତି ସେ। ଏକ ପରିସଂଖ୍ୟାନ ଅନୁଯାୟୀ ସେ...

ଏସ୍‌ବିଆଇରେ ମିଳିଲାନି ଚାକିରି, ଖୋଲିଲେ ନକଲି ବ୍ୟାଙ୍କ ଶାଖା, ଆଉ ତା’ ପରେ…

ଚେନ୍ନାଇ: ତାମିଲନାଡୁର କୁଡାଲୋର ଜିଲାରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଏକ ନକଲି ଶାଖାକୁ ପୋଲିସ ସିଲ୍‌ କରିଛି। ଏହି ମାମଲାରେ ପୋଲିସ ୩ ଜଣଙ୍କୁ...

ରାସ୍ତାରେ ଟି-ଶର୍ଟ ଖୋଲିଦେଲେ ବ୍ୟକ୍ତି ଜାଣନ୍ତୁ କାହିଁକି

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଗ୍ରାହକମାନଙ୍କର ଡିମାଣ୍ଡ ଅନୁସାରେ ମିଳୁଛି ବିଚିତ୍ର ଆକୃତିର ଫଳ

ଚାଇନାର ଏକ କମ୍ପାନୀ ‘ଫ୍ରୁଟ୍‌ ଗୋଲ୍‌ଡ’ ବିଚିତ୍ର ଆକାରର ଫଳ ଓ ପରିବା ତିଆରି କରିବା ପାଇଁ ପ୍ରସିଦ୍ଧ। ଚତୁର୍ଭୁଜାକାର ସେଓଠାରୁ ଆରମ୍ଭ କରି ଦିଲ୍‌...

ସୂର୍ଯ୍ୟପରାଗରେ ଏସବୁ ରାଶିଙ୍କ ଭାଗ୍ୟ ଚମକିବ !

ନୂଆଦିଲ୍ଲୀ, ୨୦।୬: ରବିବାର ରାହୁଗ୍ରସ୍ତ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଜୁନ୍‌ ୨୧ ପୂର୍ବାହ୍ନ ୧୦ଟା ୩୮ ମିନିଟ୍‌ ୧୭ ସେକେଣ୍ଡରେ ପରାଗ ଆରମ୍ଭ ହେବ। ମଧ୍ୟାହ୍ନ...

୪୪୬ ବର୍ଷ ପୁରାତନ ଅଯୋଧ୍ୟା କାଣ୍ଡ ଏବେ ବି ସୁରକ୍ଷିତ

ଲକ୍ଷ୍ନୌ, ୨୭।୭: ସୋମବାର ସନ୍ଥ ତୁଳସୀଦାସଙ୍କ ଜୟନ୍ତୀ ପାଳନ କରାଯାଉଛି। ସେ ୧୫୫୪ ଜୁଲାଇ ୨୭ରେ ଉତ୍ତରପ୍ରଦେଶ ଚିତ୍ରକୂଟ ଜିଲାର ରାଜପୁର ଗାଁରେ ଜନ୍ମଗ୍ରହଣ କରିଥିଲେ।...

Advertisement
Archives

Model This Week