ପିଲା ପିଇବେ ଗଧ କ୍ଷୀର: ଏକ ଲିଟରର ଦାମ ଜାଣି ହେବେ ଆଶ୍ଚର୍ଯ୍ୟ !
ହିସାର, ୮।୮: ଏବେ ପିଲାଙ୍କୁ ଗଧ କ୍ଷୀର ପିଇବାକୁ ଦିଆଯିବ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ସ୍ମୃତି ଶକ୍ତି ବି ପ୍ରଖର ହେବ। ଏହାକୁ ନିୟମିତ ପିଇଲେ କର୍କଟ, ମେଦବହୁଳତା ଏବଂ ଆଲର୍ଜିରୁ ମୁକ୍ତି ମିଳିପାରିବ…
କିଏ ୨୫ ତ କିଏ ୨୭: ବୟସରେ ବହୁତ ସାନ ଏହି ରାଜନେତାଙ୍କ ପତ୍ନୀ
କଥାରେ ଅଛି ପ୍ରେମ ବୟସ ଦେଖି ହୁଏନା, କୌଣସି ବନ୍ଧନ ମାନେନା। ଭାରତୀୟ ରାଜନୀତିରେ ଏଭଳି କିଛି ରାଜନେତା ଅଛନ୍ତି ସେମାନେ ନିଜ ଜୀବନସଙ୍ଗିନୀଙ୍କଠାରୁ ବୟସରେ ବହୁତ ବଡ଼। ଆସନ୍ତୁ ସେଭଳି କିଛି ରାଜନେତାଙ୍କୁ ଜାଣିବା, ଯେଉଁମାନେ ପତ୍ନୀଙ୍କଠାରୁ ବହୁତ ବଡ଼…
ସାଇବର ଅପରାଧୀ ବ୍ୟାକରଣ ପଢ଼ିବେ
ନାଗପୁର: ସାଇବର ଅପରାଧୀ ପଢ଼ିବେ ବ୍ୟାକରଣ ପାଠ। ଆଉ ସେମାନଙ୍କୁ ଏଇ ପାଠ ପଢ଼ାଇବେ ନାଗପୁର ପୋଲିସ୍। ସାଇବର ଅପରାଧୀଙ୍କ ଉଦ୍ଦେଶ୍ୟରେ ଏମିତି ଏକ ଟୁଇଟ୍ କରି ଜଣାଇଛି ନିଜେ ପୋଲିସ୍। ଏଭଳି ଏକ କଥା ଶୁଣି ସମସ୍ତଙ୍କୁ ଅଡୁଆ ଲାଗୁଥିବ…
ଶପିଂ ମଲ୍ରେ ପେଙ୍ଗୁଇନ୍
ଓ୍ବାଶିଂଟନ: ସବୁ ଦେଶରେ ଲକ୍ଡାଉନ୍ ଯୋଗୁ ବିଭିନ୍ନ ସ୍ଥାନରେ ପଶୁପକ୍ଷୀମାନଙ୍କର ଅବାଧ ବିଚରଣ ଦେଖିବାକୁ ମିଳୁଛି। କେଉଁଠି ବାଘ, ସିଂହ ଭଳି ଜଙ୍ଗଲୀ ପଶୁ ରାସ୍ତା ଉପରେ ବେଶ୍ ଆରାମରେ ବିଚରଣ କରୁଛନ୍ତି ତ କେଉଁଠି ମୟୂରମାନେ ବି ଜନବସତି ଅଞ୍ଚଳକୁ…
ମଡେଲଙ୍କ ୟୁପିଏସ୍ସି ସଫଳତା
ନୂଆଦିଲ୍ଲୀ: ଫେଶନ ଦୁନିଆରୁ ଭାରତୀୟ ପ୍ରଶାସନିକ ଅଧିକାରୀ ହେବା ଛୋଟ କଥା ନୁହେଁ। ନିଜ ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟନିଷ୍ଠା ଯୋଗୁ ଚଳିତ ଥର ୟୁପିଏସ୍ସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଐଶ୍ୱର୍ଯ୍ୟା ସୋରେନ୍। ୟୁପିଏସ୍ସି ପରୀକ୍ଷାରେ ମୋଟ ୮୨୯ ଜଣଙ୍କୁ ସଫଳତା…
ଗୀତରେ ଭାଷା, ସଂସ୍କୃତିର ଜ୍ଞାନ
ଉତ୍ତରକାଶୀ: ଭାରତର ପ୍ରତ୍ୟେକ ରାଜ୍ୟରେ ସ୍ବତନ୍ତ୍ର ଭାଷା ଓ ସଂସ୍କୃତି ଏବଂ ଇତିହାସ ରହିଛି। ଉକ୍ତ ସ୍ବାତନ୍ତ୍ର୍ୟକୁ ନେଇ ରାଜ୍ୟ ସମୃଦ୍ଧ। ତେଣୁ ନିଜ ରାଜ୍ୟ ତଥା ପ୍ରଦେଶ ବିଷୟରେ ଜ୍ଞାନ ଆହରଣ କରିବା ସହ ସଂସ୍କୃତିର ବିକାଶ ଦିଗରେ ପ୍ରୟାସ…
ଶୈବାଳରୁ ଭବିଷ୍ୟତ ବାସଗୃହ
ନୂଆଦିଲ୍ଲୀ: ପ୍ରକୃତି ମଣିଷକୁ ସବୁକିଛି ଦେଇଛି। ଏହାକୁ ଠିକ୍ ଭାବେ ଠଉରାଇ ପାରୁଥିଲେ ପୂର୍ବପୁରୁଷମାନେ। ପ୍ରକୃତିଦତ୍ତ ସାମଗ୍ରୀକୁ ଠିକଣା ଭାବେ ବିନିଯୋଗ କରି ସେମାନେ ସୁଖଶାନ୍ତିରେ ରହୁଥିଲେ। ପିଢ଼ି ପରେ ପିଢ଼ି ଧରି ଏଗୁଡ଼ିକ ପାରମ୍ପରିକ ଭାବେ ବ୍ୟବହାର ହୋଇଆସୁଛି। ପୃଥିବୀର…
ପ୍ରଥମ ଥର ୧୦୦ ବିଲିୟନ ଡଲାର କ୍ଲବରେ ସାମିଲ ହେଲେ ଜୁକରବର୍ଗ
ନୂଆଦିଲ୍ଲୀ,୮।୮: ଫେସ୍ବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ପ୍ରଥମ ଥର ୧୦୦ ବିଲିୟନ ଡଲାର ସମ୍ପତ୍ତିର ବ୍ୟବସାୟୀଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଫେସ୍ବୁକର ଇଙ୍କ୍ ଶେୟାରର ବୃଦ୍ଧି ଯୋଗୁ ତାଙ୍କ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଛି। ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସର ରିପୋର୍ଟ ଅନୁସାରେ,…
୨ ବର୍ଷ ହେଲା ଗର୍ଭବତୀ ଅଛନ୍ତି ଏହି ମହିଳା!
ଚିକିତ୍ସା ଜଗତରେ ଏମିତି ଅନେକ କଥା ଶୁଣିବାକୁ ଏବଂ ଦେଖିବାକୁ ମିଳେ ଯାହା ବିଶ୍ୱାସ ହୁଏ ନାହିଁ। ବତ୍ତର୍ମାନ ପର୍ଯ୍ୟନ୍ତ ଆପଣ ୯ ମାସ ପର୍ଯ୍ୟନ୍ତ ଗର୍ଭଧାରଣ କଥା ଶୁଣିଥିବେ। ଏହି ସମୟରେ ଗର୍ଭବତୀ ମା’ର ପେଟର ଆକାର ବହୁତ ବଡ଼…
ଏହି ପଶୁର ପଛପଟୁ କାମୁଡି ଦେଇ ଲୁଚିଗଲା ନେଉଳ, ଆଉ ତାପରେ
ବର୍ତ୍ତମାନ ନେଉଳର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ନେଉଳ ପାଖରେ ବସିଥିବା ଏକ ପଶୁର ପଛପଟୁ କାମୁଡି ଦେଉଛି। ପଶୁଟି ଯେତେବେଳେ ଚିହିଁକି ଉଠୁଛି ନେଉଳ ଏକ ଗଛ ପାଖରେ ଲୁଚି ଯାଉଛି। ଏହାକୁ ଦେଖି ଉଭୟ ମଣିଷ…
ଅମିତ ଶାହଙ୍କଠାରୁ ଅଖିଳେଶ ଯାଦବ: ଜାଣନ୍ତୁ କିଏ ଦେଶର ଏହି ୬ ଲୋକପ୍ରିୟ ରାଜନେତାମାନଙ୍କ ସ୍ତ୍ରୀ-ଶ୍ୱଶୁର
ଦେଶରେ ଅନେକ ରାଜନେତା ଅଛନ୍ତି, ଯେଉଁମାନେ କେବଳ ରାଜନୀତି ପାଇଁ ଲୋକଙ୍କ ମଧ୍ୟରେ ପରିଚିତ ନୁହଁନ୍ତି। ସେମାନେ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି। ଆସନ୍ତୁ ଜାଣିବା ସେଭଳି କିଛି ନେତାଙ୍କ ପତ୍ନୀ ଏବଂ ଶ୍ୱଶୁରଙ୍କ ସମ୍ପର୍କରେ… ଆର୍ଜେଡି…
ଅମ୍ବାନୀ ପରିବାରର ପିଲାମାନଙ୍କୁ ଏତିକି ଟଙ୍କା ମିଳୁଥିଲା ପକେଟ୍ ମନି: ଜାଣନ୍ତୁ ସ୍କୁଲରେ କ’ଣ କହୁଥିଲେ ସାଙ୍ଗମାନେ…
ଦେଶର ସବୁଠାରୁ ଧନୀ ଅମ୍ବାନୀ ପରିବାରରେ କ’ଣ ଚାଲିଛି, ସେମାନଙ୍କ ପିଲାମାନେ କିପରି ବଢ଼ିଛନ୍ତି ତାହା ଜାଣିବାକୁ ସମସ୍ତେ ଚାହାନ୍ତି। ହେଲେ ଅମ୍ବାନୀ ପରିବାର ଏକ ଅଧ୍ୟବୀତ ପରିବାର ପରି ଜୀବନ ବିତାଉଥିବାକୁ ନେଇ ବେଶ୍ ଜଣାଶୁଣା। ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ…

