କରୋନା ମୃତକଙ୍କ ସତ୍କାର ପୂର୍ବରୁ ସ୍ବାସ୍ଥ୍ୟକର୍ମୀଙ୍କ ଅବସ୍ଥା ହେଲା ଏପରି: ଭିଡିଓ ଶେୟାର କଲେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ, ୮।୮: କରୋନା ମହାମାରୀ ସମୟରେ ଆଗଧାଡିର ଯୋଦ୍ଧା ପାଲଟିଛନ୍ତି ସ୍ବାସ୍ଥ୍ୟକର୍ମୀ। ସେମାନେ ନିଜ ଜୀବନକୁ ବାଜି ଲଗାଇ ନିସ୍ବାର୍ଥପର ଭାବେ ଲୋକଙ୍କ ସେବା କରିଚାଲିଛନ୍ତି। ଏହି ଯୁଦ୍ଧରେ ଲଢ଼ି ଲଢ଼ି ଥକି ପଡ଼ୁଥିବା ସ୍ବାସ୍ଥ୍ୟକର୍ମୀଙ୍କର ଫଟୋ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଆମେ ଦେଖିଛୁ। ସେମିତି ଆଉ ଏକ ଫଟୋ ଏବେ ଦେଖିବାକୁ ମିଳିଛି। ଜଣେ ସ୍ବାସ୍ଥ୍ୟକର୍ମୀ ପିପିଇ କିଟ୍‌ ପିନ୍ଧି ଥକିକରି ତଳେ ଘାସ ଉପରେ ଶୋଇପଡ଼ିଛନ୍ତି। କରୋନାରେ ମୃତ୍ୟୁ ଘଟିଥିବା ଜଣେ ମହିଳାଙ୍କ ମୃତଦେହ ସତ୍କାର ପୂର୍ବରୁ ସ୍ବାସ୍ଥ୍ୟକର୍ମୀଙ୍କ ଏପରି ଅବସ୍ଥା ହୋଇଛି। ଏହି ଫଟୋଟିକୁ ଆଇଏଏସ୍‌ ଅବନୀଶ ଶରଣ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘କରୋନାରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କୁ ସତ୍କାର ସମୟରେ ଥକି ପଡ଼ିଥିବା ଜଣେ ସ୍ବାସ୍ଥ୍ୟକର୍ମୀ। କରୋନା ଯୋଦ୍ଧାଙ୍କ ଏପରି ବଳିଦାନକୁ ଇତିହାସରେ ମଧ୍ୟ ମନେ ରଖାଯିବ ବୋଲି ସେ ଲେଖିଛନ୍ତି। ଏହି ଫଟୋଟି ଦିଲ୍ଲୀର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ମାସ ଧରି କରୋନା ସହ ଲଢୁଥିଲେ ପାଇଲଟ, ସ୍ତ୍ରୀଙ୍କ ପାଇଁ ପାଇଲେ ନୂଆ ଜୀବନ

କରୋନା ମହାମାରୀ ବେଶ୍‌ କିଛି ଲୋକଙ୍କ ଜୀବନଙ୍କୁ ପ୍ରଭାବିତ କରିଛି। ଏହି ମହାମାରୀ ଚାଲିଥିବା ସମୟରେ କିଛି ଲୋକଙ୍କ ଅଦମ୍ୟ ସାହସ ମଧ୍ୟ ସାମ୍ନାକୁ ଆସିଛି।...

ବିକାଶ ପ୍ରସଙ୍ଗକୁ କେନ୍ଦ୍ର କରି ଭୋଟ ବର୍ଜନ କଲେ ଗ୍ରାମବାସୀ

ସୀତାପୁର,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ବୁଧବାର ମତଦାନ ଜାରି ରହିଛି। ୫୯ଟି ଆସନରୁ ମୋଟ ୬୨୪ ଜଣ...

ପେଚା ସହିତ ଟିକ୍‌ଟକ୍‌ ଭିଡ଼ିଓ କରିବା ପଡ଼ିଲା ମହଙ୍ଗା: ବନ ବିଭାଗ ପକ୍ଷରୁ ୨୫ ହଜାର ଜରିମାନା ନୋଟିସ୍‌

ଅହମଦାବାଦ୍‌,୧୫।୨: ବନ୍ୟପ୍ରାଣୀଙ୍କ ସହିତ ଟିକ୍‌ ଟିକ୍‌ ଭିଡ଼ିଓ କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଗୁଜରାଟର ସୁରଟରେ ବାସ କରୁଥିବା ଟିକ୍‌ଟକ୍‌ ଷ୍ଟାର କୀର୍ତ୍ତି ପଟେଲ...

ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର

ଢେଙ୍କାନାଳ ଅଫିସ, ୨୭।୩:ଧୀରେ ଧୀରେ ସମୂହ ସଂକ୍ରମଣ ଆଡକୁ ଗତି କରୁଛି ମହାମାରୀ କରୋନା। ଏହାର ମୁକାବିଲା କରିବା ଲାଗି ପ୍ରସ୍ତୁତିକୁ ଆହୁରି ଜୋର୍‌ଦାର କରିଛି...

ଅଲରାଉଣ୍ଡର ଜ୍ୟୋତିପ୍ରଭା

ମ୍ୟୁଜିକ୍‌ କାନରେ ବାଜିବା ମାତ୍ରେ ନାଚି ଉଠୁଥିଲା କୁନି ଝିଅଟିର ପାଦ। ଧିରେ ଧିରେ ବୟସ ବଢିବା ସହ ନୃତ୍ୟ ପ୍ରତି ଥିବା ଆଗ୍ରହ ପରିଣତ...

କୁକୁଡାର କେକ୍‌ କଟା: ଭିଡିଓ ଦେଖିଲେ…

ସୋସିଆଲ ମିଡିଆର ଦୁନିଆ ମଧ୍ୟ ଅଜବ ଅଟେ। ଏଠାରେ କିଛି ସେକେଣ୍ଡରେ ଏମିତି ଭାଇରାଲ ହୁଏ, ଯାହା ଜଣଙ୍କୁ ରାତାରାତି ଷ୍ଟାର୍‌ କରାଇଦିଏ। ଏପରି ଏକ...

ସେପ୍ଟେମ୍ବର ସୁଦ୍ଧା ସ୍ପୁଟନିକ

ନୂଆଦିଲ୍ଲୀ,୧୩ ।୮: କରୋନା ଯୁଦ୍ଧରେ ଲଢେଇ କରିବାକୁ ଦେଶକୁ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବର ସୁଦ୍ଧା ଆଉ ଏକ ଶକ୍ତି ମିଳିବାକୁ ଯାଉଛି । ଯଦି...

ମୋଦି ସର୍ବାଧିକ ସମୟ କ୍ଷମତାରେ ଥିବା ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୪।୮: ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ସର୍ବାଧିକ ସମୟ କ୍ଷମତାରେ ରହିଛନ୍ତି। ସେ ପ୍ରଧାନମନ୍ତ୍ରୀ ଭାବେ ୬ ବର୍ଷ ୭୯ ଦିନ ପୂରଣ...

Advertisement
Archives

Model This Week