ଫୁରସତ

୩ ଫୁଟ ଉଚ୍ଚତାକୁ ନେଇ ପରିହାସ କରୁଥିଲେ ଲୋକେ: ଆଇଏଏସ୍‌ ଅଫିସର ହେବା ପରେ କଲାମ କରିଥିଲେ ପ୍ରଶଂସା

ଦୃଢ଼ ଆତ୍ମବିଶ୍ୱାସ ସଫଳତାର ଚାବିକାଠି। ମନୋବଳ ଥିଲେ ମଣିଷ ଆକାଶ ଛୁଇଁପାରେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆଇଏଏସ୍‌ ଅଫିସର ଆରତି ଡୋଗରା। ସେ ରାଜସ୍ଥାନ କ୍ୟାଡରର ଆଇଏଏସ୍‌ ଅଫିସର ହୋଇଥିବା ବେଳେ ଆଜିକାଲି ତାଙ୍କ ଚର୍ଚ୍ଚା ସବୁଆଡେ ହେଉଛି। କାରଣ…

ଏହି ବ୍ୟକ୍ତିଙ୍କୁ ପସନ୍ଦ ନ ଥିଲା ନୀଳ ଆଖି: ବିବାହ ପରେ ଘଟିଲା ଏମିତି କିଛି…

କୁହାଯାଏ ଜଣେ ବ୍ୟକ୍ତି ସଚ୍ଚୋଟ କି ନୁହେଁ ତାହା ତା’ର ଆଖିରୁ ଜଣାପଡିଥାଏ। ହେଲେ ଦେଖିବା ଲୋକର ନଜର ଠିକ୍‌ ଥିବା ଦରକାର। ସମସ୍ତେ ଚାହାନ୍ତି ତାଙ୍କ ଆଖି ସୁନ୍ଦର ହେଉ। କାରଣ ହୃଦୟର କଥା ଆଖି ମାଧ୍ୟମରେ କୁହାଯାଏ। ଏହି…

ଜାଣନ୍ତୁ ‘ଟାଇଟାନିକ’ ଜାହାଜ କେଉଁଠି ନିର୍ମାଣ ହୋଇଥିଲା

ବିଶ୍ୱରେ ଅନେକ କିଛି ଜଣାଅଜଣା କଥା ରହିଛି ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦେଇଥାଏ। ତେବେ ଆୟର୍ଲାଣ୍ଡ ଏପରି ଏକ ଦେଶ ଯେଉଁ ଦେଶରେ ଅନେକ କଥା ଆମକୁ ଜଣା ନାହିଁ। ଜାଣନ୍ତୁ ଆୟର୍ଲାଣ୍ଡର ସେଭଳି କିଛି ରୋଚକ କଥା। ଆପଣ…

ଏହି ଦେଶରେ ଗୋଟେ ବି ନାହାନ୍ତି ସାପ: କାରଣ ଜାଣିଲେ ହେବେ ଚକିତ

ବ୍ରାଜିଲକୁ ସାପର ଦେଶ ବୋଲି କୁହାଯାଏ। କାରଣ ଏଠାରେ ବହୁତ ସାପ ଅଛନ୍ତି। ଯାହା ଦୁନିଆର ଅନ୍ୟ କୌଣସି ସ୍ଥାନରେ ପାଇବେ ନାହିଁ। ମାତ୍ର ଆପଣ କ’ଣ ଜାଣନ୍ତି କି ଏପରି ଏକ ଦେଶ ଅଛି ଯେଉଁଠାରେ ଗୋଟିଏ ବି ସାପ…

ପ୍ରି-ଓ୍ବେଡିଂ ଫଟୋସୁଟ କରୁଥିବା ବେଳେ କନ୍ୟାଙ୍କ ସହ ଘଟିଲା କିଛି ଏଭଳି: ଭିଡିଓ ଭାଇରାଲ

ବେରୁଟ୍‌,୭।୮: ସବୁ ଝିଅ ଓ ପୁଅଙ୍କ ମନରେ ନିଜ ବିବହାକୁ ନେଇ ବହୁ ସ୍ବପ୍ନ ଓ ପ୍ଲାନିଂ ରହିଥାଏ। ହେଲେ ଏହି ସବୁ ସ୍ବପ୍ନ ସାକାର ହେଉଥିବା ବେଳେ ଯଦି କିଛି ଅଘଟଣ ଘଟେ, ତେବେ ଏହା କେବେ ମନରୁ ଲିଭେ…

ଭାରତ ସମେତ ଏହି ୨ ଦେଶ ପାଇଁ ଜାତୀୟ ସଂଗୀତ ଲେଖିଛନ୍ତି ଟାଗୋର

କବି, କାହାଣୀକାର, ଗୀତିକାର, ସଂଗୀତକାର, ନାଟ୍ୟକାର ତଥା ଚିତ୍ରକାର ରବୀନ୍ଦ୍ରନାଥ ଟାଗୋରଙ୍କର ଅଗଷ୍ଟ ୭ ହେଉଛି ଶ୍ରାଦ୍ଧ ବାର୍ଷିକୀ। ୧୯୪୧ରେ କୋଲକାତାରେ ତାଙ୍କର ଦେହାନ୍ତ ହୋଇଥିଲା। ଆମ ଦେଶ ସମେତ ବାଂଲାଦେଶ ଏବଂ ଶ୍ରୀଲଙ୍କା ପାଇଁ ଜାତୀୟ ସଂଗୀତ ଲେଖିଥିଲେ ଟାଗୋର।…

ପୁଣିଥରେ ରାତାରାତି ଶ୍ରମିକଙ୍କ ଭାଗ୍ୟ ବଦଳାଇଲା ହୀରା

ପାନ୍ନା, ୬।୮: ଖଣିରେ କାମ କରୁଥିବା ଶ୍ରମିକଙ୍କ ଭାଗ୍ୟ ପୁଣିଥରେ ବଦଳାଇ ଦେଇଛି ମୂଲ୍ୟବାନ ହୀରା। ଏହାର ଏକ ଜ୍ୱଳନ୍ତ ଉଦାହରଣ ମଧ୍ୟପ୍ରଦେଶର ପାନ୍ନା ଜିଲାରେ ଦେଖିବାକୁ ମିଳିଛି। ହୀରା ପାଇଁ ପ୍ରସିଦ୍ଧ ପାନ୍ନାରେ ହୀରା କେତେବେଳେ ସାଧାରଣ ଲୋକଟିର ଭାଗ୍ୟ…

ଶୁଆ ମରିଯିବା ପରେ ଅଣ୍ଡାରୁ ଛୁଆ ଫୁଟାଇ ବଡ଼ କଲେ ଏହି ବ୍ୟକ୍ତି: ଭିଡିଓ ଦେଖିଲେ ମଧ୍ୟ ହେଉ ନାହିଁ ବିଶ୍ୱାସ

ଦୁନିଆରେ ମା’ଠାରୁ ବଡ଼ କେହି ନାହିଁ। ମା’ର ସ୍ଥାନ କେହି ନେଇ ପାରିବେନି। ତେବେ କୌଣସି ଗୃହପାଳିତ ପଶୁ ବା ପକ୍ଷୀକୁ ବଞ୍ଚାଇବା ସହଜ କଥା। ମାତ୍ର ଏକ ଅଣ୍ଡାରୁ ଛୁଆ ବାହାରକରି ତାକୁ ଖୁଆଇପିଆଇ ବଡ଼ କରିବା ଏତେ ସହଜ…

ଶିକାର ପାଇଁ ପାହାଡ ଶିଖରରୁ ଲମ୍ଫ ମାରିଲା ବାଘ: ଘଟିଲା ଏପରି କିଛି…

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଶିକାର ପାଇଁ ଏକ ବାଘ ବରଫାବୃତ ପାହାଡ ଶିଖର ତଳକୁ ଲମ୍ଫ ମାରିଛି। ଭିଡିଓରେ…

କୁକୁରର ବଡ଼ିଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ: ନିଜେ ଗଲେ ଜିମ୍‌

ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ। ଏବେ ଏକ କୁକୁରର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହାର ଫଟୋ ଲାସିଜ୍‌-୧୧ ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଫଟୋଟି ଦେଖିଲେ ଆପଣ ମଧ୍ୟ ଦ୍ୱନ୍ଦରେ ପଡ଼ିଯିବେ।…

କରୋନା ସହ ଲଢ଼େଇରେ ହାରିଗଲେ ମୁମ୍ବାଇ ଆକ୍ରମଣରେ ଲୋକଙ୍କ ଜୀବନ ବଞ୍ଚାଇଥିବା ଏହି ଅଫିସର

୨୦୦୮ରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ହିରୋ ପାଲଟିଥିଲେ ଏସ୍‌ଆଇ ଆଜମ ପଟେଲ। ଆତଙ୍କବାଦୀମାନଙ୍କଠାରୁ ଲୋକମାନଙ୍କୁ ବଞ୍ଚାଇବା ଲଢ଼େଇ ସେ ଜିତିଯାଇଥିଲେ ହେଁ କରୋନା ଲଢ଼େଇରେ ହାରି ଯାଇଛନ୍ତି ଏହି ଅଧିକାରୀ। କରୋନାରେ ଆକ୍ରାନ୍ତ ହେବା ଯୋଗୁ ୫୦ ବର୍ଷୀୟ…

ମାଙ୍କଡକୁ ଅଶ୍ଲୀଳ ଇଙ୍ଗିତ କଲେ ଯୁବକ: ତା ପରେ ଘଟିଲା ଏମିତି କିଛି…

ସାଧାରଣତଃ ପଶୁପକ୍ଷୀମାନେ କାହାର ଅନିଷ୍ଟ କରିନଥାନ୍ତି। ମାତ୍ର ସେମାନଙ୍କୁ ଯଦି କେହି ବ୍ୟକ୍ତି ହଇରାଣ କରନ୍ତି ସେମାନେ ଛାଡି ନ ଥାନ୍ତି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ଯୁବକ ଏକ ମାଙ୍କଡକୁ ଅଶ୍ଲୀଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?