ଫୁରସତ

୮୦ ବର୍ଷ ବୟସ୍କା ୫୫ ଦିନରେ ଲେଖିଲେ ୪୫ଟି ପ୍ରେମପତ୍ର

କଥାରେ ଅଛି ପ୍ରେମ କି ଜାଣେ ଜାତି ଅଜାତି ପ୍ରେମ କି ଜାଣେ ବାଧାବିଘ୍ନ। ଯେତେ ବଡ଼ ବିପଦ ଆସୁନା କାହିଁକି ସଚ୍ଚୋଟ ପ୍ରେମ ଆଗରେ ସବୁ ହାର ମାନିଥାଏ। ଏହାରି ଭିତରେ କରୋନା ଭାଇରସ୍‌କୁ ମଧ୍ୟ ହରାଇଦେଇଛି ପ୍ରେମ।...

ସାନିଟାଇଜର ସ୍ପ୍ରେ କରିବ ରୋବୋ

ନୂଆଦିଲ୍ଲୀ ,୩୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏଥିଲାଗି ସାମାଜିକ ଦୂରତା ସହିତ ରାସ୍ତାଘାଟକୁ ବିଶୁଦ୍ଧ କରିବା ଲାଗି ସାନିଟାଇଜର ସ୍ପ୍ରେ କରାଯାଉଛି। ଏଥିରେ ପୋଲିସ, ଦମକଳବାହିନୀ ତଥା ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଉଛି। ତେବେ ଏଣିକି...

ଏଟିଏମ୍‌ରୁ ସାନିଟାଇଜର ଚୋରିକଲେ ଯୁବକ, ଭିଡିଓ ଭାଇରାଲ

କରୋନା (କୋଭିଡ-୧୯) ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏଥିରୁ ରକ୍ଷାପାଇବା ପାଇଁ ସମସ୍ତେ ମାସ୍କ ଏବଂ ହ୍ୟାଣ୍ଡ୍‌ ସାନିଟାଇଜର ବ୍ୟବହାର କରୁଛନ୍ତି। ତେଣୁ ବର୍ତ୍ତମାନ ମାସ୍କ ଏବଂ ସାନିଟାଇଜରର ଚାହିଦା ବହୁ ମାତ୍ରାରେ ବଢ଼ିଯାଇଛି। ଏପରିକି ହସ୍ପିଟାଲ କର୍ମଚାରୀଙ୍କୁ...

ଲକ୍‌ଡାଉନ୍‌: ୪୦ କୋଟି ୮୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଘରେ ରହିଛି ୨୧ ଦିନର ଖାଦ୍ୟ ସାମଗ୍ରୀ !

ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ୩୧.୪ ପ୍ରତିଶତ ଅର୍ଥାତ୍‌ ୪୦ କୋଟି ୮୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଘରେ ଆସନ୍ତା...

କରୋନା ମାଧ୍ୟମରେ ପ୍ରକୃତି ଦେଇଛି ଆଗତ ବିପଦର ସଚେତନତା ବାର୍ତ୍ତା

ଓ୍ବାଶିଂଟନ,୩୦।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୯ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା ୩୩ ହଜାର ଟପିଛି। ତେବେ କରୋନା ଭଳି ମହାମାରୀ ମାଧ୍ୟମରେ ପୃଥିବୀ ଉପରେ...

ବିଶ୍ୱର ପ୍ରଥମ କରୋନା ପଜିଟିଭ୍‌ ଥିଲେ ଜଣେ ମହିଳା, ବର୍ତ୍ତମାନ ଅଛନ୍ତି ସୁସ୍ଥ

ବେଜିଂ: ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ୍‌ ଏପର୍ଯ୍ୟନ୍ତ ପ୍ରାୟ ୩୪,୦୦୦ ଲୋକଙ୍କ ଜୀବନ ନେଇ ସାରିଲାଣି। ସେଥିମଧ୍ୟରୁ ଇଟାଲୀରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୦,୭୦୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ...

ଲକ୍‌ଡାଉନ୍‌ରେ ସ୍ତ୍ରୀଙ୍କ ପାଇଁ ଔଷଧ ଆଣିବାକୁ ଘୋଡ଼ାରେ ଗଲେ ବୃଦ୍ଧ

ସୋଲାପୁର,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଯାନବାହନ ଚଳାଚଳ କରୁ ନ ଥିବାରୁ ଲୋକେ ହନ୍ତସନ୍ତ...

ହସ୍ପିଟାଲରୁ ଘରକୁ ଫେରି ପୁଅକୁ କୋଳେଇ ପାରିଲେନି ଡାକ୍ତର, ଭିଡିଓ ଦେଖିଲେ ଆଖିରେ ରହିବନି ଲୁହ

ରିୟାଦ: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହି ପରିସ୍ଥିତିରେ ଡାକ୍ତରମାନେ ରୋଗୀଙ୍କ ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଅବିରତ ସେବା ଯୋଗାଇ ଚାଲିଛନ୍ତି। ହସ୍ପିଟାଲରେ ଦୀର୍ଘ ସମୟ କାମ କରିବା...

୩ଡି ଆନିମେଟେଡ୍‌ ଭିଡିଓ ଶେୟାର କରି ଯୋଗ କରିବାକୁ ମୋଦିଙ୍କ ନିବେଦନ

ନୂଆଦିଲ୍ଲୀ,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଫିଟ୍‌ନେସ୍‌କୁ ନେଇ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ଲୋକଙ୍କୁ ଯୋଗ କରିବାକୁ ନିବେଦନ କରିଛନ୍ତି। ସୋମବାର ମୋଦି ଟୁଇଟରରେ ନିଜର ଏକ ୩ଡି ଆନିମେଟେଡ୍‌ ଭିଡିଓ ଜାରି କରିଛନ୍ତି। ଏଥିରେ...

କରୋନା ଗାଁର ଦୁଃଖ: ଲୋକେ ଆସିବାକୁ ଡରୁଛନ୍ତିି !

ଲକ୍ଷ୍ନୌ,୩୦।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଉତ୍ତରପ୍ରଦେଶର କରୋନା ଗାଁର ଗ୍ରାମବାସୀଙ୍କ ଦୁଃଖ କହିଲେ ନ ସରେ। ତାଙ୍କ ଗାଁ ନାମ ଥିବା ଏଭଳି...

ଶେଫ୍‌ ପ୍ରସ୍ତୁତ କଲେ କରୋନା ବର୍ଗର: କହିଲେ ‘ଯିଏ ଡରଉଛି ତାକୁ ଖାଅ’

ହନୋଇ: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଚାଲିଛି। ଏହି ପରିସ୍ଥିତିରେ ଜଣେ ବ୍ୟକ୍ତି ଏହି ଭାଇରସ୍‌କୁ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି। ଶୁଣି ଡରିଗଲେ କି? ଡରିବାର କିଛି ନାହିଁ। ସତରେ ଭାଇରସ୍‌କୁ ଖାଇବେ ନାହିଁ। କରୋନା...

ଜୋତା-ଚପଲ ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ !

ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ସାରା ପୃଥିବୀରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶିକାକୁ ପାଳନ କରାଯାଉଛି। କରୋନା କିଭଳି ସଂକ୍ରମିତ ହେଉଛି ସେ ନେଇ ମଧ୍ୟ ଲୋକଙ୍କୁ ସଚେତନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri