ଫୁରସତ

ମୂଷାକୁ ମିଳିଲା ବୀରତ୍ୱ ପୁରସ୍କାର: କାରଣ ଜାଣିଲେ ହେବେ ଆଶ୍ୱର୍ଯ୍ୟ

ପଶୁପକ୍ଷୀ ଅବା ଜୀବଜନ୍ତୁଙ୍କ ସାହସିକତାର କାହାଣୀ ଅନେକ ସମୟରେ ଶୁଣିବାକୁ ମିଳିଥାଏ। ସେମିତି ଏକ କାହାଣୀ ଏବେ ସମ୍ମୁଖକୁ ଆସିଛି। ଆଫ୍ରିକୀୟ ପ୍ରଜାତିର ଏକ ବିରାଟ ମୂଷାକୁ ତାର ସାହସିକତା ପାଇଁ ବ୍ରିଟେନର ଏକ ଅନୁଷ୍ଠାନ ଦ୍ୱାରା ସ୍ବର୍ଣ୍ଣ ପଦକ ପ୍ରଦାନ…

ମାଛକୁ ଏତେ ପାଖରେ ପାଇ, ଦେଖନ୍ତୁ କ’ଣ କଲା ବିଲେଇ

ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରାୟତଃ ମାଛ ବିଲେଇର ପ୍ରିୟ ହୋଇଥାଏ।…

ଏପରି ବିପଜ୍ଜନକ ରାସ୍ତା: ଯିବା ତ ଦୂରର କଥା ଦେଖିଲେ ଥରିଉଠିବ ଛାତି

ଆବଡ଼ା ଖାବଡ଼ା ରାସ୍ତାରେ ତ ଆପଣ ଚାଲିଥିବେ ନିଶ୍ଚିତ। ମାତ୍ର ସେହି ରାସ୍ତା ବିପଦପୂର୍ଣ୍ଣ ହୋଇ ନ ଥାଏ। ସେଠାରେ ଚାଲିବା ସମୟରେ ଏତେ ଭୟ ଲାଗି ନ ଥାଏ। ତେବେ ଜାଣନ୍ତୁ ଦୁନିଆର ସେହି ଭୟାନକ ରାସ୍ତା ବିଷୟରେ, ଯାହା…

କାନ୍ଥରୁ ଅମଳ ହେଉଛି ଧାନ, ଗହମ ସହ ଅନ୍ୟାନ୍ୟ ପନିପରିବା

ଆଜିକାଲି ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ବହୁତ ଆଗେଇଛି। ବିଶେଷକରି କୃଷିକ୍ଷେତ୍ରରେ ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ଗ୍ରହଣ କରାଯାଉଛି। ଯାହାଦ୍ୱାରା ସହଜରେ ଚାଷ ହୋଇପାରିବ ଏବଂ ଅଧିକ ଅମଳ ମଧ୍ୟ ହୋଇପାରିବ। ସମସ୍ତେ ଜାଣନ୍ତି କେବଳ ଜମିରେ ଚାଷ ସମ୍ଭବ ହୋଇଥାଏ। ମାତ୍ର…

ପତ୍ନୀଙ୍କୁ ଉପହାର ଦେବାକୁ ଚନ୍ଦ୍ରରେ ଜାଗା କିଣିଲେ ପାକିସ୍ତାନ ଯୁବକ!

ଇସ୍‌ଲାମାବାଦ,୨୫ ।୯: ପାକିସ୍ତାନ ରାୱଲ ପିଣ୍ଡି ସହର ନିବାସୀ ଜଣେ ଯୁବକ ଶୋଏବ ଅହମ୍ମଦ ବିବାହରେ ପତ୍ନୀଙ୍କୁ ଉପହାର ଦେବାକୁ ଚନ୍ଦ୍ରରେ ଏକ ଜାଗା କିଣିଥିବା ପ୍ରକାଶ କରିଛନ୍ତି । ସେ ସେଠରେ ‘ସି ଅଫ୍ ଭେପର’ ବା ବାଷ୍ପ ସମୁଦ୍ର…

ଏହି କାରଣ ଲାଗି ଅସୁବିଧାରେ ଥିଲା ୟୁପି ପୋଲିସ; ପିନ୍ଧିବାକୁ ପଡ଼ିଲା ଗାମୁଛା

ଶାହଜହାଁପୁର, ୨୪।୯: ଗାମୁଛା ଓ ସଂକ୍ଷିପ୍ତ ପୋଷାକ ପିନ୍ଧିଥିବା ଅବସ୍ଥାରେ ଅପରାଧୀଙ୍କୁ ଧରିବାର ଅନେକ ଦୃଷ୍ଟାନ୍ତ ରହିଛି। କିନ୍ତୁ ସଂକ୍ଷିପ୍ତ ପୋଷାକ ପିନ୍ଧିଥିବା ପୋଲିସ ଟିମ୍‌ର ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ (ୟୁପି)ର ଶାହଜହଁାପୁର ଜିଲାର କଲାନ ଥାନାର…

ମୁକେଶ ଅମ୍ବାନୀଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ସ୍ତ୍ରୀ ନୀତା

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ୧୯୮୫ ମସିହାରେ ନୀତା ଅମ୍ବାନୀଙ୍କୁ ବିବାହ କରିଥିଲେ। ମୁକେଶଙ୍କ ପାଇଁ ନୀତାଙ୍କୁ ବାପା ଧୀରୁଭାଇ ଅମ୍ବାନୀ ପସନ୍ଦ କରିଥିଲେ। ମୁକେଶ ଏବଂ ନୀତାଙ୍କର ୩ ପିଲା ଈଶା, ଆକାଶ ଏବଂ ଆନନ୍ଦ ଅଛନ୍ତି। ଅନେକ…

ଖେଳୁ ଖେଳୁ ମାଲବାହୀ ଟ୍ରେନ୍‌ ଇଞ୍ଜିନ ତଳେ ଫସିଲା ୨ ବର୍ଷର ଶିଶୁ: ଆଉ ତା’ ପରେ..

କଥାରେ ଅଛି ରଖେ ହରି ତ ମାରେ କିଏ। ଖେଳୁ ଖେଳୁ ରେଳଧାରଣାକୁ ଚାଲି ଆସିଥିଲା ଜଣେ ୨ ବର୍ଷର ଶିଶୁ। ଏପରିକି ସେ ଟ୍ରେନ୍‌ ଚକାତଳେ ଫସି ଯାଇଥିଲା। ହେଲେ ଲୋକୋ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପିଲାଟିକୁ ସୁରକ୍ଷିତ…

କେବେ ବି ପୋଲିସ ହେବାକୁ ଚାହୁଁ ନ ଥିଲେ ଗୁପ୍ତେଶ୍ୱର ପାଣ୍ଡେ: ଏହି ଘଟଣା ଯୋଗୁ ଜିଦ୍‌ରେ ପାଲଟିଥିଲେ ଆଇପିଏସ୍‌

ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବିହାରର ପୂର୍ବ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ପ୍ରଥମେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ସେ ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ଏବେ ସେ ରାଜନୀତିକୁ ଆସିବେ ବୋଲି…

ପରିବାର ସହ ପିକ୍‌ନିକ୍‌ କରିବାକୁ ଯାଇଥିଲେ, ହଠାତ୍‌ ଶହ ଶହ ସଂଖ୍ୟାରେ ଘେରିଗଲେ କଙ୍କଡ଼ା; ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏକ ପରିବାର ସମୁଦ୍ର କୂଳକୁ ପିକ୍‌ନିକ୍‌ କରିବା ପାଇଁ ଯାଇଥିଲେ। ଠିକ୍‌ ଏହି ସମୟରେ ଶହ ଶହ ସଂଖ୍ୟାରେ କଙ୍କଡ଼ା ଆସି ଘେରିଗଲେ। ଭିଡିଓ ଦେଖିଲେ ଆପଣ ମଧ୍ୟ ଭୟରେ…

ଏହି ଦେଶରେ ରହିଛି ଏମିତି ଗର୍ତ୍ତ, ଯାହା କେବେ ପୂରଣ ହେଉନି

ବିଶ୍ୱରେ ଏମିତି କିଛି ରହସ୍ୟ ଲୁଚି ରହିଛି, ଯାହା ସମ୍ପର୍କରେ ଜାଣିବା କଷ୍ଟକର। ସେହିପରି ଏକ ରହସ୍ୟ ସ୍ଥାନ ରହିଛି ସାଉଦି ଆରବରେ। ଏଠାରେ ଏମିତି ଏକ ଗର୍ତ୍ତ ଅଛି ଯାହା କେବେ ପୂରଣ ହେଉନାହିଁ। ଆଜି ମଧ୍ୟ କେହି ତାହାର…

ଟଳିଲା ବିପଦ: ସ୍କୁଲ ବସ୍‌ ଆକାରର ଜଳନ୍ତା ଗ୍ରହାଣୁ ପିଣ୍ଡ ପୃଥିବୀକୁ କଲା ଅତିକ୍ରମ

ଓ୍ବାଶିଂଟନ, ୨୪।୯: ସ୍କୁଲ ବସ୍‌ ଆକାର ଏକ ଜଳନ୍ତା ଗ୍ରହାଣୁ ପିଣ୍ଡ ପୃଥିବୀକୁ ଗୁରୁବାର ମଧ୍ୟାହ୍ନରେ ଅତିକ୍ରମ କରିଛି। ନାସା ପକ୍ଷରୁ କୁହାଯାଇଛି ଯେ, ଗ୍ରହାଣୁ ପିଣ୍ଡଟି ପୃଥିବୀଠାରୁ ୨୨ ହଜାର କିଲୋମିଟର ଦୂରରେ ପ୍ରଶାନ୍ତ ମହାସାଗର ଉପରେ ମହାକାଶରେ ଅତିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?