ଫୁରସତ

ଶାଶୁ-ବୋହୂ ମିଶିକି କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଶାଶୁ-ବୋହୂ ଝଗଡା ବିଷୟରେ ଶୁଣିଥିବେ କିନ୍ତୁ ସମାଜରେ ଏମିତି କିଛି ଶାଶୁ-ବୋହୂ ଅଛନ୍ତି ସେମାନେ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଝାଡଖଣ୍ଡରେ ଏମିତି ଜଣେ ଶାଶୁ-ବୋହୂ ଯୋଡି ସାମ୍ନାକୁ ଆସିଛନ୍ତି। ଦୁହେଁ ମିଶି ଏକ ଏମିତି ଆପ୍‌ ପ୍ରସ୍ତୁତ…

ଥାନାରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ; ଖବରଦାତା ପଢ଼ିଲେ ମନ୍ତ୍ର

କୈମୁର, ୨୩।୮: ବିହାର କୈମୁର ଜିଲାର ଏକ ପୋଲିସ ଷ୍ଟେସନରେ ପ୍ରେମୀ ଯୁଗଳଙ୍କ ବିବାହ ହୋଇଥିବା ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ଦୁର୍ଗାବତୀ ବ୍ଲକର ଏହି ପ୍ରେମୀ ଯୁଗଳ ଗତ ୨ ବର୍ଷ ହେବ ପରସ୍ପରକୁ ଭଲପାଇ ଆସୁଥିଲେ।…

ଅପହରଣ ହୋଇଥିବା ସ୍ତ୍ରୀକୁ ଖୋଜିବା ଲାଗି ୯୦ କିମି ଚାଲିଲେ ସ୍ବାମୀ

ହନୁମାନଗଡ଼, ୨୩।୮: ରାଜସ୍ଥାନର ହନୁମାନଗଡ଼ ଜିଲାରେ ଜଣେ ମହିଳାଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଛି। ତେବେ ସ୍ଥାନୀୟ ପୋଲିସ ଅଭିଯୋଗ କରିବାର ୮ ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମହିଳାଙ୍କ ସ୍ବାମୀ ନିରାଶ ହୋଇ ଶେଷରେ…

ନିରାମିଷାଶୀ ବାଘ! କ’ଣ ଖାଇଲା ଦେଖନ୍ତୁ ଭିଡିଓ…

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରଲ ହେଉଛି। ଏଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ ବାଘ ତରଭୁଜ ଖାଉଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଏକ…

ଅସୁସ୍ଥ ମହିଳାଙ୍କୁ ଷ୍ଟ୍ରେକଚର୍‌ରେ ଧରି ୧୫ ଘଣ୍ଟା ଚାଲିଲେ ଆଇଟିବିପି ଯବାନ

ପିଥୋରଗଡ଼, ୨୩।୮: ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ସ୍ଥିତି ସଙ୍ଗୀନ ହୋଇଗଲାଣି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଯଦି କାହାର ସ୍ବାସ୍ଥ୍ୟବସ୍ଥା ଖରାପ ହୁଏ ତେବେ ହସ୍ପିଟାଲ ଯିବା କାଠିକର ପାଠ…

କଂକ୍ରିଟ କାନ୍ଥକୁ ଥଣ୍ଟରେ ତାଡି ବସା କରୁଛି ପକ୍ଷୀ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରଲ ହେଉଛି। ବର୍ତ୍ତମାନ ଏକ ପକ୍ଷୀ ନିଜ ଥଣ୍ଟରେ କଂକ୍ରିଟ କାନ୍ଥକୁ ତାଡୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଏକ କାଠହଣା ପକ୍ଷୀ ନିଜ ଥଣ୍ଟରେ କଂକ୍ରିଟ କାନ୍ଥକୁ ତାଡୁଛି।…

ପ୍ରଥମ ପିଜା ଡେଲିଭରୀ କରିବାକୁ ଯାଇ ଭାବିପତ୍ନୀଙ୍କୁ ଭେଟିଥିଲେ ଡୋମିନୋସ୍‌ର ମାଲିକ: ଏମିତି ଥିଲା ଲଭ୍‌ଷ୍ଟୋରୀ

୧୯୬୦ରେ ଆରମ୍ଭ ହୋଇଥିଲା ଡୋମିନୋସ୍‌ ପିଜାର ଯାତ୍ରା। ଦୁଇ ଭାଇ ଟମ୍‌ ଏବଂ ଜିମ୍‌ ମୋନାଘାନ୍‌ ଏହି କମ୍ପାନୀ ଆରମ୍ଭ କରିଥିଲେ। ମାତ୍ର ଆଠ ମାସ ପରେ ଜିମ୍‌ କମ୍ପାନୀକୁ ଛାଡ଼ି ଦେଇଥିଲେ। ପ୍ରଥମେ ଏହାର ନାମ ଡୋମିନିକ୍‌ ଥିବା ବେଳେ…

ଯୁଦ୍ଧବିମାନ ଉଡାଇ ପାରନ୍ତି ରତନ ଟାଟା: ରହିଛି ଏଭଳି ସଉକ

ଟାଟା ଗ୍ରୁପ୍‌ ଚେୟାରମ୍ୟାନ୍‌ ଥିବା ରତନ ଟାଟା ନୈତିକତାର ଏକ ଜ୍ୱଳନ୍ତ ଉଦାହରଣ। ସେ ନିଜର ସେବା ମନବୃତ୍ତିକୁ ନେଇ ବେଶ୍‌ ଲୋକପ୍ରିୟ। ୧୯୯୧ରେ ଟାଟା ଗ୍ରୁପ୍‌ର କାର୍ଯ୍ୟଭାର ଗ୍ରହଣ କରିବା ପରେ ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଉତ୍ସର୍ଗୀକୃତ ସେବା…

ନଦୀରୁ ପାଣି ନେଇ ନିଆଁ ଲିଭାଇଲା ଏରୋପ୍ଲେନ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରଲ ହେଉଛି। ବର୍ତ୍ତମାନ ଏକ ଏରୋପ୍ଲେନ ନଦୀରୁ ପାଣି ନେଇ ନିଆଁ ଲିଭାଉଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଏକ ନୀଳ ରଙ୍ଗର ଏରୋପ୍ଲେନ ଶୂନ୍ୟରେ ନଦୀରୁ ପାଣି ଉଠାଉଛି।…

ଜୋର ଜବରଦସ୍ତ ପୋଷା ମାଙ୍କଡ଼କୁ ମଦ ପିଆଇବା ପଡ଼ିଲା ମହଙ୍ଗା: ବନ୍ଧା ହେଲେ ଏହି ଟାଟୁ କଳାକାର

ମାଙ୍କଡ଼କୁ ନିର୍ଯାତନା ଦେବା ଜଣେ ଟାଟୁ କଳାକାରଙ୍କୁ ମହଙ୍ଗା ପଡ଼ିଛି। ଚଣ୍ଡିଗଡ଼ରେ ରହୁଥିବା କମଲଜିତ ସିଂଙ୍କୁ ମାଙ୍କଡ଼କୁ ଘରେ ଗୃହପାଳିତ ପଶୁ ଭାବେ ରଖିବା ଏବଂ ତାର ଫଟୋ ଇନ୍‌ଷ୍ଟଗ୍ରାମରେ ପୋଷ୍ଟ କରିବାକୁ ନେଇ ପୋଲିସ ଗିରଫ କରିଛି। କମଲଜିତ ପେସାରେ…

ଆମେରିକାରେ ବିବାହ କଲେ ଏହି ଭାରତୀୟ ଯୋଡ଼ି, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ପରିବାର

କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ବଦଳାଇ ଦେଇଛି। ବିଶେଷକରି ବିବାହ ଉତ୍ସବ ସମ୍ପୂର୍ଣ୍ଣ ଭାବରେ ବଦଳିଯାଇଛି। ଏମିତି ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି ଆମେରିକାରେ। ଏଠାରେ ରହୁଥିବା ଭାରତୀୟ ପ୍ରେମୀଯୁଗଳ ଜୁମ୍‌ ଆପ୍‌ରେ ଭର୍ଚୁଆଲ ବିବାହ କରିଛନ୍ତି। ଏହି ବିବାହ…

କଖାରୁରେ ଚଢ଼େଇ

ବୁଲଗେରିଆର ଆଞ୍ଜେଲ ବୋରାଲିଭ୍‌ ଜଣେ ଫୁଡ୍‌ ଆର୍ଟିଷ୍ଟ। ତାଙ୍କ ହାତରେ ଅଛି ଅଦ୍ଭୁତ ଯାଦୁ। ସେ ଖାଦ୍ୟକୁ ଦେଇପାରନ୍ତି ଅତି ସୁନ୍ଦର ରୂପ। ତେବେ ୭ ବର୍ଷ ତଳେ ସେ ଆରମ୍ଭ କରିଥିଲେ ଆଉ ଏକ କଳା। ଆଞ୍ଜେଲ କଖାରୁକୁ ଅତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?