ଫୁରସତ

ଏକଲାପଣ ଦୂର କରିବାକୁ ଏମିତି ପଦକ୍ଷେପ ନେଲେ ଯୁବକ, ଏବେ ତାଙ୍କ ନିକଟରେ ଯୁବତୀଙ୍କ ଲମ୍ବା ଲାଇନ୍‌

କରୋନା ମହାମାରୀ ଯୋଗୁ ଅଧିକାଂଶ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ଏହି ସମୟ ମଧ୍ୟରେ କିଛି ଲୋକ ଲକ୍‌ଡାଉନ୍‌ ହେତୁ ବହୁତ ଉଦାସୀନ ଥିଲେ। ଫଳରେ ଅଜବ ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି।…

ନଡ଼ିଆ ଷଡ଼େଇରେ ମାସ୍କ

ପୁରୀ ଅଫିସ,୨ା୧୦: ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ମାସ୍କ ନ ପିନ୍ଧି ପଦାକୁ ବାହାରିଲେ ପୋଲିସ ପକ୍ଷରୁ ଜରିମାନା ଆଦାୟ କରାଯାଉଛି। ଭଲ ଭାବେ…

ଆଜିଠୁ ‘ବନ୍ୟପ୍ରାଣୀ ସପ୍ତାହ’: ସଙ୍କଟରେ ବନ୍ୟପ୍ରାଣୀ

ଅକ୍ଟୋବର ୨ ରୁ ୯ ପର୍ଯ୍ୟନ୍ତ ପାଳନ ହେଉଛି ‘ବନ୍ୟପ୍ରାଣୀ ସପ୍ତାହ’। ଏହି ସପ୍ତାହରେ ପ୍ରତିବର୍ଷ ବନ୍ୟପ୍ରାଣୀଙ୍କ ପାଇଁ ଅନେକ ଚିନ୍ତା ଅନୁଚିନ୍ତା କରାଯାଇଥାଏ। ବିଭିନ୍ନ କାର୍ଯ୍ୟକ୍ରମ ସହ ସଚେତନତା ମାଧ୍ୟମରେ ନୂଆ ବାର୍ତ୍ତା ଦିଆଯାଇଥାଏ। ହେଲେ ବାସ୍ତବ ସ୍ଥିତିକୁ ତର୍ଜମା…

ଡାକ୍ତରଙ୍କ ଭୁଲ ଯୋଗୁ ମୃତ୍ୟୁ ସହ ସଂଘର୍ଷ କରୁଛି ୪ ମାସର ଶିଶୁକନ୍ୟା

ଭୋପାଳ, ୨।୧୦: ଡାକ୍ତରଙ୍କ ଭୁଲ ଯୋଗୁ ଜଣେ ନିରୀହ ନିସ୍ପାପ ୪ ମାସର ଶିଶୁକନ୍ୟା ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି। ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଭିଦିଶା ଜିଲାର ଗୋଲୋନା ଗ୍ରାମରେ। ଜଣେ ଶିଶୁକନ୍ୟାକୁ ଜ୍ୱର ହେବାରୁ ତାଙ୍କୁ…

ମଡେଲ୍‌ଙ୍କ ପାଇଁ ଆଖିରେ ଟାଟୁ ବନାଇବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ, ୧।୧୦: ପୋଲାଣ୍ଡରେ ଟାଟୁ ଡିଜାଇନରଙ୍କ ଭୁଲ୍‌ ଯୋଗୁ ଜଣେ ମଡେଲ୍‌ଙ୍କୁ ଦୃଷ୍ଟିଶକ୍ତି ହରାଇବାକୁ ପଡ଼ିଛି। ଏହି ମଡେଲ୍‌ଙ୍କ ନାମ ହେଉଛି ଆଲେକଜାଣ୍ଡ୍ର ସଡୋସ୍କା। ର଼୍ୟାପର୍‌ ପୋପେକଙ୍କ ପରି ଆକର୍ଷଣୀୟ ଲୁକ୍‌ ପାଇବା ପାଇଁ ସଡୋସ୍କା ନିଜ ଆଖିକୁ କଳା କରିବା…

ଆଖୁ ବୋଝେଇ ଟ୍ରକକୁ ଅଟକାଇଲେ ହାତୀ ପଲ: ଆଉ ତା ପରେ…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଗୋଟିଏ ଆଖୁ ବୋଝେଇ ଟ୍ରକୁ ହାତୀ ପଲ ଅଟକାଇ ଉକ୍ତ ଟ୍ରକରୁ ଆଖୁ ଖାଉଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ୩ଟି ହାତୀ ଏକ ଆଖୁ ବୋଝେଇ ଟ୍ରକକୁ…

କୋକିଶିଆଳିକୁ ଅଧା ଗିଳି ବାହାର କଲା ଅଜଗର

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଅଜଗର ଏକ କୋକିଶିଆଳିକୁ ଗିଳୁଥିବା ଭିଡିଓ ଭାଇରାଲ ହୋଇଛି। ମଧ୍ୟପ୍ରଦେଶର ମାଣ୍ଡଲା ଜିଲାର କାହ୍ନା ଜାତୀୟ ଉଦ୍ୟାନ ନିକଟସ୍ଥ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଭିଡିଓରେ ଦେଖାଯାଇଛି,…

ଚାକିରି ମିଳିଯିବା ପରେ ଖୁସିରେ ଡ୍ୟାନ୍ସ କଲେ ଏହି ଯୁବତୀ, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଚାକିରି ମିଳିଯିବା ପରେ ଯୁବତୀ ଜଣକ ଅଫିସ ବାହାରେ ଡ୍ୟାନ୍ସ କରୁଛନ୍ତି। ଯାହାକି ବାହାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ…

ପଥର ଭଳି କଠିନ ହୋଇ ଯାଉଛି କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌

ରାଜକୋଟ, ୧।୧୦: କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌ ପଥର ଭଳି କଠିନ ହୋଇଯାଉଛି। ଫଳରେ ନିଶ୍ୱାସପ୍ରଶ୍ୱାସ ନେବାରେ ଆକ୍ରାନ୍ତଙ୍କୁ କଷ୍ଟ ହେବା ସହିତ ଶେଷରେ ମୃତ୍ୟୁ ଘଟୁଛି। ଗୁଜରାଟ ରାଜକୋଟର ସିଭିଲ ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କିତ ସୂଚନା ଦିଆଯାଇଛି। ଇତିମଧ୍ୟରେ ଏଠାରେ…

ରାଇସ୍ ଏଟିଏମ୍ ଖୋଲି ଗରିବଙ୍କ ପେଟକୁ ଦାନା ଯୋଗାଉଛନ୍ତି ଯୁବକ

ହାଇଦ୍ରାବାଦ,୧ ।୧୦: କରୋନା ଭାଇରସ ମହାମାରୀ ଅନେକଙ୍କ ଜୀବନ ଜୀବିକାକୁ ବଦଳାଇ ଦେଇଛି । ଅନେକ ଲୋକ ଏହି ସମୟରେ ରାଜଗାର ହରାଇଥିବା ବେଳେ ପେଟକୁ ଦୁଇବେଳା ଦାନା ଯୋଗାଡ କରିବାକୁ ବହୁ କଷ୍ଟ କରୁଛନ୍ତି । ଏହି ସମୟରେ ଖାଦ୍ୟ…

କରୋନାରୁ ଦୂରେଇ ରହିବା ପାଇଁ ଖୋଲା ପବନ, ସ୍ବଚ୍ଛତା ଅପରିହାର୍ଯ୍ୟ: ସର୍ଭେ

ତିବିଲିସି, ୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। କେତେକ ଦେଶରେ କରୋନା ସଂକ୍ରମଣର ଦୋହରା ମାଡ଼ ମଧ୍ୟ ଆରମ୍ଭ ହୋଇଛି। ତେବେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଖୋଲା ପବନ ଏବଂ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି…

ମାଛର ମୂଲ୍ୟ ୩ ଲକ୍ଷ ଟଙ୍କା; ମାଲାମାଲ୍‌ ହେଲେ ମହିଳା

କୋଲକାତା, ୩୦।୯: ପଶ୍ଚିମବଙ୍ଗର ଜଣେ ମହିଳା ରାତାରାତି ଧନୀ ପାଲଟିଯାଇଛନ୍ତି। ଯାହାର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବାସ୍ତବରେ ଏହି ମହିଳାଜଣଙ୍କ ଏକ ବିଶାଳକାୟ ମାଛ ଧରିଥିଲେ। ଯାହାର ମୂଲ୍ୟ ବାବଦକୁ ତାଙ୍କୁ ୩ ଲକ୍ଷ ଟଙ୍କା ମିଳିଥିଲା। ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?