ଫୁରସତ

ବିପଦ ଆସିଲେ ବଦଳିଯାଏ ଏହି ମନ୍ଦିର କୁଣ୍ଡପାଣିର ରଙ୍ଗ

ଦେଶରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ସେହିପରି କଶ୍ମୀରର ଶ୍ରୀନଗର ତୁଲମୁଲାରେ ଏମିତି ଏକ ମନ୍ଦିର ରହିଛି, ଏହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ମନ୍ଦିରର ନାମ ମାତା କ୍ଷୀର…

ଜାଣନ୍ତି ଗାଡ଼ି ପାଣିରେ ନ ଚାଲି କାହିଁକି ପେଟ୍ରୋଲ, ଡିଜେଲରେ ଚାଲୁଛି

ଅନେକ ସମୟରେ ଆମ ମନକୁ ଏମିତି କିଛି ପ୍ରଶ୍ନ ଆସିଥାଏ, ଯାହାର ଉତ୍ତର ମଧ୍ୟ ଖୋଜି ପାଇବା କଷ୍ଟକର। ବେଳେବେଳେ ମନକୁ ପ୍ରଶ୍ନ ଆସେ ଗାଡ଼ିଗୁଡ଼ିକ କାହିଁକି ପାଣିରେ ଚାଲୁନି। କାହିଁକି ପେଟ୍ରୋଲ, ଡିଜେଲର ଆବଶ୍ୟକତା ପଡୁଛି। ଜଳରୁ ତ ଶକ୍ତି…

ହାତୀର ସୂର୍ଯ୍ୟ ନମସ୍କାର ଫଟୋ ଭାଇରାଲ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଫଟୋ ସୋସିଆଲ…

କୋଭିଡିଅଟ୍‌ ଶବ୍ଦର ସଂଜ୍ଞା ଅକ୍ସଫୋର୍ଡ ଡିକ୍ସନାରୀରେ ପ୍ରକାଶ

ଓ୍ବାଶିଂଟନ, ୩୦।୯: କରୋନା ମହାମାରୀ ସଙ୍କଟ ସମୟରେ ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ କୋଭିଡିଅଟ୍‌ ଶବ୍ଦର ସଜ୍ଞା ପ୍ରକାଶ ପାଇଛି। ଏହି ଶବ୍ଦକୁ ‘ନିର୍ଦ୍ଦେଶ ମାନୁ ନ ଥିବା ବ୍ୟକ୍ତି ବିଶେଷ’ ଭାବେ ଉଲ୍ଲେଖ କରାଯାଇଛି। କୋଭିଡ୍‌ ଏବଂ ଇଡିଅଟ୍‌ ଦୁଇ ଶବ୍ଦର…

୨୦୧୯ ଓ ୨୦୨୦ରେ କ’ଣ ରହିଛିି ଫରକ୍‌: ମହିଳା ଫଟୋ ଶେୟାର କରି ଜଣାଇଲେ

ସରନ୍‌ ଓ୍ବଗ୍‌, ହେଉଛନ୍ତି ଜଣେ ବ୍ଲଗର। ସେ ସାଉଥ୍‌ ଆଫ୍ରିକାର କ୍ୟାପ୍‌ଟାଉନ୍‌ରେ ରୁହନ୍ତି। ସରନ ବୁଲାବୁଲି କରିବାକୁ ବହୁତ ଭଲ ପାଆନ୍ତି। ହେଲେ କରୋନା ଯୋଗୁ ସେ ଆଉ ଘରୁ ବାହାରକୁ କୁଆଡେ ଯାଇପାରୁ ନାହାନ୍ତି। ତେଣୁ ସେ ଘରେ ବସି…

ଦିବ୍ୟାଙ୍ଗ ଗୋଡ଼ ସାଜିଛି କୁକୁର, କରୁଛି ଏମିତି ସାହାଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

କରୋନା ସମୟରେ କନ୍ୟାଙ୍କୁ ଏମିତି ହଳଦୀ ଲଗାଉଛନ୍ତି ମହିଳା, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ହସି ହସି ଗଡ଼ିବେ। ଜଣେ କନ୍ୟାଙ୍କ ବିବାହ ପାଇଁ ହଳଦୀ ସେରିମନି କରାଯାଉଛି। ଏଥିରେ କିଛି ମହିଳା କନ୍ୟାଙ୍କୁ ପେଣ୍ଟ୍‌ ରୋଲର ବ୍ରଶ୍‌ ସାହାଯ୍ୟରେ ହଳଦୀ ଲଗାଉଥିବାର ନଜର…

ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ଦୌଡୁଛି ଡଷ୍ଟବିନ୍‌

ସାଧାରଣତଃ ଡଷ୍ଟବିନ୍‌ ଅଳିଆ ଆବର୍ଜନା ପକାଇବା ପାଇଁ କାର୍ଯ୍ୟରେ ଲାଗିଥାଏ। ମାତ୍ର ଲୋକେ ଏବେ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି। ଯାହାକି ଏହା ଅନେକ କାମରେ ଆସୁଛି। ଜଣେ ଇଞ୍ଜିନିୟରିଂ ଛାତ୍ର ଏହା ଭିତରେ ଏକ ମେଶିନ୍‌ ଲଗାଇଛନ୍ତି। ଫଳରେ ଏହା…

ଲୁଡୋ ଖେଳରେ ବାପାଙ୍କଠାରୁ ହାରିଲେ ଝିଅ: ପରେ ଯାହା ଘଟିଲା ଶୁଣିିଲେ ବିଶ୍ୱାସ ହେବ ନାହିଁ

କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ଲୁଡୋ ଖେଳ ପରିବାରର ପ୍ରିୟ ଖେଳ ପାଲଟିଲା। ପରିବାର ସଦସ୍ୟ ଏକାଠି ବସି ଲୁଡୋ ଖେଳିବାକୁ ଲାଗିଲେ। କିନ୍ତୁ ଏହି ଲୁଡୋ ଖେଳରେ ବାପା ଝିଅକୁ ହରାଇବାରୁ ସମ୍ପର୍କ ଭାଙ୍ଗଯିବାକୁ ବସିଛି।…

ସ୍ବାମୀ ମାର୍‌ପିଟ କରିବାରୁ ବାପ ଘରକୁ ଚାଲିଗଲେ ସ୍ତ୍ରୀ:ସେଠାରେ କଲେ ଏମିତି କାମ

ଉତ୍ତରପ୍ରଦେଶର କାନପୁରରୁ ଏକ ଅଜବ ପ୍ରେମକାହାଣୀ ଶୁଣିବାକୁ ମିଳିଛି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାନପୁରର ବାରାର ଗୁଞ୍ଜନ ଅଞ୍ଚଳର ଘଟଣା। ଗୋଟିଏ ଆପାର୍ଟମେଣ୍ଟରେ ରହୁଥିବା ୨ ପଡୋଶୀ ଯୁବତୀ ରତି ତିଓ୍ବାରୀ ଏବଂ ନନ୍ଦିନୀ ଗୌତମଙ୍କ ମଧ୍ୟରେ ପ୍ରେମ…

କମ୍ପାନୀରୁ ଡକରା: ବିମାନରେ ସୁରଟ ଫେରୁଛନ୍ତି ପ୍ରବାସୀ ଶ୍ରମିକ !

ସୁରଟ, ୨୯।୯: କରୋନା ମହାମାରୀ ସଙ୍କଟ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ସେତେବେଳେ ସୁରାଟରେ ବାସ କରୁଥିବା ପ୍ରବାସୀ ଶ୍ରମିକ ଘରକୁ ଫେରି ଆସିଥିଲେ। ତେବେ ଇତିମଧ୍ୟରେ ପରିସ୍ଥିିତିର ସୁଧାର ଆସିଛି। ସୁରଟରେ ଶିଳ୍ପସଂସ୍ଥାଗୁଡ଼ିକ ଖୋଲିଛି। ଶିଳ୍ପସଂସ୍ଥାରେ ଶ୍ରମିକଙ୍କ ଅଭାବ…

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ମନେ ପକାଇଲା ଡୁଡ୍‌ଲ

ଗୁଗଲ ମଙ୍ଗଳବାର ଦିନ ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ଜୋହରା ସେହଗାଲଙ୍କୁ ସ୍ମରଣ କରି ଏକ ଡୁଡ୍‌ଲ କରିଛି। ସେହଗାଲ ଦେଶର ପ୍ରଥମ କଳାକାରମାନଙ୍କ ମଧ୍ୟରୁ ଜଣେ ଯିଏକି ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କୁ ୧୯୮୮ରେ ପଦ୍ମଶ୍ରୀ, ୨୦୦୧ରେ କାଲିଦାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?