ଫାଟିଗଲା ରେଡ୍‌ ଓ୍ବାଇନ ଟ୍ୟାଙ୍କର, ଆଉ ତା’ ପରେ…

ମାଡ୍ରିଡ୍‌,୨୭ା୯: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ରେଡ୍‌ ଓ୍ବାଇନ୍‌ ଟ୍ୟାଙ୍କର ଫାଟି ୫୦ ହଜାର ଲିଟର ରେଡ୍‌ ଓ୍ବାଇନ୍‌ ବା ନାଲି ମଦ ପାଣି ପରି ବହୁଛି। ଭିଡିଓଟିକୁ ରେଡିଓ ଆଲବେସଟ୍‌ ନାମକ ଏକ ଟୁଇଟର ଆକାଉଣ୍ଟରେ ଶେୟାର କରାଯାଇଛି। ଏହା ସ୍ପେନ୍‌ର ଏକ ଭିଡିଓ। ଓ୍ବାଇନାରୀ ଟ୍ୟାଙ୍କ ଫାଟିବା ପରେ ତୀବ୍ର ଗତିରେ ରେଡ୍‌ ଓ୍ବାଇନ୍‌ ବାହାରେ ସୁଅ ଆକାରରେ ବହି ଯାଉଛି। ୪୯ ସେକେଣ୍ଡର ଏହି ଭିଡିଓକୁ ଦେଖି ଯେମିତି ଲାଗୁଛି ନାଲି ମଦର ବନ୍ୟା ଆସିଛି। ଭିଡିଓକୁ ଦେଖି ୟୁଜରମାନେ ମଧ୍ୟ ମଜାଳିଆ ଟିପ୍ସ ସବୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦେଶରୁ ଅନ୍ୟ ଦେଶକୁ ବିମାନରେ ଯାଉଥିବାବେଳେ ଶିଶୁ ଜନ୍ମ ହେଲେ, ମିଳିବ କେଉଁ ଦେଶର ନାଗରିକତା: ଜାଣନ୍ତୁ କ’ଣ କହୁଛି ନିୟମ

ନିକଟରେ ଲଣ୍ଡନରୁ କୋଚି ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଯେ, ଶିଶୁର...

ତାଲିବାନ୍‌ ପାଇଁ ଆର୍ଥିକ ଚ୍ୟାଲେଞ୍ଜ

କାବୁଲ,୨୨।୮: ତାଲିବାନ୍‌ର କାବୁଲ ଦଖଲ ପରେ ପ୍ରଥମ ଥର ପାଇଁ ରାଜଧାନୀରେ ପାଦ ଥାପିଛନ୍ତି ଆତଙ୍କବାଦୀ ସଙ୍ଗଠନର ସହପ୍ରତିଷ୍ଠାତା ତଥା ଉପନେତା ମୁଲ୍ଲା ଅବ୍‌ଦୁଲ ଗନି...

୪୨ ବର୍ଷ ଧରି ବନ୍ଦ ରହିଥିଲା ଏହି ରେଲ୍‌ଓ୍ବେ ଷ୍ଟେଶନ, ଜାଣନ୍ତୁ କାରଣ

ଗୋଟିଏ ରେଲ୍‌ଓ୍ବେ ଷ୍ଟେଶନ ସାଧାରଣ ଜଣେ ମହିଳାଙ୍କ ପାଇଁ ଦୀର୍ଘ ୪୨ ବର୍ଷ ଧରି ବନ୍ଦ ରହିବା ଆଶ୍ଚର୍ଯ୍ୟଜନକ। ବିଶ୍ୱାସ ହେଉ ନ ଥିଲେ ମଧ୍ୟ...

‘ହ୍ୟାଣ୍ଡଲୁମ୍‌- ଏକ ଭାରତୀୟ ଉତ୍ତରାଧିକାରୀ’

ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି। ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ହସ୍ତତନ୍ତ କାରିଗରଙ୍କ ଯେଉଁ...

ବର ୭୦କୁ କନ୍ୟା ୬୦, ଡାକ୍ତରଖାନାରେ ସାକ୍ଷାତ ଘରେ ହେଲା ବିବାହ

ପ୍ରେମ କେତେବେଳେ କେଉଁଠି କାହା ସହ ହେବ କହି ହୁଏ ନାହିଁ। ପ୍ରେମରେ ବୟସ ମଧ୍ୟ ଖୋଜାପଡ଼େନି। ପରିଣତ ବୟସରେ ବି ପ୍ରେମ ହେଉଥିବା ଅନେକ...

ସବୁଠୁ ଲମ୍ବା ହ୍ୟାଟ

ହ୍ୟାଟ ପିନ୍ଧିବା ଅନେକଙ୍କୁ ଭଲ ଲାଗିଥାଏ। ତେଣୁ ସେମାନେ ବିଭିନ୍ନ ପ୍ରକାରର ହ୍ୟାଟ ଟ୍ରାଏ କରନ୍ତି। ଆଉ ଆମେ ଏଠି ଯେଉଁ ହ୍ୟାଟ୍‌ କଥା କହୁଛୁ...

ଏହି କାରଣ ପାଇଁ ପ୍ରଥମ ସ୍ତ୍ରୀଙ୍କୁ ସାଢ଼େ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ସ୍ବାମୀ

ବେଜିଂ,୨୫।୨: ଚାଇନା କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ବ୍ୟକ୍ତି ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ୭୭୦୦ ଡଲାର ଅର୍ଥାତ୍‌ ସାଢ଼େ ୫ ଲକ୍ଷ ଟଙ୍କା...

ପୁଅ ନବମ, ହେଲେ ଝିଅ ଡାକ୍ତର-ଇଞ୍ଜିନିୟର: ଜାଣନ୍ତୁ କେତେ ପଢ଼ିଛନ୍ତି ଲାଲୁ ଯାଦବଙ୍କ ସନ୍ତାନ

ଲାଲୁ ପ୍ରସାଦ ଯାଦବ ଭାରତୀୟ ରାଜନୀତିର ଲୋକପ୍ରିୟ ଚେହେରା ମଧ୍ୟରୁ ଅନ୍ୟତମ। ବିହାରର ମୁଖ୍ୟମନ୍ତ୍ରୀ ପଦଠାରୁ ଆରମ୍ଭ କରି କେନ୍ଦ୍ରରେ ରେଳ ମନ୍ତ୍ରୀ ରହିଥିବା ଲାଲୁ...

Advertisement
Archives

Model This Week