ଫୁରସତ

ମାସ୍କ ବଦଳରେ ବେକରେ ସାପ ଗୁଡ଼ାଇ ବସ୍‌ରେ ଯାତ୍ରା କଲେ ବ୍ୟକ୍ତିି

ଲଣ୍ଡନ, ୧୫।୯: କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଲୋକମାନେ ସାନିଟାଇଜରରେ ହାତକୁ ସଫା କରିବା ସହିତ ମାସ୍କ ଓ ପିପିଇ କିଟ୍‌ ପରିଧାନ କରୁଥିବାର ଦେଖିବାକୁ ମିଳୁଛି। ତେବେ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ସାପକୁ ନିଜର…

ମଦ ପିଇ ଆସିବା ଯୋଗୁ ସ୍ବାମୀଙ୍କୁ ଖୁଣ୍ଟରେ ବାନ୍ଧି ଏଭଳି ଅବସ୍ଥା କଲେ ସ୍ତ୍ରୀ: ଦେଖନ୍ତୁ ଭିଡିଓ

ମଦ ପିଇ ଘରକୁ ଆସିଥିବା ସ୍ବାମୀଙ୍କୁ ନିର୍ଧୁମ ଛେଚିଲେ ସ୍ତ୍ରୀ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କ ଗୋଡ଼ ହାତ ବନ୍ଧା ହୋଇଥିବା ଦେଖିବାକୁ ମିଳୁଛି। ତାଙ୍କୁ ଜଣେ ମହିଳା ବାଡାଉଛନ୍ତି। ସେ…

ଏଭଳି ବୁଦ୍ଧି ପ୍ରୟୋଗ କରି ଗଛରୁ ଫଳ ତୋଳୁଛି ହାତୀ , ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ମାସ୍କ ନ ପିନ୍ଧିଲେ ଖୋଳିବାକୁ ପଡିବ କରୋନା ସଂକ୍ରମିତ ମୃତକଙ୍କ ପାଇଁ କବର

ଜାକର୍ତ୍ତା,୧୫ ।୯: କରୋନା ସଂକ୍ରମଣ ସାରା ବିଶ୍ୱକୁ ଥରହର କରାଇ ଦେଇଥିବା ବେଳେ ଏହାକୁ ରୋକିବାକୁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମମାନ ଲାଗୁ କରାଯାଇଛି । ତେବେ କରୋନା ସଂକ୍ରମଣ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ…

ଶୁକ୍ର ଗ୍ରହରେ ଏଲିଅନ !

ଓ୍ବାଶିଂଟନ, ୧୫।୯: ଶୁକ୍ର ଗ୍ରହରେ ଜୀବନର ସନ୍ଧାନ ମିଳିଛି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏଠାକାର ବାୟୁମଣ୍ଡଳରେ ଫସଫିନ୍‌ ଗ୍ୟାସ୍‌ର ଆସ୍ତରଣ ଥିବା ଜଣାପଡ଼ିଛି। ହୁଏତ ଏଠାକାର ବାୟୁମଣ୍ଡଳରେ ଏଲିଅନ ବାସ କରୁଥାଇ ପାରନ୍ତି ବୋଲି ମହାକାଶ ବିଜ୍ଞାନୀ ଆଶା…

ପାଟିରେ ସାପ ରଖି ମୃତ ଯୁବକଙ୍କୁ ଝାଡ଼ିଲେ ତାନ୍ତ୍ରିକ

ଲକ୍ଷ୍ନୌ, ୧୪।୯: ଉତ୍ତର ପ୍ରଦେଶ ଗୋଣ୍ଡା ଜିଲା କୋତଓ୍ବାଲି ଅଞ୍ଚଳରୁ ଅନ୍ଧବିଶ୍ୱାସର ଏକ ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ରାତିରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ଭାଇ-ଭଉଣୀକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏହାପରେ ପରିବାର ଲୋକ…

କରେଣ୍ଟ ଲାଗି କଟିଯାଇଥିଲା ୨ ହାତ; ପାଦରେ ଲେଖି ହେଲେ କୃଷି ପର୍ଯ୍ୟବେକ୍ଷକ

ସିକର, ୧୪।୯: ରାଜସ୍ଥାନର ସିକରରେ ରହୁଥିବା ଭରତ ସିଂ ଶେଖାଓ୍ବତଙ୍କୁ ଏବେ ସମସ୍ତେ ବେଶ୍‌ ତାରିଫ କରୁଛନ୍ତି। ମାତ୍ର ୬ ବର୍ଷ ବୟସରେ ଭରତ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ହାତ ହରାଇଥିବା ଭରତ ପାଦରେ…

ନିଶାରେ ବଣୁଆ ହାତୀକୁ ନମସ୍କାର କରିବା ପଡ଼ିଲା ମହଙ୍ଗା

ରାଞ୍ଚି, ୧୪।୯: ନିଶାରେ ଥିବା ଜଣେ ବ୍ୟକ୍ତି ହିତାହିତ ଜ୍ଞାନ ଭୁଲି ଗୋଟିଏ ବଣୁଆ ହାତୀକୁ ନମସ୍କାର କରିବା ମହଙ୍ଗା ପଡ଼ିଛି। ହାତୀଟି ଏଥିରେ ଉତ୍ୟକ୍ତ ହୋଇ ସାମ୍ନାରେ ଠିଆ ହୋଇଥିବା ସେହି ବ୍ୟକ୍ତିଙ୍କୁ କଚାଡ଼ି ମାରି ଦେଇଛି। ଏଭଳି ଏକ…

ଏଭଳି ବୁଦ୍ଧି ପ୍ରୟୋଗ କରି ମେଣ୍ଢାଙ୍କ ଝଗଡ଼ା ଭାଙ୍ଗିଲା କୁକୁର, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

କିଭଳି ନାଚୁଛି ପକ୍ଷୀ, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

ଆଙ୍ଗଲିଙ୍ଗ୍‌ ଗାଁକୁ ଚାଇନାର ଭୟ: ପ୍ରତିଘରେ ସିକ୍ରେଟ ଫୋର୍ସ ସଦସ୍ୟ

ଲେହ, ୧୪।୯: ପୂର୍ବ ଲଦାଖରେ ଏଲ୍‌ଏସି ଅଞ୍ଚଳରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଭାରତୀୟ ସୀମା ମଧ୍ୟରେ ଅନୁପ୍ରବେଶ କରିବାକୁ ଚାଇନାର ପିପୁଲସ୍‌ ଲିବରେଶନ୍‌ ଆର୍ମି(ପିଏଲ୍‌ଏ) ଲଗାତାର ପ୍ରୟାସ କରୁଛି। ପେଙ୍ଗୋଙ୍ଗ୍‌ ତ୍ସୋର ଦକ୍ଷିଣରେ ଥିବା ଗୁରଙ୍ଗ୍‌ ହିଲ୍‌ ଏବଂ…

ଭାରତୀୟ ନାଗରିକଙ୍କ ସଚ୍ଚୋଟତା; ଫେରାଇଲେ ୧୦ ଲକ୍ଷ ଟଙ୍କା ସହ ସୁନା ଭର୍ତ୍ତି ବ୍ୟାଗ୍‌

ନୂଆଦିଲ୍ଲୀ, ୧୩।୯: ଜଣେ ଭାରତୀୟ ନାଗରିକଙ୍କ ସଚ୍ଚୋଟତାକୁ ନେଇ ଦୁବାଇରେ ବେଶ୍‌ ଚର୍ଚ୍ଚା। ରିତେଶ ଜେମ୍ସ ଗୁପ୍ତା ନାମକ ଏହି ଭାରତୀୟ ନାଗରିକଜଣଙ୍କ ଏକ ବ୍ୟାଗ୍‌ ପାଇଥିଲେ। ଯେଉଁଥିରେ ସାଢ଼େ ୧୦ ଲକ୍ଷ ଟଙ୍କାର ନଗଦ ରାଶି ଏବଂ ସୁନା ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?