ଫୁରସତ

୨୪ ଘଣ୍ଟା ମଧ୍ୟରେ କ୍ୟାପଶନ ଦେଲେ ମିଳିବ କାର: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ ବୃଦ୍ଧି କରିବାକୁ କିଛି ଭିଡିଓ ମଧ୍ୟ ଶେୟାର କରିଥାଆନ୍ତି । ନିକଟରେ ଆନନ୍ଦ ମହିନ୍ଦ୍ରା…

ଟଏଲେଟ୍‌ ରେଷ୍ଟୁରାଣ୍ଟ

ପୃଥିବୀରେ ବହୁ ସଂଖ୍ୟକ ଛୋଟ ବଡ଼ ରେଷ୍ଟୁରାଣ୍ଟ ରହିଛି। ହେଲେ ସେସବୁ ମଧ୍ୟରେ କିଛି ଏମିତି ରେଷ୍ଟୁରାଣ୍ଟ ବି ରହିଛି, ଯାହାର ଅଜବ ଥିମ୍‌ ପାଇଁ ତାହା ସାରା ଦୁନିଆରେ ଚର୍ଚ୍ଚିତ। ଆସନ୍ତୁ ଜାଣିବା ଏଭଳି କିଛି ରେଷ୍ଟୁରାଣ୍ଟ ସମ୍ପର୍କରେ… ଟଏଲେଟ୍‌…

ଅଟକି ଯାଇଛି ବୟସ

ରୁଷୀୟ ଗଣମାଧ୍ୟମରେ ଏବେ ଡେନିସ ଭାସୁରିନ୍‌ ଜଣେ ବହୁ ପରିଚିତ ନାମ। ସେ ପରିଚୟ ପାଇଛନ୍ତି ତାଙ୍କର ଅବିଶ୍ୱସନୀୟ ଶରୀର ପାଇଁ। ଅର୍ଥାତ୍‌ ୧୯୮୭ ମସିହାରେ ଜନ୍ମିତ ଡେନିସ୍‌ ଦେଖିବାକୁ ଜଣେ ୧୨-୧୩ ବର୍ଷର ପୁଅ ଭଳି। ଛୋଟ ପିଲାଙ୍କ ପରି…

ଅନ୍ଧାରରେ ଚମକେ ଏହି ବଡିପେଣ୍ଟିଂ

ଜନ ପପଲ୍‌ଟନ୍‌ ଜଣେ ଚିତ୍ରକର ସହ ଫଟୋଗ୍ରାଫର୍‌ ମଧ୍ୟ। ଦୀର୍ଘ ୨୦ ବର୍ଷ ହେବ ସେ ୱେଡିଂ ଓ ପୋର୍ଟ୍ରେଟ୍‌ ଫଟୋଗ୍ରାଫୀ କରିଛନ୍ତି। ସେ ସବୁବେଳେ ଚାହୁଁଥିଲେ ତାଙ୍କ ପେଣ୍ଟିଂ ଜୀବନ୍ତ ଲାଗୁ। ତେବେ ଦିନେ ଏହାକୁ ବାସ୍ତବ କରିବାର ଏକ…

ପରିଚ୍ଛନ୍ନ ଗାଁ ବବେଇଯୋଡା

ମୟୂରଭଞ୍ଜର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବବେଇଯୋଡ଼ା ଗାଁ , ଯାହା ଏବେ ପରିଚ୍ଛନ୍ନ ଗାଁ ଭାବେ ଅନ୍ୟ ଗାଁ ପାଇଁ ଉଦାହରଣ…. ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲା। ଏହି ଆଦିବାସୀ ବହୁଳ ଜିଲାରେ ରହିଛି ଅନେକ ଗ୍ରାମ…

୧୩ ଅକ୍ଟୋବରରେ ମହାକାଶରେ ଦେଖାଯିବ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ

ଆଉ ୩ ଦିନ ପରେ ଅର୍ଥାତ୍‌ ୧୩ ଅକ୍ଟୋବରରେ ମହାକାଶରେ ଏପରି କିଛି ହେବ ଯାହାକୁ ପରବର୍ତ୍ତୀ ଥର ଦେଖିବା ପାଇଁ ଆପଣଙ୍କୁ ୨୦୩୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହିଦିନ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ। ଜ୍ୟୋତିର୍ବିଜ୍ଞାନୀ ଏବଂ…

୮ ବର୍ଷ ଝିଅର ବେଷ୍ଟ ଫ୍ରେଣ୍ଡ୍‌ ୧୧ ଫୁଟ ଲମ୍ବର ଅଜଗର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବନ୍ଧୁତା ଏମିତି ଏକ ଶବ୍ଦ ଯାହାର କଳନା ନାହିଁ। ମାତ୍ର ଏମିତି ଜଣେ ଝିଅ ଅଛନ୍ତି, ଯାହାଙ୍କ ବନ୍ଧୁ କୌଣସି ଝିଅ କି ପୁଅ ନୁହନ୍ତି। ଏକ ବିଷଧର ସାପ। ସାଧାରଣତଃ ସାପକୁ କିଏ ବା ନ ଡରେ। କିନ୍ତୁ ଇସ୍ରାଏଲରେ…

ବିଶ୍ୱର ସବୁଠୁ ଦାମୀ ଭ୍ୟାନିଟି, ଜାଣନ୍ତୁ ଏତିକି ଟଙ୍କାରେ ହୋଇଥିଲା ନିଲାମ

ବିଶ୍ୱରେ ଆଜିକାଲି ପ୍ରତ୍ୟେକ ଜିନିଷ ନିଲାମ ହେଉଛି। ସେଥିମଧ୍ୟରୁ ଏମିତି କିଛି ଜିନିଷ ନିଲାମ ହୁଏ, ଯାହାର ଦାମ୍‌କୁ ନେଇ ପୂରା ଦୁନିଆରେ ଚର୍ଚ୍ଚା ହୋଇଥାଏ। ସେମିତି ଏକ ଜିନିଷ ଲଣ୍ଡନରେ ନିଲାମ ହୋଇଥିଲା। ଯାହା ୧ କୋଟିରୁ ଅଧିକ ଟଙ୍କାରେ…

ରାତାରାତି ଲକ୍ଷପତି ହୋଇଗଲେ ୪ ଭିକାରି, ଜାଣନ୍ତୁ କିପରି

ପ୍ୟାରିସ,୧୦ା୧୦: ଫ୍ରାନ୍ସର ଲଟେରି ସଂଚାଳକ ଏଫ୍‌ଡିଜେ କହିଛନ୍ତି, ଭିକରେ ମିଳିଥିବା ଲଟେରି ଟିକେଟ ୪ ଭିକାରିଙ୍କୁ ରାତାରାତି ଲକ୍ଷପତି କରିଦେଇଛି। ପ୍ରତ୍ୟେକ ଭିକାରିଙ୍କୁ ୫୦ ହଜାର ୟୁରୋ ଅର୍ଥାତ୍‌ ୪୩ ଲକ୍ଷରୁ ଅଧିକ ଜ୍ୟାକ୍‌ପଟ ଲଟେରି ଲାଗିଛି। ୩୦ ବର୍ଷୀୟ ୪…

ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେଲେ ୧୬ ବର୍ଷ ବୟସ୍କା ବାଳିକା

ହେଲସିଙ୍କି, ୧୦।୧୦: ଫିନଲାଣ୍ଡ୍‌ରେ ଜଣେ ୧୬ ବର୍ଷ ବୟସ୍କା ବାଳିକାଙ୍କୁ ଦିନକ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିବାକୁ ପଡ଼ିଛି। ଏନେଇ ପ୍ରଧାନମନ୍ତ୍ରୀ ସନା ମରିନ୍‌ ପଦବୀ ଖାଲି କରିଥିଲେ। ତାଙ୍କ ସ୍ଥାନରେ ଦିନକ ଲାଗି ଆଭା ମୁତ୍ତୋଙ୍କୁ ପ୍ରଧାନମନ୍ତ୍ରୀ ଭାବେ…

ମୂଷା କାଟି ଦେଲେ ଜମିଜମା କାଗଜପତ୍ର: ପ୍ରଶାସନର ଅକଲ ଗୁଡୁମ୍‌

ଆଗ୍ରା, ୧୦।୧୦: ଆଗ୍ରା ନଗର ନିଗମ କାର୍ଯ୍ୟାଳୟର ଅବହେଳା ସମ୍ପର୍କରେ ଏକ ଖବର ପଦାକୁ ଆସିଛି। ଏଠାରେ ମୂଷାମାନେ ଲୋକଙ୍କ ଜମିଜମା କାଗଜ ପତ୍ରର ରେକର୍ଡ କାଟିକୁଟି ନଷ୍ଟ କରିଦେଇଛନ୍ତି। ଏଠାରେ ୧୯୮୭ରୁ ୧୯୯୨ ପର୍ଯ୍ୟନ୍ତ ଜମିଜମା ରେକର୍ଡ ରହିଥିଲା। ଏହି…

ଆକାଶରୁ ହେଲା ଚଢ଼େଇ ବର୍ଷା

ଫିଲାଡେଲଫିଆ, ୧୦।୧୦: ଆକାଶରୁ ମେଘ ବର୍ଷା ହେବା ଜଣାଅଛି। ତେବେ ହଠାତ୍‌ ଆକାଶରୁ ଚଢ଼େଇ ବର୍ଷା ହେବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି ଘଟଣା ୭୨ ବର୍ଷ ପରେ ଆମେରିକାର ଫିଲାଡେଲଫିଆ ସହରରେ ଦେଖିବାକୁ ମିଳିଛି। ଅକ୍ଟୋବର ୨ ଭୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?