ଫୁରସତ

ଏହି ଦେଶର ଯୁବତୀମାନେ ପିନ୍ଧନ୍ତି ରକ୍ତଭିଜା ପୋଷାକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଟୋକିଓ,୧୪ା୧୦: ପରମ୍ପରାକୁ ଜାବୁଡ଼ି ଧରିଥିବା ଦେଶ ଜାପାନରେ ଏବେ ଆଉ ଏକ ଅଜବ ଫ୍ୟାଶନ ଟ୍ରେଣ୍ଡ୍‌ କରୁଛି। ଏଠାକାର ଯୁବତୀମାନେ ରାସ୍ତାରେ ରକ୍ତଭିଜା କପଡ଼ା ପିନ୍ଧି ବୁଲୁଛନ୍ତି। ଏପରିକି ଆଖି ତଳେ କଳା ଦାଗ ଏବଂ ବେକରେ ରକ୍ତଭରା ସିରିଞ୍ଜ୍‌ ରଖିଥିବା…

ରୋଗୀଙ୍କ ସାମ୍ନାରେ ଡ୍ୟାନ୍ସ କଲେ ଡାକ୍ତର, ଭିଡିଓ ଭାଇରାଲ

ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯେଉଁଥିରୁ କିଛି ଶିକ୍ଷା ମଧ୍ୟ ମିଳିଥାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଡାକ୍ତରମାନେ କରୋନା ରୋଗୀଙ୍କ ସାମ୍ନାରେ ‘ଚିଟିୟାଁ କଲାୟିୟାଁ’ ଗୀତରେ ଧମାକାଦାର ଡ୍ୟାନ୍ସ କରୁଛନ୍ତି।…

କାହିଁକି ବିବାହ କଲେ ନାହିଁ ମୁକେଶ ଖାନ୍ନା; ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୩।୧୦: ବହୁଚର୍ଚ୍ଚିତ ‘ଶକ୍ତିମାନ’ ସିରିୟଲର ମୁଖ୍ୟ ଅଭିନେତା ମୁକେଶ ଖାନ୍ନା ଏବେ ଖବରର ଶିରୋନାମାରେ ରହୁଛନ୍ତି। ‘ଦି କପିଳ ଶର୍ମା ଶୋ’କୁ ନେଇ ଦେଇଥିବା ମନ୍ତବ୍ୟ ଲାଗି ମୁକେଶ ଚର୍ଚ୍ଚାରେ ରହିଥିଲେ। ଯେତେବେଳେ ବି ମୁକେଶ ଖାନ୍ନାଙ୍କୁ ନେଇ ଆଲୋଚନା…

ଯୁବକଙ୍କ ସହ ମରୁଭୂମିରେ ଡ୍ୟାନ୍ସ କରୁଛନ୍ତି ଓଟ ପଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ମରୁଭୂମିରେ ଓଟ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଦଳେ ଓଟ ମରୁଭୂମିରେ ବୁଲୁଛନ୍ତି। ସେହି ସମୟରେ ଜଣେ ଯୁବକ ଓଟଙ୍କ ପାଖକୁ ଆସି ଗୋଡ…

ରାସ୍ତାକଡ଼ରେ ପଡ଼ିଥିବା ପିଜା ଡବା ହଲୁଥିଲା: ପାଖକୁ ଯାଇ ଦେଖିବା ପରେ ଉଡ଼ିଗଲା ହୋସ୍‌

ଅର୍ଥ ଅଭାବରୁ ଲୋକେ କିଛି ବି କରିବାକୁ ପଛାନ୍ତି ନାହିଁ। ବେଳେ ବେଳେ ସେମାନେ ଏପରି ଭୁଲ ନିଷ୍ପତ୍ତି ନେଇଥାନ୍ତି, ଯାହା ବିଷୟରେ କେହି କେବେ କଳ୍ପନା ମଧ୍ୟ କରିପାରିବ ନାହିଁ। ସେମିତି କିଛି ଘଟିଛି ମେକ୍ସିକୋରେ। ମେକ୍ସିକୋର ତଲାଲଟେନାଙ୍ଗୋ ସହର…

ଖୋଲିଲା ମନ୍ଦିର: ଠାକୁରଙ୍କୁ ଲାଗି ହେଲା ୩ ହଜାର କିଲୋ ସେଓ

ଅହମଦାବାଦ, ୧୩।୧୦: ଲକ୍‌ଡାଉନ୍‌ ପରେ ଗୁଜରାଟର ଅହମଦାବାଦରେ ସ୍ବାମୀ ନାରାୟଣ ମନ୍ଦିର ମଙ୍ଗଳବାର ଖୋଲିଛି। ମନ୍ଦିର ଖୋଲିବାର ପ୍ରଥମ ଦିନରେ ଠାକୁରଙ୍କୁ ୩ ହଜାର କିଲୋ ସେଓ ଲାଗି ହୋଇଛି। ଠାକୁରଙ୍କୁ ସେଓରେ ସଜାଇ ଦିଆଯାଇଛି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ…

ହାତୀ ଉପରେ ଯୋଗ କରୁଥିବା ବେଳେ ଖସି ପଡ଼ିଲେ ରାମଦେବ

ମଥୁରା, ୧୩।୧୦: ଯୋଗଗୁରୁ ରାମଦେବଙ୍କ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାବେଳେ ଖସି ପଡୁଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓଟି ମଥୁରାର ରମଣରେତି ଆଶ୍ରମର ବୋଲି କୁହାଯାଉଛି।…

କିଛି ବର୍ଷ ମଧ୍ୟରେ ଉତ୍ତରମେରୁ ହେବ ବରଫ ଶୂନ୍ୟ: ମିଶନ ଆଇସ୍‌ବ୍ରେକର ରିପୋର୍ଟ

ଓ୍ବାଶିଂଟନ, ୧୩।୧୦: ପୃଥିବୀର ଉତ୍ତରମେରୁ ଆସନ୍ତା କିଛି ବର୍ଷ ମଧ୍ୟରେ ବରଫ ଶୂନ୍ୟ ହେବ। ଖରାଦିନେ ଏଠାରେ ଆଉ ବରଫର ଆବରଣ ରହିବ ନାହିଁ। ମିଶନ ଆଇସ୍‌ବ୍ରେକର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଉତ୍ତରମେରୁରେ ଅନ୍ତର୍ଜାତୀୟସ୍ତରରେ ବୈଜ୍ଞାନିକମାନଙ୍କ ଦ୍ୱାରା…

ଡିଟିଏଚ୍ ଉପରେ ମାଙ୍କଡ଼: କ୍ୟାପଶନ ବିଜେତାଙ୍କ ନାଁ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୩ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ ବୃଦ୍ଧି କରିବାକୁ କିଛି ଭିଡିଓ ମଧ୍ୟ ଶେୟାର କରିଥାଆନ୍ତି । ନିକଟରେ ଆନନ୍ଦ ମହିନ୍ଦ୍ରା…

ଗୋବର ଦ୍ୱାରା କମ୍ ହେବ ରେଡିଏଶନ!

ନୂଆଦିଲ୍ଲୀ,୧୩ ।୧୦: ଅନେକ ସମୟରେ ଗାଈ ଗୋବରକୁ ନେଇ ବିଭିନ୍ନ ପ୍ରକାର ଦାବି କରାଯାଉଛି । ଆଉ ଏହାପରେ ଏହାକୁ ନେଇ ବିବାଦ ବି ମୁଣ୍ଡ ଟେକୁଛି । ପୁଣିଥଣେ ଏହି ଗାଈ ଗୋବରକୁ ନେଇ ଦାବି କରାଯାଇଛି କି ଏହା…

ଫେସ୍‌ବୁକରୁ ହେଲା ପ୍ରେମ; ସ୍ବାମୀକୁ ଛାଡ଼ି ପ୍ରେମିକ ସହ ପଳାଇଲା ସ୍ତ୍ରୀ

ହରିଦ୍ୱାର, ୧୨।୧୦: ଫେସ୍‌ବୁକରେ ପ୍ରେମ ବଢ଼ିବାରେ ଲାଗିବା ପରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ସହ ଫେରାର୍‌ ହୋଇଯାଇଥିଲେ। ଶେଷରେ ସ୍ବାମୀ ନିଜ ସ୍ତ୍ରୀକୁ ଖୋଜିବା ଲାଗି ପୋଲିସର ସହାୟତା ନେଇଥିଲେ। ଦୀର୍ଘ ୩ ମାସ ପରେ ଶେଷରେ…

ସମୁଦ୍ର କୂଳରେ ଖେଳୁଛନ୍ତି କୁକୁଲ ପଲ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ସମୁଦ୍ର କୂଳରେ ଦଳେ କୁକୁର ବେଲୁନରେ ଖେଳୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଦଳେ କୁକୁର ସମୁଦ୍ର କୂଳରେ ଏକ ବେଲୁନରେ ଖେଳୁଛନ୍ତି। ବେଲୁନଟି ପବନରେ ଉଡୁଥିବାବେଳେ କୁକୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?