ମଣିଷ ଛୁଆର ମା’ ସାଜିଛି କୁକୁର, ଏପରି କରୁଛି ସ୍ନେହ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ପ୍ରେମ ନିବେଦନ ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚକଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ପ୍ରେମିକାକୁ ଗୋଲାପ ଫୁଲ ଦେଇ ଅଧିକାଂଶ ଲୋକ ପ୍ରେମ ନିବେଦନ କରିଥାନ୍ତି। ଆଉ କେତେକ ଲୋକ ଏହାଠାରୁ କିଛି ଭିନ୍ନ କରିବାକୁ ଚାହିଁଥାନ୍ତି। ସେମିତି ଜଣେ ବ୍ୟକ୍ତି ହେଲେ ଲଣ୍ଡନର ଜୋସ।ଜୋସ୍ ସାରା ନାମକ ଝିଅକୁ ପ୍ରେମ ନିବେଦନ କରିବା ନିମନ୍ତେ…
ବର୍ଷକୁ ୨୦ କୋଟି ଟଙ୍କାର ମଦ ପିଅନ୍ତି ଏହି ଦେଶର ଶାସକ
ପ୍ୟୋଙ୍ଗୟାଙ୍ଗ,୯ା୧୦: ବିଶ୍ୱରେ ଏମିତି କେହି ନାହିଁ, ଯିଏ କି ଉତ୍ତରକୋରିଆର ଶାସକ କିମ୍-ଜୋଙ୍ଗ୍-ଉନ୍ଙ୍କୁ ନ ଜାଣିଛି। କିମ୍ ନିଜର ଏକଛତ୍ରବାଦ ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମିତିରେ ଉତ୍ତରକୋରିଆକୁ ‘ଗୁପ୍ତ ଦେଶ’ ବୋଲି କୁହାଯାଏ। କାରଣ ଏଠାକାର କଥା ବାହାର…
ସମୁଦ୍ର ତଳେ ପୋଷ୍ଟ ଅଫିସ
୧୮୭୪ ମସିହା ଠିକ୍ ଆଜିର ଦିନରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ ପ୍ରତିଷ୍ଠା କରିବାକୁ ୨୨ ଦେଶ ସହମତି ପ୍ରକାଶ କରିଥିଲେ । ଏହାପରେ ୧୯୬୯ରେ ଜାପାନର ଟୋକିଓରେ ଏକ ଆୟୋଜନ କରାଯାଇଥିଲା । ଏଥିରେ ଅକ୍ଟୋବର ୯କୁ ବିଶ୍ୱ ଡାକ ଦିବସ…
ସୁରଟରେ ଆକାଶରୁ ବର୍ଷିଲା ସୁନା ବିସ୍କୁଟ ଭଳି ଧାତୁ
ସୁରଟ, ୮।୧୦: ଗୁଜରାଟ ସୁରଟ ସହରର ଏକ ଗ୍ରାମରେ ସୁନା ବିସ୍କୁଟ ଭଳି ଦେଖାଯାଉଥିବା ଏକ ଧାତୁ ବର୍ଷା ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହି ଧାତୁ ସଂଗ୍ରହ କରିବାକୁ ଘରୁ ବାହାରି ଆସି ରାସ୍ତାରେ ବୁଲିବାକୁ ଲାଗିଥିଲେ। ବୁଧବାର…
ମାସକରେ ଗୋଟିଏ ସନ୍ତାନକୁ ଜନ୍ମ ଦେଇଥାନ୍ତି ଏହି ମହିଳା: ୬ ଲକ୍ଷ ଟଙ୍କାରେ ଅନ୍ଲାଇନ୍ରେ କରିଥାନ୍ତି ବିକ୍ରି
ଖବରର ହେଡିଙ୍ଗ୍ଟି ପଢ଼ିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ। ଭାବୁଥିବେ ମାସକରେ କିପରି ଜଣେ ଶିଶୁ ଜନ୍ମ ହୋଇପାରିବ। ମାତ୍ର କାନାଡ଼ାର ଜଣେ ମହିଳା ଏହାକୁ ସଫଳ କରୁଛନ୍ତି। ପ୍ରକୃତ କଥା ହେଲା, କାନାଡ଼ାର ୪୯ ବର୍ଷୀୟା…
ଏମିତି ଦେଶ, ଯେଉଁଠି କାଠବାକ୍ସରେ ଲୁଚାଇ ପୂଜା କରାଯାଏ ପ୍ରଭୁ ଗଣେଶଙ୍କ ମୂର୍ତ୍ତି
ଜାପାନର ରାଜଧାନୀ ଟୋକିଓରେ ଅନେକ ବୁଦ୍ଧ ମନ୍ଦିର ଅଛି, ଯାହା ହଜାର ହଜାର ବର୍ଷ ପୁରୁଣା। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଗୋଟିଏରେ ହିନ୍ଦୁମାନଙ୍କର ଦେବତା ଗଣେଶଙ୍କ ମୂର୍ତ୍ତି ରଖାଯାଇଛି। ଅଷ୍ଟମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରର ନାମ ମାଶ୍ଚୁଚିଆମା ଶୋଟେନ। ଯେଉଁଠାରେ…
ପୁଅ ପାଇଁ ଏମିତି କନ୍ୟା ଆବଶ୍ୟକ ବିଜ୍ଞାପନ ଦେଲେ ପରିବାର ଲୋକେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସାଧାରଣତଃ କମ୍ପାନୀଗୁଡିକ ସେମାନଙ୍କର ଉତ୍ପାଦ ବିକ୍ରୟ କରିବା ତଥା ସମ୍ପର୍କ ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥାନ୍ତି। କିନ୍ତୁ ଏକ ପରିବାର ପୁଅ ପାଇଁ କନ୍ୟା ଦରକାର ବୋଲି ବିଜ୍ଞାପନ ଦେଇଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଏହି…
ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ଶେୟାର କଲେ ଏମିତି କିଛି ଫଟୋ, ସୋସିଆଲ ମିଡିଆରେ ହେଉଛି ଭାଇରାଲ
କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ୍ ରାଜୀବ ଭଦ୍ରା ରଣଥାମ୍ବର ନ୍ୟାଶନାଲ ପାର୍କର ବନ୍ୟଜନ୍ତୁଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ୨୦ ବର୍ଷୀୟ ରେହାନଙ୍କ ରୁଚି ହେଲା…
ବିୟର କଥା ମନେ ପଡ଼ିବାରୁ ଆଇସୋଲେଶନ ଓ୍ବାର୍ଡ ଛାଡ଼ି ପଳାଇଲେ ଏହି ଯୁବକ, ଆଉ ତା’ ପରେ…
ଲଣ୍ଡନ,୮ା୧୦: କୁହାଯାଏ, ଏମିତି କିଛି ବ୍ୟକ୍ତି ଅଛନ୍ତି ସେମାନେ ନିଶା ପାଇଁ ସବୁକିଛି କରିପାରନ୍ତି। ଠିକ୍ ଏମିତି ଏକ ଘଟଣା ଘଟିଛି ବ୍ରିଟେନ୍ରେ। ଏଠାକାର ଜଣେ ଯୁବକ କରୋନା ସଂକ୍ରମିତ ହୋଇଥିଲେ। ଏଥିପାଇଁ ସେ ଆଇସୋଲେଶନ ଓ୍ବାର୍ଡରେ ରହୁଥିଲେ। ଏହି ସମୟରେ…
ମଝି ଆକାଶରେ ପୁତ୍ର ସନ୍ତାନଙ୍କୁ ଜନ୍ମଦେଲେ ମହିଳା: ଲାଇଫ୍ ଟାଇମ୍ ମାଗଣା ଫ୍ରି ଟିକଟ ଉପହାର ଦେଲା ଇଣ୍ଡିଗୋ
ନୂଆଦିଲ୍ଲୀ, ୮।୧୦: ଦିଲ୍ଲୀରୁ ବେଙ୍ଗାଲୁରୁ ଉଡ଼ାଣ କରୁଥିବା ଇଣ୍ଡିଗୋ ବିମାନରେ ଜଣେ ମହିଳା ପୁତ୍ର ସନ୍ତାନଙ୍କୁ ଜନ୍ମଦେଇଛନ୍ତି। ମଝି ଆକାଶରେ ହଠାତ୍ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ବାଧ୍ୟ ହୋଇ ଡାକ୍ତରଙ୍କ ସହାୟତାରେ ମହିଳାଙ୍କ ପ୍ରସବ କରାଯାଇଥିଲା। ବେଙ୍ଗାଲୁରୁରେ ବିମାନ…
ଏପରି ବୁଦ୍ଧି ଖଟାଇ ଓଟ ଉପରେ ପାଣି ଛିଞ୍ଚୁଛି ହାତୀ: ଭିଡିଓ ଭାଇରାଲ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ହାତୀ ଓଟ ଉପରେ ପାଣି ଛିଞ୍ଚୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ହାତୀଟି ଏକ ପାଣି କୁଣ୍ଡରୁ ଶୁଣ୍ଢରେ ପାଣି ନେଇ ନିକଟରେ ଥିବା ଓଟ ଉପରେ…

