Posted inଫୁରସତ

ଅନ୍ଧାରରେ ଚମକେ ଏହି ବଡିପେଣ୍ଟିଂ

ଜନ ପପଲ୍‌ଟନ୍‌ ଜଣେ ଚିତ୍ରକର ସହ ଫଟୋଗ୍ରାଫର୍‌ ମଧ୍ୟ। ଦୀର୍ଘ ୨୦ ବର୍ଷ ହେବ ସେ ୱେଡିଂ ଓ ପୋର୍ଟ୍ରେଟ୍‌ ଫଟୋଗ୍ରାଫୀ କରିଛନ୍ତି। ସେ ସବୁବେଳେ ଚାହୁଁଥିଲେ ତାଙ୍କ ପେଣ୍ଟିଂ ଜୀବନ୍ତ ଲାଗୁ। ତେବେ ଦିନେ ଏହାକୁ ବାସ୍ତବ କରିବାର ଏକ ଉପାୟ ତାଙ୍କୁ ଜୁଟିଥିଲା। ସେ ଅନ୍ଧକାର ଷ୍ଟୁଡିଓରେ ଜଣେ ମହିଳାଙ୍କ ଶରୀରରେ ୟୁଭି ପେଣ୍ଟ୍‌ରେ ପେଣ୍ଟ କରି ଫଟୋ ଉଠାଇଥିଲେ। ଆଉ ବ୍ଲାକ୍‌ ଲାଇଟ୍‌ରେ ସେହି ପେଣ୍ଟିଂରୁ ଚମକ୍‌ ବାହାରିଥିଲା। ଫଟୋଗୁଡିକ ଅତ୍ୟନ୍ତ ଆକର୍ଷକ ଓ ଜୀବନ୍ତ ଲାଗିବାକୁ ଲାଗିଲା। ଶରୀରରେ ପେଣ୍ଟିଂ କରିବାକୁ ତାଙ୍କୁ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଲାଗିଥାଏ। ଆଫ୍ରିକାର ସାଭାନ୍ନାରୁ ଆରମ୍ଭ କରି ଭୟଙ୍କର ବିଜୁଳିର ପେଣ୍ଟିଂ ସେ ଶରୀରରେ କରିଛନ୍ତି। ତେବେ ତାଙ୍କୁ ଲାଗେ ନାରୀର ଶରୀରରେ ଏହି ପେଣ୍ଟିଂ କଲେ ତାହା ବେଶ୍‌ ବାସ୍ତବ ଲାଗିଥାଏ। ତେଣୁ ତାଙ୍କର ଅଧିକାଂଶ ପେଣ୍ଟିଂ ସେ ମହିଳାଙ୍କ ଶରୀରରେ କରିଥାଆନ୍ତି। ଆଉ ସବୁ ପେଣ୍ଟିଂ ସେ ୟୁଭି ପେଣ୍ଟ୍‌ରେ କରନ୍ତି, ଯେମିତିକି ସେଗୁଡିକ ଉପରେ ବ୍ଲାକ୍‌ ଲାଇଟ୍‌ ପଡିଲେ ସେଥିରୁ ଚମକ୍‌ ବାହାରିବ।


Enter your email to get our daily news in your inbox.

All Right Reserved By Dharitri.Com

୩ଡି ଆନିମେଟେଡ୍‌ ଭିଡିଓ ଶେୟାର କରି ଯୋଗ କରିବାକୁ ମୋଦିଙ୍କ ନିବେଦନ

ନୂଆଦିଲ୍ଲୀ,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଫିଟ୍‌ନେସ୍‌କୁ ନେଇ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ଲୋକଙ୍କୁ ଯୋଗ କରିବାକୁ ନିବେଦନ କରିଛନ୍ତି। ସୋମବାର...

ଦ କ୍ୟାନ୍ସର ହବ୍‌

ଗୁଟଖା, ପାନ ଖାଇବା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ। ଏକଥା ଜାଣି ମଧ୍ୟ ଲୋକେ ଏହାକୁ ଖାଇଥାନ୍ତି। ଏହାକୁ ଖାଇ ନିଜ ସ୍ବାସ୍ଥ୍ୟ ଖରାପ କରିବା ସହ...

୨୦୦ ଫୁଟ ଟାଓ୍ବାର ଉପରେ ୧୩୫ ଦିନ ରହିଲେ ଏହି ଯୁବକ, କାରଣ ଜାଣିଲେ…

ଚଣ୍ଡିଗଡ଼,୨ା୮: ପଞ୍ଜାବର ଗୁରୁଦାସପୁରରେ ଜଣେ ଯୁବକ ୨୦୦ ଫୁଟ ଉଚ୍ଚର ଟାଓ୍ବାର ଉପରେ ଦିନେ କି ଦୁଇଦିନ ନୁହେଁ, ପୂରା ୧୩୫ ଦିନ ବିତାଇଥିଲେ। ପ୍ରବଳ...

କସ୍‌ମେଟିକ୍‌ ସର୍ଜରିରୁ ମୃତ୍ୟୁ

ୱାଶିଂଟନ୍‌: ସୁନ୍ଦର ଦେଖାଯିବା ପାଇଁ ଆମେରିକାର ଜଣେ ମହିଳା ତାଙ୍କ କସ୍‌ମେଟିକ୍‌ ସର୍ଜରି କରିଥିଲେ। କିନ୍ତୁ କିଛିଦିନ ମଧ୍ୟରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।...

ଦିବ୍ୟାଙ୍ଗ ଗୋଡ଼ ସାଜିଛି କୁକୁର, କରୁଛି ଏମିତି ସାହାଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଅଣ୍ଡରଓ୍ବିୟର ପାଇଁ ଥାନାରେ ପହଞ୍ଚିଲା ମାମଲା

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଦ୍ଭୁତ ଘଟଣା ସମ୍ମୁଖକୁ ଆସିଛି। ସାମାନ୍ୟ ଏକ ଅଣ୍ଡରଓ୍ବିୟର ପାଇଁ ଜଣେ ବ୍ୟକ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପ୍ରକୃତ ଘଟଣା...

ପ୍ରଥମ ଦରମା ଟଙ୍କାରେ ଗରିବ ପିଲାଙ୍କ ପାଇଁ ପାଠ୍ୟ ଉପକରଣ କିଣିଥିଲି: ଭବାନୀ ଭୂୟାଁ

ପିଲାଦିନେ ବେଳେ ବେଳେ ଭାବେ ଚାକିରୀ କରିବି । ବାପା, ମାଆଙ୍କୁ ଆଣି ପାଖରେ ରଖିବି କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଚିନ୍ତାଧାରା...

ନିଶ ଥିବା ଚଢ଼େଇ

ପୁରୁଷଙ୍କୁ ନିଜ ନିଶ ଭାରି ପ୍ରିୟ। ଏହାକୁ ନେଇ ସେମାନେ ଗର୍ବ କରନ୍ତି। ଯାହାର ଯେତେ ଗହଳ ଓ ଲମ୍ବା ନିଶ ସେ ସେତେ ଗର୍ବ...

Advertisement
Archives

Model This Week