ଫୁରସତ

ବେଲୁନ ତଳେ ଠିଆ ହୋଇ ଜନତାଙ୍କୁ ଭେଟୁଥିଲେ ନେତା, ଠିକ୍‌ ସେହି ସମୟରେ ଘଟିଲା କିଛି ଏଭଳି…

ବଲିଉଡ୍‌ ଅଭିନେତା ତଥା କମେଡିଆନ ସୁନୀଲ ଗ୍ରୋଭର ପ୍ରାୟ ସମୟରେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ସବୁବେଳେ ସେ ମଜାଳିଆ ଭିଡ଼ିଓମାନ ସବୁ ଶେୟାର କରି ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି। ନିକଟରେ ସେ ଏକ ଭିଡ଼ିଓ ଶେୟାର କରିଛନ୍ତି,…

ପାଳଙ୍ଗରୁ ତିଆରି ହେଲା ବ୍ୟାଟେରୀ: ଏଥିରେ କିଛି ମିନିଟରେ ଚାର୍ଚ୍ଚ ହୋଇପାରିବ ମୋବାଇଲ, ଇଲେକ୍ଟ୍ରୋନିକ କାର

ପାଳଙ୍ଗ ସାଗରେ ଭରପୂର ମାତ୍ରାରେ ପୁଷ୍ଟିସାର ରହିଛି। ଏହା ମଣିଷ ଶରୀର ପାଇଁ ଲାଭଦାୟକ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ଆଜି ପର୍ଯ୍ୟନ୍ତ କେହି ଜାଣି ନ ଥିବେ ଯେ, ପାଳଙ୍ଗରେ ଏପରି ଉପାଦାନ ରହିଛି, ଯାହାକି ବ୍ୟାଟେରୀକୁ ଖୁବ୍‌…

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ବିଲେଇଛୁଆ, ଡେଲିଭରି ବକ୍ସରୁ ଯାହା ବାହାରିଲା ଦେଖିଲେ ଉଡ଼ିଯିବ ହୋସ୍‌

ପ୍ୟାରିସ୍‌,୧୨ା୧୦: ଫ୍ରାନ୍ସର ଏକ ଦମ୍ପତି ଘରେ ବିଲେଇ ଛୁଆ ପାଳିବାକୁ ଚାହୁଁଥିଲେ। ସେମାନେ ଅନ୍‌ଲାଇନ୍‌ରେ ୬ ହଜାର ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୫ ଲକ୍ଷ ଟଙ୍କା ଦେଇ ଏକ ବିଲେଇ ମଗାଇଥିଲେ। ଯେତେବେଳେ ଘରକୁ ଡେଲିଭରି ବକ୍ସ ଆସିଲା ଏହାକୁ…

ଆଇଟିବିପି ଯବାନଙ୍କୁ ସାଲ୍ୟୁଟ କରୁଥିବା ଶିଶୁର ଭିଡ଼ିଓ ଭାଇରାଲ

ଚୁଶୁଲ୍‌, ୧୨।୧୦: ସୋସିଆଲ୍‌ ମିଡ଼ିଆରେ ଜଣେ ଶିଶୁର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଶିଶୁ ଜଣକ ଲଦାଖର ଚୁଶୁଲ୍‌ଠାରେ ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍‌ କରୁଥିବାର ଦେଖିବାକୁ ମିଳୁଛି। ନାମଗୟାଲ ନାମକ ଏହି ଶିଶୁ ରାସ୍ତାକଡ଼ରେ ଠିଆ ହୋଇଥିବାର ଦୃଶ୍ୟ ଭିଡ଼ିଓରେ…

ଟଙ୍କା-ମୋବାଇଲ ସ୍କ୍ରିନ୍‌ରେ ୨୮ ଦିନ ଜୀବିତ ରୁହେ କରୋନା ଭୂତାଣୁ

ସିଡ୍‌ନୀ, ୧୨।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମିତଙ୍କଠାରୁ ଭିନ୍ନ ଭିିନ୍ନ ମାଧ୍ୟମରେ କରୋନା ଭୂତାଣୁ ସୁସ୍ଥ ଲୋକଙ୍କ ପାଖକୁ ଆସିଥାଏ। କରୋନା ଭୂତାଣୁ ଟଙ୍କା ଏବଂ ମୋବାଇଲ୍‌ ସ୍କ୍ରିନ୍‌ରେ ୨୮ ଦିନ ପର୍ଯ୍ୟନ୍ତ ଜୀବିତ ରହିଥାଏ।…

୧୬ତମ ସନ୍ତାନ ପ୍ରସବ ପରେ ନବଜାତ ସମେତ ମା’ର ମୃତ୍ୟୁ

ଦମୋହ, ୧୧।୧୦: ମଧ୍ୟପ୍ରଦେଶ ଦମୋହ ଜିଲା ଅନ୍ତର୍ଗତ ବାଟିଆଗଡ଼ ପୋଲିସ ଷ୍ଟେସନ ଅନ୍ତର୍ଗତ ପାଣ୍ଡାଝିର ଗ୍ରାମରେ ଜଣେ ମହିଳା ସନ୍ତାନ ପ୍ରସବ ପରେ ପ୍ରାଣ ହରାଇଛନ୍ତି। ୪୫ ବର୍ଷୀୟ ଏହି ମହିଳାଙ୍କ ଏହା ୧୬ତମ ସନ୍ତାନ ଥିଲା ବୋଲି ଜଣାପଡ଼ିଛି। ତେବେ…

ବାଇକ୍‌ ଦାବି କରି ହଟହଟାରେ ପଡ଼ିଲେ ବର

ମିରଟ, ୧୧।୧୦: ବାହାଘର ସମୟରେ କନ୍ୟା ପକ୍ଷକୁ ବାଇକ୍‌ ଦାବି କରି ହଟହଟାରେ ପଡ଼ିଛନ୍ତି ଜଣେ ଲୋଭୀ ବର। ଫଳରେ କନ୍ୟାପକ୍ଷ ଲୋକ ଏଥିରେ କ୍ରୋଧିତ ହୋଇ ବରକୁ ବନ୍ଧକ ରଖିଥିଲେ। ଏହାପରେ ବର ଓ କନ୍ୟା ପକ୍ଷ ଲୋକଙ୍କ ମଧ୍ୟରେ…

ଜୀବନକୁ ବାଜି ଲଗାଇ ସାଇକେଲ ଚଳାଉଛନ୍ତି ଯୁବକ: ଭିଡିଓ ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ଦୁଃସାହସିକ ଭାବେ ସାଇକେଲ ଚଲାଉ ଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଯୁବକ ଜଣକ ମେଡେଲିନ କଲମ୍ବିଆ ସହରରୁ ସାଇକେଲ ଯାତ୍ରା ଆରମ୍ଭ କରୁଛନ୍ତି। ପରେ…

୬୮ ବର୍ଷରେ ପାହାଡ ଚଢିଲେ ବୃଦ୍ଧା: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ୬୮ ବର୍ଷିୟା ବୃଦ୍ଧା ପାହାଡ ଚଢୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଧିରେ ଧିରେ ସିଡିରେ ବୃଦ୍ଧା ଜଣକ ପାହାଡରେ ଚଢୁଛନ୍ତି। ତାଙ୍କ ପଛରେ ଜଣେ ଯୁବକ…

ବନବାସ ସମୟରେ ସୀତା କାହିଁକି ପିନ୍ଧୁଥିଲେ ହଳଦୀ ରଙ୍ଗର ବସ୍ତ୍ର, ଏହା ପଛରେ ଥିବା କାରଣ ଜାଣନ୍ତୁ

ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଏବଂ ଲକ୍ଷ୍ମଣ ବନବାସ ସମୟରେ କେବଳ ହଳଦୀ ରଙ୍ଗର ବସ୍ତ୍ର ଧାରଣ କରିଥିଲେ। କାହିଁକି ଜାଣନ୍ତି? ଯଦି ନା ତେବେ ଏହି ରଙ୍ଗ ପଛରେ ଏକ ବଡ଼ କାରଣ ରହିଛି। ଜାଣନ୍ତୁ ଏ ସମ୍ପର୍କରେ… ପ୍ରଭୁ…

ବିରିୟାନି ଖାଇବାକୁ ଲାଗିଲା ଦେଢ କିଲୋମିଟର ଲମ୍ବା ଲାଇନ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧ ।୧୦: କର୍ନାଟକର ବେଙ୍ଗାଲୁରୁରେ ବିରିୟାନି ପ୍ରେମିଙ୍କ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାବୁ ମିଳିଛି । ଏକ ଭିଡିଓରେ ଦେଖିବାକୁ ମିଳିଛି ବେଙ୍ଗାଲୁରର ଏକ ରେସ୍ତୋରାଁ ବାହାରେ ବିରିୟାନି ଖାଇବାକୁ ଲୋକେ ପାଖାପାଖି ୧.୫ କିଲୋମିଟର ଲମ୍ବା ଲାଇନରେ ଠିଆ ହୋଇଛନ୍ତି…

ଭାଲୁ-ଗଧିଆ ମୁହାଁମୁହିଁ, ପରେ ଘଟିଲା ଏମିତି

କେବେ ଭାଲୁ ଆଉ ଗଧିଆ ମୁହାଁମୁହିଁ ହେବାର ଦେଖିଛନ୍ତି? ଯଦି ନା ତେବେ ଜଣେ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ଏପରି ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଫଟୋଗ୍ରାଫର ଶେଟ୍ଟ ରୟାଲ କ୍ରଫ୍ଟ୍‌ ଭାଲୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?