ଫୁରସତ

ରାମମନ୍ଦିର ପାଇଁ ଅଯୋଧ୍ୟାରେ ପହଞ୍ଚିଲା ୬୧୩ କିଲୋଗ୍ରାମ ଓଜନର ଘଣ୍ଟି; ୮ କିମି ପର୍ଯ୍ୟନ୍ତ ଶୁଭିବ ଧ୍ୱନି

ଅଯୋଦ୍ଧା, ୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାମେଶ୍ୱରମରୁ ବାହାରିଥିବା ରାମରଥ ଯାତ୍ରା ୪,୫୫୫ କିଲୋମିଟର ଅତିକ୍ରମ କରି ଅଯୋଧ୍ୟାରେ ପହଞ୍ଚିଛି। ଏହି ଯାତ୍ରାରେ ୧୮ ଜଣିଆ ଏକ ଦଳ ସାଥୀରେ ୬୧୩ କିଲୋଗ୍ରାମ ଓଜନର ଏକ ବିଶାଳ ଘଣ୍ଟି…

୮ ନୀଳ ଆଖି ଥିବା ସ୍ପାଇଡର, ଦେଖିଲେ ଭୟରେ ଥରି ଉଠିବେ

କାନ୍‌ବେରା,୭ା୧୦: ଅଷ୍ଟ୍ରେଲିଆର ଜଣେ ମହିଳା ତାଙ୍କ ଘର ଅଗଣାରେ ଭିନ୍ନ ଏକ ପ୍ରଜାତିର ସ୍ପାଇଡର ଦେଖି ଭୟରେ ଥରି ଉଠିଥିଲେ। ପରେ ସେ ଏହାର ଫଟୋ ଉଠାଇ ସ୍ପାଇଡର ବିଶେଷଜ୍ଞଙ୍କ ନିକଟକୁ ପଠାଇଥିଲେ। ନ୍ୟୁ ସାଉଥ୍‌ ଓ୍ବେଲ୍‌ସର ଜଣେ ପ୍ରକୃତିପ୍ରେମୀ ଅମାଣ୍ଡା…

ସୋସିଆଲ ମିଡିଆରେ କେବଳ ପାଦର ଫଟୋ ଶେୟାର କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି ଏହି ମଡେଲ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କରୋନା ମହାମାରୀ ସମୟରେ ଇଣ୍ଟରନେଟ୍‌ର ବ୍ୟବହାର ବେଶ୍‌ ବୃଦ୍ଧି ପାଇଛି। ଆଜିକାଲି ଅଧିକାଂଶ ଲୋକ ସୋସିଆଲ ମିଡିଆରେ ଖାଦ୍ୟ ବ୍ଲଗର୍‌, ଶିକ୍ଷକ, ଜିମ୍‌ ବିଶେଷଜ୍ଞ ଆଦି ହୋଇ ଟଙ୍କା ରୋଜଗାର କରୁଛନ୍ତି। ଜର୍ଜିଆ ନାମକ ଜଣେ ଯୁବତୀ ଟଙ୍କା ରୋଜଗାର କରିବା…

ତ୍ୱଚାରେ ୯ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ

ଓ୍ବାଶିଂଟନ, ୭।୧୦: କରୋନା ମହାମାରୀ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ତ୍ୱଚାରେ କରୋନା ଭୂତାଣୁ ୯ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରେ। ତେବେ ଏହାଦ୍ୱାରା ଫୁସଫୁସ୍‌ ପ୍ରତି କୌଣସି…

ଖୋଲା ଗଲା ୨,୫୦୦ ବର୍ଷ ପୁରୁଣା ମମି

କାଏରୋ, ୭।୧୦: ମିଶରରେ ଏକ ୨,୫୦୦ ବର୍ଷ ପୁରୁଣା ମମିକୁ ଖୋଲା ଯାଇଛି। ସ୍ଥାନୀୟ ପର୍ଯ୍ୟଟନ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୁରାତନ ମମିକୁ ଖୋଲା ଯାଇଛି। ଲୋକଙ୍କ ଉପସ୍ଥିତିରେ ଏହାକୁ ଖୋଲା ଯାଇଛି। ଏବେ ଏହାର ୨୧ ସେକେଣ୍ଡର ଏକ…

ସୋସିଆଲ୍‌ ମିଡ଼ିଆରେ ନିର୍ଯାତନା ଭୟ: ଆକାଉଣ୍ଟ୍‌ ବନ୍ଦ କରୁଛନ୍ତି ଝିଅ ବୋହୂ

ଓ୍ବାଶିଂଟନ, ୭।୧୦: ଦେଶରେ ମହିଳାଙ୍କ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ବହୁତ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ବି ଝିଅ ବୋହୂମାନେ ନିଜକୁ ସୁରକ୍ଷିତ ମନେ କରି ପାରୁ ନାହାନ୍ତି। ରାସ୍ତାଘାଟ କଥା ତ ଛାଡ଼ ଏବେ ଅନ୍‌ ଲାଇନ୍‌ରେ ନିର୍ଯାତନା…

ବିଶ୍ୱର ସବୁଠୁ ଲମ୍ବା ଗୋଡ ଥିବା ଯୁବତୀ

ଆମେରିକାର ଟେକ୍ସାସରେ ରହୁଥିବା ୧୭ ବର୍ଷୀୟ ମ୍ୟାକି କ୍ୟୁରିନ ନିଜର ଲମ୍ବା ଗୋଡ ଯୋଗୁ ଗିନିଜ ୱାଲର୍‌ଡ ରେକର୍ଡ ହାସଲ କରିଛନ୍ତି। ୬ ଫୁଟ ୧୦ ଇଞ୍ଚ ଉଚ୍ଚତାର ମ୍ୟାକି ରୁଷିଆର ଏକାତେରିନା ଲିସିନାଙ୍କ ୫୨.୨ ଇଞ୍ଚ୍‌ ରେକର୍ଡ ଭାଙ୍ଗି ଏହି…

କରୋନାରେ ମୃତ ୪ଶହ ଲୋକଙ୍କ ଅନ୍ତିମ ସଂସ୍କାର କରିଛନ୍ତି ଏହି ବ୍ୟକ୍ତି

କରୋନା ସମୟରେ ଅନେକ ଘଟଣା ଶୁଣିବାକୁ ମିଳିଛି। ଅନେକ ଲୋକଙ୍କର କାମଧନ୍ଦା ବନ୍ଦ ହୋଇଯାଇଛି ତ ଆଉ କେହି ଶହରରୁ ଜୀବିବା ହରାଇ ଗାଁକୁ ଚାଲିଆସିଛନ୍ତି। ଅଧିକାଂଶ ଲୋକେ ନିଜ ଆତ୍ମୀୟଙ୍କୁ ମଧ୍ୟ ହରାଇବାର ଦୁଃଖ ସହିଛନ୍ତି। ଏହି ଖରାପ ସମୟରେ…

ପ୍ରତିଦିନ ଗୋଟିଏ ଲେଖାଏ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଏହି ମହିଳା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି। ଏଥିପାଇଁ ଲୋକେ କିଛି ବି କରିବାକୁ ରାଜି ହୋଇଥାନ୍ତି। ବଜାରରେ ଅନେକ ପ୍ରକାରର ସୌନ୍ଦର୍ଯ୍ୟ ସାମଗ୍ରୀ ମଧ୍ୟ ବିକ୍ରି ହେଉଛି ା ମାତ୍ର କିଛି ଲୋକଙ୍କୁ ଏ ସବୁରେ ଆଦୌ ହେଲେ ଫରକ୍‌ ପଡ଼ି ନ…

କରୋନା ଲଢ଼େଇରେ ହିରୋ ସାଜିଛନ୍ତି ୧୮୦ ମୌଲବୀ

ମୁମ୍ବାଇ, ୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ୧୮୦ ଜଣ ମୌଲବୀ କରୋନା ଲଢ଼େଇରେ ହିରୋ ସାଜିଛନ୍ତି। ସେମାନେ ଘରଘର ବୁଲି ସଚେତନତା ବାର୍ତ୍ତା ଦେଉଛନ୍ତି। କିଭଳି କରୋନା ସଂକ୍ରମଣରୁ ଦୂରେଇ ରହିହେବ ସେ ନେଇ ଲୋକଙ୍କୁ…

ବିବାହ ଦିନ କନ୍ୟାଙ୍କ ଏପରି ଅବସ୍ଥା କଲେ ବର

ବିବାହ ଦିନ କନ୍ୟାଙ୍କୁ ପିଟିପିଟି ହତ୍ୟା କରିଛନ୍ତି ବର। ରୁଷିଆର ନୋଭୋସିବିରସ୍କରେ ଏହି ଘଟଣା ଘଟିଛି। ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଷ୍ଟିଫନ୍‌ ଡୋଲଗିଖ ନାମକ ଜଣେ ଯୁବକ(୩୩)ଙ୍କ ବିବାହ ଓକସାନା ନାମ୍ନୀ ଯୁବତୀଙ୍କ ସହ ହୋଇଥିଲା। ବିବାହ ପରେ…

ଯୁବକଙ୍କ ପେଟରୁ ବାହାରିଲା ଏମିତି କିଛି, ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

ଉତ୍ତର ପ୍ରଦେଶ ଉନ୍ନାଓ ଜିଲାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚନ୍ଦ୍ର କୁସୁମ ନାମକ ଜଣେ ଯୁବକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ତାଙ୍କର ପରୀକ୍ଷା କରିବା ପରେ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?