ଫୁରସତ

ଲକ୍‌ଡାଉନ୍‌ରେ ଚାଲିଯାଇଥିଲା ଚାକିରି, ଭାଙ୍ଗିପଡ଼ିଥିଲେ ଯୁବକ: ରାତାରାତି ସାମାନ୍ୟ ଘାସ କରିଦେଲା ଲକ୍ଷପତି

କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଥିଲା। ଆଉ ଏହି ଲକ୍‌ଡାଉନ୍‌ କେତେକଙ୍କ ଜୀବନ ଜୀବିକା ଉପରେ ଦାଉ ସାଧିଥିଲା। ଏ ନେଇ ପ୍ରାୟ କେତେ ଲୋକ ଚାକିରି ହରାଇଥିବା ବେଳେ ବ୍ୟବସାୟୀଙ୍କୁ ମଧ୍ୟ କ୍ଷତି ସହିବାକୁ ପଡ଼ିଥିଲା। ମାତ୍ର ଚାକିରି…

ସବୁଠୁ ବଡ଼ ଦୀପ: ରହୁଥିଲା ୮୦୦ ଲିଟର ତେଲ

ହିନ୍ଦୁ ଧର୍ମରେ ଦୀପର ମାହାତ୍ମ୍ୟ ବେଶ୍‌ ରହିଛି। ଯେ କୌଣସି ପୂଜା ହେଉ ନା କାହିଁକି ଦୀପ ଲୋଡା ପଡେ। ଦୀପାବଳି ପର୍ବରେ ତ ଘରେ ଘରେ ଜଳେ ଦୀପ। ଆଲୋକିତ ହୋଇଯାଏ ସାରା ପରିବେଶ। ଆଉ ମହାଦେବଙ୍କ ପର୍ବ ଜାଗରରେ…

କୁନି ବୈଜ୍ଞାନିକ ଗୀତାଞ୍ଜଳି

ଆମେରିକାର କଲରାଡୋରେ ରହୁଥିବା ଗୀତାଞ୍ଜଳି ରାଓ ଭାରତୀୟ ବଂଶୋଦ୍ଭବ ଅଟନ୍ତି। ବୟସ ତାଙ୍କର ମାତ୍ର ୧୧ ବର୍ଷ। ଏହି ବୟସରେ ସେ ଆମେରିକାର ଟପ୍‌ ୟଙ୍ଗ ସାଇଣ୍ଟିଷ୍ଟ ହେବାର ସୁନାମ ଅର୍ଜନ କରିଛନ୍ତି। ଉକ୍ତ ସମ୍ମାନ ସେ ତିଆରି କରିଥିବା ଏକ…

ଜନ୍ମରୁ ଦୁଇ ହାତ ନାହିଁ, ଥୋଡିରେ ଖେଳନ୍ତି ସ୍ନୁକର

ମନରେ ଦୃଢ ଇଚ୍ଛାଶକ୍ତି ଥିଲେ, କୌଣସି କାମ ଅସମ୍ଭବ ନୁହେଁ। କଠିନରୁ କଠିନ ପରିସ୍ଥିତି ବି ଲକ୍ଷ୍ୟରୁ ବିଚ୍ୟୁତି କରିପାରିବ ନାହିଁ। ମହମ୍ମଦ ଇକ୍ରମ୍‌ ହେଉଛନ୍ତି ଠିକ୍‌ ସେହିଭଳି ଜଣେ ବ୍ୟକ୍ତି। ଜନ୍ମରୁ ତାଙ୍କର ଦୁଇ ହାତ ନାହିଁ। କିନ୍ତୁ ତାଙ୍କୁ…

ବିସ୍କୁଟ ଖାଇବେ, ୪୦ଲକ୍ଷ ଦରମା ପାଇବେ

ସାରା ଦୁନିଆରେ ଅନେକ ପ୍ରକାରର ଚାକିରି ରହିଛି। କିଏ ନିଜ ଚାକିରିକୁ ନେଇ ସନ୍ତୁଷ୍ଟ ଥାଆନ୍ତି ତ ଆଉ କିଏ ନ ଥାଆନ୍ତି। ତେବେ ଯଦି ଆପଣଙ୍କୁ କୁହାଯିବ ଚାକିରିରେ କେବଳ ବିସ୍କୁଟ ଖାଇବାକୁ ହେବ, ଆଉ ତା’ର ଟେଷ୍ଟ ରେକର୍ଡ…

ଅଟୋରିକ୍ସାରେ ଘର: ନାଁହେଉଛି ସୋଲୋ ୦.୧

ଅଟୋରିକ୍ସାରେ ପୁଣି ଭ୍ରାମ୍ୟମାଣଘର! କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏକଥା ସତ । ଏହି ପରି ଆକର୍ଷଣୀୟ ଭ୍ରାମ୍ୟମାଣ ଘରକୁ ଡିଜାଇନ୍‌ କରିଛନ୍ତି ତାମିଲନାଡୁର ୨୩ ବର୍ଷୀୟ ଯୁବକ ଏନ୍‌.ଜି.ଅରୁନ୍‌ ପ୍ରଭୁ ।ଏହା ଭାରତର ପ୍ରଥମ ଭ୍ରାମ୍ୟମାଣ ଘର ।…

୩୩୦ ଫୁଟ ଉଚ୍ଚର ଝରଣା: ଖସିବନି ପାଦ, ସହଜରେ ଚଢ଼ିହେବ ଉପରକୁ

ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯାହାର ସ୍ବତନ୍ତ୍ରତା ପାଇଁ ଲୋକଙ୍କ ମଧ୍ୟରେ ବେଶ୍‌ ପରିଚିତି ଲାଭ କରିଥାଏ। ସେଥିପାଇଁ ଏହି ସ୍ଥାନର ମଜା ଉଠାଇବାକୁ ଧାଇଁ ଆସନ୍ତି ଲୋକେ। ସାଧାରଣତଃ ଲୋକେ ପାହାଡ଼ ଚଢ଼ନ୍ତି। ମାତ୍ର ଝରଣା ଚଢ଼ିବା କଥା…

ପ୍ରଥମ ରୋଜଗାର ଦାନରେ ସରିଥିଲା: ସାହିତି୍ୟକ ଅଜୟ ମହାପାତ୍ର

ପୁରୀ ଜିଲା ପାରିକୁଦର ବଡ଼ଝାଡ଼ ଗାଁରେ ମୋ ଜନ୍ମ। ସ୍କୁଲ୍‌ ଓ କଲେଜ ପଢାବେଳେ ଗପ, ନାଟକ ଲେଖିବା ଓ ନାଟକରେ ଅଭିନୟ କରିବା ମୋର ନିଶା ଥିଲା। ସିଭିଲ୍‌ ଇଞ୍ଜିନିୟରିଂରେ ସ୍ନାତକୋତ୍ତର, ଓଡ଼ିଆରେ ଏମ.ଏ. ଓ ତା’ ସାଥିରେ ବାସ୍ତୁଶାସ୍ତ୍ର…

ଅନେକରେ ଏକ ବାସୁଦେବ: ଲୋକକଳା ଭିତରେ ହଜିଯିବାକୁ ଚାହାନ୍ତି

ସେ ଭଲପାଆନ୍ତି ଲୋକକଳାକୁ। ଆଉ ତାରି ଭିତରେ ହିଁ ହଜିଯିବାକୁ ଚାହାନ୍ତି। ସେଥିପାଇଁ ପିଲାଟିଦିନରୁ ତାଙ୍କର ପୁରାଣଗୀତ, ଢଗଢମାଳି ଶୁଣିବାଠାରୁ ଆରମ୍ଭକରି ଗାଁରେ ଆୟୋଜିତ ଗୀତିନାଟ୍ୟରେ ଅଭିନୟ କରିବାରେ ଥିଲା ପ୍ରବଳ ଦୁର୍ବଳତା। ସେଥିପାଇଁ ସେ ଗୀତ ଲେଖିବା, କଣ୍ଠଦାନ ଓ…

ପିଲାଙ୍କ ଦୁନିଆ

ସମସ୍ତେ ସ୍ବାଧୀନତା ଶବ୍ଦଟିକୁ ବହୁତ ଗୁରୁତ୍ୱ ଦେଇ କଥା ହୁଅନ୍ତି। ଦେଶ ସ୍ବାଧୀନତା ଲାଭ କଲା ଆମର ବାକ୍‌ ସ୍ବାଧୀନତା ଦରକାର, ସ୍ବାଧୀନତା ବିନା ଜୀବନର ମୂଲ୍ୟ ନାହିଁ – ଏହିପରି ଅନେକ ପ୍ରକାରେ ଆମେ ସ୍ବାଧୀନତାକୁ ଏକ ଅମୂଲ୍ୟ ରତ୍ନ…

ଏହି ଦେଶର ସମ୍ପୂର୍ଣ୍ଣ ବିଜୁଳି କାଟିପାରିବ ଚାଇନା, ଜାଣନ୍ତୁ କାରଣ

ପ୍ରତ୍ୟେକ ଦେଶ ନିକଟରେ ନିଜ ଦେଶର ବିଜୁଳି କାଟିବାର ଅଧିକାର ଅଛି, ମାତ୍ର କେବେ ଶୁଣିଛନ୍ତି କି, ଗୋଟିଏ ଦେଶ ଅନ୍ୟ ଏକ ଦେଶର ବିଜୁଳି କାଟିପାରିବ ବୋଲି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଫିଲିପାଇନ୍ସର ସିନେଟ୍‌ ବା ସଂସଦରେ କୁହାଯାଇଛି,…

ପିସ୍ତଲ ଧରି ନେଉଥିଲେ ସେଲ୍‌ଫି: ଫୁଟିଲା ଗୁଳି, ତାପରେ…

ନୋଏଡ଼ା,୮।୧୧: ଏବେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିବା ଲାଗି କେତେକ ଭିନ୍ନ ଭିନ୍ନ ସେଲ୍‌ଫି ନେଉଛନ୍ତି। ବେଳେବେଳେ ବହୁ ଅଘଟଣ ମଧ୍ୟ ଘଟୁଛି। ଏଭଳି ଏକ ଅଘଟଣ ଉତ୍ତରପ୍ରଦେଶ ନୋଏଡ଼ାରେ ଘଟିଛି। କାର୍‌ରେ ବସି ସୌରଭ ମାଓ୍ବି ନାମକ ଜଣେ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?