ଫୁରସତ

୭୦ ଚଢ଼େଇ ବଜାଉଛନ୍ତି ଗୀଟାର, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଚଢ଼େଇଙ୍କ କିଚିରିମିଚିରି ଶବ୍ଦ ନିଶ୍ଚିତ ଶୁଣିଥିବେ। ଚଢ଼େଇମାନଙ୍କ ଏହି ଶବ୍ଦ ବେଶ୍‌ ମନମୁଗ୍ଧକର। ମାତ୍ର ଚଢ଼େଇ କେବେ ଗୀଟାର ବଜାଇବା ଶୁଣିଛନ୍ତି କି? ଯଦି ନା ତେବେ ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଗୋଟିଏ…

ଗବେଷଣା ସମୟରେ ଏହି ବୈଜ୍ଞାନିକମାନଙ୍କର ଘଟିଥିଲା ମୃତ୍ୟୁ

କୌଣସି ନୂଆ ଜିନିଷ ଉଦ୍ଭାବନ କରିବା ସହଜ କଥା କିମ୍ବା କାମ ନୁହେଁ। କିଛି ନୂଆ ଆବିଷ୍କାର ପାଇଁ ବୈଜ୍ଞାନିକମାନଙ୍କୁ ଶହ ଶହ ବର୍ଷ ମଧ୍ୟ ଲାଗିଥାଏ। ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ ବୈଜ୍ଞାନିକମାନଙ୍କୁ। ବେଳେବେଳେ ଆବିଷ୍କାର ସମୟରେ ମଧ୍ୟ…

ନିଜକୁ ଫିଟ୍‌ ରଖିବା ପାଇଁ କଙ୍ଗାରୁ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ବାଘୁଣୀ ମା’-ଝିଅର ଘମାଘଟ ଲଢ଼େଇ, ଗର୍ଜନରେ ପର୍ଯ୍ୟଟକ ଭୟଭୀତ

ଜୟପୁର,୧୭ା୧୦: ରାଜସ୍ଥାନର ଯୋଧପୁରସ୍ଥିତ ରଣଥମ୍ବର ନ୍ୟାଶନାଲ ପାର୍କରେ ଆଜିକାଲି ଜୀବଜନ୍ତୁଙ୍କ ମଧ୍ୟରେ ଅଧିକାଂଶ ସମୟ ସଂଘର୍ଷ ଲାଗି ରହୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପାର୍କରେ ଘଟିଥିବା ଏକ ସଂଘର୍ଷର ଫଟୋ ଭାଇରାଲ ହୋଇଛି। ପାର୍କରେ ବାଘୁଣୀ ଏବଂ ତା’ର ଏକ…

ମହିଳା ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ଚିକେନ ନଗେଟ୍‌ : ପ୍ୟାକେଟରେ ଥିଲା ଏମିତି କିଛି…

ଯଦି ଅନ୍‌ଲାଇନ୍ରେ‌ କିଛି ଖାଇବା ଅର୍ଡର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଲିଡ୍‌ସ୍‌, ଇଂଲଣ୍ଡର ଲିଲି ଡେଣ୍ଟନ ନାମକ ମହିଳା ଅନ୍‌ଲାଇରେ ଏକ ସାଇଡ୍‌ରୁ ଚିକେନ ନଗେଟ୍‌ସ ଅର୍ଡର କରିଥିଲେ। ଏହା ଘରେ ପହଞ୍ଚିବା ପରେ ଲିଲି ନିଜେ ଖାଇବା…

୧୦ ଟଙ୍କିଆ ଏହି ପୁରୁଣା ନୋଟ ଥିଲେ ହୋଇଯିବେ ମାଲାମାଲ୍‌: ଜାଣନ୍ତୁ ଏହା ବଦଳରେ ପାଇବେ ଏତିକି ଟଙ୍କା

ଲୋକମାନେ ଏବେ ଆଉ ହାତରେ ଟଙ୍କା କାରବାର କରିବାକୁ ପସନ୍ଦ କରୁ ନାହାନ୍ତି। ଡିଜିଟାଲ ଯୁଗରେ ଅନ୍‌ଲାଇନ୍‌ ଟଙ୍କା କାରବାର କରିବାକୁ ସମସ୍ତେ ଭଲ ପାଉଛନ୍ତି। ହେଲେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ପୁରୁଣା ଟଙ୍କାକୁ ନିଜ ପାଖରେ ସାଇତି…

ଛୋଟ ପିଲାଟିକୁ ଆଲିଙ୍ଗନ କରୁଛି କୁକୁର: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଛୋଟ ପିଲାକୁ ଏକ କୁକୁର ଆଲିଙ୍ଗନ କରୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଗୋଟିଏ ଛୋଟ ପିଲା ଖେଳୁଛି। ଏହି ସମୟରେ ପିଲାଟି ହଠାତ୍‌ ନିକଟରେ ଥିବା…

ଫ୍ୟାଶନ ଡିଜାଇନ ଛାତ୍ର ପ୍ରସ୍ତୁତ କଲେ ଭିନ୍ନ ପିପିଇ କିଟ୍‌: ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଗାନ୍ଧୀନଗର,୧୬ା୧୦: ନବରାତ୍ରି ଗର୍‌ବା ବା ଦାଣ୍ଡିଆ ବିନା ଯେପରି ଅଧୁରା ରହିଥାଏ। ବିଶେଷକରି ଗୁଜରାଟରେ ନବରାତ୍ରି ୯ ଦିନ ପର୍ଯ୍ୟନ୍ତ ଗର୍‌ବା ଉତ୍ସବ ପାଳନ କରାଯାଇଥାଏ। ଚଳିତବର୍ଷ ୧୭ ଅକ୍ଟୋବରରୁ ଏହା ଆରମ୍ଭ ହେବାକୁ ଯାଉଛି। କରୋନା ମହାମାରୀ ଯୋଗୁ ଗୁଜରାଟରେ…

ହେଡ୍‌ଫୋନରେ ଲୁଚିଥିଲା ବୁଢ଼ିଆଣୀ, ଗୀତ ଶୁଣିବା ପାଇଁ କାନରେ ଲଗାଇଲେ ମହିଳା, ଆଉ ତାପରେ…

କାନବେରା, ୧୬।୧୦: ଅଷ୍ଟ୍ରଲିଆର ଓଲି ଥର୍ଷ୍ଟ ନାମକ ଜନୈକା ମହିଳା ପ୍ଲମ୍ବର ଗୀତ ଶୁଣିବା ପାଇଁ ନିଜର ହେଡଫୋନକୁ କାନରେ ଲଗାଇଥିଲେ। ଏହାର କିଛି ସମୟ ପରେ କାନ ସଲିବା ସେ ଅନୁଭବ କଲେ। ଯେତେବେଳେ ସେ ହେଡଫୋନକୁ କାନରୁ କାଢ଼ି…

୭୫ରେ ନବୀନ: ଦୂରଦର୍ଶୀ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ଓ ଅଦ୍ୱିତୀୟ। ସ୍ବଚ୍ଛ ଭାବମୂର୍ତ୍ତି ତାଙ୍କୁ ଓଡ଼ିଶା ରାଜନୀତିରେ ଜଣେ ଜନପ୍ରିୟ ନେତା ଭାବେ ପରିଚିତ କରାଇଛି। ଦୁଇ ଦଶନ୍ଧି ଧରି କ୍ଷମତାରେ ରହିବା ପରେ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱ ଅକ୍ଷୁଣ୍ଣ ରହିଛି। ସ୍ବଚ୍ଛ ଶାସନ…

ସରଳ ସ୍ବଭାବ, ଅସାଧାରଣ ବ୍ୟକ୍ତିତ୍ୱ

ନବୀନ ପଟ୍ଟନାୟକ ୧୯୪୬ ଅକ୍ଟୋବର ୧୬ରେ କଟକରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ବେଳୁ ସେ ବାହାରେ ରହି ପଢ଼ିଥିଲେ। ପ୍ରଥମେ ଡେହରାଡୁନର ୱେଲହମ୍‌ ବାଳକ ବିଦ୍ୟାଳୟ ଏବଂ ପରେ ସମ୍ମାନଜନକ ଦି ଡୁନ ସ୍କୁଲରେ ଶିକ୍ଷା ଲାଭ କରିଥିଲେ। ପରେ ସେ…

ମା’ ଗର୍ଭରୁ ବାହାରିବା ପରେ ଡାକ୍ତରଙ୍କ ମୁହଁରୁ ମାସ୍କ ଖୋଲିଦେଲା ନବଜାତ

କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିସାରିଛି। ଏଥିରୁ ରକ୍ଷା ପାଇବା ପାଇଁ ସତର୍କତା ଏକମାତ୍ର ବିକଳ୍ପ। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଟିକା ଆସିନାହିଁ। ତେଣୁ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ସରକାର ନିର୍ଦ୍ଦେଶ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?