ଫୁରସତ

ହୋୟା ବସୁ ସବୁଠୁ ଭୟଙ୍କର ଜଙ୍ଗଲ

ବୁଚାରେଷ୍ଟ: ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ସବୁଠୁ ଭୟଙ୍କର। ଏମିତି ଏକ ସ୍ଥାନ ରୋମାନିଆର ଟ୍ରାନ୍‌ସିଲଭାନିଆରେ ରହିଛି। ଏଠାରେ ଏମିତି କିଛି ଅଜବ ଘଟଣା ସବୁ ଘଟିଛି, ଯେଉଁଥିପାଇଁ ଲୋକେ ଯିବା ପାଇଁ ଭୟ କରୁଛନ୍ତି। ହୋୟା ବସୁ…

ବୟସ ଛାପ ରୋକିବ ପ୍ରୋଟିନ୍‌

ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ମଣିଷ ଜନ୍ମରୁ ମୃତ୍ୟୁ ଆଡ଼କୁ ବିଭିନ୍ନ ଅବସ୍ଥା ଦେଇ ଗତିକରେ। ହେଲେ ବୟସ ବଢ଼ିଲେ ଶରୀରରେ ବାରି ହୋଇପଡ଼େ ଛାପ । ଏହାକୁ ଅଟକାଇବା ପାଇଁ ଗବେଷଣା ଜାରି ରହିଥିବାବେଳେ ଏଯାଏ ଶତ ପ୍ରତିଶତ ସଫଳତା…

ତେଜରାତି ଦୋକାନରେ ୨ ମୂଷାଙ୍କ ମଧ୍ୟରେ ଚାଲିଲା ଘମାଘୋଟ ଲଢେଇ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ତେଜରାତି ଦୋକାନରେ ୨ ମୂଷାଙ୍କ ଘମାଘୋଟ ଲଢେଇର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଏକ ତେଜରାତି ଦୋକାନର ଉପର ସେଲ୍ଫରେ ଦୁଇ ମୂଷା ଲଢେଇ କରୁଛନ୍ତି। ଏହି…

ହାତୀକୁ ଦେଖି ଦେଇ ଡରି ପଳାଉଥିଲା ଗାଈ, ପରେ ଘଟିଲା ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…

ବିଶ୍ୱର ରହସ୍ୟମୟ ଜୀବ : ଯିଏ ନିଃଶ୍ୱାସ ବିନା ରହିପାରେ ଜୀବିତ

କୌଣସି ପ୍ରାଣୀ କିମ୍ବା ମଣିଷ ନିଃଶ୍ୱାସ ପ୍ରଶ୍ୱାସ ବିନା ବଞ୍ଚିବା ଅତ୍ୟନ୍ତ କଷ୍ଟକର। ସମସ୍ତେ ଜାଣନ୍ତି ନିଃଶ୍ୱାସ ନ ନେଇ କେହି ବଞ୍ଚିପାରିବେ ନାହିଁ । ମାତ୍ର ବୈଜ୍ଞାନିକମାନେ ଏପରି ରହସ୍ୟମୟ ଜୀବ (ପରଜୀବୀ) ପାଇଛନ୍ତି, ଯାହା ନିଃଶ୍ୱାସ ବିନା ବଞ୍ଚିପାରିବ।…

ଦୀପାବଳିରେ ଫୁଟିବନି ବାଣ: ବଦଳରେ ଲୋକଙ୍କ ଅଜବ ଯୋଗାଡ଼, ଦେଖନ୍ତୁ ଭିଡିଓ

କରୋନା ମହାମାରୀ ଯୋଗୁ ଭାରତର କେତେକ ରାଜ୍ୟରେ ଦୀପାବଳିରେ ବାଣ ଫୁଟାଇବା ନିଷିଦ୍ଧ କରାଯାଇଛି। ଏଥିସହିତ ଏହାର ବିକ୍ରିବଟା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ରାଜସ୍ଥାନ, ଦିଲ୍ଲୀ, ଓଡ଼ିଶା, ସିକିମ୍‌, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ବାଣ ପ୍ରତି କଟକଣା ଲାଗୁ ହୋଇଛି।…

ଜାଣନ୍ତି ୧୩ ସଂଖ୍ୟାକୁ କାହିଁକି ଡରୁଥିଲେ ବାଜପେୟୀ

୧୩ ସଂଖ୍ୟାକୁ ସମଗ୍ର ବିଶ୍ୱରେ ଅଧିକାଂଶ ଲୋକେ ଡରିଥା’ନ୍ତି ବା ଅଶୁଭ ବୋଲି ମନେ କରିଥା’ନ୍ତି। କିନ୍ତୁ ଜାଣନ୍ତି କାହିଁକି ଏହି ସଂଖ୍ୟାକୁ ଡରିଥାନ୍ତି ଲୋକେ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ… ଏନେଇ ଏକ ସର୍ବେକ୍ଷଣ କରାଯାଇଥିଲା ଯେଉଁଥିରେ ପଶ୍ଚିମ…

ତେଜରାତି ଦୋକାନରେ ଦୁଇ ମୂଷାଙ୍କ ଜୋର୍‌ଦାର ଲଢ଼େଇ, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ହସିହସି ଗଡ଼ିଯିବେ। ଏହି ଭିଡିଓରେ ଏକ ତେଜରାତି ଦୋକାନରେ ଦୁଇଟି ମୂଷା ପରସ୍ପର ମଧ୍ୟରେ ଜୋର୍‌ଦାର ଲଢ଼େଇ ହେଉଥିବା ଦେଖିବାକୁ ମିଳିଛି। ଗୋଟିଏ ମୂଷା ଆଉ ଗୋଟିଏ…

ଏମିତି ସ୍ଥାନ, ଏଠାକୁ ଥରେ ଗଲେ ହୋଇଯିବେ ଅନ୍ତର୍ଦ୍ଧାନ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ସବୁଠୁ ଭୟଙ୍କର। ଏମିତି ଏକ ସ୍ଥାନ ରୋମାନିଆର ଟ୍ରାନ୍‌ସ୍ଲେଭାନିଆରେ ରହିଛି। ଏଠାରେ ଏମିତି କିଛି ଅଜବ ଘଟଣା ସବୁ ଘଟିଛି ଯେଉଁଥିପାଇଁ ଲୋକେ ଯିବା ପାଇଁ ଭୟ କରୁଛନ୍ତି। ଆସନ୍ତୁ ଜାଣିବା ଏହି…

ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ୨ କିଲୋମିଟର ଦୌଡ଼ିଲେ ଟ୍ରାଫିକ ପୋଲିସ, ଛୁଟୁଛି ପ୍ରଶଂସାର ସୁଅ

ହାଇଦ୍ରାବାଦ,୬ା୧୧: ହାଇଦ୍ରାବାଦର ଜଣେ ଟ୍ରାଫିକ କନଷ୍ଟେବଳ ଏକ ଆମ୍ବୁଲାନ୍ସ ପାଇଁ ରାସ୍ତା ଦେବାକୁ ବ୍ୟସ୍ତବହୁଳ ସହରରେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ଜଣେ ଗୁରୁତର…

ସୁନାରୁପା ଅଳଙ୍କାର ନୁହେଁ, ପ୍ରତିଶୋଧ ନେବାକୁ ବୃଦ୍ଧ ଚୋରି କରୁଥିଲେ ଏମିତି ଜିନିଷ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜାପାନର ରାଜଧାନୀ ଟୋକିଓରେ ରହୁଥିବା ଜଣେ ୬୧ ବର୍ଷର ବୃଦ୍ଧ କୌଣସି ସୁନାରୁପା ଅଳଙ୍କାର ନୁହେଁ, ଏମିତି ଜିନିଷ ଚୋରି କରୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତଥାପି ଏପରି ଏକ ମଜାଳିଆ ଘଟଣା ନଜରକୁ ଆସିଛି। ଅଭିଯୁକ୍ତଙ୍କ ନାମ ଆକିୟୋ ହତୋଡ଼ି।…

ବିଶ୍ୱର ସବୁଠୁ ଦାମୀ ଜିନ୍ସ, ଏହା ବଦଳରେ କିଣିହେବ ୧୦ ଫ୍ଲାଟ୍‌

ବିଶେଷକରି ଧନୀ ଲୋକମାନେ ଦାମୀ ଜିନିଷ ପସନ୍ଦ କରିଥାନ୍ତି। ନିଜର ଇଚ୍ଛା ପୂରଣ କରିବା ପାଇଁ ଏହି ଶ୍ରେଣୀର ଲୋକେ ଖୁବ୍‌ ଅର୍ଥ ବ୍ୟୟ କରିଥାନ୍ତି। ଧନୀକମାନେ ସବୁବେଳେ ନୂଆ ନୂଆ ଜିନିଷ ଆଉ ଦାମୀ ଜିନିଷ କିଣି ପିନ୍ଧିବାକୁ ବେଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?