ଫୁରସତ

କୁମ୍ଭୀର ପାଟିରେ ମୁଣ୍ଡ ପୁରାଇଲେ ଯୁବକ: ତା ପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ କୁମ୍ଭୀର ପାଟିରେ ଜଣ ଯୁବକ ମୁଣ୍ଡ ରଖିଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, କୁମ୍ଭୀରଟି ଆଁ କରି ରହିଛି। ଏହି ସମୟରେ ନାଲି ଡ୍ରେସ ପିନ୍ଧିଥିବା ଜଣେ ଯୁବକ…

ନିୟମରେ ବଡ଼ ପରିବର୍ତ୍ତନ: ବିବାହ ପୂର୍ବରୁ ଏକାଠି ରହିପାରିବେ ପ୍ରେମୀ ଯୁଗଳ

ସମୟ ଅନୁସାରେ ସବୁକିଛି ପରିବର୍ତ୍ତିତ ହୋଇଥାଏ। ଗୋଟିଏ ସମୟ ପରେ ସବୁ ଜିନିଷର ପରିବର୍ତ୍ତନ ଅପରିହାର୍ଯ୍ୟ। ଏମିତି ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି କଠୋରପନ୍ଥି ଦେଶ ୟୁଏଇରେ। ବର୍ତ୍ତମାନ ଏଠାରେ ଆଇପିଏଲ୍‌ ଚାଲିଛି। ଏହା ଶେଷ ହେବାର ଗୋଟିଏ ଦିନ ପୂର୍ବରୁ…

ଏଠାରେ କାର୍‌, ଜିପ, ହାତୀ ପ୍ରତିମୂର୍ତ୍ତିିର ତିଆରି ହୁଏ ସମାଧି, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ, ସମାଧି ଦିଆଯିବା ସ୍ଥାନରେ ତାଙ୍କ ପସନ୍ଦର ପ୍ରତିମୂର୍ତ୍ତି ତିଆରି କରାଯାଇଥାଏ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଭାରତରେ ଏପରି ଏକ ଆଦିବାସୀ ସମାଜ ଅଛି, ଯେଉଁଠାରେ ଭିନ୍ନ ଏକ ଅନନ୍ୟ ପରମ୍ପରା…

ମହାକାଶଚାରୀ ଯାତ୍ରୀମାନେ କିପରି ଧୁଅନ୍ତି ନିଜର କେଶ: ଜାରି ହେଲା ଭିଡ଼ିଓ

ଛୋଟବେଳେ ପିଲାଙ୍କୁ ବଡ଼ ହେଲେ କ’ଣ ହେବ ପଚାରିଲେ ଏହାର ପ୍ରତି ଉତ୍ତରରେ ଅଧିକାଂଶ ପିଲା ମହାକାଶଚାରୀ ହେବେ ବୋଲି ଉତ୍ତର ଦେଇଥାନ୍ତି। ସେହିପରି ସ୍ପେସ୍‌ରେ ମହାକାଶଚାରୀ ଯାତ୍ରୀଙ୍କ ଜୀବନଶୈଳୀ କିପରି ରହିଥାଏ ତା’କୁ ଜାଣିବା ପାଇଁ ସମସ୍ତ ଭିତରେ ଉତ୍ସୁକତା…

ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀ, ତାଙ୍କ ରହସ୍ୟମୟ ଜୀବନ ସମ୍ପର୍କରେ ଜାଣନ୍ତୁ…

ଇତିହାସରେ ଅନେକ ରାଣୀଙ୍କ ବିଷୟରେ ଶୁଣିଥିବେ। ମାତ୍ର ବିଶ୍ୱରେ ଏମିତି ଜଣେ ରାଣୀ ଅଛନ୍ତି, ଯେକି ଖୁବ୍‌ ସୁନ୍ଦର। ତାଙ୍କୁ କେବଳ ସୁନ୍ଦରୀ ଭାବରେ ଗଣନା କରାଯାଏ ନାହିଁ, ତାଙ୍କ ଜୀବନ ମଧ୍ୟ ବେଶ୍‌ ରହସ୍ୟମୟ ଥିଲା। ଯାହା ଆଜି ବି…

ନିଜ କମ୍ପାନୀର ସ୍କର୍ପିଓକୁ ଏମିତି ଅବସ୍ଥାରେ ଦେଖି ଆନନ୍ଦ ମହିନ୍ଦ୍ରା ଦେଲେ ଏହି ପ୍ରତିକ୍ରିୟା

ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ୍‌ ରହୁଥିବା ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସବୁବେଳେ ମଜାଳିଆ ଭିଡିଓ ଶେୟାର କରିଥାନ୍ତି। ଏଥର ମଧ୍ୟ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି। ସେ ଏମିତି ଟୁଇଟ୍‌ କରିଛନ୍ତି, ଯାହାକୁ ନେଇ ଏବେ ସବୁଆଡ଼େ…

୨ ଯୁବକଙ୍କୁ ଗୋଡାଇଲା ହାତୀ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ବାଇକରେ ଯାଉଥିବା ୨ ଯୁବକ କିପରି ହାତୀ ମୁହଁରୁ ଅଳ୍ପକେ ବର୍ତ୍ତି ଯାଉଛନ୍ତି ସେହି ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ବାଇକରେ ୨ ଯୁବକ ରାସ୍ତାରେ ଯାଉଛନ୍ତି। ସେହି…

ପରାଜୟ ପରେ ବି ହ୍ବାଇଟ୍‌ ହାଉସ୍‌ ଛାଡି ନ ଥିଲେ ଆମେରିକାର ଏହି ରାଷ୍ଟ୍ରପତି

ଚାରି ଦିନର ସଂଘର୍ଷ ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟର ରାସ୍ତା ସ୍ପଷ୍ଟ ହୋଇଯାଇଛି। ଡେମୋକ୍ରାଟିକ ପାର୍ଟିର ବାଇଡେନ ଏହି ନିର୍ବାଚନରେ ଜିତିଛନ୍ତି ଏବଂ ସେ ଦେଶର ୪୬ତମ ରାଷ୍ଟ୍ରପତି ହେବେ। ୧୮୦୦ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସହ…

୬ ମାସ ମଧ୍ୟରେ ୧୨୦ ମହିଳାଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଉଥିଲେ ଏହି ବ୍ୟକ୍ତି, ଆଉ ତା’ପରେ

ବେଙ୍ଗାଲୁରୁ,୮।୧୧: କର୍ନାଟକରେ ଏକ ରୋଚକ ଘଟଣା ଘଟିଛି। ଗତ ୬ ମାସ ମଧ୍ୟରେ ୧୨୦ ମହିଳାଙ୍କ ସମେତ ୨୦୦ରୁ ଅଧିକ ଲୋକଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ୫୪ ବର୍ଷୀୟ ବ୍ୟକ୍ତି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ…

ଏମିତି ଗାଁ, ଯେଉଁଠି ସମସ୍ତଙ୍କ ଘରେ ଦିଆଯାଏ କେବଳ କଳାରଙ୍ଗ

ସାଧାରଣତଃ ଘରକୁ ସଜାଇବା ପାଇଁ ଲୋକେ ଭିନ୍ନ ଭିନ୍ନ ରଙ୍ଗ ବ୍ୟବହାର କରିଥାନ୍ତି। ମାତ୍ର ଏମିତି ଏକ ଗାଁ ଅଛି, ଯେଉଁଠି ଘର ରଙ୍ଗ କରିବା ପାଇଁ କେବଳ କଳାରଙ୍ଗର ବ୍ୟବହାର କରାଯାଏ। ଛତିଶଗଡ଼ର ଜୟପୁର ଜିଲାସ୍ଥିତ ଏକ ଆଦିବାସୀ ବହୁଳ…

ବୋତଲରେ ପାଣି ପିଉଛି ବତକ ଛୁଆ: ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…

ସାବଧାନ! ଏହି ମାଛ ଖାଇଲେ ଚାଲିଯିବ ଜୀବନ

ସାଧାରଣତଃ ମାଛ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ମାଛ ଅଛି, ଯାହାକୁ ଖାଇଲେ ଜୀବନ ଚାଲିଯିବ। ତେଣୁ ଏଥିପ୍ରତି ସାବଧାନ ରହିବା ଜରୁରୀ। ଏପରି ବିଷାକ୍ତ ମାଛର ନାଁ ହେଉଛି ପଫର। ଏଥିରେ ସାଇନାଇଡ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?