Posted inଫୁରସତ

ଅଟୋରିକ୍ସାରେ ଘର: ନାଁହେଉଛି ସୋଲୋ ୦.୧

ଅଟୋରିକ୍ସାରେ ପୁଣି ଭ୍ରାମ୍ୟମାଣଘର! କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏକଥା ସତ । ଏହି ପରି ଆକର୍ଷଣୀୟ ଭ୍ରାମ୍ୟମାଣ ଘରକୁ ଡିଜାଇନ୍‌ କରିଛନ୍ତି ତାମିଲନାଡୁର ୨୩ ବର୍ଷୀୟ ଯୁବକ ଏନ୍‌.ଜି.ଅରୁନ୍‌ ପ୍ରଭୁ ।ଏହା ଭାରତର ପ୍ରଥମ ଭ୍ରାମ୍ୟମାଣ ଘର । ଏହା ଫ୍ଲାଟ, ଆପାର୍ଟମେଣ୍ଟ ଓ ଗାଁଘର ମିଶ୍ରଣରେ ଡିଜାଇନ ହେଇଛି । ଏହି ଘରର ନାଁହେଉଛି ସୋଲୋ ୦.୧ । ଏହା ୩୬ ବର୍ଗ ଫୁଟ୍‌ ଜାଗାରେ ତିଆରି । ଯେଉଁଥିରେ ଗୋଟିଏ ବେଡ୍‌ରୁମ ସହିତ ଲିଭିଙ୍ଗରୁମ,ରୋଷେଇ ଘର, ପାଇଖାନା, ବାଥଟବ୍‌, କାମ କରିବା ପାଇଁ ଖାଲିଜାଗା ଓ ଏକ ୨୫୦ଲିଟରର ପାଣିଟାଙ୍କି ମଧ୍ୟ ରହିଛି । ଏଥିରେ ପ୍ରାୟ ୨-୩ ଜଣ ବ୍ୟକ୍ତି ଆରାମରେ ରହିପାରିବେ । ଏହି ପ୍ରୋଜେକ୍ଟର ଲକ୍ଷ୍ୟ ହେଉଛି ଯୁବ ଇଞ୍ଜିନିୟରମାନଙ୍କୁ ଉସତ୍ାହିତ କରିବା ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri