ଫୁରସତ

ଆଖିପତା ସାଜିଛି କାନ୍‌ଭାସ୍‌

ଇସ୍ରାଇଲର ତାଲ ପେଲେଗ୍‌ ଜଣେ ଅଭିଜ୍ଞ ମେକ୍‌ଅପ୍‌ ଆର୍ଟିଷ୍ଟ। ପିଲାଟିବେଳୁ ସେ ଚିତ୍ର ଆଙ୍କୁଥିଲେ ଓ ସାନ ଭଉଣୀକୁ ମଡେଲ ସଜେଇ ମୁହଁରେ ମେକ୍‌ଅପ୍‌ ଏକ୍ସପେରିମେଣ୍ଟ କରୁଥିଲେ। ଏବେବି ସେହି ସଉକ ସେ ଛାଡି ନାହାନ୍ତି। ବରଂ ନିଜ ଆଖିପତାକୁ କାନ୍‌ଭାସ୍‌…

କୁକୁଡା ଅଣ୍ଡାଠୁ ବଡ ଏଇ ଅଙ୍ଗୁର

ପେନ୍ଥା ପେନ୍ଥା ତାଜା ଅଙ୍ଗୁର ଦେଖିଲେ ଭାରି ଲୋଭ ଲାଗେ। ଯଦି ଏହା ମଞ୍ଜି ବିହୀନ, ରସାଳ ହୋଇଥାଏ ତେବେ ଖାଇବାରେ ମଜା ଆସିଯାଏ। ଆମେ ଏଠାରେ ଯେଉଁ ଅଙ୍ଗୁର ବିଷୟରେ କହୁଛୁ ତାକୁ ଦେଖି ଯେତିକି ଆଶ୍ଚର୍ଯ୍ୟ ଲାଗିବ ଖାଇବାକୁ…

ଯାଆଁଳା କିନ୍ତୁ ଭିନ୍ନ

ଯାଆଁଳା ମାନେ ସାଧାରଣତଃ ଦେଖିବାକୁ ପ୍ରାୟ ଏକାଭଳି ହୋଇଥାନ୍ତି । ସେମାନଙ୍କର ରଙ୍ଗ, ଢଙ୍ଗ ପ୍ରାୟ ସମାନ ହୋଇଥାଏ ା କିନ୍ତୁ ଏପରି ଦୁଇ ଯାଆଁଳା ଭଉଣୀ ଅଛନ୍ତି ଯେ ଦୁହେଁ ଦୁହିଁଙ୍କ ଠାରୁ ବହୁତ ଭିନ୍ନ । ଏହି ଯାଆଁଳା…

ପ୍ରଥମ ଦରମା ଟଙ୍କା ଜେଜେମା’ଙ୍କୁ ଦେଇଥିଲି

ନୟାଗଡ଼ ଜିଲା ଖୁଣ୍ଟୁବନ୍ଧ ଗାଁରେ ମୋ ଜନ୍ମ। ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି ନୟାଗଡ଼ କଲେଜରେ ଆଇ.ଏ., ବି.ଏ. ପଢ଼ିଥିଲି। ତା’ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଫିଲୋସଫିରେ ଏମ୍‌.ଏ. କରିବା ପରେ ପି.ଏଚ୍‌ଡି. ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲି। ହେଲେ…

ଅଜବ ଡ୍ରାଇଭିଂ ରୁଲ୍ସ: କାର୍‌ ମଇଳା ଥିଲେ ଜରିମାନା; ଟ୍ରାଫିକ୍‌ ପୋଲିସ୍‌କୁ ରାଗିକି ଅନାଇଲେ ବି ଦଣ୍ଡ

ପୃଥିବୀରେ ଅଛି ଅନେକ ଦେଶ। ସବୁ ଦେଶର ଚଳଣି, ନୀତି ନିୟମ ଭିନ୍ନ ଭିନ୍ନ ହୋଇଥାଏ। ସେଥିପାଇଁ ଯେଉଁଠିକୁ ଗଲେ ସେଠାକାର ନିୟମ ମାନିବାକୁ ହୁଏ। ଖାସ୍‌ କରି ସେହି ସ୍ଥାନର ଡ୍ରାଇଭିଂ ରୁଲ୍ସ ଜାଣିବା ନିହାତି ଆବଶ୍ୟକ। କାରଣ ଅନେକ…

ମାଛ ଧରିବା ସମୟରେ ଜାଲରେ ପଡ଼ିଲା ଏପରି ଜିନିଷ : ମୂଲ୍ୟବାନ ଔଷଧରେ ହୁଏ ବ୍ୟବହାର

ମହାରାଷ୍ଟ୍ରର ଉଜ୍‌ନି ଡ୍ୟାମ୍‌ରୁ ମାଛ ଧରିବା ସମୟରେ ଜଣେ ଦମ୍ପତି ଏକ ଦୁର୍ଲଭ କଇଁଛ ଦେଖିଥିଲେ। ଯେତେବେଳେ ସେମାନେ ଏହାକୁ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ହସ୍ତାନ୍ତର କଲେ, ଏହା ଜାଣିବାକୁ ପାଇଲା ଯେ, ଏହା ଏକ ବିରଳ ପ୍ରଜାତିର ଏକ ଭାରତୀୟ…

କଳା ଓ ସଂସ୍କୃତିରେ ଭରା ଗୁଜରାଟ

ଗୁଜରାଟ ଭାରତର ଏକ ପ୍ରମୁଖ ରାଜ୍ୟ। ଏହା ନିଜର ସ୍ବତନ୍ତ୍ର କଳା, ସଂସ୍କୃତି, ସ୍ଥାପତ୍ୟ, ପ୍ରାକୃତିକ ପରିଦୃଶ୍ୟ ତଥା ସ୍ବାଦିଷ୍ଟ ଭୋଜନ ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ତା’ଛଡ଼ା ପର୍ଯ୍ୟଟକଙ୍କ ମନକୁ ମୋହିଲା ଭଳି ଅନେକ ଦର୍ଶନୀୟ ସ୍ଥାନ ବି…

ବିନା ମାଟିରେ ଚାଷ

ସହର ବଜାର କଥା ଦେଖିଲେ, ଘର କରିବା ପାଇଁ ତ ଜାଗାର ଅଭାବ ପୁଣି ଜାଗାର ଦାମ୍‌ ଯାହା, ସେଥିରେ ଘରକରି ବଗିଚା କରିବା ପାଇଁ ସମ୍ବଳର ଅଭାବ ଦେଖାଦିଏ। ତେଣୁ ନିଜ ସାଧ୍ୟମୁତାବକ ଛୋଟ ଜାଗାକୁ କିଣି ଲୋକ ଘରକରିବାକୁ…

ଜାଣନ୍ତୁ ରାସ୍ତା ପାର୍ଶ୍ୱରେ କାହିଁକି ଥାଏ ବିଭିନ୍ନ ରଙ୍ଗର ମାଇଲଖୁଣ୍ଟ

ଆପଣ ନିଶ୍ଚିତ ରାସ୍ତାରେ ଯିବା ବେଳେ ପାର୍ଶ୍ୱରେ ଥିବା ମାଇଲଖୁଣ୍ଟ ଦେଖିଥିବେ। ଏହି ପଥରଗୁଡ଼ିକରେ ସ୍ଥାନର ଦୂରତା ଏବଂ ସ୍ଥାନର ନାମ ଲେଖାଯାଇଥାଏ। ତେବେ ଏହି ପଥରଗୁଡ଼ିକ ବିଭିନ୍ନ ରଙ୍ଗର ହୋଇଥାଏ। ଏହି ମାଇଲଖୁଣ୍ଟର ଉପର ଅଂଶ ହଳଦିଆ, ସବୁଜ ଏବଂ…

ଆମେ ଆଉ ପ୍ଲାଷ୍ଟିକ୍‌ ବୋତଲ

କାଚପରି ସ୍ବଚ୍ଛ କିନ୍ତୁ କାଚ ତୁଳନାରେ ଢେର ହାଲୁକା । ତଳେ ପଡିଲେ ଭାଙ୍ଗିବନି କି ଫାଟିବନି। ଯେଉଁଠି ଲିଟରେ ପାଣି ରଖିବାକୁ ଆବଶ୍ୟକ ହେଉଥିଲା ଅଧ କେଜିର କାଚ ବୋତଲ ସେଠି ମାତ୍ର ୩୦ ଗ୍ରାମ୍‌ର ବୋତଲ ହିଁ ଯଥେଷ୍ଟ।…

‘ଦି ଗ୍ରେଟ୍‌ ସ୍ମଗ୍‌ ଅଫ୍‌ ଲଣ୍ଡନ’

ଲଣ୍ଡନ: ପାଖାପାଖି ୬୮ ବର୍ଷ ତଳେ ଲଣ୍ଡନବାସୀ ଦେଖିଥିଲେ କୁହୁଡ଼ିର ଭୟାବହତା। ସେଦିନ ଥିଲା ଡିସେମ୍ବର ୪। ହଠାତ୍‌ ସାରା ସହର ଅନ୍ଧକାରମୟ ହୋଇଗଲା। ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇଗଲା। ଶ୍ୱାସକ୍ରିୟାରେ ଜଟିଳ ସମସ୍ୟା ଉପୁଜିଲା। ହସ୍ପିଟାଲରେ ଅସମ୍ଭାଳ ଭିଡ଼…

କରୋନାକୁ ଡରି ସ୍ତ୍ରୀଙ୍କଠାରୁ ସାମାଜିକ ଦୂରତା ରକ୍ଷା କରୁଥିଲେ ସ୍ବାମୀ, ଶେଷରେ କୋର୍ଟରେ ଦେବାକୁ ପଡ଼ିଲା ପୁରୁଷତ୍ୱର ପ୍ରମାଣ

ଭୋପାଳ,୫ା୧୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ବାସ୍ତବରେ କରୋନା ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏକ ଦମ୍ପତି। ତେବେ ଯୁବକ ଜଣକ ତାଙ୍କ ସ୍ତ୍ରୀଙ୍କଠାରୁ ‘ସାମାଜିକ ଦୂରତା’ ବଜାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?