ଜାଣନ୍ତି ପ୍ରଥମଥର ଶାଶୁଙ୍କୁ ଦେଖି କାହିଁକି ଭୟରେ ଥରିଥିଲେ ସୋନିଆ
ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୭୪ ବର୍ଷରେ ପାଦ ଦେଇଛନ୍ତି। ସେ ହେଉଛନ୍ତି ଭାରତୀୟ ରାଜନୀତିର ସବୁଠାରୁ ସଫଳ ବୋହୂ। ଆଜି ମଧ୍ୟ କଂଗ୍ରେସ ଯେତେବେଳେ ଖରାପ ସମୟ ଦେଇ ଗତି କରେ ସେତେବେଳେ ଦଳୀୟ କର୍ମୀମାନେ କେବଳ ସୋନିଆଙ୍କ…
ହେଲିକପ୍ଟର ବ୍ୟବହାର କରି ମହିଳାଙ୍କ ଅଶ୍ଳୀଳ ଭିଡିଓ କରୁଥିଲେ କନଷ୍ଟେବଳ, ଆଉ ତା ପରେ
ଲଣ୍ଡନର ୟର୍କସାୟାରରେ ପୂର୍ବତନ ଗ୍ଲାମର ମଡେଲ ଟ୍ରେସି (୫୪)ଡିକ୍ସନ ପୋଲିସ ବିରୋଧରେ ଏକ ମାମଲା ଜିତିଛନ୍ତି। ଟ୍ରେସି ଅଭିଯୋଗ କରିଥିଲେ ଯେ, ସେ ବଗିଚାରେ ଉଲଗ୍ନ ଅବସ୍ଥାରେ ସୂର୍ଯ୍ୟକିରଣ ନେଉଥିବାବେଳେ ଜଣେ ପୋଲିସ ହେଲିକପ୍ଟର ବ୍ୟବହାର କରି ଏକ ଭିଡିଓ କରିଥିଲେ।…
ଅଦ୍ଭୁତ ଘଟଣା: ମା’ ପେଟରୁ ଏଭଳି ଜିନିଷ ହାତରେ ଧରି ବାହାରିଲେ ନବଜାତକ, ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ
ବିହାରର ମୁଜାଫରପୁରରେ ଜଣେ ପ୍ରସୂତି ନିକଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ଶିଶୁଟି ମା’ ଗର୍ଭରୁ ଏମିତି ଏକ ଜିନିଷ ଧରି ବାହାରିଥିଲେ, ଯାହାକୁ ଦେଖିବା ପରେ ଡାକ୍ତରଙ୍କ ସମେତ ପରିବାର ଲୋକ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହିଳାଙ୍କର ପ୍ରସବ…
ଜୀବନ କାଳ ମଧ୍ୟରେ ୨୦ କିଲୋଗ୍ରାମ ପ୍ଲାଷ୍ଟିକ୍ ଖାଉଛନ୍ତି ଲୋକେ!
ଲଣ୍ଡନ,୯ା୧୨: ଥରେ ଚିନ୍ତା କଲେ ଯଦି ଆପଣ କାହାକୁ ପଚାରନ୍ତି କ’ଣ ଖାଇଛନ୍ତି? ଯଦି ଉତ୍ତର ମିଳେ କ୍ରେଡିଟ୍ କାର୍ଡ, ବର୍ଗର, ପିଭିସି ପାଇପ ଇତ୍ୟାଦି। ତେବେ ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଇଣ୍ଟରନ୍ୟାସନାଲ…
ରକ୍ତଦାନ କଲେ ମାଗଣାରେ ମିଳିବ ଏକ କିଲୋ ଚିକେନ-ପନିର୍: ଡିସେମ୍ବର ୧୧ରୁ ପଞ୍ଜିକରଣ ଆରମ୍ଭ
ମୁମ୍ବାଇ,୯।୧୨: କଥାରେ ଅଛି ରକ୍ତ ଦାନ ମହାପୁଣ୍ୟ। ତେବେ ଲୋକଙ୍କୁ ଏହି ମହାନ କାର୍ଯ୍ୟ ପ୍ରତି ଆକର୍ଷିତ କରାଇବା ଲାଗି ମହାରାଷ୍ଟ୍ରର ମହିମ୍-ଓ୍ବର୍ଲି ଅଞ୍ଚଳରେ ଏଭଳି ନିଆରା ଊଦ୍ୟମ ଆରମ୍ଭ କରାଯାଇଛି। ରକ୍ତଦାନ କଲେ ମାଗଣାରେ ଏକ କିଲୋ ଚିକେନ ଅବା…
ବିଷ ବିକି ହେଲେ ମାଲାମାଲ, ଜାଣନ୍ତୁ କେମିତି
ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ନିଶା ଥାଏ। ଅଦ୍ଭୁତ ନିଶା ଯୋଗୁ ବେଶ୍ ଲୋକପ୍ରିୟତା ଅର୍ଜନ କରିଥାନ୍ତି। ବେଳେବେଳେ ଏଭଳି ଅଜବ ନିଶାକୁ ପେଶା ଭାବରେ ଗ୍ରହଣ କରି ଟଙ୍କା ମଧ୍ୟ ରୋଜଗାର କରନ୍ତି। ସେମିତି ଜଣେ ବ୍ୟକ୍ତି ହେଲେ ୨୫…
ଭାରତୀୟ ରାଜନୀତିରେ ସଫଳ ବୋହୂ
ନୂଆଦିଲ୍ଳୀ,୯।୧୨:ଆଜି ଭାରତୀୟ ରାଜନୀତିର ସଫଳ ବୋହୂ ସୋନିଆ ଗାନ୍ଧୀଙ୍କ ଜନ୍ମଦିନ। ସେ ତାଙ୍କ ଜୀବନର ୭୩ ବର୍ଷର ଯାତ୍ରା ସମାପ୍ତ କରିଛନ୍ତି। ପ୍ରାୟ ଦୁଇ ଦଶନ୍ଧି ଧରି ସୋନିଆ କଂଗ୍ରେସ ସଭାପତି ଦାୟିତ୍ୱ ତୁଲାଇ ଆସୁଛନ୍ତି। ଦୀର୍ଘ ସମୟ ଧରି କଂଗ୍ରେସ…
ସ୍ତ୍ରୀଙ୍କ ସହ ପାଟିତୁଣ୍ଡ ହେବାରୁ ରାଗ ଶାନ୍ତ କରିବାକୁ ଏମିତି ପଦକ୍ଷେପ ନେଲେ ସ୍ବାମୀ: ଶୁଣିଲେ ହେବେ…
ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ସାଧାରଣ କଥା। ହେଲେ ଏକ ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହେବାରୁ ସ୍ବାମୀ ନିଜକୁ ଶାନ୍ତ କରିବା ପାଇଁ ୪୫୦ କିମି ଚାଲିଲେ। ଏମିତି ଘଟଣା ଘଟିଛି ସ୍ବିଜରଲାଣ୍ଡ ସୀମା ନିକଟ ଇଟାଲୀର କୋମା…
ଏଲିୟନଙ୍କୁ ନେଇ ବଡ ଖୁଲାସା: ଅସ୍ଥିତ୍ୱ ସତ୍ୟ, ଏଥିପାଇଁ ସେମାନେ ରହସ୍ୟ
ନୂଆଦିଲ୍ଲୀ,୮।୧୨: ମହାକାଶର ଅନେକ ଫର୍ଦ୍ଦ ଆଜିବି ରହସ୍ୟାବୃତ। ତନ୍ମଧ୍ୟରୁ ଏଲିୟନମାନଙ୍କ ଅବସ୍ଥିତି ଗୋଟିଏ। ତେବେ ସେମାନଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଇସ୍ରାଏଲର ପୂର୍ବତନ ଜେନେରାଲ ତଥା ବର୍ତ୍ତମାନର ପ୍ରଫେସର ହେମ୍ ଇସେଡ୍। ସେ କହିଛନ୍ତି ଏଲିୟନ ମାନେ ପ୍ରକୃତ। ସେମାନେ…
ମୁକେଶ ଅମ୍ବାନୀଙ୍କ ଦୁଇ ସମୁଦିଙ୍କ ମଧ୍ୟରୁ କିଏ ବେଶୀ ଧନୀ? ଜାଣନ୍ତୁ କେଉଁ ପର୍ଯ୍ୟନ୍ତ ବ୍ୟାପିଛି କାରବାର
ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ। ସେ ନିଜ ଝିଅ ଇଶା ଏବଂ ପୁଅ ଆକାଶଙ୍କ ବିବାହ ଦୁଇ ବଡ଼ ବ୍ୟବସାୟୀଙ୍କ ପରିବାରରେ କରିଛନ୍ତି। ଆକାଶଙ୍କ ବିବାହ ଶ୍ଳୋକାଙ୍କ ସହ ହୋଇଛି। ଶ୍ଳୋକା ଅରୁଣ ମେହଟ୍ଟାଙ୍କ ଝିଅ।…
ଏଠାରେ ଅଛନ୍ତି ଦୁନିଆର ସବୁଠାରୁ ଛୋଟ ମାଙ୍କଡ: ଆକାର ପିଙ୍ଗପଙ୍ଗ୍ ବଲ୍ଠାରୁ ମଧ୍ୟ ଛୋଟ
ଦକ୍ଷିଣ ଆମେରିକାର ‘ରେନ୍ ଫରେଷ୍ଟ’ କଲମ୍ବିଆ, ଇକ୍ୟୁଏଡର୍, ପେରୁ ଏବଂ ପଶ୍ଚିମ ବ୍ରାଜିଲ ପର୍ଯ୍ୟନ୍ତ ବ୍ୟାପିଛ। ଏହି ଜଙ୍ଗଲରେ ଅନେକ ପ୍ରକାରର ଜୀବଜନ୍ତୁ ବାସ କରନ୍ତି, ଯାହା ଏହି ଜଙ୍ଗଲକୁ ଅଧିକ ଆକର୍ଷଣୀୟ କରିଥାଏ। ଏହି ପ୍ରଜାତିଗୁଡିକ ମଧ୍ୟରୁ ଗୋଟିଏ ହେଉଛି…
ଏହି ଦେଶରେ ଭୋ ଭୋ ହୋଇ କାନ୍ଦିବା ଅଭ୍ୟାସ କରନ୍ତି ଲୋକେ; ନ ମାନିଲେ ଘରୁ ଉଠାଇ ନିଆଯାଏ: କାରଣ ଜାଣିଲେ ହେବେ..
ଉତ୍ତରକୋରିଆରେ ଶାସକ କିମ୍ ଜୋଙ୍ଗ ଉନ୍ଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଏ। ସେଠାର ଜନସାଧାରଣ ରାଜପରିବାରକୁ ବହୁତ ଡରିଥାନ୍ତି। କାରଣ ଦେଶରେ ଶାସକଙ୍କୁ ବଞ୍ଚିଥିବା ବେଳେ ସମ୍ମାନ ଦେବା ଏବଂ ମରିବା ପରେ ମଧ୍ୟ ତାଙ୍କ ପାଇଁ ଲୋକେ କାନ୍ଦିବାର ପରମ୍ପରା ରହିଛି।…

