ଫୁରସତ

ଭାରତୀୟ କ୍ରିକେଟ ଦଳର ଏହି ଅଧିନାୟକଙ୍କର ଥିଲେ ୧୦ ସ୍ତ୍ରୀ, ୮୮ ସନ୍ତାନ

ସ୍ବାଧୀନତା ପୂର୍ବରୁ ଆମ ଦେଶ ଅନେକ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିଲା। ପଟିଆଲା ସେଥିମଧ୍ୟରୁ ମଧ୍ୟରୁ ଗୋଟିଏ। ପଟିଆଲାକୁ ଧନୀ ରାଜ୍ୟଗୁଡ଼ିକ ମଧ୍ୟରେ ଗଣାଯାଉଥିଲା। ମହାରାଜା ଭୂପିନ୍ଦର ସିଂ ଦେଶର ପ୍ରଥମ ବ୍ୟକ୍ତି ଯିଏକି ନିଜର ବ୍ୟକ୍ତିଗତ ବିମାନ ପାଇଥିଲେ। ଖାଲି…

ବେଡ୍‌ରୁମ ପାଲଟିଛି ଆଇସିୟୁ, କାର୍‌ ହୋଇଛି ଆମ୍ବୁଲାନ୍ସ; ପୂରା ଘଟଣା ଜାଣିଲେ ହେବେ ଭାବୁକ

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ଜବଲପୁରରେ ଅବସରପ୍ରାପ୍ତ ଇଞ୍ଜିନିୟର ଅସୁସ୍ଥ ସ୍ତ୍ରୀଙ୍କ ପାଇଁ ତାଙ୍କ ଘରର ସମସ୍ତ ମାନଚିତ୍ର ପରିବର୍ତ୍ତନ କରି ଦେଇଛନ୍ତି। ସେ ତାଙ୍କ ବେଡ୍‌ରୁମକୁ ଆଇସିୟୁରେ ପରିଣତ କରିଥିବା ବେଳେ ତାଙ୍କ କାର୍‌କୁ କରିଛନ୍ତି ଆମ୍ବୁଲାନ୍ସ। ବୃତ୍ତିରେ ସେ ଜଣେ ଇଞ୍ଜିନିୟର।…

ରାସ୍ତା ନ ଛାଡିବାରୁ ମେଣ୍ଢାପଲଙ୍କ ଉପରେ ଚଢ଼ି ଚାଲିଗଲା କୁକୁର

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

ଏକଦା ଅନ୍ୟ ଧର୍ମରେ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ ଆଇଏଏସ୍‌ ଟିନା ଡାବି; ୨ ବର୍ଷ ପରେ ଛାଡ଼ପତ୍ର ପାଇଁ ହେଲେ କୋର୍ଟର ଦ୍ୱାରସ୍ଥ

୨୦୧୫ ମସିହାରେ ୟୁପିଏସ୍‌ସି ଟପ୍ପର ହୋଇଥିଲେ ଆଇଏଏସ୍‌ ଟିନା ଡାବି। ଏହାପରେ ସେ ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ। କାରଣ ସେ ଅନ୍ୟଧର୍ମର ଅତହର ଆମିର ଖାନ୍‌ଙ୍କୁ ବିବାହ କରିଥିଲେ। ଏବେ କିନ୍ତୁ ସେମାନଙ୍କ ସମ୍ପର୍କରେ ଭଟ୍ଟା ପଡ଼ିଛି। ପରସ୍ପରର…

ଦୁବଇ ଶାସକଙ୍କ ରାଜକୁମାରୀ ପତ୍ନୀଙ୍କର ରହିଛି ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ!

ଦୁବଇ,୨୧ ।୧୧: ଦୁବଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ରାଜକୁମାରୀ ପତ୍ନୀଙ୍କର ନିଜର ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ ରହିଥିବା କୁହାଯାଉଛି । ଏହାକୁ ନେଇ ରାଜକୁମାରୀ ହୟା ସୁରକ୍ଷାକର୍ମୀଙ୍କୁ ଏ ସମ୍ପର୍କରେ ମୁହଁ ନ ଖୋଲିବାକୁ କହି…

ପାକିସ୍ତାନରେ ୧୩ ଶହ ବର୍ଷ ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ

ଇସଲାମାବାଦ୍‌,୨୧।୧୧: ପାକିସ୍ତାନର ଉତ୍ତରପଶ୍ଚିମ ଅଞ୍ଚଳରେ ଥିବା ଖାତ୍‌ ଜିଲାରେ ୧୩ ଶହ ବର୍ଷ ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ ମିଳିିଛି। ଏହା ହିନ୍ଦୁ ଶାହୀ ଅବା କାବୁଲ ଶାହୀ ରାଜଙ୍କ ସମୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି। ଖାଇବର ପସ୍ତୁନଖ୍ବା ଅଞ୍ଚଳରେ…

ଖାଦ୍ୟ ଅନ୍ବେଷଣରେ ଗ୍ରାମକୁ ପଶି ଆସିଲା ହାତୀ: ଆଉ ତାପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ହାତୀ ଉତ୍ତରାଖଣ୍ଡ ହାଲଡୱାନିର ହରିପୁର ଭଣ୍ଡେଭ ଗ୍ରାମରେ ପଶି ଉତ୍ପାତ କରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ହାତୀଟି ଗ୍ରାମ ଭିତକୁ ଖାଦ୍ୟ ଅନ୍ବେଷଣରେ ପଶି…

ଦୀର୍ଘ ୧୬ ଘଣ୍ଟାର ଅପରେସନ ପରେ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ: ଦେଖନ୍ତୁ ଭିଡିଓ

ତାମିଲନାଡୁ,୨୦।୧୧-ବନବିଭାଗ କର୍ମଚାରୀଙ୍କ ଦୀର୍ଘ ୧୬ ଘଣ୍ଟାର ଅପରେସନ ପରେ ୫୦ ଫୁଟ୍‌ କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି ହାତୀ ଛୁଆ। ଏପରି ଘଟଣା ତାମିଲନାଡୁ ଧରମାପୁରୀ ଜିଲାର ପଞ୍ଚପାଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗୁରୁବାର ରାତିରେ ପଞ୍ଚପାଲ୍ଲୀ ଗ୍ରାମ…

କାନ୍ଥରେ ନରେନ୍ଦ୍ର ମୋଦିଙ୍କ ଫଟୋକୁ ଘରେ ନାରଙ୍ଗୀ ରଙ୍ଗର ପରଦା: ଭିତରୁ ଏଭଳି ଦିଶେ ଭାଜପା ନେତା ମନୋଜ ତିଓ୍ବାରୀଙ୍କ ଘର

ବମ୍ବେ: ଭୋଜପୁରୀ ମନୋରଞ୍ଜନଜଗତ ସହ ଜଡ଼ିତ ଲୋକପ୍ରିୟ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ମନୋଜ ତିଓ୍ବାରୀ ଜଣେ। ସେ ବର୍ତ୍ତମାନ ସମୟରେ ରାଜନୀତିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି ମଧ୍ୟ କରିଛନ୍ତି। ଗାୟକରୁ ଅଭିନେତା ଏବଂ ପରେ ରାଜନେତା ପାଲଟିଥିବା ମନୋଜ ଭାଜପା…

ଭାରତର ଏହି ଦୁଇ ସହର ବିଶ୍ୱରେ ସବୁଠୁ ଶସ୍ତା, ଆପଣ ବି ଏଠାରେ ତିଆରି କରିପାରିବେ ଘର

ଭଲ ପରିବେଶ ଏବଂ ସ୍ବଚ୍ଛ ସହରରେ ରହିବାକୁ ପ୍ରାୟ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ଯେକୌଣସି ସହରରେ ବସବାସ କରିବାକୁ ହେଲେ ବଜେଟ୍‌ ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏପରି ସମୟରେ ଦୁନିଆର ସବୁଠାରୁ ଶସ୍ତା ସହର, ଯେଉଁଠାରେ ଆପଣ ରହିବାକୁ ନିଶ୍ଚିତ…

ସାମାନ୍ୟ ଅଣ୍ଡା ଖୋଳ ଯୋଗୁ ଟଳିଗଲା ବଡ଼ ବିପଦ: ବଞ୍ଚିଗଲା ଜୀବନ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…

ବିବାହ ଉତ୍ସବକୁ ଆସନ୍ତୁ ନାହିଁ, ଏମିତି କହି ନିବେଦନ କରୁଛନ୍ତି କନ୍ୟାଙ୍କ ମାତାପିତା; କାରଣ…

ନୂଆଦିଲ୍ଲୀ,୨୦ା୧୧: ଦିଲ୍ଲୀରେ ଶାସକ ଆମ ଆଦ୍‌ମୀ ପାର୍ଟି ସରକାର ବିବାହ ସମାରୋହରେ କେବଳ ୫୦ ଅତିଥି ଯୋଗ ଦେବା ପାଇଁ ଆଦେଶ ଦେଇଛନ୍ତି। ଏହା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏକ କନ୍ୟାଘର ପକ୍ଷରୁ କୁହାଯାଇଛି ଯେ, ସରକାର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?