ଫୁରସତ

ଶାଢ଼ି ପିନ୍ଧି ବ୍ୟାକ୍‌ଫ୍ଲିପ୍‌ ମାରିଲେ ଯୁବତୀ, ଭିଡିଓ ଦେଖିଲେ ଚକିତ ହେବେ

ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଶାଢ଼ି ପିନ୍ଧିଥିବା ଏହି ଯୁବତୀ ଜଣକ ‘ବ୍ୟାକ୍‌ଫ୍ଲିପ୍‌’ ମାରି ରେକର୍ଡ ସୃଷ୍ଟି କରିଛନ୍ତି। ଲୋକେ ଯୁବତୀଙ୍କ ଏହି ପ୍ରତିଭା ଦେଖି ଖୁବ୍‌…

ବାସ୍ତବ ଦୁନିଆର ‘ମୋଗଲି’: ଆଖି ପିଛୁଳାକେ ଚଢ଼ନ୍ତି ଗଛ, ଜଙ୍ଗଲରେ ବିତାନ୍ତି ସମୟ

ନୂଆଦିଲ୍ଲୀ: ଫିଲ୍ମ ‘ଜଙ୍ଗଲ ବୁକ୍‌’ରେ ବେଶ୍‌ ଲୋକପ୍ରିୟ ହୋଇଥିଲା ମୋଗଲି ଚରିତ୍ର। ଜଙ୍ଗଲରେ ରହିବା ସହ ପଶୁପକ୍ଷୀଙ୍କ ମଧ୍ୟରେ ସମୟ ବିତାଉଥିବାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଥିଲା। ହେଲେ ବାସ୍ତବରେ ମୋଗଲୀଙ୍କୁ ଦେଖିବାକୁ ଚାହାନ୍ତି ଯଦି ଆପଣଙ୍କୁ ପୂର୍ବ ଆଫ୍ରିକାର…

୪୭୦୦ ବର୍ଷ ପୁରୁଣା ପିରାମିଡ୍‌ ସମ୍ମୁଖରେ ସେକ୍ସି ଫଟୋଶୁଟ୍‌ କରି ଫସିଲେ ଏହି ମଡେଲ; ଫଟୋ ଭାଇରାଲ ପରେ…

ହଜାର ହଜାର ବର୍ଷ ପୁରୁଣା ଇଜିପ୍ଟର ବିଶ୍ୱ ପ୍ରସିଦ୍ଧ ପିରାମିଡ୍‌ ସମ୍ମୁଖରେ ଫଟୋଶୁଟ କରି ଜଣେ ମଡେଲ ଏବେ ଅଡ଼ୁଆରେ। ମଡେଲ ସଲମା ଅଲ ସିମିଙ୍କ ଫଟୋ ଉଠାଇଥିବା ଫଟୋଗ୍ରାଫରଙ୍କୁ ଇଜିପ୍ଟ ପୋଲିସ ଗିରଫ କରିସାରିଛି। ଅର୍ଦ୍ଧନଗ୍ନ ଅବସ୍ଥାରେ ୪,୭୦୦ ବର୍ଷ…

୬୬ ବର୍ଷରେ ଦ୍ୱିତୀୟ ବିବାହ କଲେ ବାପା: ସୋସିଆଲ ମିଡିଆରେ ପୁଅ ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା

୬୬ ବର୍ଷୀୟ ଜଣେ ବ୍ୟକ୍ତି ଏବଂ ୬୩ ବର୍ଷୀୟା ଜଣେ ମହିଳା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସବୁଠୁ ଉତ୍ସାହ ତଥା ଆବେଗପୂର୍ଣ୍ଣ କଥା ହେଲା ଏହି ଦମ୍ପତିଙ୍କ ପ୍ରେମ କାହାଣୀ ସଂପୃକ୍ତ ବ୍ୟକ୍ତିଙ୍କ ପୁଅ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…

ସମୁଦ୍ରରୁ ମିଳିଲା ଏପରି ଜିନିଷ, ରାତାରାତି କୋଟିପତି ହେଲେ ମତ୍ସ୍ୟଜୀବୀ

କଥାରେ ଅଛି, ଈଶ୍ୱର ଯାହାକୁ ଦିଅନ୍ତି ଛପର ଫାଡ଼ି କି ଦିଅନ୍ତି। ସେମିତି ଏକ ଘଟଣା ଥାଇଲାଣ୍ଡରୁ ସାମ୍ନାକୁ ଆସିଛି। ଆଶା କରାଯାଉଥିବା ଅଧିକ କିଛି ପାଇବା ପରେ ଲୋକଙ୍କ ଗୋଡ଼ ତଳେ ଲାଗେନି। ଯାହାକି ଜଣେ ମତ୍ସ୍ୟଜୀବୀଙ୍କ କ୍ଷେତ୍ରରେ ଘଟିଛି।…

ଏଠାରେ ଯୁବତୀଙ୍କୁ ଜୋରଜବରଦସ୍ତ ଘରୁ ଉଠାଇ ନେଇ ବିବାହ କରିଥାନ୍ତି ଯୁବକ

ଇଣ୍ଡୋନେସିଆ ବାଲିର ପୂର୍ବ ଭାଗରେ ସୁମ୍ବା ନାମକ ଏକ ଦ୍ୱୀପରେ ବିଭିନ୍ନ ପ୍ରାଚୀନ ସାଂସ୍କୃତିକ ପରମ୍ପରାକୁ ଅନୁସରଣ କରାଯାଇଥାଏ। କିନ୍ତୁ ବିବାଦୀୟ ପରମ୍ପରା ହେତୁ ଏହି ଦ୍ୱୀପ ଚର୍ଚ୍ଚାରେ ରହିଥାଏ। ପ୍ରକୃତପକ୍ଷେ ସୁମ୍ବାରେ ଯଦି କେହି ଯୁବକଙ୍କ କୌଣସି ଯୁବତୀ ପସନ୍ଦ…

ଅନ୍‌ଲାଇନ୍‌ରେ ଫୁଡ୍‌ ଅର୍ଡର କରିଥିଲେ ଯୁବତୀ, ଏକାସାଙ୍ଗରେ ପହଞ୍ଚିଲେ ୪୨ ଡେଲିଭରୀ ବୟ; କାରଣ ଜାଣିଲେ…

ଫିଲିପାଇନ୍ସରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବତୀ ଅନ୍‌ଲାଇନ୍‌ରେ ଫୁଡ୍‌ ଅର୍ଡର କରିଥିଲେ। ତେବେ ଏହି ଅର୍ଡରକୁ ନେଇ ଏକାସାଙ୍ଗରେ ୪୨ ଜଣ ଡେଲିଭରୀ ବୟ ଆସି ଯୁବତୀଙ୍କ ପାଖରେ ପହଞ୍ଚିଗଲେ। ତେବେ ଯୁବତୀ ଜଣଙ୍କୁ ବୁଝାପଡ଼ିଲା…

ମାତ୍ର ୧୫୦୦ ଟଙ୍କାରେ କମ୍ପାନୀ ଛିଡା କରିଥିଲେ, ଆଜି କୋଟି କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ,୮।୧୨: ‘ମସାଲା କିଙ୍ଗ୍‌’ ନାମରେ ପରିଚିତ ଏମ୍‌ଡିଏଚ୍‌ ଗ୍ରୁପର ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କର ପରଲୋକ ଘଟିଛି। ୯୮ ବର୍ଷ ବୟସ୍କ ମହାଶୟ ଅସୁସ୍ଥତା କାରଣରୁ ଗତ କିଛି ଦିନ ହେବ ଦିଲ୍ଲୀର ମାତା ଚନନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।ଧର୍ମପାଲ ଏପରି…

ଭୋକ ସହି ନ ପାରି ଗଛରେ ଚଢିଗଲେ ଛେଳି ପଲ : ଆଉ ତା ପରେ ଘଟିଲା ଏମିତି

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଦଳେ ଛେଳି ମଧ୍ୟାହ୍ନଭୋଜନ ପାଇଁ ଗଛର ଶୀର୍ଷରେ ଚଢିଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଦଳେ ଛେଳି ଗଛ ଉପରେ ଚଢିଯାଇଛନ୍ତି। ପରେ ଡାଳରେ ଛିଡା ହୋଇ ପତ୍ର…

ପାହାଡ଼ ଉପରେ ୫୦୦ ବର୍ଷ ତଳର ଗାଁ

ଜନବସତି ସାଧାରଣତଃ ସ୍ଥଳଭାଗରେ ଗଢ଼ି ଉଠିଥାଏ। ମାତ୍ର ପାହାଡ଼ ଉପରେ ଝୁଲି ରହିଥିବା ଗାଁ କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ତଥାପି ଏକ ପାହାଡ଼କୁ ଦେଖିଲେ ଏହାକୁ ସତ ବୋଲି ମାନିବାକୁ ହେବ। ଏହିପରି ଏକ ଗାଁ ଝୁଲି ରହିଛି…

ରାଗି କି ଅଗ୍ନିଶମ କର୍ମଚାରୀଙ୍କୁ ଗୋଡ଼ାଇଲା ଗାଈ, ଭିଡିଓ ଦେଖିଲେ…

ପୋଲିସ ଅଧିକାରୀ, ଅଗ୍ନିଶମ କର୍ମଚାରୀ ଏବଂ ଜରୁରିକାଳୀନ କମର୍ଚାରୀମାନେ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତିର ସମ୍ମୁଖୀନ କରିଥାନ୍ତି। ମାତ୍ର ବେଳେବେଳେ ସେମାନେ କିଛି ବିଚିତ୍ର ପରିସ୍ଥିତିର ସାମ୍ନା କରିଥାନ୍ତି। ଯାହା ଦେଖିଲେ ବିଶ୍ୱାସ କରି ହୁଏ ନାହିଁ। ଅଷ୍ଟ୍ରେଲିଆର ନ୍ୟୁ ସାଉ୍‌୍‌ ଓ୍ବେଲ୍ସର…

ପ୍ରାଣୀଉଦ୍ୟାନରେ ନାହିଁ ଜାଗା: ଦିନକୁ ୨୫ କିଲୋ ମିଟର ଚାଲିବା ପାଇଁ ଗଧିଆ କରିଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?