ମାଛ ଧରିବା ସମୟରେ ଜାଲରେ ପଡ଼ିଲା ଏପରି ଜିନିଷ : ମୂଲ୍ୟବାନ ଔଷଧରେ ହୁଏ ବ୍ୟବହାର

ମହାରାଷ୍ଟ୍ରର ଉଜ୍‌ନି ଡ୍ୟାମ୍‌ରୁ ମାଛ ଧରିବା ସମୟରେ ଜଣେ ଦମ୍ପତି ଏକ ଦୁର୍ଲଭ କଇଁଛ ଦେଖିଥିଲେ। ଯେତେବେଳେ ସେମାନେ ଏହାକୁ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ହସ୍ତାନ୍ତର କଲେ, ଏହା ଜାଣିବାକୁ ପାଇଲା ଯେ, ଏହା ଏକ ବିରଳ ପ୍ରଜାତିର ଏକ ଭାରତୀୟ ତାରକା କଇଁଛ। ଯାହା ବଲୁପ୍ତ ପ୍ରାୟ। କିଛି ଲୋକ ଏହି କଇଁଛକୁ ତନ୍ତ୍ର-ମନ୍ତ୍ରରେ ମଧ୍ୟ ବ୍ୟବହାର କରନ୍ତି।

ଏହି ବିରଳ ଭାରତୀୟ ତାରକା ପ୍ରଜାତିର କଇଁଛ ମହାରାଷ୍ଟ୍ରର ପୁଣେ ଜିଲାର ଇନ୍ଦପୁରରେ ଦେଖିବାକୁ ମିଳିଛି। ଏହି କଇଁଛଟି ଭଗୱାନ ନିକଟ ଉଜ୍‌ନି ଡ୍ୟାମରେ ଜଣେ ମତ୍ସ୍ୟଜୀବୀ ଦମ୍ପତିଙ୍କ ଦ୍ୱାରା ମିଳିଥିଲା। ବିନୋଦ କାଲେ ଏବଂ ତାଙ୍କ ସ୍ତ୍ରୀ ଶିବାନୀ କାଲେ ଇନ୍ଦପୁରରେ ଏହି ବିରଳ ପ୍ରଜାତିର କଇଁଛଙ୍କୁ ପାଇଥିଲେ।

ଏହି କଇଁଛ ସାଧାରଣ କଇଁଛ ଅପେକ୍ଷା ଅଧିକ ସୁନ୍ଦର । ଏହାର ବାହ୍ୟ ଚର୍ମରେ ଚମକଦାର ବର୍ଚ୍ଛା ଆକୃତିର ବିନ୍ଦୁ ଅଛି ଯାହା ତାରା ପରି ଦେଖାଯା ।

ଏହି ବିରଳ କଇଁଛ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ପ୍ରଜାତି । ଏହି ପ୍ରଜାତି ମୁଖ୍ୟତ ଦକ୍ଷିଣ ଆଫ୍ରିକା, ପାକିସ୍ଥାନ, ମିଆଁମାର, ଶ୍ରୀଲଙ୍କା ଏବଂ ଭାରତରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ଦେଖିବାକୁ ମିଳେ।

मछली पकड़ते कपल को दिखा दुर्लभ कछुआ, जादू-टोना और नशीली दवाओं के लिए होती है तस्‍करी

ଅନ୍ଧବିଶ୍ୱାସ, ହୋମ ଫେଙ୍ଗ ଶୁଇ, ଯାଦୁକରୀ, ଡ୍ରଗ୍ସ ଓ ଔଷଧ ଭଳି ମୂଲ୍ୟବାନ ଉତ୍ପାଦନ ପାଇଁ ଏହି କଇଁଛକୁ ସର୍ବଭାରତୀୟ ସ୍ତରରେ ଚୋରା ଚାଲାଣ କରାଯାଏ। ପରେ ଦମ୍ପତି ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ କଇଁଛ ହସ୍ତାନ୍ତର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

ସୋନମ ୱାଙ୍ଗଚୁକଙ୍କୁ ଭାବୁକ ନିବେଦନ କଲେ ଅଭିଜିତ୍‌ ଦୀପକେ, କହିଲେ-ଆପଣଙ୍କ ଜୀବନ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri