ମନ କିଣିବ ହୁମୁରୀ ତାମ୍ପରା
କୃତିକ ସୌନ୍ଦର୍ଯ୍ୟରେ ଭରପୂର ତଥା ସୁବିସ୍ତୀର୍ଣ୍ଣ ଜଳରାଶିର ଭଣ୍ଡାର ହୁମୁୁରୀ ତାମ୍ପରା ହ୍ରଦ ଗଞ୍ଜାମ ଜିଲା ଛତ୍ରପୁରଠାରୁ ୨ କି.ମି. ଦୂରରେ ଅବସ୍ଥିତ ା ହ୍ରଦର ଗୋଟିଏ ପାର୍ଶ୍ୱରେ ରହିଛି ଜାତୀୟ ରାଜପଥ ଏବଂ ଅନ୍ୟ ପାର୍ଶ୍ୱରେ ବେଳାଭୂମି। ଝାଉଁ, କାଜୁ…
ପଛ କଲେ ଚାକିରି, ପଡ଼ିଲେ ପକ୍ଷୀ ପ୍ରେମରେ…
କେବେ ସଉକରେ ପାଳୁଥିଲେ ଚଢ଼େଇ। ଏବେ ତାହା ଦେଉଛି ଲକ୍ଷାଧିକ ଟଙ୍କାର ରୋଜଗାର। ମୋଟା ଅଙ୍କର ଚାକିରିକୁ ପଛ କରି ପକ୍ଷୀପ୍ରେମରେ ପଡ଼ିଥିବା ଏହି ଯୁବ ଇଞ୍ଜିନିୟର ଜଣକ ହେଲେ ଗିରିଜା ପ୍ରସାଦ ମିଶ୍ର। ତାଙ୍କ ଫାର୍ମରେ ଏବେ ଶୋଭା ପାଇଛନ୍ତି…
ପ୍ରକୃତି ପର୍ଯ୍ୟଟନର ଗନ୍ତାଘର ଭିତରକନିକା
ପ୍ରାକ୍ତନ କନିକା ରାଜ୍ୟର ଭିତିରିଆ ଅଞ୍ଚଳ ହୋଇଥିବାରୁ ନଁା ତା’ର ଭିତରକନିକା। ଅନାବିଳ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଘଞ୍ଚ ହେନ୍ତାଳବନ ପରିବେଷ୍ଟିତ ଏହି ଇଲାକା ପ୍ରକୃତି ପର୍ଯ୍ୟଟନ ଦୃଷ୍ଟିକୋଣରୁ ପ୍ରକୃତିପ୍ରେମୀ ପର୍ଯ୍ୟଟକମାନଙ୍କ ନିମନ୍ତେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଓଡ଼ିଶା ରାଜ୍ୟର ପୂର୍ବ…
କରୋନା: ଭବିଷ୍ୟତ ପାଇଁ ଆହ୍ବାନ
ପୂର୍ବରୁ ଏକାଧିକ ମହାମାରୀର ଭୟାବହତା ସମ୍ପର୍କରେ ଆମକୁ ଇତିହାସରୁ ପ୍ରମାଣ ମିଳେ। ହେଲେ ୨୦୧୯ ଶେଷ ଆଡ଼କୁ ଦେଖାଦେଇଥିବା କୋଭିଡ୍-୧୯ ପାଣ୍ଡେମିକ(ଅତିମାରୀ) କରୋନା କେବଳ ମଣିଷର ସ୍ବାସ୍ଥ୍ୟାବସ୍ଥାକୁ ପ୍ରଭାବିତ କରିନାହିଁ, ସମଗ୍ର ପୃଥିବୀରେ ୧୯୩୦ ଦଶକର ଉତ୍କଟ ଆର୍ଥିକ ମାନ୍ଦାବସ୍ଥାକୁ ମଧ୍ୟ…
କାଞ୍ଚତ୍ ବିଜୟର ସନ୍ତକ ‘ଗଣେଶ ଖୋଲା’
ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି ଢେଙ୍କାନାଳ। ଐତିହ୍ୟ, ସଂସ୍କୃତି, ପରମ୍ପରା, ଜୈବ ବିବିଧତାରେ ସମୃଦ୍ଧ ଏହି ଜିଲା ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। କପିଳାସ, ସପ୍ତଶଯ୍ୟା, ମହିମାଗାଦି, ଅନନ୍ତଶୟନ, ଅଷ୍ଟଶମ୍ଭୁ ପରେ ଯୋରନ୍ଦା ବ୍ଲକ…
କାଲି ଯାହା ସଙ୍ଗେ ଦେଖାହେଲା
ସାଧନାର ପଥ ବଡ଼ ଦୁର୍ଗମ। ସତର୍କତା ସତ୍ତ୍ୱେ ବାରବାର ପତନର ଆଶଙ୍କା ଥାଏ। ନାନା ବାଧାବିଘ୍ନ ଆସେ। ସମୟ ସମୟରେ ଏପରି ମନେହୁଏ ଯେ, ଆଉ ପାଦେ ବି ଏ ମାର୍ଗରେ ଆଗେଇବା ସମ୍ଭବ ନୁହେଁ। ପଶ୍ଚାତ୍ଗତି ହିଁ ଏକମାତ୍ର ବିକଳ୍ପ।…
ସାମ୍ନାକୁ ଆସିଲା ଏଭଳି ଦୃଶ୍ୟ : ସାପକୁ ଗିଳି ଦେଉଛି ବେଙ୍ଗ
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
ଟ୍ରମ୍ପ୍ଙ୍କ ପରାଜୟର କାରଣ
୨୦୨୦ ଆମେରିକା ନିର୍ବାଚନ ବହୁ ଲୋକଙ୍କ ଭୁଲ ଧାରଣାକୁ ସବୁଦିନ ପାଇଁ ଦୂର କରିଛି, ଯେଉଁମାନେ ମନେକରୁଥିଲେ ଯେ, ୨୦୧୬ର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିଜୟ ଏକ ଐତିହାସିକ ଦୁର୍ଘଟଣା ଥିଲା। ଟ୍ରମ୍ପ୍ଙ୍କୁ ଏଥର ୭୦ ନିୟୁତ ଅର୍ଥାତ୍ ୭…
ଆଗକୁ ବଡ଼ ଚ୍ୟାଲେଞ୍ଜ
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ହରାଇ ଜୋ ବାଇଡେନ୍ ଦେଶର ୪୬ତମ ରାଷ୍ଟ୍ରପତି ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ପରବର୍ତ୍ତୀ ୪ ବର୍ଷରେ ବାଇଡେନ୍ଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ସେଥିମଧ୍ୟରୁ ସବୁଠୁ ବଡ଼ ଆହ୍ବାନ ହେଉଛି କଂଗ୍ରେସରେ ରିପବ୍ଲିକାନ୍…
ସେଦିନର ଗୌରବ ଆଜି ବିସ୍ମୃତିର ଗର୍ଭରେ
ଭାଙ୍ଗିଛି ମଠ ଶ୍ରୀକ୍ଷେତ୍ରର ଐତିହ୍ୟ ହଜାର ହଜାର ବର୍ଷ ପରମ୍ପରାରୁ ଗଢିଉଠିଛି। ମହାପ୍ରଭୁଙ୍କ ଉପାସନାର ମୂଲ୍ୟବୋଧକୁ ସର୍ବଭାରତୀୟସ୍ତରରେ ପହଞ୍ଚାଇବାରେ ମଠଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ମଠ ସମ୍ପ୍ରଦାୟର ସାଧୁ ଓ ଶିଷ୍ୟମାନେ ଭାରତର ଯେଉଁ ଅଞ୍ଚଳର ହୁଅନ୍ତୁ ନା କାହିଁକି ଶ୍ରୀଜଗନ୍ନାଥଙ୍କ…
ପ୍ରଶଂସାରେ ଏଠି ସୃଜନ ସମୀକ୍ଷା
ଡ଼ିଶାରେ ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ, ନାଟକ, ଥିଏଟର, ସିନେମା ଆଦି କ୍ଷେତ୍ରରେ ସମୀକ୍ଷାର ଅଭାବ ନାହିଁ। କେଉଁ ମାଧ୍ୟମରେ କିଭଳି ସମୀକ୍ଷା କରାଗଲେ ସୃଜନ କାର୍ଯ୍ୟ ନିର୍ଦ୍ଦିଷ୍ଟ ତାରକା (ଷ୍ଟାର୍) ପାଇପାରୁଛି, ତାହା ବୁଝାଇବା ଦରକାର ପଡ଼ୁ ନାହିଁ। ଓଡ଼ିଶାରେ…
ତନାଘନା
ଭଶ୍ରୀ ଫେସ୍ବୁକ୍ରେ ଲେଖିଥିଲା ଯେ, ଆଜି ମତେ ଗୋଟିଏ ମଶା କାମୁଡ଼ିଦେଲା। ତା’ର ପାଞ୍ଚଶହ ପଇଁତିରିଶଟି କମେଣ୍ଟ୍ସ ଆସିଲା। ପ୍ରତି କମେଣ୍ଟ୍ସରେ ଥିଲା ଉଦ୍ବେଗ ଓ ପରାମର୍ଶ। ତମେ ଏବେ କେମିତି ଅଛ? ଦେହ ଭଲ ଅଛି ତ? ଡାକ୍ତର ପାଖକୁ…
Archives


